Sign in
Sign in
Recover your password.
A password will be e-mailed to you.
ଉମରକୋଟ ତହସିଲ ଅଫିସ ରାଜସ୍ୱ ବିଭାଗ କମିଶନ ଦ୍ୱାରା ତଦାରଖ
ଉମରକୋଟ : ସୂଚନା ପ୍ରକାରେ ଉମରକୋଟ ତହସିଲ ଅଫିସରେ ବହୁ ଦିନ ଧରି ବିଭିନ୍ନ ପ୍ରକାର ଦୁର୍ନୀତିର ଅଭିଯୋଗ ହେଇ ଆସୁଛି | ଯେପରି ଜମି ଦୁର୍ନୀତି, ପଥର ଖାଦାନ ଦୁର୍ନୀନ୍ତି, ଜଳକର ଦୁର୍ନୀତି, ଗୋଟିଏ ଜମିରେ ପ୍ଲଟ ନଂ ପରିବର୍ତନ କରି ଅନ୍ୟ ଜଣଙ୍କୁ ବିକ୍ରୟ କରିବା ଦୁର୍ନୀତି, ବିଭିନ୍ନ ପ୍ରକାର!-->…
ପ୍ରଧାନମନ୍ତ୍ରୀ ଯିଏ ବି ହେଉ ଚଳିବ, ହେଲେ ତାଙ୍କର ପତ୍ନୀ ରହିଥିବା ଜରୁରୀ: ଲାଲୁ ଯାଦବ
ପଟନା: ପ୍ରଧାନମନ୍ତ୍ରୀ ଯିଏ ବି ହେଉ ଚଳିବ, ହେଲେ ତାଙ୍କର ପତ୍ନୀ ରହିଥିବା ଜରୁରୀ। ଏହି ବୟାନ ଦେଇ ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଆରଜେଡି ସୁପ୍ରିମୋ ଲାଲୁ ଯାଦବ। ନିଜର ସ୍ୱାସ୍ଥ୍ୟାବସ୍ଥାର ଯାଞ୍ଚ ପାଇଁ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଗୁରୁବାର ଦିନ ପାଟନାରୁ ଦିଲ୍ଲୀ!-->…
ବିଷାକ୍ତ ଗ୍ୟାସ ଲିକ୍, ଛୋଟ ପିଲାଙ୍କ ସମେତ ୧୬ ମୃତ
ଜୋହାନ୍ସବର୍ଗ : ଦକ୍ଷିଣ ଆଫ୍ରିକାର ରାଜଧାନୀ ଜୋହାନ୍ସବର୍ଗ ପୂର୍ବ ପ୍ରାନ୍ତରେ ଥିବା ଗୋଟିଏ ବସ୍ତିରେ ବିଷାକ୍ତ ଗ୍ୟାସ୍ ଲିକ୍ ଯୋଗୁ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ କିଛି ମହିଳା ଓ ଛୋଟ ପିଲା ମଧ୍ୟ ରହିଛନ୍ତି। ପ୍ରଥମେ ଗ୍ୟାସ୍ ଲିକ୍ ଯୋଗୁ ୨୪ ଜଣଙ୍କ ମୃତ୍ୟୁ ଘଟିଥିବା!-->…
‘Twitter’ କୁ ଟକ୍କର ଦେବ ‘Threads ’, ଶହେରୁ ଅଧିକ ଦେଶରେ ଉପଲବ୍ଧ
ନୂଆଦିଲ୍ଲୀ : ଏଲନ ମସ୍କ ମୁଖିଆ ହେବା ପରଠୁ ସବୁବେଳେ ଟେନସନ୍ ବଢ଼ାଉଛି ‘Twitter’ । ‘Twitter’ର ଅଜବ ନିୟମ ୟୁଜର୍ସଙ୍କୁ ନାକେଦମ କରୁଛି। କେତେବଳେ ବ୍ଲୁ ଟିକ୍ ପାଇଁ ଟେନସନ୍ ଦେଉଛି ତ କେତେବେଳେ ପୋଷ୍ଟିଂ ଉପରେ ଲଗାଉଛି କଟକଣା। ‘Twitter’ ଆକାଉଣ୍ଟଧାରୀ ନିଜ ଆକାଉଣ୍ଟକୁ ବଜାୟ!-->…
ଇ-ସାଇକେଲ ୪ଟଙ୍କାର ଚାର୍ଜରେ ଯିବ ୧୦୦ କିମି; ଚଢ଼ି ପାରିବ ପାହାଡ଼
ନୂଆଦିଲ୍ଲୀ:ଦେଶରେ ଇଲେକ୍ଟ୍ରିକ୍ ସାଇକେଲ ବା ଇ-ସାଇକେଲର ଚାହିଦା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏପରି ଏକ ଇଲେକ୍ଟ୍ରିକ୍ ସାଇକେଲ୍ ଭୋଲ୍ଟ୍ରନ୍ ମୋଟର୍ସ ଦ୍ୱାରା ଆରମ୍ଭ କରାଯାଇଛି। ଯାହାର ସମ୍ପୂର୍ଣ୍ଣ ଚାର୍ଜ ପାଇଁ ମାତ୍ର ୪ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡୁଛି। ଦେଶରେ ତିଆରି!-->…
ଚନ୍ଦ୍ରଯାନ-୩କୁ ଜୁଲାଇ ୧୪ରେ ଚନ୍ଦ୍ରକୁ ଉତକ୍ଷେପଣ କରାଯିବ
ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଆଜି (ଗୁରୁବାର) ଘୋଷଣା କରିଛି ଯେ ଆସନ୍ତା ଜୁଲାଇ ୧୪ ତାରିଖରେ ଚନ୍ଦ୍ରଯାନ-୩ ଅଭିଯାନ ଚନ୍ଦ୍ରକୁ ଉତକ୍ଷେପଣ କରିବ।ଏହି ମହାକାଶଯାନ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଅପରାହ୍ନ ୨ଟା ୩୫ରେ ଉଡ଼ାଣ ଭରିବ ବୋଲି ଇସ୍ରୋ!-->…
ଛତୁ ଖାଇ ଗୋଟିଏ ପରିବାରର ୬ ଜଣ ଡାକ୍ତରଖାନାରେ ଭର୍ତ୍ତି
ଭଦ୍ରକ: ଛତୁ ତରକାରୀ ଖାଇ ଦୁଇ ପରିବାରର ୬ ଜଣ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ୪ ଶିଶୁଙ୍କ ସହ ୬ ଜଣ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଭଦ୍ରକ ଜିଲ୍ଲା ରାହଞ୍ଜ ଗାଁରୁ ଏମିତି ଘଟଣା ସାମ୍ନାକୁ ଆସିଛି ।
ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ରାହଞ୍ଜ ଗାଁର ଲଷ୍ମୀପ୍ରିୟା ଓ କନକଲତାଙ୍କ!-->!-->!-->…
‘ଆମ ପୋଖରୀ’ ଯୋଜନା: ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ‘ଆମ ପୋଖରୀ’ ଯୋଜନା ଶୁଭାରମ୍ଭ କରିଛନ୍ତି। ଲୋକସେବା ଭବନର କନଭେନସନ୍ ସେଣ୍ଟରର ମୁଖ୍ୟମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ସହରାଂଚଳରେ ଥିବା ସମସ୍ତ ଜଳାଶୟ ନବୀକରଣ ଏହି ଯୋଜନାର ମୁଖ୍ୟ ଉଦେଶ୍ୟ ରହିଛି।
‘ଆମ ପୋଖରୀ!-->!-->!-->…
ରାଜସ୍ଥାନ କଂଗ୍ରେସର ଅନ୍ତଃକନ୍ଦଳ ଦୂରଲାଗି ବୈଠକ
ଜୟପୁର : ରାଜସ୍ଥାନରେ କିଏ ନେବ କଂଗ୍ରେସର ନେତୃତ୍ୱ? କିଏ ହେବ ମୁଖ୍ୟମନ୍ତ୍ରୀ ଚେହେରା? ଏହା ଉପରେ ପଡ଼ିଲା ପୂର୍ଣ୍ଣଛେଦ। ଏଠାରେ କେହି ବି ହେବେନି ମୁଖ୍ୟମନ୍ତ୍ରୀ ଚେହେରା। ରାଜସ୍ଥାନରେ ହେବାକୁ ଥିବା ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବ। ଦିଲ୍ଲୀ କଂଗ୍ରସ!-->…
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ନୁହେଁ ‘କରପଶନ ମୋବିଲାଇଜେସନ ଅଫିସ’-ବିଜେପି
ଭୁବନେଶ୍ୱର: ଓଡିଶା ହେଉଛି ଦେଶର ସବୁଠାରୁ ଅଧିକ ଦୁର୍ନୀତିଗ୍ରସ୍ତ ରାଜ୍ୟ । ୩ ବର୍ଷ ହେଲାଣି ଆୟ ବର୍ହିଭୂତ ସମ୍ପତି ଠୁଳ ଅପରାଧରେ ଓଡିଶା ଦେଶରେ ଏକ ନମ୍ବର ସ୍ଥାନରେ ରହିଛି । ଏମିତି କହି ବିଜେଡି ସରକାରଙ୍କ ଉପରେ ବର୍ଷିଛି ବିଜେପି । ଏପରିକି ଓଡିଶାରେ ଯେତେ ଦୁର୍ନୀତି ଗ୍ରସ୍ତ ଅଧିକାରୀ!-->…