Sign in
Sign in
Recover your password.
A password will be e-mailed to you.
ବାଙ୍କାମ୍ବ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ
କାଶିପୁର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତାଙ୍କ ପ୍ରିୟ ଓଡ଼ିଶା ବାସୀଙ୍କ ନିମନ୍ତେ ଏକ ସ୍ଵାଗତ ଯୋଗ୍ୟ ତଥା ଲୋକାଭିମୁଖୀ କାର୍ଯ୍ୟକ୍ରମ ଆମ ଓଡ଼ିଶା ନବୀନ ଓଡିଶା ଆରମ୍ଭ କରିଛନ୍ତି । ଏଥିରେ ପ୍ରତି ପଞ୍ଚାୟତକୁ ପଚାଶ ଲକ୍ଷ ଟଙ୍କା ଯାହାକି ସ୍ଵତନ୍ତ୍ର ଭାବରେ ଦିଆଯିବ I ତଥା!-->…
ଟଙ୍କା ଲୋଭରେ ତୃଟିପୂର୍ଣ୍ଣ ସର୍ଜରୀ : ଦୃଷ୍ଟି ଶକ୍ତି ହରାଇଲେ ଓକିଲ, ଥାନାରେ ଅଭିଯୋଗ
ହିଞ୍ଜିଳିକାଟୁ,(୨୫।୭): ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ନିକଟସ୍ଥ ଏକ ଜଣାଶୁଣା ଚକ୍ଷୁ ଚିକିତ୍ସାଳୟରେ ତୃଟିପୂର୍ଣ୍ଣ ସର୍ଜରୀ କାରଣରୁ ଜଣେ ଆଇନଜୀବି ଦୃଷ୍ଟି ଶକ୍ତି ହରାଇଥିବା ଅଭିଯୋଗ ହୋଇଛି। ଆଇନଜୀବୀ ହେଲେ ହିଞ୍ଜିଳିକାଟୁ ଓକିଲ ସଂଘ ସଦସ୍ୟ ନିରଞ୍ଜନ ସାହୁ।ଏଥି ନେଇ ସେ ହିଞ୍ଜିଳି ଥାନା!-->…
୭ ବର୍ଷର ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୫ ବର୍ଷ ଜେଲ ୨୦ ହଜାର ଟଙ୍କା ଜୋରିମାନା
ଫୁଲବାଣୀ : ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ଏବଂ ସ୍ଵତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ସାକ୍ଷୀ ପ୍ରମାଣ ଆଧାରରେ ମାମଲାର ଅଭିଯୁକ୍ତ ବିଜୟ ନାୟକ ଙ୍କୁ ଦୋଷୀ ସାବ୍ୟସ୍ତ କରି ୨୫ ବର୍ଷ!-->…
ଭୋଟର ସଚେତନତା କାର୍ଯ୍ୟକ୍ରମ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ଶଙ୍କରାଖୋଲ ଠାରେ ଅବସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜିଲ୍ଲା ପ୍ରଶାସନ ତରଫରୁ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ଫୁଲବାଣୀ ଉପଜିଲ୍ଲାପାଳ ଶେଷଦେବ ମିଶ୍ର , ସହକାରୀ!-->…
ହର୍ମନପ୍ରୀତ୍ ଏସିଆଡ୍ର ପ୍ରଥମ ଦୁଇ ମ୍ୟାଚ୍ ଖେଳିବା ନେଇ ଆଶଙ୍କା
ମୁମ୍ବାଇ : ଭାରତୀୟ ମହିଳା ଦଳର ଅଧିନାୟିକା ହର୍ମନପ୍ରୀତ୍ କୌର ଏସୀୟ କ୍ରୀଡ଼ାର ପ୍ରଥମ ଦୁଇ ମ୍ୟାଚ୍ରେ ଖେଳିବାରୁ ବଞ୍ଚିତ ହୋଇପାରନ୍ତି। ନିକଟରେ ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ୍ ସମୟରେ ୱିକେଟ୍କୁ ବ୍ୟାଟ୍ରେ ମାରି ଭାଙ୍ଗିବା ଏବଂ ଅମ୍ପାୟାରଙ୍କ ବିରୋଧରେ କଟୁ ମନ୍ତବ୍ୟ!-->…
ମଣିପୁରରେ ଆଂଶିକ ଭାବେ ଫେରିଲା ଇଣ୍ଟରନେଟ୍: ବ୍ରଡବ୍ୟାଣ୍ଡକୁ ମିଳିଲା ଅନୁମତି; ସାମାଜିକ ଗଣମାଧ୍ୟମକୁ ନା
ନୂଆଦିଲ୍ଲୀ: ମଣିପୁର ସରକାର ଜାତିଗତ ହିଂସା ପ୍ରଭାବିତ ରାଜ୍ୟରେ ଇଣ୍ଟରନେଟ୍ ସେବାକୁ ଆଂଶିକ ଭାବେ ପୁନରୁଦ୍ଧାର କରିଛନ୍ତି। ଉପତ୍ୟକା ବହୁଳ ମେଇତେଇ ସଂପ୍ରଦାୟ ଏବଂ ପାହାଡ ବହୁଳ କୁକି ଜନଜାତି ମଧ୍ୟରେ ଜାତିଗତ ସଂଘର୍ଷ ଆରମ୍ଭ ହେବା ପରେ ରାଜ୍ୟରେ ଇଣ୍ଟରନେଟ୍ ବନ୍ଦ ହେବାର ଦୁଇ ମାସ ପରେ!-->…
ଲଦାଖରେ ଶାନ୍ତି ରଖ, ସଂପର୍କ ସୁଧୁରିବ : ଚୀନର ନୂଆ ବିଦେଶମନ୍ତ୍ରୀଙ୍କୁ କହିଲେ ଡୋଭାଲ୍
ଜୋହାନ୍ସବର୍ଗ: ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଚୀନର ନବ ନିଯୁକ୍ତ ବିଦେଶ ମନ୍ତ୍ରୀ ଓ୍ବାଙ୍ଗ ୟିଙ୍କୁ ସାକ୍ଷାତ କରିଛନ୍ତି । ଭାରତ ଓ ଚୀନ୍ ମଧ୍ୟରେ ସମ୍ପର୍କ ସ୍ବାଭାବିକ କରିବାକୁ ହେଲେ ଲଦାଖ ଭଳି ସୀମାନ୍ତ ଅଞ୍ଚଳରେ ଶାନ୍ତି ଓ!-->…
ପାକିସ୍ତାନ ଚାଲି ଯାଇଥିବା ଝିଅ ଅଞ୍ଜୁକୁ ନେଇ ବାପାଙ୍କ ଚାଞ୍ଚଲ୍ୟକର ବୟାନ
ନୂଆଦିଲ୍ଲୀ: ଭାରତର ରାଜସ୍ଥାନରୁ ପାକିସ୍ତାନ ଯାଇଥିବା ଅଞ୍ଜୁଙ୍କୁ ତାଙ୍କ ପ୍ରେମିକ ନସରୁଲ୍ଳା ବିବାହ କରିବାରକୁ ରାଜି ଥିବା କଥା ଗଣାମଧ୍ୟମରେ ପ୍ରକାଶ କରିଛନ୍ତି। ଖାଲି ସେତିକି ନୁହେଁ, ସେ ଅଞ୍ଜୁଙ୍କୁ ବିବାହ କରିବା ସହ ତାଙ୍କ ପିଲାମାନଙ୍କୁ ବି ଗ୍ରହଣ କରିବାକୁ ପ୍ରସ୍ତୁତ ବୋଲି ବି ଖବର!-->…
ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଭୁବନେଶ୍ବର: ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ବାୟୁସେନାର ସ୍ୱତନ୍ତ୍ର ବିମାନରେ ରାଷ୍ଟ୍ରପତି ସଂଧ୍ୟା ୫ଟା ୫୯ ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ। ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବାକୁ ବିମାନନ୍ଦରରେ!-->…
୧କୋଟିର ଲ୍ୟାଣ୍ଡ ରୋଭର ଡିଫେଣ୍ଡର ଚଳାଇଲେ ବାବା ରାମଦେବ, ଭାଇରାଲ ହେଲା ଭିଡିଓ
ନୂଆଦିଲ୍ଲୀ: ୧କୋଟିର ଲ୍ୟାଣ୍ଡ ରୋଭର ଡିଫେଣ୍ଡର ଚଳାଇଲେ ବାବା ରାମଦେବ। ଭାଇରାଲ ହେଲା ଭିଡିଓ। ଯୋଗ ଗୁରୁ ବାବା ରାମଦେବ ଉତ୍ତରାଖଣ୍ଡର ହରିଦ୍ୱାରରେ ଏକ ଲ୍ୟାଣ୍ଡ ରୋଭର ଡିଫେଣ୍ଡର ୧୩୦ ଚଳାଉଥିବାର ନଜର ଆସିଛନ୍ତି। ଭାଇରାଲ ହେଉଥିବା ଭିଡିଓରେ ସେ ଏକ ଲାଲ ରଙ୍ଗର ଲ୍ୟାଣ୍ଡ ରୋଭରରେ ବସି!-->…