ଯୁବ କଂଗ୍ରେସ ନିର୍ବାଚନରେ ବାଜି ମାରିଲେ ବିକାଶ ,ତତସତ୍ ଓ ଚିନ୍ମୟ…

ବ୍ରହ୍ମପୁର : ଓଡିଶା ପ୍ରଦେଶ ଯୁବ କଂଗ୍ରେସର 33ଟି ସାଙ୍ଗଠନିକ ଜିଲ୍ଲା ଓ ରାଜ୍ୟ ସାଧାରଣ ସମ୍ପାଦକ ସହ ରାଜ୍ୟ ସଭାପତି ପାଇଁ ହୋଇଥିବା ସାଙ୍ଗଠନିକ ନିର୍ବାଚନର ଫଳାଫଳ ଗତକାଲି ପ୍ରକାଶ ପାଇଛି । ଏହି ନିର୍ବାଚନ ଗତ 16 ଫେବ୍ରୁଆରି 2023 ରେ ଆରମ୍ବ ହୋଇଥିବା ବେଳେ 7 ମାର୍ଚ୍ଚ 2023 ରୁ

ଜମି ଚାଷ କରିବାକୁ ଯାଇ ନାଳରେ ପଡ଼ି ଯୁବକ ମୃତ…

ମାଲକାନଗିରି : ମାଲକାଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ରାସବେଡ଼ା ପଞ୍ଚାୟତ ମୁଡୁଲିଗୁଡ଼ା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ଘେନୁ ଚାଲାଣ ବୟସ ୪୧ରୁ ଉର୍ଦ୍ଧ ସେ ନିଜ ଚାଷ ଜମିକୁ ଧାନ ରୋପା କରିବାକୁ ଯାଇ ସନ୍ଧ୍ୟା ସମୟରେ ନିଜ ଘରକୁ ଫେରୁଥିବା ବେଳେ ବାଟରେ ପଡ଼ୁଥିବା ନାଳପାର

ବିଦ୍ୟୁତ୍ ବିଭାଗୀୟ ଭିଜିଲାନ୍ସ କର୍ମଚାରୀଙ୍କୁ ଆକ୍ରମଣ ଘଟଣା : ଯୁବକ ଗିରଫ, ଲୁଟ୍ ମୋବାଇଲ ଜବତ…

ହିଞ୍ଜିଳିକାଟୁ, ୨୬ା୭() : ମଙ୍ଗଳବାର ବିଦ୍ୟୁତ ବିତରଣକାରୀ ସଂସ୍ଥା ଟିପିଏସଓଡିଏଏଲ ଭିଜିଲାନ୍ସ ଟିମ୍ ପକ୍ଷରୁ ହିଞ୍ଜିଳି ଥାନା କାଞ୍ଜିଆମା ଗ୍ରାମରେ ଚଢାଉ କରାଯାଇଥିଲା । ଚଢାଉ ସମୟରେ ସଂପୃକ୍ତ ଗ୍ରାମର ରାମକୃଷ୍ଣ ସାହୁ ଚଢାଉ କର୍ମଚାରୀଙ୍କୁ ଗାଳିଗୁଲଜ କରିଥିଲେ । ପରେ ଗ୍ରାମର କିଛି ଲୋକେ

ମାଲକାନଗିରି ମହାବିଦ୍ୟାଳୟରେ କାର୍ଗିଲ ବିଜୟ ଦିବସ ପାଳିତ…

ମାଲକାନଗିରି : ତା- ୨୬/୦୭/୨୦୨୩ , ମାଲକାନଗିରି ମହାବିଦ୍ୟାଳୟରେ କାର୍ଗିଲ ବିଜୟ ଦିବସ ପାଳିତ ହୋଇଯାଇଛି l ଏହି ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର ସଭାପତିତ୍ବ କରିଥିବା ସ୍ଥଳେ ପ୍ରାକ୍ତନ ଅଧ୍ୟକ୍ଷ ଅଶୋକ କୁମାର ଷଢ଼ଙ୍ଗୀ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ l ଶତାଧିକ

୨୪ତମ କାରଗିଲ୍ (କାର୍ଗିଲ୍) ବିଜୟ ଦିବସ ପାଳିତ

ଛତ୍ରପୁର : ତା.୨୬.୦୭.୨୩ ଗୋପାଳପୁର ମିଲିଟାରୀ ଷ୍ଟେସନ ଠାରେ ୨୪ତମ କାର୍ଗିଲ ବିଜୟ ଦିବସ ବୁଧବାର ଦିନ ପାଳିତ ହୋଇ ଯାଇଛି । ଆର୍ମି ଡିଫେନ୍ସ ପକ୍ଷରୁ ଅନୁଷ୍ଠିତ ଏହି କାର୍ଗିଲ ବିଜୟ ଦିବସ ପାଳନ ଅବସରରେ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଶ୍ରବଣ କୁମାର ଏବଂ ଅତିରିକ୍ତ ଜିଲ୍ଲାପାଳ ଲୀନା

ବ୍ରହ୍ମପୁର ପୋଲିସ ପଞ୍ଝାରେ ତିନି ଆନ୍ତଃରାଜ୍ଯ ଲୁଟେରା…

ବ୍ରହ୍ମପୁର : ପୋଲିସ ପଞ୍ଝାରେ ତିନି ଜଣ ଆନ୍ତଃରାଜ୍ଯ ଲୁଟେରା। ଗତ କିଛି ମାସ ଧରି ବିଭିନ୍ନ ରାଜ୍ୟରେ ପୋଲିସ ର ନିଦ ହଜାଇ ଦେଇଥିବା ଲୁଟେରା ଗେଙ୍ଗ ର ତିନି ଜଣ ଲୁଟେରା କୁ କାବୁ କରିବା ରେ ସଫଳ ହୋଇଛି ବ୍ରହ୍ମପୁର ପୋଲିସ। ଗିରଫ ତିନି ଜଣ ଅଭିଯୁକ୍ତ ହେଲେ ବିହାର କତାର ଅଞ୍ଚଳ ର ସନ୍ତୋଷ

ବ୍ରାହ୍ମଣୀଗାଁ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟରେ ବାଧକ ସାଜିଛି ଇଲେକ୍ଟ୍ରି ପୋଲ : ତହସିଲଦାର ଙ୍କ ଉପସ୍ଥିତିରେ…

ଦାରିଙ୍ଗବାଡ଼ି, ୨୬/୦୭, କନ୍ଧମାଳ ଜିଲା ଦାରିଙ୍ଗ ବାଡ଼ି ବ୍ଲକର ଦ୍ୱିତୀୟ ବୃହତ୍ତମ ବଜାର ବ୍ରାହ୍ମଣୀଗାଁ ଅଟେ। ଏହି ବଜାର ରାସ୍ତାର ପ୍ରଶସ୍ତି କରଣ କାର୍ଯ୍ୟ ପ୍ରାୟ ଦୁଇ ମାସରୁ ଅଧିକ ଦିନ ହେବ ଚାଲିଛି। ହେଲେ ଆଜି ଜଗନ୍ନାଥ ସିଂଙ୍କ ଘରେ ଭଡାରେ ଚାଲିଥିବା ଷ୍ଟେଟ ବ୍ୟାଙ୍କ ଓ ଏଟିଏମ

ମଦ ମାଫିଆ ଓ ପ୍ରଶାସନ ମଧ୍ୟରେ ଫିକ୍ସିଂଙ୍ଗ..! : ବୁଦ୍ଧିଜୀବୀ ଙ୍କ ଅଭିଯୋଗ ଶୁଣିବ କିଏ..?

ଗଞ୍ଜାମ ଜିଲ୍ଲାରେ ଅପମିଶ୍ରଣ ମଦର ବନ୍ୟା ନିଘୋଡ଼ ନିଦରେ ପ୍ରଶାସନ...!! ଲୋକଙ୍କ ଜୀବନ କୁ ନେଇ ଚାଲିଛି ବ୍ୟବସାୟ...!!ବ୍ରହ୍ମପୁର:୨୬-୭ ଗଞ୍ଜାମ ଜିଲ୍ଲାରେ ଥିବା ଅଧିକାଂଶ ସରକାରୀ ଦେଶୀ ମଦଭାଟି ରେ ମହୁଲ ରେ ପୋଚ ପ୍ରସ୍ତୁତ ନ କରି ୟୁରିଆ ଓ ଇଷ୍ଟ ପୋଚ ରେ ବ୍ୟବହାର କରି ସ୍ୱଳ୍ପ

ମଣିପୁର ହିଂସା ବିରୁଦ୍ଧରେ ଗଣ ପ୍ରତିବାଦ…

ଫାସିବାଦୀ ରାଷ୍ଟ୍ର ବ୍ୟବସ୍ଥା ବିରୁଦ୍ଧରେ ଜନ ଆନ୍ଦୋଳନ ଜରୁରୀ :ନାଗରିକ ସାମ୍ମୁଖ୍ୟ ବ୍ରହ୍ମପୁର,: ତା.26.7.2023 ଭାରତର ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ଚାଲିଥିବା ହିଂସା, ଗୃହଦାହ, ମହିଳା ମାନଙ୍କ ପ୍ରତି ଯୌନ ନିର୍ଯ୍ୟାତନା ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ସହ ମଣିପୁରରେ

ବିଜୁଳି ବିଭାଗର ବେପରୁଆ ମନବୃତି,ଭାଙ୍ଗି ପଡିଥିବା ବିଜୁଳି ଖୁଣ୍ଟିରୁ ବିଦ୍ୟୁତ ସଂଯୋଗ କାଟିବାକୁ ସମୟ ନାହିଁ…

କୌଣସି ଦୁର୍ଘଟଣା ଘଟିଲେ ଦାୟି ରହିବ କିଏ...? ମାଲକାନଗିରି : ଆଜି ଦିନ ଘ୧.୩୦ମିନିଟ ସମୟରେ ଦୈନିକ ବଜାର ରାସ୍ତାରେ ଲଗାଣ ବର୍ଷାଯୋଗୁଁ ଏକ ବିଦ୍ୟୁତ ପୋଲ ଆପେଆପେ ନଇଁ ପଡିବା ସହ ବଜାରକୁ ଯିବା ଆସିବା ରାସ୍ତାରେ ଭୂମିଠୁ ପ୍ରାୟ ୫ଫୁଟ ଗଛଉପରେ ଝୁଲି ରହିଥିଲା ବେଳେ ଏହାର କେତେ ବିଜୁଳି