ମଣିପୁର ହିଂସା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ ଥିବା କହିଲେ ଅମିତ ଶାହ

ନୂଆଦିଲ୍ଲୀ : ମଣିପୁର ହିଂସା ଓ ଦୁଇ ମହିଳାଙ୍କୁ ନିବସ୍ତ୍ର କରି ଚଲାଇବା ଘଟଣାକୁ ନେଇ ବିରୋଧୀ ସଂସଦ ବାହାରେ ଓ ଭିତରେ ସରକାରଙ୍କୁ ଘେରିବାରେ ଲାଗିଛନ୍ତି। ମଣିପୁର ହିଂସା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତି ଓ ସଂସଦରେ ଏହା ଉପରେ ବିସ୍ତୃତ ଆଲୋଚନା କରିବାକୁ ବିରୋଧୀ ଜିଦ

ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପାଚେରୀ ଭୁଶୁଡ଼ିଲା; ଜଣେ ଆହତ, ଭାଙ୍ଗିଲା ୩ଟି ବାଇକ୍‌

ନବରଂଗପୁର: ସୋମବାର ଅପରାହ୍‌ଣରେ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପାଚେରୀ ଭୁଶୁଡ଼ିପଡ଼ିଛି। ଏହି ଅପ୍ରୀତିକର ଘଟଣା ଯୋଗୁଁ ଜଣେ ବ୍ୟକ୍ତି ଆହତ ହୋଇଥିବା ବେଳେ ୩ଟି ବାଇକ୍‌ ଭାଙ୍ଗିଯାଇଛି। ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି

ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୩ ଗେଟ୍, ମୋଟ୍ ୮ ଗେଟ୍ ଦେଇ ଜଳ ନିଷ୍କାସନ ଜାରି

ସମ୍ବଲପୁର : ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଛି । ଫୁଲିଛି ମହାନଦୀ । ହୀରାକୁଦରେ ବଢିଛି ଜଳସ୍ତର । ଖୋଲିଲା ଆଉ ୩ଟି ଗେଟ୍‌ । ଏବେ ମୋଟ୍‌ ୮ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟା ପାଣି । ବାମ ପାର୍ଶ୍ୱର ୬ଟି ଓ ଡାହାଣ ପାର୍ଶ୍ୱର ୨ଟି ସ୍ଲୁଇସ୍‌ ଗେଟ୍‌ ଖୋଲାଯାଇଛି ।ଗତକାଲି

ଆରଆରଟିଏସ୍‌ ପ୍ରକଳ୍ପ ଲାଗି ୪୧୫ କୋଟି ଟଙ୍କା ଦେବାକୁ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଦିଲ୍ଲୀ ସରକାର ଦୁଇଟି ରିଜନାଲ ରାପିଡ ଟ୍ରାଞ୍ଜିଟ ସିଷ୍ଟମ (RRTS) କରିଡର ପାଇଁ ନିଜର ଭାଗ ଦେଉ ନଥିବାରୁ ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହ ଅଲୱାର ଓ ପାନିପତ RRTS କରିଡର ପାଇଁ ୪୧୫ କୋଟି ଟଙ୍କା ତୁରନ୍ତ ଦେବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ

୨ ଦିନରେ ୨ ଜଣଙ୍କ ଜୀବନ ନେଲାଣି ଡେଙ୍ଗୁ

ଭୁବନେଶ୍ୱର: ରାଜ୍ୟରେ ଡେଙ୍ଗୁ ନେଲା ଆଉ ଜଣଙ୍କ ଜୀବନ । ଦୁଇ ଦିନ ଭିତରେ ଡେଙ୍ଗୁରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । କ୍ୟାପିଟାଲ ହସ୍ପିଟାଲରେ ଜଣେ ୬୨ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି । ତେବେ ମହିଳାଙ୍କ ମୃତ୍ୟୁ ଡେଙ୍ଗୁଜନିତ ନୁହେଁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ

ନିୟମ ଉଲ୍ଲଘଂନ କରୁଛି ବେଦାନ୍ତ କମ୍ପାନୀ… !

ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲାର ହେମଗିରି ବ୍ଲକ ମଧ୍ୟରେ ଥିବା ଜାମକାନି ଅଞ୍ଚଳରେ ବ୍ୟାପକ ଭାବେ କୋଇଲା ଖନନ ହେଉଛି । ଏହି କୋଇଲା ଖଣିର ଆବଣ୍ଟନ ସଠିକ ନିୟମରେ ହୋଇନଥିବାର ଅଭିଯୋଗ କରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଜୟ ପଟ୍ଟନାୟକ

ହାଇସ୍କୁଲ ପରିସରରେ ତିନୋଟି ଭାଲୁ, ଛାତ୍ରଛାତ୍ରୀ ଭୟଭୀତ

ନବରଙ୍ଗପୁର : ସ୍କୁଲ ପରିସରରେ ଭାଲୁ ଆତଙ୍କ ଦେଖାଯାଇଛି। ନବରଂଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦହଣା ସଦାଶିବ ହାଇସ୍କୁଲ ପରିସରରେ ତିନୋଟି ଭାଲୁକୁ ଦେଖି ଛାତ୍ରଛାତ୍ରୀ ଭୟଭୀତ ହୋଇଛନ୍ତି । ମା ସହିତ ଦୁଇଟି ଛୁଆ ରହିଛନ୍ତି। ସ୍କୁଲର ଦୁଇ ପାଇଖାନା ମଝିରେ ଭାଲୁ ରହିଥିବା

କେମିତି ହେଲା ଜେଇ ସିଭିଲ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ? ମୁଣ୍ଡିଆ ମାରି ଚାକିରି ଆଶାୟୀଙ୍କ ପ୍ରତିବାଦ

ଭୁବନେଶ୍ୱର: ତେଜୁଛି ଜେଇ ସିଭିଲ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ବିବାଦ । ଷ୍ଟାଫ ସିଲେକ୍ସନ କମିଶନଙ୍କ କାର୍ଯ୍ୟାଳୟ ଘେରି ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ଚାକିରି ଆଶାୟୀ । ହେଲେ ଭେଟିଲେନି ଅଧ୍ୟକ୍ଷ । ଏବେ ଆଶାୟୀ ମାନେ ଚାଲିଚାଲି ଯାଇ ମୁଖ୍ୟମନ୍ତ୍ରୀଙ୍କ

ବନବିଭାଗ ହେପାଜତରୁ ଶିକାରୀ ଫେରାର

ବାରିପଦା: ବାରିପଦା ବନଖଣ୍ଡ ଅନ୍ତର୍ଗତ ବାରିପଦା ରେଞ୍ଜରେ ଜବତ ୪କଲରାପତିରିଆ ବାଘଛାଲ ଘଟଣାରେ ରବିବାର ଗିରଫ ହୋଇଥିବା ୩ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ରୁପାଏ ମାରାଣ୍ଡି ଚିକିତ୍ସା ଅବସ୍ଥାରେ ଗତକାଲି ରାତିରେ ବାରିପଦା ପିଆରଏମ ଡ଼ାକ୍ତରଖାନାରୁ ଚମ୍ପଟ ମାରିଛି। ରୁପାଏ ଛାତିରେ ଯନ୍ତ୍ରଣା

ଦିବ୍ୟାଙ୍ଗଙ୍କ ପାଇଁ ନାହିଁ ଆବାସ ଯୋଜନା

ଫୁଲବାଣୀ : ଦିବ୍ୟାଙ୍ଗଙ୍କ ପାଇଁ ନାହିଁ ଆବାସ ଯୋଜନା, ଏହା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଠାରେ ରାଜ୍ୟ ରାଜପଥକୁ ଲାଗି ରହିଥିବା ଝାଡ଼ପଦର ରାସ୍ତାର ବନ୍ଧ ସାହିରେ ରୁହନ୍ତି ଦିବ୍ୟାଙ୍ଗ ରଞ୍ଜିତ ବେହେରା l ସରକାରଙ୍କ ବିଜୁ ଆବାସ ଯୋଜନା, ଇନ୍ଦିରାଆବାସ, ପ୍ରଧାନ