Sign in
Sign in
Recover your password.
A password will be e-mailed to you.
ଲୋକସଭା ଆସନରୁ ନିର୍ବାଚନ ଲଢି ପାରନ୍ତି ଅଭିଷେକ ବଚ୍ଚନ
ନୂଆଦିଲ୍ଲୀ: ଆଗାମୀ ୨୦୨୪ ଲୋକସଭା ନିର୍ବାଚନରେ ନିର୍ବାଚନ ଲଢି ପାରନ୍ତି ବଲିଉଡ ଅଭିନେତା ଅଭିଷେକ ବଚ୍ଚନ । ସମାଜବାଦୀ ପାର୍ଟି ପକ୍ଷରୁ ସେ ଏହି ନର୍ବାଚନ ଲଢିବେ ବୋଲି ଚର୍ଚ୍ଚା ଜୋର ଧରିଛି । ଅଭିଷେକ ଆହ୍ଲାବାଦ ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢି ପାରନ୍ତି ବୋଲି!-->…
ଆସାମ ମୁଖ୍ୟମନ୍ତ୍ରୀଙ୍କ ଉପରେ ଫିଡିକିଲେ ଓୱେସି
ନୂଆଦିଲ୍ଲୀ: ଖାଲି ରାଜଧାନୀ ଭୁବନେଶ୍ୱର ବା ଓଡ଼ିଶା ନୁହେଁ । ସାରା ଦେଶରେ ପରିବା ଦର ହୁ ହୁ ହୋଇ ବଢି ଚାଲିଛି । ତେବେ ପରିବା ଦର ବୃଦ୍ଧିକୁ ନେଇ ରାଜନୈତିକ ବୟାନବାଜି ବି ଜୋର ଧରିଛି । ପରିବା ଦର ବୃଦ୍ଧିକୁ ନେଇ ମୁହାଁମୁହିଁ ହୋଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ଏବଂ AIMIM ମୁଖ୍ୟ ଅସଉଦ୍ଦିନ!-->…
ଫ୍ରାନ୍ସ ରାଷ୍ଟ୍ରପତି ଓ ତାଙ୍କ ପତ୍ନୀଙ୍କୁ ଭବ୍ୟ ଉପହାର ଦେଲେ ପ୍ରଧାନମନ୍ତ୍ରୀ
ପ୍ୟାରିସ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଜନୈତିକ ଯାତ୍ରାରେ ସାଂସ୍କୃତିକ ସ୍ପର୍ଶ । ଆମେରିକା ହେଉ ବା ଫ୍ରାନ୍ସ ସବୁଠି ଭାରତୀୟ ସଂସ୍କୃତିର ଛାପ ଛାଡି ଆସିଛନ୍ତି । ଏବେ ଫ୍ରାନ୍ସ ରାଷ୍ଟ୍ରପତି ଇମେନୁଏଲ ମେକ୍ରାନ,ପତ୍ନୀ ବ୍ରିିଗିଟ ମେକ୍ରାନ, ପ୍ରଧାନମନ୍ତ୍ରୀ ଏଲିଜାବେଥ ବୋର୍ନ,!-->…
ସୁଧୁରିନି ଦିଲ୍ଲୀର ବନ୍ୟାସ୍ଥିତି; ବନ୍ୟାଜଳରେ ଭାସିଯାଇ ୩ ନାବାଳକ ମୃତ
ନୂଆଦିଲ୍ଲୀ: ଯମୁନାର ଯନ୍ତ୍ରଣାରେ ଜାତୀୟ ରାଜଧାନୀ ଦିଲ୍ଲୀ ଉବୁଟୁବୁ । ବନ୍ୟା ପରିସ୍ଥିତି ଦିନକୁ ଦିନ ଜଟିଳ ହେଉଛି ରାଜଧାନୀ ଦିଲ୍ଲୀରେ । ଯମୁନା ଜଳସ୍ତର ହ୍ରାସ ପାଇଥିଲେ ହେଁ ଦିଲ୍ଲୀ ମହାନଗରୀର ସ୍ଥିତି ବଦଳିନି । ଆଜି ସକାଳ ୮ଟା ସୁଦ୍ଧା ଯମୁନାରେ ବନ୍ୟା ଜଳ ୨୦୮.୪୮ ମିଟରରେ ବହୁଥିଲା ।!-->…
ହିଂଜିଳିକାଟୁ ଷ୍ଟେଟବ୍ୟାଙ୍କ ଖାତାରୁ ଟଙ୍କା ହଡ଼ପ !
ହିଂଜିଳିକାଟୁ (୧୪ା୭): ହିଂଜିଳିକାଟୁ ଷ୍ଟେଟ ବ୍ୟାଙ୍କର ଜଣେ ଗ୍ରାହକଙ୍କ ସଂଚୟ ଖାତାରୁ ତାଙ୍କର ଅଜାଣତରେ ଏଟିଏମ, ଇ ବ୍ୟାଙ୍କି ଓ ୟୁପିଆଇ ଟ୍ରାନସଫର ମାଧ୍ୟମରେ ଟଙ୍କା ହଡ଼ପ ହୋଇଥିବା ହିଂଜିଳି ଥାନାରେ ଗୁରୁବାର ଅଭିଯୋଗ ହୋଇଛି । ହଡ଼ପର ଶିକାର ଜଣକ ଜଣେ ନିରକ୍ଷର ମହିଳା । ସେ ହେଲେ!-->…
ଚିକିଟିରେ ବିଜେଡିର ଦମଦାର କର୍ମୀ ସମ୍ମିଳନୀ
ଚିକିଟୀ : ଗଞ୍ଜାମ ଜିଲ୍ଲା ଚିକିଟି ଗୌରଚନ୍ଦ୍ର ମିନି ଷ୍ଟାଡିୟମଠାରେ ଆଜି ବିଜେଡି କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଅଛି। ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ବିଜେଡି ମୁଖପାତ୍ର!-->…
ସିବିଏସଇ ୧୦ମ, ୧୨ଶ ବୋର୍ଡ ପରୀକ୍ଷା ତାରିଖ ଘୋଷଣା
ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ତାରିଖ ଘୋଷଣା କରିଛି । ସିବିଏସଇର ସୂଚନା ଅନୁସାରେ ହାଇସ୍କୁଲ (ଦଶମ) ଏବଂ ଇଣ୍ଟରମିଡିଏଟ୍ (ଦ୍ୱାଦଶ ଶ୍ରେଣୀ) ବୋର୍ଡ ପରୀକ୍ଷା ଫେବୃଆରୀ ୧୫ରୁ ଏପ୍ରିଲ!-->…
ଅପହଞ୍ଚ ଅଞ୍ଚଳ ସମସ୍ୟାର ଦୃଷ୍ଟି ଆକର୍ଷଣ ପାଇଁ କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ମାଧ୍ୟମ
ଫୁଲବାଣୀ : ବର୍ଷ ପରେ ବର୍ଷ ବିତି ବିତି ଯାଉଛି, ଦିନପରେ ଦିନ ବିତୁଛି କିନ୍ତୁ କାହାର ବି ଦୃଷ୍ଟି ପଡୁନାହିଁ। ସେହିଭଳି ନିର୍ବାଚନ ପରେ ନିର୍ବାଚନ ବିତୁଛି ହେଲେ ଭୋଟ ପରେ ନେତାଙ୍କୁ ଦେଖିବାକୁ ମିଳୁନାହିଁ। ସ୍ବାଧୀନତାର ୭୬ ବର୍ଷ ପୂର୍ଣ୍ଣ ହେବ କିନ୍ତୁ ଆମ ଅଞ୍ଚଳର ସମସ୍ୟାର ସମାଧାନ ପାଇଁ!-->…
ଚୋରା ବାଇକ୍ ଚାଲାଣକାରୀ ଗିରଫ
ହିଞ୍ଜିଳିକାଟୁ (୧୪/୭): ଗତ ମେ ମାସ ୪ ଝତାରିଖ ରାତିରେ ହିଞ୍ଜିଳି ଅଞ୍ଚଳରୁ ଚୋରୀ ହୋଇଥିବା ଏକ ପଲସର ବାଇକ୍ (ଓଡି୦୭ଏଏଫ ୭୩୪୮)କୁ ପୁଲିସ ଉଦ୍ଧାର କରିବା ସହ ଲୁଟେରାଙ୍କୁ ଗିରଫ କରିଛି । ଗିରଫ ଜଣଙ୍କ ହେଲେ ବ୍ରହ୍ମପୁର ଟାଉନ୍ ଥାନା ଗେଟ୍ ବଜାର ଅଞ୍ଚଳର ଚନ୍ଦନ ସାହୁ (୧୯) । ଏ ନେଇ!-->…
ପଶ୍ଚିମ ଓଡିଶାରେ ‘ମୁଖ୍ୟମନ୍ତ୍ରୀ ସଭାଗୃହ’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
୧୨୫ କୋଟି, ୨୦୦୦ ସଭାଗୃହ
୩୩ କୋଟି ଟଙ୍କାର ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିସ୍ଥାପନ
ପଶ୍ଚିମ ଓଡିଶାର ବିକାଶରେ WODC ମୁଖ୍ୟ ଭୂମିକା ଗ୍ରହଣ କରିଛି
ପଶ୍ଚିମ ଓଡିଶା ପାଇଁ ମୋର ସବୁ ବେଳେ ସ୍ୱତନ୍ତ୍ର ଧ୍ୟାନ ରହିଛି – ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ!-->!-->!-->!-->!-->!-->!-->!-->!-->…