Sign in
Sign in
Recover your password.
A password will be e-mailed to you.
ଡାକ୍ତରୀ ଏକ ବୃତ୍ତି ନୁହେଁ, ଏକ ବ୍ରତ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
କଟକ : ଡାକ୍ତରୀ ଏକ ବୃତ୍ତି ନୁହେଁ, ଏକ ବ୍ରତ। କଟକର ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲ ବାର୍ଷିକ ଉତ୍ସବରେ ଯୋଗ ଦେଇ ଏହା କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ସେ କହିଛନ୍ତି, କଟକକୁ ବିଶ୍ୱପ୍ରସିଦ୍ଧ କରିବା ପାଇଁ ଏସ୍ସିବିର ମହତ୍ତ୍ୱପୂର୍ଣ୍ଣ!-->!-->!-->…
ନବ ଦାସ ହତ୍ୟା ମାମଲା, ଅଭିଯୁକ୍ତ ଗୋପାଳ ଅପରାଧ ସ୍ୱୀକାର କରିବାକୁ ରାଜି
ଝାରସୁଗୁଡା: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ହତ୍ୟା ମାମଲାରେ ବହିଷ୍କୃତ ପୁଲିସ ଅଧିକାରୀ ଗୋପାଳ ଦାସ ଅପରାଧ ସ୍ବୀକାର କରିବାକୁ ରାଜି ଅଛି ବୋଲି କହିଛନ୍ତି। ବୁଧବାର ଝାରସୁଗୁଡ଼ା ଜିଲ୍ଲା ଜଜ୍ କୋର୍ଟରେ ଆଜି ତାଙ୍କୁ ହାଜର କରାଯିବା ପରେ ଅପରାଧ ସ୍ବୀକାର କରିବାକୁ ରାଜି ଅଛନ୍ତି!-->…
ନନ୍ଦନକାନନକୁ ଆସିଲେ ନୂଆ ଅତିଥି : ଇଟାନଗରରୁ ଅଣାଯାଇଛି ହୁଲକ୍ ଗିବନ ଓ ଚିତା ବିରାଡ଼ି
ଭୁବନେଶ୍ୱର: ୪୦ ବର୍ଷରେ ନନ୍ଦନକାନକୁ ଆସିଛନ୍ତି ଏକ ହଳ ହୁଲକ୍ ଗିବନ ଓ ଏକ ହଳ ଚିତା ବିରାଡି । ମିଜୋରାମର ଇଟାନଗରରୁ ଏହି ବିରଳ ପ୍ରାଣୀଙ୍କୁ ଅଣାଯାଇଛି । ହୁଲକ୍ ଗିବନ ଓ ଚିତା ବିରାଡିଙ୍କୁ ଅଣିବା ପାଇଁ ବାଘ ସେହିନି ଓ ରକିଙ୍କୁ ତାଙ୍କୁ ଦିଆଯାଇଛି । ଏହି ଦୁଇ ବିରଳ ପ୍ରାଣିଙ୍କୁ ଆଣିବା!-->…
ଦୁଇଟି ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଳିଗଲେ ଡ୍ରାଇଭର
ସମ୍ବଲପୁର :ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜମନକିରା ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥ ବଡକୁଣ୍ଡେସରା ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାପରେ ଗୋଟିଏ ଟ୍ରକ୍ରେ ଲାଗିଗଲା ନିଆଁ। ଉକ୍ତ ଟ୍ରକ୍ ସହ ଜଳିଗଲେ ଡ୍ରାଇଭର। !-->…
ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଉତ୍ସବରେ ତ୍ୱରିତ ନ୍ୟାୟ ଉପରେ ଗୁରୁତ୍ୱ ଦେଲେ ରାଷ୍ଟ୍ରପତି
କଟକ:ବିଳମ୍ବିତ ନ୍ୟାୟ ଯୋଗୁ ଅନେକ ଲୋକ ଅସୁବିଧାରେ ପଡୁଛନ୍ତି । ବିଳମ୍ବିତ ନ୍ୟାୟ ଯୋଗୁ ଅନେକ ନିର୍ଦ୍ଦୋଷ ଜେଲରେ ଜୀବନ କାଟୁଛନ୍ତି । ଏପରିକି ନ୍ୟାୟ ବିଳମ୍ବ ପାଇଁ ପୀଡିତ ମଧ୍ୟ ହତାଶ ହୋଇପଡୁଛନ୍ତି । ତେଣୁ ତ୍ୱରିତ ନ୍ୟାୟ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ!-->…
ଇତିହାସ ରଚିଲେ ପାକିସ୍ତାନୀ କ୍ରିକେଟର ସାଉଦ୍ ସକିଲ୍
କଲମ୍ବୋ : ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ କଲମ୍ବୋରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟରେ ଅର୍ଦ୍ଧଶତକ ହାସଲ କରି ଇତିହାସ ରଚିଛନ୍ତି ପାକିସ୍ତାନୀ ବ୍ୟାଟ୍ସମ୍ୟାନ ସାଉଦ୍ ସକିଲ । ସକିଲ ଟେଷ୍ଟ କ୍ରିକେଟ ଇତିହାସରେ ପ୍ରଥମ ୭ ଟି ଟେଷ୍ଟରେ ଅର୍ଦ୍ଧଶତକ ହାସଲ କରିବାରେ ବିଶ୍ୱର ପ୍ରଥମ କ୍ରିକେଟର!-->…
ଲାଞ୍ଚ ନେଉଥିଲେ ଏଏସ୍ଆଇ, ମାଡ଼ି ବସିଲା ଭିଜିଲାନ୍ସ
ବ୍ରହ୍ମପୁର// ବୌଦ୍ଧ : ଭିଜିଲାନ୍ସ ଜାଲରେ ପଡିଲେ ପୋଲିସ । ଲାଞ୍ଚ ନେବେବେଳେ ରେଡ ହାଣ୍ଡରେ ପୋଲିସକୁ ଧରିଛି ଭିଜିଲାନ୍ସ । ଅନୁଗୁଳ ଜିଲ୍ଲା କିଆକଟା ଥାନା ଏଏସଆଇ ପଡିଛନ୍ତି ଭିଜିଲାନ୍ସ ଜାଲରେ । ଏଏସଆଇ ନବୀନ କୁମାର ଶତପଥୀ ୮ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଟିମ ତାଙ୍କୁ!-->…
କେନ୍ଦ୍ର ମନ୍ତ୍ରୀଙ୍କୁ ଅଶ୍ଳୀଳ ଭିଡିଓ କଲ୍ କରି ବନ୍ଧା ହେଲେ ୨ ଯୁବକ
ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରୀଙ୍କ ଫୋନ୍କୁ ଆସିଲା ଅଶ୍ଳୀଳ ଭିଡିଓ କଲ୍ । କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲଙ୍କୁ ଏପରି ଅଶ୍ଳୀଳ ଭିଡିଓ କଲ୍ କରିଥିବା ଏକ ଗ୍ୟାଙ୍ଗର ୨ ଜଣଙ୍କୁ ବାନ୍ଧିଛି ପୁଲିସ୍। ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଫେରାର ଥିବା ଜଣାଯାଇଛି।କେନ୍ଦ୍ରୀୟ ଜଳ ଶକ୍ତି!-->…
ଓଡିଶା ହାଇକୋର୍ଟରେ ପ୍ରଥମ ଘଟଣା: ଓଡ଼ିଆରେ ରାୟ ପ୍ରଦାନ କଲେ ଜଷ୍ଟିସ ଡ଼.ସଞ୍ଜୀବ କୁମାର ପାଣିଗ୍ରାହୀ
କଟକ: ଓଡ଼ିଶା ହାଇକୋର୍ଟ ଆଜି ତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଥିବାବେଳେ ଏପଟେ ହାଇକୋର୍ଟର ସଫଳତାରେ ଯୋଡି ହୋଇଛି ଆଉ ଏକ ଫର୍ଦ୍ଦ । ଓଡ଼ିଆ ଭାଷାରେ ପ୍ରକାଶ ପାଇଛି ହାଇକୋର୍ଟଙ୍କ ପ୍ରଥମ ରାୟ । ବିଚାରପତି ଡକ୍ଟର ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଓଡ଼ିଆ!-->…
କଟକ ଚଣ୍ଡିଙ୍କ ଦର୍ଶନ କଲେ, ନେତାଜୀ ସଂଗ୍ରହାଳୟ ବୁଲି ଦେଖିଲେ ରାଷ୍ଟ୍ରପତି
କଟକ: ମଙ୍ଗଳବାରଠାରୁ ତିନି ଦିନିଆ ଓଡ଼ଶା ଗସ୍ତରେ ଆସି ଆଜି କଟକରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କଡା ସୁରକ୍ଷା ମଧ୍ୟରେ ସଡ଼କ ପଥରେ ଆଜି କଟକ ଯାଇଛନ୍ତି ରାଷ୍ଟ୍ରପତି । କଟକରେ ପହଞ୍ଚି ପ୍ରଥମେ ଚଣ୍ଡୀ ମନ୍ଦିର ଯାଇଥିଲେ । ସେଠାରେ ପାଖାପାଖି ୧୫ ମିନିଟ୍ ରହି ମା’ଙ୍କ!-->…