Sign in
Sign in
Recover your password.
A password will be e-mailed to you.
ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ପ୍ରଦେଶ କଂଗ୍ରେସ ପୁଣିଥରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍
ଭୁବନେଶ୍ୱର :କିଛିଦିନର ନିରବତା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଆଜି ପ୍ରଦେଶ କଂଗ୍ରେସ ପୁଣିଥରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି । ରତ୍ନଭଣ୍ଡାରର ନକଲି ଚାବି ହଜିବାର ତଦନ୍ତ ପାଇଁ ଟିମ୍ ଗଠନ କରିଥିବା ରାଜ୍ୟ ସରକାର ଅସଲି ଚାବି ଖୋଜିବା ଦିଗରେ କ’ଣ!-->…
ରାଜ୍ୟ ସରକାର ସବୁଜ ପତ୍ରିକାଧାରୀଙ୍କ ପ୍ରତି ପ୍ରତାରଣା କରିଛନ୍ତି: ମନମୋହନ
ଭୁବନେଶ୍ୱର: ଦେଶର ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ୧୯୮୩ ମସିହାରେ ତତ୍କାଳୀନ କେନ୍ଦ୍ର ସରକାର ‘ଆମେ ଦୁଇ, ଆମର ଦୁଇ’ର ନାରା ଦେଇ ‘ସବୁଜ ପତ୍ରିକା’ ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନାକୁ ସଫଳ କରିବା ଏବଂ ଅସ୍ତ୍ରୋପଚାର ହେଉଥିବା ମହିଳାଙ୍କୁ ପ୍ରୋତ୍ସାହିତ କରିବା ପାଇଁ!-->…
ତାଲିବାନ ସହ ମିଶିବାକୁ ଚାହୁଁଛି ଅଲ କାଏଦା
ଇସଲାମବାଦ : ଆଗକୁ ବଢ଼ିବ ସନ୍ତ୍ରାସବାଦୀ ଆକ୍ରମଣ । ଦକ୍ଷିଣ ଏସିଆରେ ସୃଷ୍ଟି କରିବେ ଅସ୍ଥିରତା । କାରଣ ମିଶିବାକୁ ଯାଉଛନ୍ତି ତେହେରିକ-ଇ-ତାଲିବାନ ପାକିସ୍ତାନ (ଟିଟିପି)ସହ ଅଲକାଏଦା ସନ୍ତ୍ରାସବାଦୀ ସଂଗଠନ । ଏମିତି ଖବର ସମ୍ବଳିତ ରିପୋର୍ଟ ଦିଆଯାଇଛି ଜାତିସଂଘ ନିରାପତ୍ତା ପରିଷଦକୁ!-->…
ତାତିଲେ ଗ୍ରାମବାସୀ, ପୁଲିସ ଗାଡିକୁ ଅଟକାଇଲେ
ପିପିଲି: ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଜୟପୁରଶାସନ ଗ୍ରାମର ମେଳଣ ପଡ଼ିଆ ଠାରେ ଶନିବାର ରାତିରେ ପୁଲିସ ଭ୍ୟାନ୍କୁ କେତେକ ମହିଳା ଓ ପୁରୁଷ ମାନେ ଏକ ଘଣ୍ଟାରୁ ଅଧିକ ସମୟ କାଳ ଅଟକାଇ ରଖିଥିଲେ। ପିପିଲି ଥାନା ଅଧିକାରୀ ଦୀପକ କୁମାର ଖଣ୍ଡାୟତରାୟ ସେଠାରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା!-->…
ପୂର୍ବତନ ସ୍ଥଳସେନା ମୁଖ୍ୟ ଜେନେରାଲଙ୍କ ଆଶଙ୍କା, ମଣିପୁର ହିଂସା ପଛରେ ଥାଇପାରେ ବିଦେଶୀ ଭୂମିକା
ନୂଆଦିଲ୍ଳୀ : ମଣିପୁର ହିଂସା ପଛରେ ଥାଇପାରେ ବିଦେଶୀ ଶକ୍ତିର ଭୂମିକା। ଏହାକୁ ଅସ୍ୱୀକାର କରାଯାଇ ପାରିବ ନାହିଁ ବୋଲି ଆଶଙ୍କା କରାଯାଇଛି। ଚୀନ୍ ଆଡ଼କୁ ଅଙ୍ଗୁଳି ଦେଖାଇଛନ୍ତି ପୂର୍ବତନ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନର୍ଭାଣେ।
ବିଭିନ୍ନ ଉଗ୍ରବାଦୀ ସଂସ୍ଥାଙ୍କୁ!-->!-->!-->…
ଟେଲିଫୋନ ଟାଓ୍ବାରରୁ ବ୍ୟାଟେରୀ ଚୋରୀ : ୪ ଗିରଫ, ୨୪ଟି ବ୍ୟାଟେରୀ ସହ ପିକ୍ଅପ୍ ଭ୍ୟାନ ଜବତ
ହିଞ୍ଜିଳିକାଟୁ, ତା ୨୯/୭ (): ହିଞ୍ଜିଳି ଥାନା ରାମଚନ୍ଦ୍ରପୁର ଗ୍ରାମ ନିକଟସ୍ଥ ଏକ ଟେଲିଫୋନ ଟାଓ୍ବାରରୁ ୨୪ ତାରିଖ ବିଳମ୍ବିତ ରାତିରେ ବ୍ୟାଟେରୀ ଲୁଟ୍ ହୋଇଥିଲା । ଘଟଣା ନେଇ ଫିଲ୍ଡ ଟେକନିସିଆନ ବିଶ୍ବନାଥ ସ୍ବାଇଁ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଘଟଣାର ତଦନ୍ତ କରି ପୁଲିସ!-->…
ସରସ୍ବତୀ ଶିଶୁ ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ମେଳାରେ ଉଦ୍ଘାଟନୀ ଉତ୍ସବରେ ପୋଲିସ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବୀ ପ୍ରସାଦ ଶତପଥୀ ଯୋଗ ଦେଇଥିବା ବେଳେ ପରିଚାଳନା କମିଟିର ଯୁଗ୍ମ ସମ୍ପାଦକ ଅଶୋକ!-->…
ପ୍ରଧାନମନ୍ତ୍ରୀ ସ୍ଵନିଧି ଯୋଜନା ଅଧୀନରେ ଋଣ ମେଳା : ୧୦୫ ଜଣ ଉଠା ଦୋକାନୀଙ୍କୁ ଋଣ ମଞ୍ଜୁରୀ ପତ୍ର ପ୍ରଦାନ
ସୁନ୍ଦରଗଡ /ରାଉରକେଲା (୨୯/୦୭) : ପ୍ରଧାନମନ୍ତ୍ରୀ ଷ୍ଟ୍ରୀଟ୍ ଭେଣ୍ଡର୍ସ ଆତ୍ମନିର୍ଭର ନିଧି (ପିଏମ୍ ସ୍ଵନିଧି) ଯୋଜନା ଅଧୀନରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଓ ରାଉରକେଲା ମହାନଗର ନିଗମର ମିଳିତ ଆନୁକୂଲ୍ୟରେ ଷ୍ଟ୍ରୀଟ ଭେଣ୍ଡର ମାନଙ୍କ ନିମନ୍ତେ ଏକ ଋଣ ମେଳା ଶନିବାର ଉଦିତନଗର ସ୍ଥିତ ମହାନଗର!-->…
ଠିକାଦାର ସୁପରଭାଇଜରଙ୍କୁ ଗୁଳିମାଡ଼, ମାର୍ଶାଘାଇ ପୋଲିସର ଛାନଭିନ୍ ଆରମ୍ଭ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାରେ ପୁଣି ଫୁଟିଲା ଗୁଳି । ଗୁଳିମାଡ଼ରେ ଗୁରୁତର ହୋଇପଡ଼ିଛନ୍ତି ଜଣେ ଯୁବକ । ମାର୍ଶାଘାଇ ଥାନା ମଙ୍ଗଳା ଛକରେ ଆଜି ଏହି ଗୁଳିମାଡ଼ ହୋଇଛି । ଗୁଳିମାଡ଼ର ଶିକାର ଯୁବକଙ୍କ ନାଁ ଶକ୍ତି ଚନ୍ଦନ ମହାନ୍ତି । ସଂପୃକ୍ତ ଯୁବକଙ୍କ ପେଟରେ ଗୁଳି ବାଜିଛି । ସେ!-->…
ଏସୀୟ ଯୁବ ଭାରୋତ୍ତୋଳନ: ଜ୍ୟୋତ୍ସ୍ନାଙ୍କୁ କାଂସ୍ୟ
ଭୁବନେଶ୍ବର: ଉତ୍ତରପ୍ରଦେଶର ଗ୍ରେଟର୍ ନୋଏଡ଼ାରେ ଚାଲିଥିବା ଏସୀୟ ଯୁବ ଭାରୋତ୍ତୋଳନ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଛନ୍ତି ଓଡ଼ିଆ ଝିଅ ଜ୍ୟୋତ୍ସ୍ନା ସବର। ୪୦ କିଲୋଗ୍ରାମ ଓଜନ୍ ବର୍ଗରେ ଜ୍ୟୋତ୍ସ୍ନା ସ୍ନାଚ୍ରେ ୫୫ କିଲୋଗ୍ରାମ, କ୍ଲିନ୍ ଆଣ୍ଡ୍ ଜର୍କରେ ୬୪ କିଲୋଗ୍ରାମ ସହ ମୋଟ ୧୧୯!-->…