Sign in
Sign in
Recover your password.
A password will be e-mailed to you.
ଭୁଲ ଇଞ୍ଜେକସନ ନେଲା ଛୋଟ ଛୁଆର ଜୀବନ
ଯାଜପୁର: ମଙ୍ଗଳବାର ଜଣେ ଛଅ ବର୍ଷର ଶିଶୁକୁ ଭୁଲ୍ ଇଞ୍ଜେକସନ୍ ଦିଆଯାଇଥିବା ଅଭିଯୋଗ ହୋଇଛି। ଯେଉଁଥି ପାଇଁ ଯାଜପୁର ଜିଲ୍ଲା ଦଶରଥପୁର ଥାନା ମନ୍ଦାରଖଣ୍ଡା ଗାଁର ସୁରେନ୍ଦ୍ର ମଲ୍ଲିକଙ୍କ ପୁଅ ଓମ୍ ମଲ୍ଲିକ ପ୍ରାଣ ହରାଇଥିବା ତାର ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଓମ୍ ମଲିକ!-->!-->!-->…
ଯୁବତୀଙ୍କ ଅର୍ଦ୍ଧ ଉଲଗ୍ନ କ୍ଷତବିକ୍ଷତ ମୃତଦେହ ଠାବ, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ମୁଷଳ ନଦୀ କୂଳରେ ଅଚିହ୍ନା ଯୁବତୀଙ୍କର ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଛି। ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରୁଛି ପୁଲିସ। ଘଟଣାସ୍ଥଳରେ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
!-->!-->!-->…
ସାହାରା ଜମାକାରୀଙ୍କ ପାଇଁ ନୂଆ ଆଶା, ମିଳିବ ଜମା ଟଙ୍କା
ନୂଆଦିଲ୍ଲୀ : ସାହାରା ଇଣ୍ଡିଆରେ ଟଙ୍କା ଜମା କରି ସମସ୍ୟାରେ ପଡ଼ିଥିବା ନିବେଶକଙ୍କ ପାଇଁ ଏକ ଆଶ୍ବସ୍ତିଭରା ଖବର । ଜମାକାରୀଙ୍କୁ ଟଙ୍କା ଫେରସ୍ତ ପାଇଁ କେନ୍ଦ୍ର ସରକାର ଏକ ରିଫଣ୍ଡ ପୋର୍ଟାଲ ଆରମ୍ଭ କରିଛନ୍ତି । ଏହାର ନାଁ ରହିଛି ସିଆରସିଏସ୍-ସାହାରା ରିଫଣ୍ଡ ପୋର୍ଟାଲର । ଏହାର ଶୁଭାରମ୍ଭ!-->…
ରାତିରେ ଚଡ଼ି, ଗଞ୍ଜି ପିନ୍ଧି ଚୋରି କରୁଥିଲେ; ୧୧ ଆନ୍ତଃରାଜ୍ୟ ଲୁଟେରାଙ୍କୁ ବାନ୍ଧିଲା ପୋଲିସ
ଭୁବନେଶ୍ୱର: ଭୁବନେଶ୍ୱରର ଧଉଳି, ବଡ଼ଗଡ଼, ଲକ୍ଷ୍ମୀସାଗର, ଏୟାରପୋର୍ଟ ଓ ଏୟାରଫିଲ୍ଡ ଥାନା ଅଞ୍ଚଳରେ ଚୋରିରେ ସାମିଲ୍ ଏକ ଗ୍ୟାଙ୍ଗକୁ ଧରିଛି କମିଶନରେଟ୍ ପୋଲିସ । ୧୧ ଲୁଟେରାଙ୍କୁ ଗିରଫ କରିବା ସହ ପୋଲିସ୍ ଲୁଟରେ ବ୍ୟବହୃତ ସାମଗ୍ରୀ ଜବତ କରିଛି ।
ପୋଲିସର ସୂଚନା ଅନୁସାରେ, ଏହି!-->!-->!-->…
ବିଜେପି-ବିଜେଡି ଗୋଟେ: ନରସିଂହ
ଭୁବନେଶ୍ୱର: ବିଜେଡି-ବିଜେପିକୁ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ କଟାକ୍ଷ । ବିଜେଡି ସମଦୂରତା କଥା କହୁଛି,କାର୍ଯ୍ୟରେ ବିଜେପି ସହ ଅଛି । ବିଜେପି ଓଡିଶାରେ ୫ଟି ସଚିବଙ୍କ ବିରୋଧରେ କହୁଛି । କେନ୍ଦ୍ରରେ ବିଜେପି ସରକାର ଚାହିଁଲେ କେନ୍ଦ୍ରକୁ ଡାକି ନେଇପାରିବେ ।
ତାହା ନକରି!-->!-->!-->…
ୟୁଟ୍ୟୁବ ଦେଖି ଭାରତ ଆସିବାର ବାଟ ପାଇଥିଲି; ସୀମାଙ୍କ ବୟାନ ପରେ ବଢ଼ିଲା ଏଟିଏସର ସନ୍ଦେହ
ନୂଆଦିଲ୍ଲୀ: ସୀମା ହାଇଦରଙ୍କ ପାଇଁ ଉତ୍ତେଜନା ବଢ଼ିବାର ଆଶଙ୍କା ଥିବାରୁ ପୁଣି ଥରେ ପଚରାଉଚରା ପାଇଁ ଅଜଣା ସ୍ଥାନକୁ ନେଇଛି ୟୁପି ଏଟିଏସ୍। ପାକିସ୍ତାନରୁ ସଚିନଙ୍କ ପ୍ରେମରେ ପଡ଼ି ଭାରତ ଚାଲିଆସିଥିବା ସୀମା ହାଇଦରଙ୍କ ପ୍ରେମ କାହାଣୀ ଏବେ ସାରା ବିଶ୍ୱରେ ଚହଳ ପକାଇଛି। ସମସ୍ତଙ୍କ ମୁହଁରେ ଏବେ!-->…
ଧନୀ ହେଉଛି ଓଡ଼ିଶା; ତଥାପି ମାଲକାନଗିିରିରେ ଦାରିଦ୍ର୍ୟ ହାର ୪୫%
ଭୁବନେଶ୍ୱର : ଧନୀ ହେଉଛି ଓଡ଼ିଶା । ରାଜ୍ୟରେ ଗରିବୀ ହାର କମୁଛି । ୫ବର୍ଷ ଭିତରେ ଆସିଛି ବଡ ପରିବର୍ତ୍ତନ । ୫ବର୍ଷର୍ରେ ଓଡ଼ିଶାରେ ୬୨.୬୨ ଲକ୍ଷ ହୋଇଛନ୍ତି ଦାରିଦ୍ର୍ୟମୁକ୍ତ । ଏମିତି ରିପୋର୍ଟ ଦେଇଛି ନୀତି ଆୟୋଗ । ସେତିକୁ ନୁହେଁ, ସାରା ଦେଶରେ ୧୩.୫ କୋଟି ଲୋକ ଦାରିଦ୍ର୍ୟମୁକ୍ତ ହୋଇ!-->…
ଏନଡିଏ ବୈଠକରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିରୋଧୀ ମେଣ୍ଟକୁ କଲେ ଟାର୍ଗେଟ୍
ନୂଆଦିଲ୍ଲୀ: ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ଶାସକ ଓ ବିରୋଧୀ ଦଳମାନେ ନିଜକୁ ଏକଜୁଟି କରିବା ସହ ଶକ୍ତିପ୍ରଦର୍ଶନ କରିବାରେ ଲାଗିଛନ୍ତି । ମଙ୍ଗଳବାରଦିନ ବେଙ୍ଗାଲୁରୁରେ ବିରୋଧୀ ଦଳମାନଙ୍କ ବୈଠକ ପରେ ସଂଧ୍ୟାରେ ଦିଲ୍ଲୀରେ ଏନଡିଏର ବୈଠକ ଜାରି ରହିଛି ।!-->…
ଗ୍ୟାଙ୍ଗଷ୍ଟାରକୁ ଅପହରଣ ପରେ ହତ୍ୟା ଅଭିଯୋଗ, ୬ ଗିରଫ
କେନ୍ଦ୍ରାପଡା: ଗ୍ୟାଙ୍ଗଷ୍ଟର ବିଭୁ ପ୍ରସାଦ ସାହୁଙ୍କୁ ଅପହରଣ ଓ ହତ୍ୟା ଘଟଣାରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି। ସୋମବାର ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ରାପଡା ଏସପି ସନ୍ଦୀପ ସମ୍ପତ ମଡକର କହିଛନ୍ତି ଯେ ଏହି ୬ ଜଣ ବ୍ୟକ୍ତି ଗତ ମେ ୩୧ ତାରିଖରେ ଜିଲ୍ଲାର ମାର୍ଶାଘାଇ ଅଞ୍ଚଳର ଭଗବାନପୁର!-->…
୯ ବର୍ଷରେ ଭାରତର ଆକାଶ-ପାତାଳ ବିକିସାରିଲେଣି ମୋଦୀ : କେଜ୍ରିଓ୍ବାଲ
ବେଙ୍ଗାଲୁରୁ : ବେଙ୍ଗାଲୁରୁଠାରେ ମଙ୍ଗଳବାର ଅନୁଷ୍ଠିତ ବିରୋଧୀ ଦଳ ବୈଠକକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଛି । ଏହି ବୈଠକ ପରେ ଆମ ଆଦମୀ ପାର୍ଟି (ଆପ୍)ର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସିଧାସଳଖ!-->…