Sign in
Sign in
Recover your password.
A password will be e-mailed to you.
ଗଞ୍ଜେଇ ସହ କାର ଜବତ, ଚାଲାଣକାରୀ ଗିରଫ ଓ କୋର୍ଟ ଚାଲାଣ
ଦାରିଙ୍ଗବାଡ଼ି,୧୫/୭ : ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କିରୀକୁଟି ଗ୍ରାମ ନିକଟରେ ପୋଲିସ ପାଟ୍ରୋଲିଂ କରିବା ସମୟରେ ଏକ କାରରେ ଗଞ୍ଜେଇ ଚାଲାଣ କରୁଥିବା ଜାଣିଥିଲେ । ସୁଇଫ୍ଟ ଡିଜାର କାର ନଂ- ଓଡି ୦୨ ଏବି ୦୦୪୫ ରେ ଚାଲାଣ ହେଉଥିବା ୪୦.୩୫୦ କେଜି ଗଞ୍ଜେଇ ଥିବା ତଦନ୍ତରେ ଜଣାପଡ଼ିଥିଲା ।!-->…
ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
ବ୍ରହ୍ମପୁର (୧୫/୦୭) : କଳା ଓ କଳାକାର ହିତୈଷୀ ମହାମଂଚ 'ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ' ତରପରୁ ଏକ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ଗିରି ମାର୍କେଟ୍ ଛକ ସ୍ଥିତ ପ୍ରକାଶମ୍ ହଲ୍ ଆନ୍ଧ୍ର ଭାଷାବିବର୍ଦ୍ଧିନୀ ସଭା ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି। ସଂଘ କାର୍ଯ୍ୟକାରୀ ସଭାପତି!-->…
ଫୁଲବାଣୀ ବିଦ୍ୟୁତ୍ ବିଭାଗ ଗୋଦାମର ଛଟେଇ ସୁରକ୍ଷା ଗାର୍ଡ ମାନଙ୍କର ପୁନଃ ଥଇଥାନ ଦାବିରେ ଧାରଣା
ଫୁଲବାଣୀ : କନ୍ଧମାଳ ଜିଲ୍ଲା ମୁଖ୍ୟାଳୟରେ ଥିବା ବିଦ୍ୟୁତ୍ ବିଭାଗର ବିଦ୍ୟୁତ୍ ସରଞ୍ଜାମର ଗୋଦାମରେ ଦୀର୍ଘ ବର୍ଷ ଧରି ନିରନ୍ତର କାର୍ଯ୍ୟ କରି ଆସୁଥିବା ସୁରକ୍ଷା ଗାର୍ଡ ମାନଙ୍କୁ ଛଟେଇ କରି ଦିଆଯାଇଛି। ସେମାନଙ୍କୁ ପୁନଃ ଥଇଥାନ ଦାବିରେ ଆଜି ସମସ୍ତ ଛଟେଇ ସୁରକ୍ଷା ଗାର୍ଡ ଭୀଷଣ ବର୍ଷା ରେ!-->…
ବିଶ୍ୱ ଯୁବକୌଶଳ ଦିବସ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ସ୍ଥିତ ଏ.ଏମ. ସି. ଏସ ମହାବିଦ୍ୟାଳୟରେ ବିଶ୍ୱ ଯୁବକୌଶଳ ଦିବସ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଈଛି | ତମାଖୁମୁକ୍ତ କଲେଜ କ୍ୟାମ୍ପସକୁ ନେଇ, ତମାଖୁର କ୍ଷତିକାରୀ ପ୍ରଭାବ କେତେ ଭୟଙ୍କର ଏ ଶୀର୍ଷକକୁ ନେଇ ତର୍କ!-->…
ସମ୍ପର୍କୀୟ ଭାଇର କଟୁରି ଚୋଟରେ ଜଣେ ଗୁରୁତର
ମାଲକାନଗିରି : ମାଲକାନଗିରି ସମ୍ପର୍କୀୟ ଭାଇର କଟୁରି ଚୋଟରେ ଆହତ ଅବସ୍ଥାରେ ମେଡିକାଲ ରେ ଭର୍ତି ହେଲେ ରାମାମାଡି । ଖବରରୁ ପ୍ରକାଶ ପଡିଆ ବ୍ଲକ ଅନ୍ତର୍ଗତ ନିଲିଗୁଡା ପଂଚାୟତ ନିକଟ ଚେରକୁଗୁଡା ଗାଁର ରାମା ମାଡିଙ୍କ ସହ ସମ୍ପର୍କୀୟ ଭାଇ ମାଲା ମାଡକାମୀର ସମାନ୍ୟ କଥାକୁ ନେଇ ଗଣ୍ଡଗୋଳ!-->…
ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମପୀଠର ବିକାଶ ଲାଗି ୬ କୋଟି ୪୧ ଲକ୍ଷ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ମହାନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ସମ୍ବଲପୁର ଖୀଣ୍ଡାର ବିକାଶ ସହ, ଏହାକୁ ଏକ ପର୍ଯ୍ୟଟନ ସ୍ଥଳ ଭାବେ ଗଢି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୬ କୋଟି ୪୧ ଲକ୍ଷ ଟଙ୍କା ମଧ୍ୟ ମୁଖ୍ୟମନ୍ତୀ ଅନୁମୋଦନ କରିଛନ୍ତି।!-->…
୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା, ମୁକାବିଲା ପାଇଁ ସବୁ ଜିଲ୍ଲାପାଳଙ୍କୁ SRCଙ୍କ ଚିଠି
ଭୁବନେଶ୍ୱର: ଓଡ଼ିଶାରେ ୧୫ରୁ ୧୯ ତାରିଖ ଯାଏ ପ୍ରବଳ ବର୍ଷାର ଆଶଙ୍କା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯିବା ପରେ ସ୍ବତନ୍ତ୍ର ରିଲିଫ୍ କମିସନର ଜିଲ୍ଲାପାଳ ଓ ପୌର କମିସନରମାନଙ୍କୁ ବର୍ଷା ସତର୍କତାନେଇ ଚିଠି ଲେଖିଛନ୍ତି। ଏଥିରେ!-->…
ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୩ଶହ ପାର୍
ଭୁବନେଶ୍ବର : ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୩ଶହ ପାର୍ କରିଛି। ଗତକାଲି ସୁଦ୍ଧା ରାଜ୍ୟରେ ୩୦୭ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ଏବେ ଧୀରେ ଧୀରେ ବର୍ଷା ଆରମ୍ଭ ହୋଇ ଯାଇଥିବା ବେଳେ ଆଗକୁ ଏହି ସଂଖ୍ୟା ଅହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।
ଜୁଲାଇ ମାସ ସୁଦ୍ଧା!-->!-->!-->…
ମାଟି ତଳୁ ନାବାଳକର ମୃତଦେହ ଉଦ୍ଧାର, ଦୁଇ ଦିନ ଆଗରୁ ପୋତିଥିଲା ଜିଆରପି
କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳରେ ଶନିବାର ଜଣେ ନାବାଳକର ମୃତଦେହ ମାତିତଳୁ ଉଦ୍ଧାର କରା ଯାଇଛି। ନାବାଳକ ଜଣକ ହେଲେ କଣ୍ଟାବାଞ୍ଜିର ଲଳିତ ଜୈନ (୧୩)। ସୂଚନା ଅନୁସାରେ ଲଳିତ ଗତ ଗୁରୁବାର ସକାଳୁ ଘରୁ କୁଆଠେ ଚାଲିଯାଇଥିଲେ। ହେଲେ ପରିବାର ବର୍ଗ ବହୁତ!-->…
ୟୁପିଆଇ ମାଧ୍ୟମରେ ଦୁବାଇ ପଠାଇ ହେବ ଟଙ୍କା
ଆବୁଧାବି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୟୁଏଇ ଗସ୍ତ କାଳରେ ଭାରତର ରିଜର୍ଭ ବ୍ୟାଙ୍କ ଓ ୟୁଏଇର କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟରେ ଦୁଇଟି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ଗୋଟିଏ ବୁଝାମଣାପତ୍ର ଫଳରେ ଦୁଇ ଦେଶ ପରସ୍ପର ସହ ନିଜସ୍ବ ମୁଦ୍ରାରେ ବାଣିଜ୍ୟ କାରବାର କରିବେ । ଏହା ଫଳରେ!-->…