Sign in
Sign in
Recover your password.
A password will be e-mailed to you.
ରାଜଧାନୀର ବିଭିନ୍ନ ସନ୍ଦିଗ୍ଧ ଅଞ୍ଚଳରେ ଫୁଟ୍ ପାଟ୍ରୋଲିଂ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାଲିଛି ସେଫ୍ ସିଟି ଡ୍ରାଇଭ୍ ସଙ୍ଗକୁ ମଦ୍ୟପ ଖଟିରେ ଚଢାଉ। ନାଇଟ୍ ପାଟ୍ରୋଲିଂକୁ ଜୋରଦାର କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରୁ ଲକ୍ଷ୍ନୀସାଗର ଏବଂ ମୈତ୍ରୀ ବିହାରରେ ଅଞ୍ଚଳରେ ଚାଲିଥିଲା ଫୁଟ୍ ପାଟ୍ରୋଲିଂ। ରାଜଧାନୀର ବିଭିନ୍ନ ଛକରେ ଚେକିଂ ଓ ବ୍ଲକିଂ!-->…
ଉଦ୍ଧବ ଠାକରେ-ଅଜିତ ପାୱାରଙ୍କ ଭେଟକୁ ନେଇ ଚର୍ଚ୍ଚା
ମୁମ୍ବାଇ : ଶିବସେନା(ୟୁବିଟି)ନେତା ଉଦ୍ଧବ ଠାକରେ ବୁଧବାର ତାଙ୍କର ପୂର୍ବତନ ସହଯୋଗୀ ତଥା ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ଭେଟିଛନ୍ତି। ଏନସିପି ବିରୋଧରେ ବିଦ୍ରୋହ କରି ଅଜିତ ପାୱାର ମହାରାଷ୍ଟ୍ର ସରକାରଙ୍କୁ ସମର୍ଥନ ଦେବା ପରେ ପ୍ରଥମଥର ଉଦ୍ଧବଙ୍କ ସହ ଭେଟଘାଟ!-->…
ଏନଏସି ମନ୍ୟତା ଦାବିରେ ୧୨ ଘଣ୍ଟିଆ ବିରମହାରାଜପୁର ବନ୍ଦ
ସୁବର୍ଣ୍ଣପୁର: ଆଜି ୧୨ ଘଣ୍ଟିଆ ବିରମହାରାଜପୁର ବନ୍ଦ ପାଳନ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରକୁ ଏନଏସି ମାନ୍ୟତା ଦାବିରେ ବନ୍ଦ ଡାକରା ଦେଇଛି ଆପ୍। ଏହାସହ ୧୫ ଦଫା ଦାବି ନେଇ ରାସ୍ତାକୁ ଓହ୍ଲାଇଛି ଆମ୍ ଆଦମୀ ପାର୍ଟି। ଆଜି ସକାଳୁ ସକାଳୁ ଆମ୍ ଆଦମୀ ପାର୍ଟିର!-->…
ସିଆଚେନ୍ ଗ୍ଲାସିଅର୍ରେ ଗୁଳିମାଡ଼, ଆର୍ମି ଅଫିସର ମୃତ
ନୂଆଦିଲ୍ଲୀ : ସିଆଚେନ ଗ୍ଲାସିୟରରେ ଆଜି ଗୁଳିମାଡ଼ ହୋଇଛି। ଏଥିରେ ଜଣେ ଆର୍ମି ଅଫିସରଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣ ଯବାନ ଆହତ ହୋଇଛନ୍ତି। ଗୁଳିମାଡ଼ରେ ଆହତ ହୋଇଥିବା ଯବାନମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ସମସ୍ତଙ୍କର!-->…
ଉପ ବାଚସ୍ପତିଙ୍କ ଉପରକୁ କାଗଜ ଫିଙ୍ଗି ଗୃହରୁ ବିଦା ହେଲେ ୧୦ ବିଜେପି ବିଧାୟକ
ବେଙ୍ଗାଲୁରୁ : କର୍ଣ୍ଣାଟକା ବିଧାନସଭାରେ ଆଜି ହାଇଡ୍ରାମା ଦେଖିବାକୁ ମିଳିଛି। ଗୃହରେ ବିଶୃଙ୍ଖଳା କରିବା ସହ ଉପ ବାଚସ୍ପତି ରୁଦ୍ରପ୍ପା ଲମାନିଙ୍କ ଉପରକୁ କାଗଜ ଫୋପାଡ଼ି ବିରୋଧୀ ବିଜେପିର ୧୦ ଜଣ ବିଧାୟକ ନିଲମ୍ବିତ ହୋଇଛନ୍ତି। ସେମାନଙ୍କୁ ଚଳିତ ବିଧାନସଭା ଅଧିବେଶନରେ ଆଉ ଗୃହରେ ପ୍ରବେଶ!-->…
ଆସ୍କା ରେ ବାଲି ମାଫିଆଙ୍କ ରାଜ୍– ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କୁ ତହସିଲଦାର ଙ୍କ ବେଖାତିର…!
ସରକାରୀ ରାଜସ୍ବ ବାବୁ ମାନଙ୍କ ପକେଟ ରେ...!!
ବ୍ରହ୍ମପୁର:୧୯-୭ ଆସ୍କା ସହର ର ଉଭୟ ପାର୍ଶ୍ୱରେ ଋଷିକୁଲ୍ୟା ଓ ବଡ ନଦୀ ପ୍ରବାହିତ ହେଉଛି।ଏହି ଉଭୟ ନଦୀର ବାଲି ଗଞ୍ଜାମ ଜିଲ୍ଲା ସମେତ ବାହାର ରାଜ୍ୟ ରେ ଚାହିଦା ରହିଛି। ବାଲି ଘାଟ ରେ ଲକ୍ଷ ଲକ୍ଷ ଟଙ୍କା ଲାଭ ହେଉଥିବା ଯୋଗୁଁ ଏହାର ସୁଯୋଗ!-->!-->!-->…
ଲଗାଣ ବର୍ଷାରେ ବେହାଲ ମାଲକାନଗିରି ଜିଲ୍ଲା ଯତାୟତ ଠପ…
ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ବିଗତ କିଛି ଦିନ ଧରି ଲଗାଣ ବର୍ଷା ଯୋଗୁଁ ଗତକାଲି ରାତିଠାରୁ ଜିଲ୍ଲା ସହିତ ବିଭିନ୍ନ ସମସ୍ତ ବ୍ଲକର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଗତକାଲି ସନ୍ଧ୍ୟାରେ ମାଲକାନଗିରି ଜିଲ୍ଲାରେ ପ୍ରବାହିତ ନଦୀ ପୋଟେରୁ ବ୍ରିଜ ଉପରୁ ଅଳ୍ପ କିଛି ଜଳ ପ୍ରବାହିତ!-->!-->!-->…
ଜହ୍ନରେ କରିବା ଘର
ଜୟନ୍ତ ପଟ୍ଟନାୟକ
୨୦୧୯ ସେପ୍ଟେମ୍ବର ୨ ତାରିଖ, ଭାରତୀୟ ମହାକାଶ ଗବେଷଣା ସଂସ୍ଥା, ISRO- Indian Space Research Organisa tion ସରକାରୀ ଭାବେ ଘୋଷଣା କଲା ଯେ ଭାରତର ୨ୟ,ଚନ୍ଦ୍ରଯାନ-୨,ଚନ୍ଦ୍ରପୃଷ୍ଠରେ ଅବତରଣ କରିବାରେ 'ଲ୍ୟାଣ୍ଡର ବିକ୍ରମ' ବିଫଳ ହୋଇଛି । ଇସ୍ରୋର ତତ୍କାଳୀନ!-->!-->!-->…
ଦୁର୍ବୃତ୍ତଙ୍କ ଆକ୍ରମଣରେ ଖଜୁରୀପଡ଼ା ଯନ୍ତ୍ରୀ ଗୁରୁତର
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଳକର ଯନ୍ତ୍ରୀ ରବୀନାରାୟଣ ଲେଙ୍କା ଦୁର୍ବୁତ୍ତଙ୍କ ଆକ୍ରମଣ ରେ ଗୁରୁତର ହୋଇଛନ୍ତି । ଇଞ୍ଜିନିୟର ଲେଙ୍କା ବ୍ଲକ କାର୍ଯ୍ୟାଳୟ ନିକଟରେ ଥିବା ସମୟରେ ସେହି ଅଞ୍ଚଳର ରଞ୍ଜିତ ସାସ ମଲଙ୍କ ନାମକ ଜଣେ ଯୁବକ ଅତର୍କିତ ପଥର ମାଡ କରିବାରୁ ତାଙ୍କର!-->!-->!-->…
ରେଗୁଲାର ଏଲ୍ଏଲ୍ଏମ୍ କୋର୍ସ ଖୋଲିବା ସହ ଆବଶ୍ୟକ ସଂଖ୍ୟକ ଶିକ୍ଷକ ପଦବୀ ପୂରଣ ଲାଗି ଦାବିପତ୍ର
ବ୍ରହ୍ମପୁର : ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ ରେଗୁଲାର ଭିତ୍ତିରେ ଏଲ୍. ଏଲ୍. ଏମ୍. କୋର୍ସ ଖୋଲି ଅବିଳମ୍ବେ ନାମ ଲେଖା ପ୍ରକ୍ରିୟା ଆରମ୍ଭ କରିବା ସହ ଆବଶ୍ୟକ ସଂଖ୍ୟକ ଶିକ୍ଷକ ପଦବୀ ପୂରଣ କରିବା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର କୁଳପତିଙ୍କୁ ଏ ଆଇ ଡି ଏସ ଓ ଗଞ୍ଜାମ ଜିଲ୍ଲା କମିଟି ତରଫରୁ!-->…