Sign in
Sign in
Recover your password.
A password will be e-mailed to you.
ଲଘୁଚାପ: ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୨ ଜିଲ୍ଲାରେ ପ୍ରବଳ ବର୍ଷା
ଭୁବନେଶ୍ୱର: ଗତକାଲିର ଲଘୁଚାପ କ୍ଷେତ୍ର ଆଜି (ମଙ୍ଗଳବାର) ଆହୁରି ଘନୀଭୂତ ହୋଇ ପଶ୍ଚିମ- କେନ୍ଦ୍ରୀୟ ତତସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଉତ୍ତର ଆନ୍ଧ୍ରପ୍ରଦେଶ- ଦକ୍ଷିଣ ଓଡିଶା ଉପକୂଳ ସମୁଦ୍ର ଅଞ୍ଚଳରେ ଏକ ସୁଦୃଶଃ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି।
ଆଗାମୀ!-->!-->!-->…
ବିଚ୍ ରାସ୍ତାରୁ ଯୁବତୀଙ୍କୁ କାରରେ ଉଠାଇ ନେଲେ ୫ ଦୁର୍ବୃତ୍ତ
କଟକ: ମଝି ରାସ୍ତାରୁ ଯୁବତୀଙ୍କୁ ଉଠାଇନେଲେ ୫ ଦୁର୍ବୃତ୍ତ। ଆଠଗଡ଼ ମଣ୍ଡଳୀ ରାସ୍ତା ଛତାବର ହୋଟେଲ ନିକଟରୁ ଜଣେ ଯୁବତୀଙ୍କୁ ୫ ଜଣ ଯୁବକ ଅପହରଣ କରିଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ସକାଳୁ ଯୁବତୀ ଜଣଙ୍କ ସ୍କୁଟିରେ ଯାଉଥିବା ବେଳେ ଯୁବକମାନେ ବିଚ୍ ରାସ୍ତାରୁ ଯୁବତୀଙ୍କୁ କାରରେ!-->…
ନୋଇଡା : ବେଆଇନ ପାର୍କିଂରେ ପଶିଲା ବନ୍ୟାପାଣି, ବୁଡ଼ିଗଲା ଶହ ଶହ ଗାଡ଼ି
ନୋଇଡା : ପ୍ରବଳ ବର୍ଷା ଯୋଗୁଁ ହିଣ୍ଡନ୍ ନଦୀରେ ଏବେ ଏକ ବଡ଼ ଧରଣର ବନ୍ୟା ଆସିଛି । ଏହା ଫଳରେ ନୋଇଡାରର ଏକ ବଡ଼ ଅଂଚଳ ଜଳମଗ୍ନ ହୋଇଛି । ନୋଇଡାର ଗୌତମ ବୁଦ୍ଧ ନଗର ଚିଜାରାସୀ ଗ୍ରାମରୁ ମୋମନାଥଲ ପର୍ଯ୍ୟନ୍ତ ଅଞ୍ଚଳ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଛି ।ମିଳିଥିବା ସୂଚନା ଅନୁସାରେ ବନ୍ୟା ଜଳ ଯୋଗୁଁ!-->…
ପ୍ରଶ୍ନପତ୍ର ପ୍ରଘଟ ମାମଲା, ମାଷ୍ଟରମାଇଣ୍ଡକୁ ଖୋଜିବାକୁ ୨ ରାଜ୍ୟକୁ ଗଲା ପୋଲିସ ଟିମ୍
ବାଲେଶ୍ୱର: ରାଜ୍ୟ ବାହାରକୁ ଗଲା ୫ଟି ପୋଲିସ ଟିମ୍ । ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ ଦ୍ୱାରା ପରିଚାଳିତ ଜେଇ (ସିଭିଲ୍) ମେନ୍ ପ୍ରଶ୍ନପତ୍ର ପ୍ରଘଟ ମାମଲାର ମାଷ୍ଟରମାଇଣ୍ଡକୁ ଧରିବା ଲାଗି ଓଡ଼ିଶା ପୋଲିସର ୫ଟି ଟିମ୍ ୨ଟି ରାଜ୍ୟକୁ ଯାଇଛନ୍ତି ।
ପ୍ରଶ୍ନପତ୍ର ଲିକ୍ ରାକେଟରେ ସମ୍ପୃକ୍ତ!-->!-->!-->…
ସ୍ୱଚ୍ଛ ସର୍ବେକ୍ଷଣ ତାଲିକାରେ ଭୁବନେଶ୍ୱରକୁ ଶୀର୍ଷରେ ରଖିବା ପାଇଁ ଅପିଲ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ସ୍ୱଚ୍ଛ ସର୍ବେକ୍ଷଣ-୨୦୨୩ରେ ଭୁବନେଶ୍ୱର ସହର ଭାଗ ନେଇଛି । ଏହି ସର୍ବେକ୍ଷଣରେ ସମସ୍ତେ ସିଟିଜେନ ଫିଡବ୍ୟାକ ଦେଇ ଭୁବନେଶ୍ୱରକୁ ୧ ନମ୍ବର କରିବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏକ ଭିଡିଓ ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ ସମସ୍ତ ଭୁବନେଶ୍ୱରବାସୀଙ୍କୁ!-->…
ଇଂରେଜ ବି ଇଷ୍ଟ ଇଣ୍ଡିଆ ନାମ ନେଇ ଆସିଥିଲେ : ମୋଦି
ନୂଆଦିଲ୍ଲୀ : ସଂସଦର ମୌସୁମୀ ଅଧିବେଶନ ଚତୁର୍ଥ ଦିନରେ ବିପକ୍ଷଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଟାକ୍ଷ। ମଙ୍ଗଳବାର(ଜୁଲାଇ ୨୫) ବିରୋଧୀ ଦଳର ମିଳିତ ମଞ୍ଚ I.N.D.I.Aକୁ ଇଷ୍ଟ ଇଣ୍ଡିଆ କମ୍ପାନୀ ଏବଂ ଇଣ୍ଡିଆନ୍ ମୁଜାହିଦ୍ଦିନ ସହ ତୁଳନା କରି କଟାକ୍ଷ କରିଛନ୍ତି ପ୍ରଧାନମନ୍ତ୍ରୀ।!-->…
ଓଡିଶା ସିଭିଲ ସର୍ଭିସ ୨୦୨୧ର ଫଳ ପ୍ରକାଶ ଉପରେ ହାଇକୋର୍ଟଙ୍କ ରୋକ, ସେପ୍ଟେମ୍ବରରେ ପରବର୍ତ୍ତୀ ଶୁଣାଣି
କଟକ: ଓଡିଶା ସିଭିଲ ସର୍ଭିସ ୨୦୨୧ ର ଫଳ ପ୍ରକାଶ ଉପରେ ହାଇକୋର୍ଟଙ୍କ ରୋକ। ହାଇକୋର୍ଟଙ୍କ ବିନା ଅନୁମତିରେ ଫଳ ପ୍ରକାଶ ନକରିବାକୁ ନିର୍ଦ୍ଦେଶ। ଓଡ଼ିଶା ଲୋକସେବା ଆୟୋଗକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ଜଣେ ଦିବ୍ୟାଙ୍ଗ ପ୍ରାର୍ଥୀ ସତୀଶ କୁମାର ପାଣିଗ୍ରାହୀଙ୍କ ଆବେଦନକୁ ଗ୍ରହଣ କରି!-->…
ରାଜ୍ୟରେ କମୁଛି ମୁଣ୍ଡପିଛା ଋଣବୋଝ: ଓଡିଶାର ଶୃଙ୍ଖଳିତ ବିତ୍ତୀୟ ପରିଚାଳନାକୁ କେନ୍ଦ୍ରର ପ୍ରଶଂସା
ଭୁବନେଶ୍ୱର: କମୁଛି ମୁଣ୍ଡପିଛା ଋଣବୋଝ । ଓଡିଶାର ଶୃଙ୍ଖଳିତ ବିତ୍ତୀୟ ପରିଚାଳନାକୁ କେନ୍ଦ୍ରର ସ୍ବୀକୃତି । ରାଜ୍ୟ ସରକାରଙ୍କ ଶୃଙ୍ଖଳିତ ବିତ୍ତୀୟ ପରିଚାଳନା ଲଗାତାର ଭାବେ ଜାତୀୟସ୍ତରରେ ଚର୍ଚ୍ଚିତ ହୋଇଛି । ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି ମୁଣ୍ଡପିଛା ଋଣଭାର ହ୍ରାସ କ୍ଷେତ୍ରରେ ଓଡି଼ଶା!-->…
ସାପ କାମୁଡାରେ ୪ଛାତ୍ରଛାତ୍ରୀଙ୍କ ମୃତ୍ୟୁ ପରେ ଚେତିଲା ପ୍ରଶାସନ : ଯାଞ୍ଚ ହେବ ସମସ୍ତ ଶିକ୍ଷାନୁଷ୍ଠାନ ଓ ହଷ୍ଟେଲ…
କେନ୍ଦୁଝର: କେନ୍ଦୁଝରରେ ୭ଦିନ ମଧ୍ୟରେ ସାପ କାମୁଡାରେ ୪ଛାତ୍ରଛାତ୍ରୀଙ୍କ ମୃତ୍ୟୁ ପରେ ଚେତିଲା ପ୍ରଶାସନ । ପ୍ରତି ତହସିଲଦାରଙ୍କ ନେତୃତ୍ୱରେ ଭିତ୍ତିଭୂମି ଯାଞ୍ଚ ପାଇଁ ଗଠନ ହେଲା ଟିମ୍ । ୨ଟି ଭିନ୍ନ ଭିନ୍ନ ଘଟଣାରେ ୪ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଓ ୨ଜଣ ଗୁରୁତର ହୋଇଛନ୍ତି । ଆଗକୁ ଏପରି!-->…
ଆଇଆଇଟି, ଆଇଆଇଏମ୍ରେ ନପଢ଼ି ମଧ୍ୟ ଆମାଜନରେ ବାର୍ଷିକ ୧.୨୫ କୋଟି ଦରମାରେ ଚାକିରି ପାଇଲେ ଛାତ୍ର
ନୂଆଦିଲ୍ଲୀ : ଇଣ୍ଡିଆନ ଏଜୁକେସନାଲ୍ ଇନଷ୍ଟିଚ୍ୟୁସନ୍ସର ପ୍ରସିଦ୍ଧ ଆଇଆଇଟି, ଆଇଆଇଏମ୍ ଏବଂ ଏନଆଇଟି ପ୍ରାୟତଃ ପ୍ଲେସମେଣ୍ଟ ସମୟରେ ରେକର୍ଡ କରିଥାନ୍ତି। ଏହି ଶିକ୍ଷାନୁଷ୍ଠାନରୁ କିଛି ପିଲା କୋଟି କୋଟି ଟଙ୍କା ପ୍ୟାକେଜରେ ପ୍ଲେସମେଣ୍ଟ ପାଇଥାନ୍ତି, ଯାହାକୁ ନେଇ ସାରା ଦେଶ ଗର୍ବିତ ହୋଇଥାଏ।!-->…