ବିବାହର ପ୍ରତିଶୃତି ଦେଇ ଯୁବତୀଙ୍କ ସହ ଶାରିରୀକ ସଂପର୍କ ରଖିବା ଦୁଷ୍କର୍ମ ନୁହେଁ : ଓଡ଼ିଶା ହାଇକୋର୍ଟ

ଭୁବନେଶ୍ୱର: ଉତ୍ତମ ସମ୍ପର୍କରେ ରହି ବିବାହ ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ । ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଘଟିଥିବା ଏକ ଘଟଣାକୁ ନେଇ ଦାୟର ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ । ଭଲ ସମ୍ପର୍କ ଥାଇ ବିବାହ

ଦୁର୍ନୀତିଗ୍ରସ୍ତଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ: ୩ ଜଣଙ୍କର ଦରମା ଓ ୬ ଜଣଙ୍କର ପେନସନ ବନ୍ଦ

ଭୁବନେଶ୍ବର: ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି  ରଖିଛନ୍ତି ।  ଏ ପର୍ଯ୍ୟନ୍ତ ୧୯୭ ଜଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ସାରିଲେଣି । ଏବେ ପୁଣି ୯ ଜଣଙ୍କ ବିରୋଧରେ କାାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।  ୩ ଜଣଙ୍କୁ

ଆଜିଠୁ+୨ ନାମଲେଖା, ପ୍ରଥମ ଦିନରେ ନାମ ପଞ୍ଜୀକରଣ କଲେ ୪ ଲକ୍ଷ ୧୨ ହଜାର ୩୬୮ଜଣ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆଜିଠାରୁ +୨ ନାମଲେଖା। ୧୩ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ। ୧୪ ତାରିଖ ଯାଏ ପିଲାଙ୍କ ସ୍ଲାଇଡ୍‌ଅପ୍‌ ପ୍ରକ୍ରିୟା ଚାଲିବ। ପ୍ରଥମ ପର୍ଯ୍ୟାୟରେ ୪ ଲକ୍ଷ ୧୨ ହଜାର ୩୬୮ଜଣ ଛାତ୍ରଛାତ୍ରୀ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି । ସେହିପରି ୧୯ ତାରିଖ ପୂର୍ବାହ୍ନ

ଭାରତ ର ଏକ ନମ୍ବର ମାନ୍ୟତା ପାଇଥିବା ଆସ୍କା ଥାନା-ସାମ୍ବାଦିକଙ୍କୁ ସୁରକ୍ଷା ଦେବାରେ ବିଫଳ,ସାଧରଣ ଜନତାଙ୍କ ଅବସ୍ଥା…

ସାମ୍ବାଦିକ ଙ୍କ ଘର ଆଗରେ ଅସାମାଜିକ ଯୁବକଙ୍କ ମଦର ଆସର... ବ୍ରହ୍ମପୁର:୭-୭ ଭାରତ ସରକାର ଆସ୍କା ଥାନା କୁ ଏକନମ୍ବର ଥାନା ଭାବେ ପୁରସ୍କୃତ କରିଛନ୍ତି।ଯେଉଁ ଥାନାରେ ସାମ୍ବାଦିକ ସୁରକ୍ଷା ନାହାନ୍ତି ସେଠାରେ ସାଧରଣ ଜନତା ଙ୍କ ଅବସ୍ଥା କଣଥିବ ବୋଲି ସାଧରଣ ରେ ଆଲୋଚନା ହେଉଛି।ଗତ ବୁଧବାର

ଚଢିଆ ଲତାରେ ପୋତି ହୋଇପଡ଼ୁଛି କାଳିଆମ୍ବା ନାଳ, ପ୍ରଶାସନର ନିଘା ନାହିଁ ; ଅଳ୍ପ ବର୍ଷାରେ ଗୋବରା ଗ୍ରାମ ଭିତରେ ପଶୁଛି…

ବେଲଗୁଣ୍ଠା : 06/07, ବେଲଗୁଣ୍ଠା ବ୍ଳକ୍ ରାଜନୈତିକ ମାନଚିତ୍ରର ସ୍ଵତନ୍ତ୍ର ସ୍ଥାନ ହାସଲ କରିଥିବା ଗୋବରା ଗ୍ରାମପଂଚାୟତ ସାମାନ୍ୟ ବର୍ଷା ହେଲେ ତାର ଭୌଗୋଳିକ ଅବସ୍ଥିତି ବଦଳିଯାଉଛି l ଏହାର କାରଣ ହେଉଛି ଏହି ପଂଚାୟତ ଦେଇ ବହୁଥିବା କାଳିଆମ୍ବା ନାଳରେ ଥିବା ଚଢିଆ ଲତା l ଅଳ୍ପ ବର୍ଷା

ଆନ୍ତଃ ଜିଲ୍ଲା ଡକାୟତି ଗ୍ୟାଙ୍ଗ ଠାବ : ୮ ଡକାୟତ ମଧ୍ୟରୁ ୪ ନାବାଳକ: ମାରଣାସ୍ତ୍ର ସହ ମୋବାଇଲ, ଟଙ୍କା ଜବତ

ବାଲିଗୁଡ଼ା,: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ଥାନା ପୁଲିସ ଏକ ଆନ୍ତଃଜିଲ୍ଲା ଡକାୟତି ଗ୍ୟାଙ୍ଗ ସହ ମାରଣାସ୍ତ୍ର, ମୋବାଇଲ, ଟଙ୍କା ମଧ୍ୟ ଜବତ କରିଛି । ସୂଚନା ମୁତାବକ ଦୀର୍ଘ ଦିନ ହେବ ଏକ ଡକାୟତି ଗ୍ୟାଙ୍ଗ କନ୍ଧମାଳ-ରାୟଗଡା, କନ୍ଧମାଳ-କଳାହାଣ୍ଡି ସୀମାନ୍ତ

ପ୍ରତ୍ଯେକ ବୃକ୍ଷରେ ରହିଛି ପ୍ରଭୁ ଜଗନ୍ନାଥଙ୍କ ବାସସ୍ଥାନ: ବିଧାୟିକା କୁସୁମ…

ଜଙ୍ଗଲ ଓ ପରିବେଶ ସୁରକ୍ଷା ନିମନ୍ତେ ମେଗା ସଚେତନତା ବୈଠକ ଓ ଶ୍ରମଦାନ• ଶ୍ରମଦାନ କରି ବୃକ୍ଷରୋପଣ କଲେ କଟ୍ରା-ବୁଡାବାହାଲ ଗ୍ରାମବାସୀ • ଉଜ୍ଜଳପୁର ବନାଞ୍ଚଳରେ ଆରମ୍ଭ କରାଯିବ “ସ୍ମରଣୀୟ ବୃକ୍ଷରୋପଣ ଅଭିଜାନ”ସୁନ୍ଦରଗଡ - ୦୬/୦୭/୨୦୨୩ଉଜୁଡା ଜଙ୍ଗଲର ପୁନରୁଦ୍ଧାର, ଜଙ୍ଗଲ ସୁରକ୍ଷା,

ବୃକ୍ଷ ବଞ୍ଚିଲେ ଜୀବନ ବଞ୍ଚିବ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ଏ. ଏମ. ସି. ଏସ ମହାବିଦ୍ୟାଳୟ ର ଜାତୀୟ ସେବାଯୋଜନା ଓ ବନ ବିଭାଗର ମିଳିତ ଉଦ୍ୟମରେ କଲେଜ ପରିସରରେ 74ତମ ବନ ମହୋତ୍ସବ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଯାଇଛି, ସ୍ବେଛାସେବୀ ମାନେ ଉପାଦେଏ ବୃକ୍ଷ ରୋପଣ କରିଥିଲେ l

ମହିଳା ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ କୃଷି କ୍ରାନ୍ତିର ଶୁଭାରମ୍ଭ

ଫୁଲବାଣୀ :ମହିଳା ଜୀବିକା ସୁରକ୍ଷା ମଞ୍ଚ ତରଫରୁ ଏକ କୃଷି କ୍ରାନ୍ତି ର ଶୁଭାରମ୍ଭ ଫୁଲବାଣୀ ବ୍ଲକ ଅନ୍ତର୍ଗତ ବିସିପଡା ଗ୍ରାମ ପଞ୍ଚାୟତର ଡୁମୁରିଗୁଡା ଗ୍ରାମରେହୋଇଥିଲା । ଏହିପରି କାର୍ଯ୍ୟକ୍ରମ ଜିଲ୍ଲାର ବାର ଗୋଟି ବ୍ଲକରେ ଏହି ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ସରପଞ୍ଚ ସକଳି