ସାପ କାମୁଡ଼ାରେ ଗଲା ଶିଶୁ ପୁତ୍ରର ଜୀବନ, ମା ଗୁରୁତର

ଉଦଳା: ସାପ କାମୁଡ଼ାରେ ଗଲା ଶିଶୁ ପୁତ୍ରର ଜୀବନ। ଗୁରୁତର ଅବସ୍ଥାରେ ମା ମିନତୀ ମହାକୁଡ଼ଙ୍କୁ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଛି। ଉଦଳା ଶରତ ଥାନା କଟୁରିଆ ଗାଁରେ ଏହି ଅଘଟଣ ଘଟିଛି। ଗତକାଲି ରାତିରେ ମିନତୀ ନିଜ ଦେଢ ବର୍ଷର ଶିଶୁପୁତ୍ରକୁ ଧରି ଘରେ ଶୋଇଥିଲେ। ବିଳମ୍ବିତ

ଯନ୍ତ୍ରଣା ଦେଉଛି ମୁଖ୍ୟ ମନ୍ତ୍ରୀ ସଡ଼କ ଯୋଜନା…

ମାଲକାନଗିରି : ଲୋକଙ୍କ ସୁବିଧା ବଦଳ ରେ ଯନ୍ତ୍ରଣା ଦେଉଛି ମୁଖ୍ୟ ମନ୍ତ୍ରୀ ସଡ଼କ ଯୋଜନା ଏହି ଭଳି ଏକ ଘଟଣା ଦେଖିବାକୁ ମିକିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ତେଲରାଇ ପଞ୍ଚୟାତ ଠାରୁ ସୁଦ୍ଧାକୋଣ୍ଡା ଦେଇ ଯାଇଥିବା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା l ରାଜ୍ୟ ସରକାର ଜନସାଧାରଣଙ୍କ

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବୁଦ୍ଧିଜୀବୀ ସମ୍ମିଳନୀ

ଛତ୍ରପୁର : ଛତ୍ରପୁର ଶ୍ରୀରାମନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବି ମାନଙ୍କୁ ନେଇ ଏକ ବୁଦ୍ଧିଜୀବି ସମ୍ମିଳନୀ ବିଦ୍ୟାଳୟର ସଭାପତି ଉପେନ୍ଦ୍ର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନ ଆଚାର୍ଯ୍ୟ

କେନାଲରେ ବୁଡି ମୃତ୍ୟୁ ବରଣ କରିଥିବା ଶିଶୁ ପୁତ୍ରଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ସହାୟତା ପ୍ରଦାନ

ଛତ୍ରପୁର : ଗତ ଶୁକ୍ରବାର ଦିନ ଛତ୍ରପୁର ତହସିଲ ଅନ୍ତର୍ଗତ ବଳରାମପୁର ଗ୍ରାମରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଥିଲା, ଗ୍ରାମ ର କେନାଳ ରେ ବୁଡି ବଡ଼ ସାହିର ମନୋଜ ପ୍ରଧାନ ଙ୍କ ଶିଶୁ ପୁତ୍ର ଚନ୍ଦନ ପ୍ରଧାନ ଙ୍କ ( ୪ ) ମୃତ୍ୟୁ ଘଟିଥିଲା l ଚନ୍ଦନ ତାଙ୍କ ର କିଛି ସାଙ୍ଗ ଙ୍କ ସହ ମିଶିକି

ଆଗଳା ପାହାଡ଼ରୁ ଅଚିହ୍ନା ବ୍ୟକ୍ତିଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

ଛତ୍ରପୁର : ଛତ୍ରପୁର ଥାନା ଅନ୍ତର୍ଗତ ଚିକଲଖଣ୍ଡି ଗ୍ରାମ ନିକଟ ଆଗଳା ପାହାଡ଼ରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ କୁ ଉଦ୍ଧାର କରିଛି ପୋଲିସ l ଝୁଲନ୍ତା ଅବସ୍ଥାରେ ସ୍ଥାନୀୟ ବାସିନ୍ଦା ଦେଖି ଛତ୍ରପୁର ଥାନାକୁ ଖବର ଦେଲା ପରେ ଛତ୍ରପୁର ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ଓ ତାଙ୍କ ଟିମ୍

କୋଚ୍‌ଙ୍କୁ ବାହାହେଲେ ଟେନିସ୍ କୁଇନ୍ କ୍ବିତୋଭା

ପ୍ରାଗ୍: ଦୁଇ ଥର ୱିମ୍ବଲଡନ୍ ଓପନ୍ ବିଜୟିନୀ ତଥା ଚେକ୍ ରିପବ୍ଲିକ୍‌ର ‌ଟେନିସ୍ କୁଇନ୍ ପେଟ୍ରା କ୍ବିତୋଭା ଦୀର୍ଘ ଦିନର ପ୍ରେମୀ ତଥା ପ୍ରଶିକ୍ଷକ ଜିରି ଭାନେକଙ୍କୁ ଜୀବନ ସାଥୀ ଭାବେ ବାଛିଛନ୍ତି। ଚେକ୍ ରିପବ୍ଲିକ୍‌ର ରାଜଧାନୀ ପ୍ରାଗ୍‌ ଉପକଣ୍ଠରେ ଥିବା ଏକ ବିଳାଶପୂର୍ଣ୍ଣ ରିସୋର୍ଟରେ

ମଣିପୁର ହିଂସା ବିରୋଧରେ ଆପ୍‌ ମଙ୍ଗଳବାର କରିବ ଦେଶବ୍ୟାପୀ ବିକ୍ଷୋଭ

ନୂଆଦିଲ୍ଲୀ: ମଣିପୁରରେ ସୃଷ୍ଟି ହୋଇଥିବା ହିଂସା ଓ ବିପଜ୍ଜନକ ସ୍ଥିତି ବିରୋଧରେ ଆମ୍‌ ଆଦମୀ ପାର୍ଟି (ଆପ୍‌) ମଙ୍ଗଳବାର ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ଦଳୀୟ ଅଧିକାରୀମାନେ କହିଛନ୍ତି। ଦିଲ୍ଲୀରେ ଏହି ବିକ୍ଷୋଭରେ ଜନ୍ତରମନ୍ତରରେ ଦଳର ଶୀର୍ଷ ନେତାମାନେ ଯୋଗଦେବେ।ମଣିପୁର

ମେଘାଳୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉତ୍ତ୍ୟକ୍ତ ଜନତାଙ୍କ ଆକ୍ରମଣ, ୫ ଆହତ

ତୁରା: ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ୍‌ ସାଙ୍ଗମାଙ୍କ କାର୍ଯ୍ୟାଳୟରେ ଆଜି ଉତ୍ତ୍ୟକ୍ତ ଜନତା ପଣି ଗଣ୍ଡଗୋଳ କରିଛନ୍ତି। ବହୁସଂଖ୍ୟକ ଲୋକଙ୍କ ଦ୍ୱାରା ହୋଇଥିବା ଆକ୍ରମଣରେ ମୁଖ୍ୟମନ୍ତ୍ରୀ କନରାଡ୍‌ ସାଙ୍ଗମାଙ୍କ କାର୍ଯ୍ୟାଳୟର ୫ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ତେବେ, ମୁଖ୍ୟମନ୍ତ୍ରୀ

ପରିବାର ଲୋକଙ୍କୁ ହଇରାଣ ନକରିବାକୁ ନିବେଦନ କଲେ ପାକିସ୍ତାନ ଯାଇଥିବା ଅଞ୍ଜୁ; ଜାରି କଲେ ଭିଡିଓ

ଇସ୍‌ଲାମ୍‌ବାଦ୍‌: ପ୍ରେମ ପାଇଁ ଭ‌ାରତରେ ନିଜ ସ୍ବାମୀ ଓ ଛୁଆଙ୍କୁ ଛାଡ଼ି ପାକିସ୍ତାନ ଯାଇଥିବା ଅଞ୍ଜୁଙ୍କ ଚର୍ଚ୍ଚା ‌ଏବେ ଚାରିଅ‌ାଡ଼େ ହେଉଛି। ତାଙ୍କୁ ନେଇ ନୂଆ ନୂଆ କଥା ସବୁ ଶୁଣିବାକୁ ମିଳୁଛି। ଭାରତରୁ ଅଞ୍ଜୁ ନିଜ ପ୍ରେମିକ ନାସରୁଲ୍ଲାଙ୍କୁ ଭେଟିବା ପାଇଁ ପାକିସ୍ତାନ ଯାଇଥିବା ଦାବିକୁ

ଖୋର୍ଦ୍ଧାରେ ଖୋଲିଲା ପ୍ରଥମ ଗାଡ଼ି ସ୍କ୍ରାପ୍‌‌ ୟୁନିଟ୍‌‌

ଭୁବନେଶ୍ବର : ଆଉ ରାସ୍ତାରେ ଗଡିବନି ପୁରୁଣା ଗାଡି। ୧୫ ବର୍ଷରୁ ଅଧିକ ହୋଇସାରିଥିବା ଗାଡିକୁ ସ୍କ୍ରାପିଂ କରାଯାଇ ଗାଡି ମାଲିକଙ୍କୁ ଉଚିତ ମୂଲ୍ୟ ପ୍ରଦାନ କରାଯିବ। ରାଜ୍ୟରେ ବିଧିବଦ୍ଧ ଭାବେ ଗାଡ଼ି ସ୍କ୍ରାପିଂ ଆରମ୍ଭ ହୋଇଛି। ଖୋର୍ଦ୍ଧା ପିତାପଲ୍ଲୀ ଠାରେ ଆଜିଠୁ କାର୍ଯ୍ୟକ୍ଷମ ହୋଇଛି