Sign in
Sign in
Recover your password.
A password will be e-mailed to you.
ନୌସେନାରେ ସାମିଲ ହେବେ ୨୬ ରାଫେଲ, ଗୁରୁତ୍ୱପୂର୍ଣ୍ଣ ଡିଲକୁ ମଞ୍ଜୁରୀ
ନୂଆଦିଲ୍ଲୀ: ଭାରତୀୟ ନୌସେନାକୁ ନୂଆ ଜ୍ଞାନକୌଶଳରେ ନିର୍ମିତ ଲଢୁଆ ବିମାନ ରାଫେଲ କିଣିବାକୁ ହୋଇଥିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଯାଇଛି । ଏହି ଆଧାରରେ ନୌସେନାକୁ ୨୬ଟି ରାଫେଲ ମିଳିବ । ଡସାଲ୍ଟ ଏଭିଏସନର ଅଧ୍ୟକ୍ଷ ଓ ସିଇଓ ଏରିକ୍ ଟ୍ରେପିୟର କହିଛନ୍ତି ଯେ, ତାଙ୍କ ସଂସ୍ଥା ରାଫେଲ ସହ!-->…
କଟାମୁଣ୍ଡ ଯୋଡିଦେଲେ ଡାକ୍ତର, ଦୁର୍ଘଟଣାରେ କଟିଯାଇଥିଲା ନାବାଳକର ମୁଣ୍ଡ
ନୂଆଦିଲ୍ଲୀ: ବିଶ୍ୱର ଆଉ ଏକ ବିରଳ ଅପରେସନ୍, ଯାହାକୁ ସମ୍ଭବ କରି ଦେଖାଇଛନ୍ତି ଇସ୍ରାଏଲର ଏକ ଡାକ୍ତରୀ ଟିମ୍ । ଏକ କାର ଦୁର୍ଘଟଣାରେ ୧୨ ବର୍ଷର ପୁଅ ସୁଲେମାନ୍ ହସନର ମୁଣ୍ଡ ଶରୀରଠାରୁ କକଟି ସାମାନ୍ୟ ଲାଗିଥିଲା । ହେଲେ କାଳ ବିଳମ୍ବ ନକରି ଏହାକୁ ଅସ୍ତ୍ରୋପଚାର ମାଧ୍ୟମରେ ଯୋଡିଦେଲେ!-->…
ଅଜଣା ଜନ୍ତୁ ଆକ୍ରମଣରେ ୪୦ ମେଣ୍ଡା ମୃତ
ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଳକ ଚାଉଳିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଆରଦା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏକ ଅଜଣା ଜନ୍ତୁ ଆକ୍ରମଣରେ ସାଧୁ ଚରଣ ରାଉତଙ୍କର ୪୨ଟି ମେଣ୍ଡାଙ୍କ ମୃତୁ ହୋଇଛି।
ମେଣ୍ଢାମାନଙ୍କର ମୁଣ୍ଡ ଓ ବେକରେ କ୍ଷତ ଚିହ୍ନ ଥିବା ବେଳେ କୈାଣହି ଏକ ଅଜଣା!-->!-->!-->…
ଏକତରଫା ପ୍ରେମ ନିବେଦନ କଲେ ବିବାହିତ ଯୁବକ, ନିର୍ଧୁମ ଛେଚିଲେ ଲୋକେ
ବାଙ୍କୀ଼ : ଏକତରଫା ପ୍ରେମ ନିବେଦନ କରିବା ପଡିଲା ମହଙ୍ଗା । ଅଙ୍ଗନୱାଡି କର୍ମୀଙ୍କୁ ପ୍ରେମ ନିବେଦନ କରି କାନ ଧରି ଉଠ୍ ବସ୍ ହେଲେ ଜଣେ ବିବାହିତ ଯୁବକ । ଖାଲି ସେତିକି ନୁହେଁ ତାସହିତ ଗ୍ରାମବାସୀଙ୍କଠାରୁ ନିର୍ଧୁମ ଛେଚା ବି ଖାଇବାକୁ ପଡିଛି ତାଙ୍କୁ । ଘଟଣାଟି ଘଟିଛି ବାଙ୍କୀ ଥାନା!-->…
ବହୁଚର୍ଚ୍ଚିତ ନବ ଦାସଙ୍କୁ ହତ୍ୟା ପଛରେ ଷଡ୍ଯନ୍ତ୍ର ନାହିଁ, କ୍ରାଇମବ୍ରାଞ୍ଚ ରିପୋର୍ଟ
ବହୁଚର୍ଚ୍ଚିତ ନବ ଦାସଙ୍କୁ ହତ୍ୟା ପଛରେ ଷଡ୍ଯନ୍ତ୍ର ନାହିଁ । ଜୀବନ ପ୍ରତି ବିପଦ ଥିବାରୁ ପୂର୍ବତନ ମନ୍ତ୍ରୀଙ୍କୁ ହତ୍ୟା କଲା ଗୋପାଳ ଦାସ । ସେ ହିଁ ହତ୍ୟାକାରୀ । ଗୋପାଳ ବ୍ୟତୀତ ହତ୍ୟାରେ ଆଉ କାହାର ସଂପୃକ୍ତି ନାହିଁ । କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ୫୪୩ ପ୍ରାଥମିକ ଚାର୍ଜସିଟ୍ରେ!-->…
ଦିଲ୍ଲୀ ବନ୍ୟା ପ୍ରାକୃତିକ ନୁହେଁ, ବିଜେପି ପ୍ରାୟୋଜିତ ବିପର୍ଯ୍ୟୟ: ଆପ୍
ଯମୁନା ନଦୀର ଉଛୁଳା ଜଳରେ ଉବୁଟୁବୁ ଜାତୀୟ ରାଜଧାନୀ ଦିଲ୍ଲୀ । ସେଥିପାଇଁ କିଛିଦିନ ହେବ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଯମୁନା ନଦୀର ଜଳସ୍ତର ରେକର୍ଡ 208.66 ମିଟର ଛୁଇଁବା ପରେ ଜଳ ସ୍ତର ଧୀରେ ଧୀରେ ହ୍ରାସ ପାଉଛି। ହେଲେ ବନ୍ୟାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି!-->…
ଟମାଟୋ ସଂସାର ଉଜାଡ଼ି ଥିଲା ପୁଣି ସଜାଡ଼ି ଦେଲା !
ସ୍ୱାମୀ ନପଚାରି ତରକାରିରେ ଦୁଇଟି ଟମାଟୋ ପକାଇ ଦେବାରୁ ଘର ଛାଡ଼ି ଚାଲି ଯାଇଥିଲେ ସ୍ତ୍ରୀ। କିଛିଦିନ ତଳେ ଏହି ଖବରକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା। ଟମାଟୋ ପାଇଁ ଯେଉଁ ସଂସାର ଭାଙ୍ଗି ଯାଇଥିଲା ଆଜି ସେହି ଟମାଟୋ ପୁଣି ଥରେ ସଂସାର ଯୋଡ଼ି ଦେଇଛି। ଅଧା କିଲୋ ଟମାଟୋ ଦେଇ ପତ୍ନୀକୁ ମନାଇ!-->…
କୋଟିପତି କଲା ଟମାଟୋ, ଗୋଟିଏ ମାସରେ ଦେଢ଼ କୋଟି ଆୟ
ସାରା ଦେଶରେ ଟମାଟୋର ଚଢ଼ା ଦର ରହିଛି। କି ଗରିବ କି ଧନୀ, ଯେ କେହିବି ଟମାଟୋ ଦର ଶୁଣି ଛାନିଆ ହୋଇ ଯାଉଛନ୍ତି। କିନ୍ତୁ ଜଣେ ସାଧାରଣ ଚାଷୀଙ୍କୁ କୋଟିପତି ବନାଇଦେଇଛି ଏହି ଟମାଟୋ। ମହାରାଷ୍ଟ୍ରର ପୁନେ ଜିଲ୍ଲାର ତୁକାରାମ ଭାଗୋଜି ଗାଏକର୍ ଏବଂ ତାଙ୍କ ପରିବାର ଗୋଟିଏ ମାସରେ ଦେଢ଼ କୋଟି!-->…
ଶରଦ ପାୱାରଙ୍କ ଘରେ ଅଜିତ
ଜୁଲାଇ ୨ ତାରିଖରେ ଏନ୍ସିପି ପ୍ରତିଷ୍ଠାତା ଦାଦା ଶରଦ ପାୱାରଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରି ଆଠ ଜଣ ଦଳୀୟ ବିଧାୟକଙ୍କ ସହ ମିଶି ମହାରାଷ୍ଟ୍ର ସରକାରରେ ସାମିଲ ହୋଇଥିଲେ ଅଜିତ ପାୱାର। ଆଉ ଏହି ଘଟଣାର ୧୨ ଦିନ ପରେ ଗତକାଲି ପ୍ରଥମ ଥର ପାଇଁ ଦାଦା ଶରଦ ପାୱାରଙ୍କ ଘରକୁ ଯାଇଥିଲେ ଅଜିତ। ସେ!-->…
ବେକେ ପାଣିରେ ମହିଳା ଖବରଦାତାଙ୍କ ଖବର ସଂଗ୍ରହ
ବନ୍ୟା, ବାତ୍ୟା, ମରୁଡି ଭଳି ଅନେକ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କୁ ଟିକନିଖ୍ ଖବର ଯୋଗାଇଥାନ୍ତି ଖବରଦାତା। ଏହି ଖବରଦାତାଙ୍କ ପାଇଁ ଘରେ ବସି ଲୋକମାନେ ସଠିକ୍ ସୂଚନା ପାଇପାରନ୍ତି। ସେଥିପାଇଁ ଅନେକ ସମୟରେ ସେମାଙ୍କୁ ପ୍ରଶଂସା କରାଯାଏ। ବର୍ତ୍ତମାନର ଦିଲ୍ଲୀ ବନ୍ୟା ସମୟରେ ଏପରି!-->…