Sign in
Sign in
Recover your password.
A password will be e-mailed to you.
୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଭୁବନେଶ୍ଵର: ଆସନ୍ତାକାଲି ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଶ୍ରୀମତୀ ମୁର୍ମୁ ନୂଆ ଦିଲ୍ଲୀରୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରେ ମହାମହିମଙ୍କୁ ଗାର୍ଡଅଫ ଅନର ପ୍ରଦାନ କରାଯିବ । ପରେ ସେଠାରୁ ରାଜଭବନ!-->…
ସରପଞ୍ଚଙ୍କ ପ୍ରଚେଷ୍ଟାରୁ ୪ ଗ୍ରାମବାସୀ ଗାଁ ପାଖରେ ପିଡ଼ିଏସ ଚାଉଳ ପାଇଲେ
ଦାରିଙ୍ଗବାଡ଼ି (୨୪/୦୭) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଲ୍ୟାମ୍ପସ ମାଧ୍ୟମରେ ପିଡ଼ିଏସ ସାମଗ୍ରୀ ୮ ଗୋଟି ଗ୍ରାମ ପଞ୍ଚାୟତ ଯଥା ସରାମୁଳି, ଗଦାପୁର, ତାଜୁଙ୍ଗି, ହାତିମୁଣ୍ଡା, କାଟିଙ୍ଗିଆ, କୁମ୍ଭାରୀଗାଁ, ଝିଞ୍ଜିରିଗୁଡା ଓ ବ୍ରାହ୍ମଣୀଗାଁ ପଂଚାୟତ!-->…
ଫୁଲବାଣୀ ସଦରଥାନା ଅଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ଫୁଲବାଣୀ : କନ୍ଧମାଳ ଜିଲ୍ଲା, ଫୁଲବାଣୀ ସଦର ଥାନା ଆଇଆଇସି ସମୀର କୁମାର ରାଉତଙ୍କୁ ଗଞ୍ଜାମ ଜିଲ୍ଲା ବଦଳି ହୋଇଥିବାରୁ ଆଜି ସଦର ଥାନାର ସମସ୍ତ କର୍ମଚାରୀଙ୍କ ଆଲୋଚନା ପ୍ରକାର ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ଟିକୁ ସଦର ଥାନା ଏସ୍, ଆଇ,!-->…
ଫୁଲବାଣୀ ହାଟପଦା ଠାରେ ଭାରତୀୟ ମଜଦୁର ସଂଘର ୬୯ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ
ଫୁଲବାଣୀ : ଭାରତୀୟ ମଜଦୁର ସଂଘ (ବିଏମ ଏସ)୬୯ତମ ପ୍ରତିଷ୍ଠା ଦିବସ ହାଟପଦା ମାଆ ନାରାୟଣୀଙ୍କ ସଭଗୃହରେ ଜିଲ୍ଲା ସଭାପତି ଅଶୋକ ପରିଡାଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ ହୋଇଯାଇଛି । ୧୯୫୫ ମସିହାରେ ଦନ୍ତପନ୍ତ ଠେଙ୍ଗଡଙ୍କ ପୌରୋହିତ୍ୟରେ ଭୋପାଳ ଠାରେ ବିଏମ ଏସର ପ୍ରତିଷ୍ଠା ହୋଇଥିଲା। ଲୋକମାନ୍ୟ!-->…
ଜୁଆ ଆଡା ରେ ଚଢ଼ାଉ ୧0 ମହିଳା ଓ ୬ ଯୁବକ ଗିରଫ, ୨ ଲକ୍ଷ,45 ହଜାର 360ଟଙ୍କା ଜବତ..
ବ୍ରହ୍ମପୁର : ଅନେକ ଦିନ ବ୍ୟବଧାନ ପରେ ନିମଖଣ୍ଡି ପୋଲିସ କୁ ମିଳିଛି ବଡ ସଫଳତା କୌଣସି ବିଶେଷ ସୂତ୍ରରୁ ଖବର ପାଇଁ ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ ଓ ଏସ ଆଇ ରଶ୍ମିତା ସାମଲ, ଜ୍ୟୋତି ରଞ୍ଜନ ବେହେରା ଏବଂ ଷ୍ଟାଫ ନିମଖଣ୍ଡି ଥାନା ଅନ୍ତର୍ଗତ ଭାବିନିପୁର ନିକଟ ବଜରଙ୍ଗୀ ନଗର ନିକଟରେ ଥିବା!-->…
ଗ୍ରୀନବାଡ଼ି-ତଗାପାଙ୍ଗା ରାସ୍ତା ମଝିରେ ବଡ଼ ଗାତ, ଗମନାଗମନ ସମୟରେ ବିପଦ ଆଶଙ୍କା…
ଦାରିଙ୍ଗବାଡି,୨୩/୭ : ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ି-ତଗାପାଙ୍ଗା ରାସ୍ତା ମଝିରେ ବଡ଼ ଗାତ ହୋଇ ବିପଦ ସୃଷ୍ଟି ହୋଇଛି । ଫଳରେ ଗମନାଗମନ ବିପଦ ଆଶଙ୍କାରେ ତଗାପାଙ୍ଗା, ସାଂଗୁଡ଼ିମାହା, କିଲାବାଡ଼ି, ଡଙ୍ଗାମାଲା, ସିଙ୍ଗରପାଦେର, ଜୀଡିଂମାଲା ଓ ମେଡ଼ିଆଗୁଟା ବାସୀ । ଗ୍ରୀନବାଡ଼ି ଗ୍ରାମ!-->…
ସରୋଜିନି ଦ୍ୟାନ ସାମନ୍ତରାଙ୍କ ଦ୍ୱାଦଶରେ ସ୍ମୃତି ଚାରଣ ସଭା
ପାତ୍ରପୁର : ଓଡିଶା ବିଧାନସଭାର ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନ ସାମନ୍ତରାଙ୍କ ପତ୍ନୀ ସରୋଜିନି ଦ୍ୟାନ ସାମନ୍ତରାଙ୍କ ଗତ ୧୨ ତାରିଖରେ ପରଲୋକ ଘଟିଥିବା ବେଳେ ରବିବାର ଦ୍ୱାଦଶ ଦିବସ ଅବସରରେ ପାତ୍ରପୁର ବ୍ଲକ୍ ବମକୋଇ ସ୍ଥିତ ନିଜ ବାସଭବନ ଠାରେ ଏକ ସ୍ମୃତି ଚାରଣା ସଭା ଅନୁଷ୍ଠିତ!-->…
ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ କନ୍ଧମାଳ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ତରଫରୁ ସ୍ଵାଗତ ସମ୍ବର୍ଦ୍ଧନା
ବାଲିଗୁଡା: ସମଗ୍ର ରାଜ୍ୟରେ ମୋଟ ୮ ୬୧୭ କାର୍ଯ୍ୟରତ ସାମ୍ବାଦିକ ଓ ତାଙ୍କ ପରିବାରକୁ ଗୋପବନ୍ଧୁ ସ୍ବାସ୍ଥ୍ୟବୀମା ଯୋଜନାରେ ଅନ୍ତରଭୁକ୍ତ କରାଯାଇଛି । ଚିକିତ୍ସା ଖର୍ଚ୍ଚ ବାବଦକୁ ମାତ୍ର ୨ ଲକ୍ଷ ଟଙ୍କା ଥିବା ବେଳେ ରାଜ୍ୟର ସର୍ବପୁରାତନ ସାମ୍ବାଦିକ ସଂଘ ଉତ୍କଳ ସାମ୍ବାଦିକ ସଂଘ ସଭାପତି!-->…
ଆସନ୍ତାକାଲିଠୁ ପୁରୀବାସୀଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର ପଶ୍ଚିମ ଦ୍ବାର
ପୁରୀ: କାଲିଠୁ ପୁରୀବାସୀଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର ପଶ୍ଚିମ ଦ୍ବାର । ଏନେଇ ଗୁରୁତ୍ବପୂର୍ଣ୍ଣ ବୈଠକରେ ହୋଇଛି ନିଷ୍ପତ୍ତି । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଜିଲ୍ଲାପାଳ, ଏସପି, ପରିଚାଳନା କମିଟି ସଦସ୍ୟ ଓ ଛତିଶା ନିଯୋଗର ସବ କମିଟି ସଦସ୍ୟଙ୍କ ଉପସ୍ଥିତିରେ ହୋଇଥିବା ବୈଠକରେ ଏହି!-->…
ଜେଇ ସିଭିଲ ମେନ୍ ପରୀକ୍ଷା ରଦ୍ଦ
ଭୁବନେଶ୍ୱର:ଜେଇ ସିଭିଲ ମେନ୍ ପରୀକ୍ଷା ରଦ୍ଦ କଲା ଓଏସ୍ଏସ୍ସି । ଗତ ୧୬ ତାରିଖରେ ହୋଇଥିବା ପରୀକ୍ଷାକୁ ରଦ୍ଦ କରାଯାଇଛି । ଏ ନେଇ ଟ୍ୱିଟ୍ କରି ସୂଚନା ଦେଲେ ଓଏସ୍ଏସ୍ସି ଚେୟାରମ୍ୟାନ୍ ଅଭୟ । ବାଲେଶ୍ୱର ଏସ୍ପିଙ୍କ ରିପୋର୍ଟ ଅନୁସାରେ ରଦ୍ଦ ନେଇ ସୂଚନା ପ୍ରଦାନ କରାଯାଇଛି ।!-->…