Sign in
Sign in
Recover your password.
A password will be e-mailed to you.
ଜମ୍ମୁର ଏହି ମନ୍ଦିରରେ ଲାଗୁ ହେଲା ଡ୍ରେସ୍ କୋଡ୍ ; ଜିନ୍ସ, ହାଫ ପ୍ୟାଣ୍ଟ, ସ୍କର୍ଟ ପିନ୍ଧି ଯାଇପାରିବେନି ଭକ୍ତ
ଜମ୍ମୁ : ପୁରୀ ଶ୍ରୀମନ୍ଦିରରେ ପ୍ରସ୍ତାବିତ ଡ୍ରେସ୍ କୋଡକୁ ନେଇ ରାଜ୍ୟରେ ବିତର୍କ ଚାଲିଥିବାବେଳେ ଜମ୍ମୁର ଏକ ମନ୍ଦିରରେ ଡ୍ରେସ କୋଡ୍ ( ପୋଷାକ ନିୟମ) ଲାଗୁ ହୋଇଛି । ମନ୍ଦିରକୁ ଜିନ୍ସ, ମିନି ସ୍କର୍ଟ ଆଦି ପିନ୍ଧି ଯିବାକୁ ବାରଣ କରାଯାଇଛି । ଏହି ମନ୍ଦିର ହେଉଛି ଜମ୍ମୁର ରକ୍ଷାକର୍ତ୍ତୀ!-->…
ଫ୍ରାନ୍ସରେ ଶକ୍ତି ପ୍ରଦର୍ଶନ କରିବ ଭାରତୀୟ ସେନା
ନୂଆଦିଲ୍ଲୀ : ଫ୍ରାନ୍ସରେ ଶକ୍ତି ପ୍ରଦର୍ଶନ କରିବ ଭାରତୀୟ ସେନା। ବାଷ୍ଟିଲ ଡେ ସେଲିବ୍ରେସନରେ ପ୍ରଦର୍ଶିତ ହେବ ଭାରତର ଶୌର୍ଯ୍ୟ। ୧୪ ଜୁଲାଇକୁ ଫ୍ରାନ୍ସର ଜାତୀୟ ଦିବସ ଭାବେ ପାଳନ କରାଯାଏ । ଏହି ଉପଲକ୍ଷେ ହେବାକୁ ଥିବା ମିଳିତ ପରେଡରେ ଭାଗନେବେ ପଂଜାବ ରେଜିମେଣ୍ଟ ଡ୍ରିଲ କଣ୍ଟିଜେଣ୍ଟ।!-->…
ଭୁଶୁଡ଼ି ପଡ଼ିଲା ନିର୍ମାଣାଧୀନ ୪ ମହଲା କୋଠା, ଫସି ରହିଛନ୍ତି ଅନେକ
ନୂଆଦିଲ୍ଲୀ : ଭୁଶୁଡ଼ି ଗଡ଼ିଲା ନିର୍ମାଣାଧୀନ ୪ ମହଲା କୋଠା। ଏହି କୋଠା ତଳେ ବହୁ ଲୋକ ଚାପି ହୋଇ ଯାଇଛନ୍ତି। ଖବର ପାଇ ଅଗ୍ନିଶମ ବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଛନ୍ତି। ଦିଲ୍ଲୀର ଆମ୍ୱେଦକର ନଗର ଅଞ୍ଚଳରେ ଆଜି ଅପରାହ୍ନ ପ୍ରାୟ ୫ଟା ବେଳେ ଏହି ଘଟଣା!-->…
ଟ୍ୱିନସିଟି ଇନଫ୍ରାକନରେ ଆଇଟି ରେଡ୍
କଟକ ତ୍ରିଶୁଳିଆ ଠାରେ ଥିବା ଘରୋଇ ଗୃହ ନିର୍ମାଣକାରୀ ସଂସ୍ଥା ଟ୍ୱିନ ସିଟି ଇନ୍ଫ୍ରାକନ୍ର କାର୍ଯ୍ୟାଳୟରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟକର ବିଭାଗର ୧୫ଜଣିଆ ଟିମ୍ ଏହି ଚଢ଼ାଉ କରିଥିବା ବେଳେ ବିଭିନ୍ନ କାଗଜପତ୍ରକୁ ତନ୍ନତନ୍ନ କରି ଯାଞ୍ଚ କରିଛନ୍ତି।
ଏହି ଚଢ଼ାଉ ବେଳେ!-->!-->!-->…
କ୍ୟାନସର ହସ୍ପିଟାଲରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଘେରିଲେ ଠିକା ପାରା-ମେଡିକାଲ୍ ଓ ନର୍ସିଂ ଷ୍ଟାଫ୍
କଟକ: ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଘେରି ଗଲେ ମେଡିକାଲ କର୍ମଚାରୀ । କଟକ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରକୁ ଯାଇଥିବା ବେଳେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଘେରି ଯାଇଥିଲେ ଠିକା ପାରା ମେଡିକାଲ୍ ଓ ନର୍ସିଂ ଷ୍ଟାଫ୍ । ଯାହାକୁ ନେଇ ସେଠାରେ ଅଭାବନୀୟ ସ୍ଥିତି!-->…
୩ ମେଡିକାଲ କଲେଜର ଅଗ୍ନି ସୁରକ୍ଷାକୁ ଫୋକସ୍, ୪୫ଟି ପଦବୀ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: କଟକ, ବ୍ରହ୍ମପୁର ଓ ବୁର୍ଲା ମେଡିକାଲ କଲେଜରେ ଅଗ୍ନିସୁରକ୍ଷା ପାଇଁ ୪୫ଟି ପଦବୀ ମଂଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ, ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ବୁର୍ଲା ଭି.ଏସ୍.ଏସ୍!-->…
ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ କଟଅଫ ମାର୍କ; ରେଭେନ୍ସା ଆଗରେ
ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତଦୁଇ ପ୍ରଥମ କଟ୍ ଅଫ୍ ମାର୍କ । ଏଥର କଳା, ବିଜ୍ଞାନ ଓ ବାଣିଜ୍ୟରେ ଆଗରେ ରହିଛି ରେଭେନ୍ସା କଲେଜ । ସେହିପରି ଏଫଏମ କଲେଜ ୨ୟରେ ଥିବାବେଳେ ତୃତୀୟରେ ରହିଛି ବିଜେବି କଲେଜ । କଳା ଓ ବାଣିଜ୍ୟରେ ରାଉରକେଲା ସରକାରୀ କଲେଜ ଦ୍ୱିତୀୟରେ ରହିଛି ।
ମିଳିଥିବା!-->!-->!-->…
ହିଞ୍ଜିଳିକାଟୁ ସହରରେ ପରିବା ଦର ଆକାଶଛୁଆଁ
ହିଞ୍ଜିଳିକାଟୁ (୬।୭) : ହିଞ୍ଜିଳିକାଟୁ ବଜାରରେ ପରିବା ଦର ଆକାଶ ଛୁଆଁ। ଲଙ୍କା ମରିଚ ଅଢ଼େଇଶହ ଟଙ୍କା ବିକ୍ରି ହେଉଥିବା ବେଳେ ବିଲାତି(ଟମାଟୋ) କିଲୋପିଛା ଶହେ କୋଡିଏ ଟଙ୍କାରୁ ଅଧିକ ବିକ୍ରି ହେଉଛି। ସେହିପରି କିଲୋଗ୍ରାମ ପ୍ରତି ବାଇଗଣ ୬୦ ଟଙ୍କା, କଟକିପୋଟଳ ୮୦ , ଭେଣ୍ଡି ୬୦, ଛୁଇଁ!-->…
ଡିଏନ୍ ଗ୍ରୁପ ଉପରେ ଚଢ଼ଉ ଜାରି: ଜବତ ଟଙ୍କା ଗଲା ଆରବିଆଇ
ଭୁବନେଶ୍ବର: ଟିକସ ଫାଙ୍କିବା ଅଭିଯୋଗରେ ବ୍ୟବସାୟିକ ପ୍ରତିଷ୍ଠାନ ଡିଏନ୍ ଗ୍ରୁପ ଉପରେ ଆୟକର ବିଭାଗର ଚଢ଼ଉ ସମୟରେ ମିଳିଥିବା ଟଙ୍କା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)କୁ ଯାଇଛି। ସେଠାକୁ ଯାଇଥିବା ଜବତ ଟଙ୍କା ଆଉ ଥରେ ଗଣାଯିବ। ଆୟକର ବିଭାଗ ଟଙ୍କା ସହ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର!-->…
ଭାରତୀୟ ମଜଦୁର ସଂଘ ପକ୍ଷରୁ ଆପୋଲୋ ହସ୍ପିଟାଲ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କୁ ୫ ଦଫା ଦାବି ପତ୍ର ପ୍ରଦାନ
ରାୟଗଡ଼ା (୦୬/୦୭) : ଆପୋଲୋ ହସ୍ପିଟାଲ କର୍ତ୍ତୃପକ୍ଷ ସରକାରଙ୍କର ନିର୍ଦ୍ଦେଶକୁ ଅମାନ୍ୟ କରିଥିବାରୁ ଆପୋଲୋ ହସ୍ପିଟାଲରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଆଗାମୀ ଦିନରେ ଆପୋଲୋ ହସ୍ପିଟାଲର କର୍ମଚାରୀ ମାରଣ ନୀତିକୁ ବିରୋଧ ଏବଂ ଶ୍ରମ ବିଭାଗର ନିର୍ଦ୍ଦେଶକୁ!-->…