Sign in
Sign in
Recover your password.
A password will be e-mailed to you.
ଇସଲାମ ଗ୍ରହଣ କରିବା ପରେ ବୁର୍ଖା ପିନ୍ଧିଲେ ଅଞ୍ଜୁ, ଭାଇରାଲ ହେଲା ଭିଡିଓ
ମୁମ୍ବାଇ: ରାଜସ୍ଥାନର ଅଲୱର ଜିଲ୍ଲାର ଭିୱାଡିରୁ ପାକିସ୍ତାନ ଯାଇଥିବା ଅଞ୍ଜୁଙ୍କ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଅଞ୍ଜୁ ବୁର୍ଖା ପିନ୍ଧି ରାତ୍ରୀ ଭୋଜନ କରୁଥିବା ଦେଖିବାକୁ ମିଳିଛି। ଭାଇରାଲ ଭିଡିଓକୁ ଜଣେ ପାକିସ୍ତାନୀ ସାମ୍ବାଦିକ ସେୟାର କରିଛନ୍ତି। ଭାରତରୁ ପାକିସ୍ତାନ!-->…
ମୋଦିଙ୍କ ରେଡ ଡାଏରୀ ବନାମ ଅଶୋକ ଗେହଲଟଙ୍କ ନାଲି ଟମାଟୋ ବୟାନକୁ ନେଇ ଚର୍ଚ୍ଚା
ଜୟପୁର : ରାଜସ୍ଥାନ ରାଜନୀତିରେ ରେଡ୍ ଡାଏରୀ ସସପେନ୍ସକୁ ନେଇ ହଟଚମଟ ଜାରି ରହିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରସଙ୍ଗ ଉଠାଇଛନ୍ତି। ଡାଏରୀରେ ଥିବା ଗୁପ୍ତ କଥା ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସ ସରକାରକୁ ଆସନ୍ତା ବିଧାନସଭା ନିର୍ବାଚନରେ ବର୍ବାଦ କରି ଦେବ ବୋଲି!-->…
ବିକାଶମୂଳକ କାର୍ଯ୍ୟ ପାଇଁ କୌଣସି ପ୍ରକାରର ଟଙ୍କା ମିଳିବନି !
ବେଙ୍ଗାଲୁରୁ : ନିଜ ନିଜର ନିର୍ବାଚନ ମଣ୍ଡଳୀରେ ବିକାଶମୂଳକ କାର୍ଯ୍ୟ ପାଇଁ କର୍ଣ୍ଣାଟକାର କ୍ଷମତାସୀନ କଂଗ୍ରେସ ବିଧାୟକମାନେ ପାଣ୍ଠି ଅପେକ୍ଷାରେ ରହିଛନ୍ତି। ହେଲେ ଚଳିତ ଆର୍ଥିକ ବର୍ଷରେ ସେମାନଙ୍କୁ ନିର୍ବାଚନ ମଣ୍ଡଳୀରେ ବିକାଶମୂଳକ କାର୍ଯ୍ୟକ୍ରମ ପାଇଁ କୌଣସି ପ୍ରକାରର ପାଣ୍ଠି ଦିଆଯାଇ!-->…
କ୍ଷମତା ପାଇଁ ଶାସକ ଦଳ ଯେଉଁ କୌଣସି ରାଜ୍ୟକୁ ଜଳିବାକୁ ଛାଡ଼ି ଦେଇପାରେ : ରାହୁଳ
ନୂଆଦିଲ୍ଲୀ : ମଣିପୁରରେ ଜାରି ରହିଥିବା ଭୟଙ୍କର ହିଂସା ଘଟଣାରେ ବିରୋଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତି ଦାବି କରୁଥିବା ବେଳେ ଏଯାଏ ସୁଫଳ ମିଳିନି। ମଣିପୁର ପ୍ରସଙ୍ଗରେ ମୋଦି ଚୁପ ରହିଥିବାରୁ ବିରୋଧୀ ଉଭୟ ସଂସଦ ଭିତରେ ଓ ବାହାରେ ସରକାରଙ୍କୁ ଘେରିବାରେ ଲାଗିଛନ୍ତି। ଏସବୁ!-->…
ଅଗଷ୍ଟ ୩ ଯାଏ ଜ୍ଞାନବ୍ୟାପୀ ସର୍ଭେ ଉପରେ ଲାଗିଲା ରୋକ
ନୂଆଦିଲ୍ଲୀ : ଅଗଷ୍ଟ ୩ ତାରିଖ ଯାଏ ଉତ୍ତର ପ୍ରଦେଶର ବାରାଣସୀରେ ଥିବା ଜ୍ଞାନବ୍ୟାପୀ ମସଜିଦରେ କୌଣସି ପ୍ରକାରର ସର୍ଭେ ହୋଇ ପାରିବ ନାହିଁ। ଏଏସ୍ଆଇର ସର୍ଭେ ଉପରେ ସଂପୂର୍ଣ୍ଣ ତଥା ସ୍ଥାୟୀ ରୋକ ଲଗାଇବା ପାଇଁ ମସଜିଦ କମିଟି କରିଥିବା ଆବେଦନ ଉପରେ ଶୁଣାଣି କରି ଆହ୍ଲାବାଦ ହାଇକୋର୍ଟ ଏପରି!-->…
କାଂଶବାହାଲର ଏକ ଗରିବ ଅସହାୟ ପରିବାରର ବିପଦର ବନ୍ଧୁ ସାଜିଲା ସୁନ୍ଦରଗଡ ବିଜେଡି
ସୁନ୍ଦରଗଡ଼ - ୨୭/୦୭/୨୩ ରାଜଗାଙ୍ଗପୁର ମୁନିସିପାଲିଟି ଅଫିସରେ ଝାଡୁଦାର ଭାବେ କାର୍ଯ୍ୟ କରୁଥିବା କ୍ରିଷ୍ଣା ଧାନଗୁନ,(୨୮ବର୍ଷ )ତାଙ୍କ ପତ୍ନୀ ରେଶମା ଧାନଗୁନ(୨୬ ବର୍ଷ) ଏବଂ ତାଙ୍କ ତିନୋଟି ଛୋଟ ଛୋଟ ପୁଅଙ୍କ ସହିତ ସୁନ୍ଦରଗଡ ଜିଲ୍ଲାର ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ କାଂଶବାହାଲର!-->!-->!-->…
ରକ୍ତ ସମ୍ପର୍କରେ ଲାଗିଲା କଳଙ୍କ : ନାବାଳିକା ଭିନ୍ନକ୍ଷମ ସମ୍ପର୍କିୟ ଭଉଣିକୁ ଦୁଷ୍କର୍ମ କରି ଗିରଫ ହେଲା ସମ୍ପର୍କିୟ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଂଚଳରେ ଏକ ଅଭାବନୀୟ ଘଟଣା ସମାନାକୁ ଆସିଛି । ଜଣେ ୧୬ ବର୍ଷର ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ନାବାଳିକା ର ନିଜ ଦାଦାପୁଅ ଭାଇକୁ ଗିରଫ କରି କୋର୍ଟ ଚାଲାଣ କରିଛି ଫିରିଙ୍ଗିଆ ପୋଲିସ । ଗିରଫ ଅଭିଯୁକ୍ତ ଜଣକ ସେହି ଟେଲାପାଲି!-->…
ଚୋର ଧରିଲା ସୂଚନା ଅଧିକାର ଆଇନ…
ଫୁଲବାଣୀ : ସୂଚନା ଅଧିକାର ଆଇନ ବଳରେ ଧରା ପଡ଼ିଲା ଚୋର । ଏହି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଵାରିକୁମ୍ପା ଗ୍ରାମରେ ଥିବା ବାରିକୁମ୍ପା ସ୍ବାସ୍ଥ୍ୟ ଶିବିରରେ । ଏଠାରେ ଡକ୍ଟର ପୀୟୂଷ ମୋହନ ସାମଲ ଦୀର୍ଘ ବର୍ଷ ଧରି ନ ରହି ଦରମା ବାଦେ ଅତିରିକ୍ତ ୪୦ ହଜାର!-->!-->!-->…
ଲଗାଣ ବର୍ଷାରେ ପ୍ରଭାବିତ ପରିବାର ବର୍ଗଙ୍କୁ ପଲିଥିନ ବଣ୍ଟନ
ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଗତ କିଛିଦିନ ହେବ ଲଗାଣ ବର୍ଷା ଜାରି ରହିଛି । ଯାହା ଫଳରେ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଠୀ ହୋଇଥିବା ବେଳେ ଜିଲ୍ଲାରେ ଅନେକ ଝାଟି ମାଟି ତଥା କଚ୍ଚା ଘର ଗୁଡିକ କ୍ଷତିଗ୍ରସ୍ତ ହୋଇଥିଲା । ଯାହା ଫଳରେ ବହୁ ପରିବାର ନାନା ସମସ୍ୟା ଭୋଗୁଥିବା ବେଳେ!-->…
ହାପି ଭେଲ୍ଲୀ ଚିଲଡ୍ରେନ ହୋମ୍ ଡକାୟତି ଘଟଣାରେ ୪ଡକାୟତ ଗିରଫ
ଫୁଲବାଣୀ : ସ୍ଥାନୀୟ ବ୍ଲକ ଅନ୍ତର୍ଗତ ମାଲିକାପଡି ବାଡ଼େନାଜୁ ସ୍ଥିତ ହେପି ଭ୍ୟାଲ୍ଲୀ ଚିଲଡ୍ରେନ ହୋମ ରେ ଗତ ୨ତାରିଖ ରାତିରେ ହୋଇଥିବା ଡକାୟତି ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଡକାୟତ ସମୟରେ ବ୍ୟବହୃତ ଦୁଇଟି ବାଇକ,ଚାରି ଗୋଟି ମୋବାଇଲ ଜବତ କରିବା ସହ , ଲୁଟ ହୋଇଥିବା ସୁନା ଚେନ!-->…