ଲଗାଣ ବର୍ଷାଯୋଗୁଁ ଜିଲ୍ଲାରେ ବନ୍ୟା ପରିସ୍ଥିତି, ପୋଡ଼ଶୀ ରାଜ୍ୟସହ ସୀମାନ୍ତ ଅଞ୍ଚଳକୁ ଯତାୟତ ବାଧାପ୍ରାପ୍ତ…

ମାଲକାନଗିରି : ଗତକାଲି ସମଗ୍ର ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ପୁଣିଦେଖା ଦେଇଛି ବନ୍ୟା ପରିସ୍ଥିତି । ଦୀର୍ଘ ୧୯ଦିନରୁ ଉର୍ଦ୍ଧଦିନ ବର୍ଷା ଯୋଗୁ ଜିଲ୍ଲା ର ବିଭିନ୍ନ ଜାଗାରେ ବନ୍ୟାପରିସ୍ଥିତି ସୃଷ୍ଟି ହେବାସହ,ଭୂସ୍ଖଳନ ଭଳି ଘଟଣା ଘଟି ଯାଇଠୁବା ବେଳେ ଗତ କାଲିର ବର୍ଷା ପ୍ରଭାବ ରେ

ଛତ୍ରପୁର ଏନଏସି ରେ ମୁକ୍ତା ଯୋଜନା ଏବଂ ଆବାସ ଯୋଜନାର ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କଲେ ବିଧାୟକ

ଛତ୍ରପୁର : ସ୍ଥାନୀୟ ଏନଏସି କଲ୍ୟାଣ ମଣ୍ଡପ ପରିସରରେ ଛତ୍ରପୁର ଏନଏସି ପକ୍ଷରୁ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ରେ (ମୁକ୍ତା) ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ

ରାସ୍ତାରେ ଜଳିଗଲା ଇଲେକ୍ଟ୍ରିକ୍ ସ୍କୁଟର

ଛତ୍ରପୁର : ରାସ୍ତାରେ ଜଳିଗଲା ଇଲେକ୍ଟ୍ରି ସ୍କୁଟର । ଛତ୍ରପୁର ବ୍ୟାଙ୍କ କଲୋନୀରେ ଘଟିଛି ଏଭଳି ଘଟଣା । ବ୍ୟାଙ୍କ କଲୋନୀ ବାସିନ୍ଦା ବିମଳ ପାଣିଗ୍ରାହୀଙ୍କ ଇଲେକ୍ଟ୍ରି ସ୍କୁଟର ଟି ଜଳିଯାଇଥିବା ସୂଚନା ମିଳିଛି । ସ୍କୁଟର ଧରି ସ୍କୁଲ ଯିବା ସମୟରେ ଗାଡିଟି ଜଳିଯାଇଥିବା ଦେଖିବାକୁ ମିଳିଛି ।

୧୮୦୦ ପରିବାରଙ୍କୁ ପଟ୍ଟା ପ୍ରଦାନ ଦାବୀର ଅନଶନ

ଛତ୍ରପୁର: ଆଜି ଭାରତୀୟ ବିକାଶ ପରିଷଦ, ଆର୍ଯ୍ୟପଲ୍ଲୀ, ଗ୍ରାମ ପଂଚାୟତ ଶାଖା ତରଫରୁ ଜିଲ୍ଲପାଳ କାର୍ଯ୍ୟାଳୟ ଛତ୍ରପୁର ଠାରେ ଆମରଣ ଅନଶନରେ ଆଜ୍ଞାପଲ୍ଲୀ ଗ୍ରାମର ତିନିଜଣ ବ୍ୟକ୍ତି ଅକେଲେଶ୍ୱର ଜେନା, ବି କୈଳାସ ଏବଂ ବି ପାର୍ସୟା ଶତାଧିକ ଗ୍ରାମବାସୀଙ୍କ ସହିତ ଦିବା ରାତ୍ରି ଅନଶନ

ହଂସପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ

ଛତ୍ରପୁର : ଛତ୍ରପୁର ବ୍ଲକ ଅନ୍ତର୍ଗତ ହଂସପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ଙ୍କୁ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପଦ୍ମ ଚରଣ ବେହେରା ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ହୋଇଯାଇଛି, ଏଥିରେ ପୋଟଲାମପୁର ସରପଞ୍ଚ ନିରଞ୍ଜନ ପ୍ରଧାନ ମୁଖ୍ୟ

ମହାନ୍ ସଂଘ ପକ୍ଷରୁ ଖାଦ୍ୟର ସଦୁପଯୋଗ କରିବା ନେଇ ସଚେତନତା ଅଭିଯାନ ଆରମ୍ଭ

ବ୍ରହ୍ମପୁର : ସଂପ୍ରତି ବିଶ୍ୱରେ ଗୋଟିଏ ପାଖ ରେ ଖାଦ୍ୟ ଅଭାବ ଓ ଅନାହାର ଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ସହ ବହୁ ଲୋକ ପେଟପୂରା ଖାଇବାକୁ ପାଉନଥିବାବେଳେ, ଅନ୍ୟ ପାଖ ରେ ବହୁ ଖାଦ୍ୟ ଫୋପଡା ଯାଉଥିବା ଗଭୀର ପରିତାପର ବିଶୟ। ଭୋଜିଭାତ, ହୋଟେଲ ଓ ଅନ୍ୟାନ୍ୟ ସ୍ଥାନରେ ଯେତିକି ଖାଦ୍ୟ ନଷ୍ଟ

ବିଦ୍ୟାଳୟ ସ୍ତରୀୟ ଜୁନିଅର ରେଡକ୍ରସ ଶିବିର ଅନୁଷ୍ଠିତ

ପାତ୍ରପୁର : ଖରଣୀପଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖରଣୀପଡ଼ା ସ୍ଥିତ ଗୋପୀନାଥ ବିଦ୍ୟାପୀଠ ରେ ବିଦ୍ୟାଳୟ ସ୍ତରୀୟ ଜୁନିଅର ରେଡକ୍ରସ ଶିବିର ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଗାଣ୍ଡୁ ପାଣିଗ୍ରାହୀ ରେଡକ୍ରସ ପତାକା ଉତ୍ଵଳନ କରି ଶିବିରର ଶୁଭାରମ୍ଭ କରିଥିଲେ ଓ ଉପସ୍ଥିତ

ନନ୍ଦିଗାଁ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ

ପାତ୍ରପୁର : ପାତ୍ରପୁର ବ୍ଲକ ଖରଣୀପଡା ପଞ୍ଚାୟତ ଅନ୍ତର୍ଗତ ନନ୍ଦିଗାଁ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀ ଧୋବା ପାଢ଼ୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ

ଟିପିଓଏସଡିଏଲ ଭିଜିଲାନ୍ସ ଟିମ୍ ଙ୍କୁ ଆକ୍ରମଣ, ଥାନାରେ ଏତଲା

ଆକ୍ରମଣରେ ଲାଇନ୍ ମ୍ୟାନ ଗୁରୁତରହିଞ୍ଜିଳିକାଟୁ (୨୫/୭): ବିଦ୍ୟୁତ୍ ବିତରଣକାରୀ ସଂସ୍ଥା ଟିପିଓଏସଡିଏଲ ଭିଜିଲାନ୍ସ ବିଭାଗ ପକ୍ଷରୁ ମଙ୍ଗଳବାର ହିଞ୍ଜିଳି ଥାନା କାଞ୍ଜିଆମା ଗ୍ରାମରେ ଚଢ଼ାଉ ବେଳେ ଗ୍ରାମର ଏକ ଗୋଷ୍ଠୀ ଭିଜିଲାନ୍ସ କର୍ମଚାରୀଙ୍କୁ ଆକ୍ରମଣ କରିଛନ୍ତି । ଆକ୍ରମଣରେ ଜଣେ ଲାଇନ୍

ବରିଷ୍ଠ ନାଗରିକ ସହାୟତା କେନ୍ଦ୍ର ଦ୍ୱାରା ବୃଦ୍ଧାଙ୍କୁ ଥଇଥାନ

ବେଲଗୁଣ୍ଠା(୨୫/୦୭) : ଦୀର୍ଘ ଚାରି ବର୍ଷ ଧରି ଅସହାୟ ଭାବେ ଜୀବନ ବିତାଇବା ପରେ ଆଜି ବରିଷ୍ଠ ନାଗରିକ ସହାୟତା କେନ୍ଦ୍ର ସହାୟତାରେ ବେଲଗୁଣ୍ଠା ବ୍ଳକ୍ ତନରଡା ପଂଚାୟତ ବାଣତୁମ୍ବ ଗ୍ରାମର କୁମାରୀ ପାଳ ଆଜି ପୁରୁଷୋତ୍ତମପୁର ନିକଟସ୍ଥ ଭୂତସରସିଙ୍ଗି ସ୍ଥିତ ସୁଭଦ୍ରା ମହତାବ ସେବା ସଦନରେ