କନ୍ଧମାଳ ଏବଂ ଉତ୍କଳ ନିଖିଳ ଗୃହରକ୍ଷୀ ମହାସଂଘର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ରାଷ୍ଟ୍ରପତି ମହୋଦୟାଙ୍କୁ ଦାବିପତ୍ର…

ଫୁଲବାଣୀ :କନ୍ଧମାଳ ଜିଲ୍ଲା ପଞ୍ଜୀକୃତ ହୋମଗାର୍ଡ ସଂଘ କର୍ମକର୍ତ୍ତା ମଞ୍ଜୁଳା ନାୟକଙ୍କ ସୁପ୍ରିମକୋର୍ଟ କେସ୍ ଜର୍ଜମେଣ୍ଟ ଅଡର ଉପରେ ରାଜ୍ୟ ସରକାର ଅବମାନନା କରିଥିବାରୁ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ଏବଂ କନ୍ଧମାଳ ଜିଲ୍ଲା ପଞ୍ଜୀକୃତ ହୋମଗାର୍ଡ ସଂଘ କର୍ମକର୍ତ୍ତା ଙ୍କ ସମେତ ନିଖିଳ

ଆକ୍ରମଣ ଏବଂ ଲୁଟ୍ ଘଟଣାରେ ଦୁଇ ଯୁବକ ଗିରଫ…

ବ୍ରହ୍ମପୁର(୧୮/୦୭) : ଏକ ଆକ୍ରମଣ ଏବଂ ଲୁଟ୍ ଘଟଣାରେ ଆଜି ସନ୍ଧ୍ୟାରେ ଦୁଇ ଜଣଙ୍କୁ ଗିରଫ କରିଛି ଗାଙ୍ଗପୁର ପୋଲିସ୍ I ଗିରଫ ଦୁଇ ଯୁବକ ହେଲେ ଗାଙ୍ଗପୁର ଥାନା ଅନ୍ତର୍ଗତ ବଡ଼ ସାଦରା ଗ୍ରାମର ପ୍ରତାପ ବିଷୋୟୀ ଏବଂ ନାରାୟଣ ପ୍ରଧାନ I ଗାଙ୍ଗପୁର ଥାନା ଏସ୍ଆଇ ଶୁଭ୍ରଜିତ ସାମନ୍ତରାୟଙ୍କ

ଗଞ୍ଜାମ ଜିଲ୍ଲାରେ ନିୟନ୍ତ୍ରଣ ବାହାରେ ପରିବାଠାରୁ ଆରମ୍ଭ କରି ଅଟା, ଡାଲି

ବ୍ରହ୍ମପୁର (୧୮/୭) : ସମଗ୍ର ଗଂଜାମ ଜିଲ୍ଲାରେ ବିଭିନ୍ନ ପନି ପରିବା ଠାରୁ ଆରମ୍ଭ କରି ଚାଉଳ,ଡାଲି,ତେଲ, ଅଟା ସମେତ ବିଭିନ୍ନ ସାମଗ୍ରୀ ରେ ଅହେତୁକ ମୂଲ୍ୟ ବୃଦ୍ଧି ଏବେ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଗରିବ ଗୁରୁବା ଠାରୁ ଆରମ୍ଭ କରି ମଧ୍ୟମବିତ ପରିବାର ର ଲୋକେ ଏବେ ବଜାର କୁ ଯିବାକୁ

କଡଗାବାଲି ପ୍ରାଥମିକ ବିଦ୍ୟାଳୟ ବନ୍ଦକୁ ବିରୋଧ : ବିଇଓ ଅଫିସ ଘେରାଉ

ବାଲିଗୁଡା : ସମଗ୍ର ରାଜ୍ୟରେ ୫ ବର୍ଷ ରୁ ୧୪ବର୍ଷ ପିଲାମାନଙ୍କୁ ନିଶ୍ଚିତ ଶିକ୍ଷା ଦେବା ପାଇଁ ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରା ଯାଉଛି। ପିଲାଙ୍କୁ ସ୍କୁଲ କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଗ୍ରାମରେ ସ୍କୁଲ ଖୋଲାଯିବା ସହ ନୂତନ କୋଠା, ପୋଷାକ, ମଧ୍ୟାହ୍ନ

ଚିକିଟୀ ବ୍ଲକରେ ସାମାଜିକ ସମୀକ୍ଷା ଜନ ଅଭିଯୋଗ ଶୁଣାଣି ଶିବିର

ଚିକିଟୀ : ଚିକିଟୀ ବ୍ଲକ ସମ୍ମିଳନୀ କକ୍ଷଠାରେ ସୋମବାର ଦିନ ଏ.ଡି.ଏମ ରିନା କୁମାରୀ ଖେସ ଙ୍କ ଅଧକ୍ଷତା ଏବଂ ବିଡ଼ିଓ ହଳଧର ଶବର ଙ୍କ ପରିଚାଳିତରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ର ୨୦୨୨-୨୦୨୩ ଆର୍ଥିକ ବର୍ଷରେ ହୋଇଥିବା କାମ ଉପରେ ଏକ ସମାଜିକ ଜନ ଶୁଣାଣି ଅନୁଷ୍ଟିତ ହୋଇ

ଛତ୍ରପୁରସ୍ଥ କାଳିଆବାଲି ଠାରେ ସଡ଼କ ଦୁର୍ଘଟଣାରେ ସ୍କୁଟି ଚାଳକଙ୍କ ମୃତ୍ୟୁ, ସଡ଼କ ଦୁର୍ଘଟଣାରେ ଆଉ ଜଣେ ଗୁରୁତର

ଛତ୍ରପୁର : ଛତ୍ରପୁର ନିକଟସ୍ଥ କାଳିଆବାଲି ଛକ ନିକଟବର୍ତ୍ତୀ ସ୍ଥାନରେ ମଧ୍ୟାହ୍ନରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକଙ୍କ ନାମ ବାଳକୃଷ୍ଣ ଦାସ, (୪୯) ରାମକୃଷ୍ଣନଗର ବ୍ରହ୍ମପୁର ସହରର ବୋଲି ଜଣାପଡିଛି । ସ୍କୁଟି ଚାଳକ ଏକ

ଘୁ ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଫୁଲବାଣୀ : ବିଜୁ ଜନତା ଦଳ ଫୁଲବାଣୀ ତରଫରୁ ଫୁଲବାଣୀ ମେନ ରୋଡ଼ ସ୍ଥିତ ଦଳୀୟ କାର୍ଯ୍ୟଳୟ ଠାରେ ଏକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଓ ସ୍ମୃତିଚାରଣ ସଭା ଜିଲ୍ଲା ସଭାପତି ସରୋଜ କର୍ଣ୍ଣଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ବିଜେଡିର ସମସ୍ତ କର୍ମକର୍ତ୍ତା ଦୁଇ ମିନଟ ନୀରବ ପ୍ରାର୍ଥନା

ଯୀଶୁଙ୍କୁ ପାଇବାକୁ ଉପବାସ, ଗଲାଣି 403ଙ୍କ ଜୀବନ

ନୂଆଦିଲ୍ଲୀ : କେନିଆର ଏକ ଜଙ୍ଗଲରୁ ଉଦ୍ଧାର ହେଉଛି କୁଢ କୁଢ ଶବ। ପୁଣି 12 ଜଣଙ୍କ ମୃତଦେହ ଉଦ୍ଧାର ହେବା ପରେ ମୃତ୍ୟୁସଂଖ୍ୟା 400 ପାର୍ କରିଥିବା ସୂଚନା। ମୃତଦେହଗୁଡିକ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଅନୁଗାମୀମାନଙ୍କର ବୋଲି ଜଣାପଡିଛି। ଅନାହାରରେ ରହି ଏହି ଖ୍ରୀଷ୍ଟଧର୍ମୀ ଅନୁଗାମୀଙ୍କ ମୃତ୍ୟୁ

ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ୫ଲକ୍ଷ ଟଙ୍କାକୁ ବୃଦ୍ଧି

ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର କାର୍ଯ୍ୟରତ ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟବୀମା ପରିମାଣକୁ ୨ଲକ୍ଷ ଟଙ୍କାରୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନାରେ ଏହି ସୁବିଧା ରାଜ୍ୟର ୮୭୧୭ଜଣ ସାମ୍ବାଦିକ ଓ ତାଙ୍କ ପରିବାର ସଦସ୍ୟଙ୍କୁ ମିଳିବ

ଓଲଟିଲା ଯାତ୍ରୀବାହୀ ବସ୍‌, ଜଣେ ଶିଶୁ ସମେତ ୧୪ ଗୁରୁତର

ଯାଜପୁର : ଓଲଟିଲା ଯାତ୍ରୀବାହୀ ବସ୍‌। ଜଣେ ଶିଶୁ ସମେତ ୧୪ ଗୁରୁତର। ଆଜି ଅପରାହ୍ନ ପ୍ରାୟ ୫ଟା ବେଳେ ଯାଜପୁର ଜିଲ୍ଲା ପାଣିକୋଇଲି-ଜହ୍ନା ରାସ୍ତାର ଜହ୍ନା ଛକରେ ଏହି ଦୁର୍ଘଟଣା ଘଟିଛି। ଦୃତଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଯାତ୍ରୀବାହୀ ବସ୍‌ଟି ଓଲଟି ପଡ଼ିଥିବା