Sign in
Sign in
Recover your password.
A password will be e-mailed to you.
ଜିଲ୍ଲା ଯୋଜନା ବୋର୍ଡ ନୂତନ ଅଧ୍ୟକ୍ଷ ହେଲେ ବିଧାୟକ ଚକ୍ରମଣି କହଁର
ଫୁଲବାଣୀ: ବାଲିଗୁଡା ବିଧାୟକ ଚକ୍ରମଣି କହଁରଙ୍କୁ କନ୍ଧମାଳ ଜିଲ୍ଲା ଯୋଜନା ବୋର୍ଡର ନୂତନ ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି। ଯୁବ ବିଧାୟକ ଚକ୍ରମଣିଙ୍କୁ ରାଜ୍ୟ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିବାରୁ ସେ ମୂଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ଜିଲ୍ଲାର ବିକାଶ ଦିଗରେ!-->…
ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଜିଲ୍ଲାସ୍ତରୀୟ ବୈଠକ
ଫୁଲବାଣୀ : ଅସୁବିଧା ମଧ୍ୟରେ ରହିଥିବା ପିଲାମାନଙ୍କୁ ସୁରକ୍ଷା ଦେବା ପାଇଁ ଗଠିତ ଜିଲ୍ଲା ଟାସ୍କଫୋର୍ସ କମିଟି କାର୍ଯ୍ୟ ଯୋଜନା ଗୁଡ଼ିକର ସମୀକ୍ଷା ଓ ଆସନ୍ତା ତିନି ମାସ ପାଇଁ ହେବାକୁ ଯାଉଥିବା କାର୍ଯ୍ୟ ଯୋଜନା ପାଇଁ ଆଲୋଚନା ଏବଂ ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଜିଲ୍ଲା ସ୍ତରୀୟ ବୈଠକ!-->…
ଚାକିରି ଛାଡ଼ିଲେ ବିଧାୟକ ସୁରଙ୍କ ପୁଅ ମନ୍ମଥ ରାଉତରାୟ
ଭୁବନେଶ୍ୱର: ଚାକିରି ଛାଡ଼ିଲେ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ । ଏୟାର ଇଣ୍ଡିଆରେ କ୍ୟାପଟେନ୍ ଭାବେ କାର୍ୟ୍ୟରତ ଥିଲେ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ । ୨୦୨୪ରେ ସୁର ରାଉତରାୟ ନିର୍ବାଚନ ଲଢ଼ିବେନି ବୋଲି ପୂର୍ବରୁ ଘୋଷଣା କରିସାରିଛନ୍ତି ।
ତେଣୁ ସୁରଙ୍କ!-->!-->!-->…
ବାଲିଗୁଡାରେ ନୂତନ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଙ୍କ ଯୋଗଦାନ
ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ନୂତନ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବରେ ପ୍ରହଲ୍ଲାଦ ଖୋସ୍ଲା ଯୋଗ ଦେଇଛନ୍ତି । କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ନିକଟରେ ଏକ ଛୋଟ ଆଦିବାସୀ ଗାଁ ଡୋଲିଆମ୍ବର ପୁଅ ଶ୍ରୀ ଖୋସ୍ଲା ପ୍ରାଥମିକ ଶିକ୍ଷକ ଭାବରେ ମାଲକାନଗିରି ଜିଲ୍ଲା!-->…
ବ୍ଳକସ୍ତରୀୟ ଅଭିଯୋଗ ଶୁଣାଣିରେ ବେକାର ଯୁବକଯୁବତୀଙ୍କ ପ୍ରତି ବିଡିଓଙ୍କ ଭୁଲ ମନ୍ତବ୍ୟ
କୁଆଁରମୁଣ୍ଡା : ଗତକାଲି ତା.୨୬/୬/୨୩ ରିଖ ଦିନ କୁଆଁରମୁଣ୍ଡା ପଂଚାୟତ ସମିତି ପ୍ରକୋଷ୍ଠ ରେ ଜନଅଭିଯୋଗ ଶୁଣାଣି ଶିବିିର ସୁନ୍ଦରଗଡ ପ୍ରକଳ୍ପ ଅଧିକାରୀ ଶ୍ରୀ ମନୋଜ ସତବୟନ ମହାଜନ ଙ୍କ ତତାବଧାନରେ ଅନୁଷ୍ଠିତ ହୋଇ ଯାଇଛି ।ଏହି ଶିବିର ରେ ସୁନ୍ଦରଗଡ ଆରକ୍ଷୀ ଅଧୀକ୍ଷକ ପ୍ରତ୍ୟୁଷ!-->…
ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ଦେଲେ ସରକାର
ନବରଙ୍ଗପୁର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବରିଷ୍ଠ ଓଡିଶା ପ୍ରଶାସନିକ ସେବା ଅଧିକାରୀ ନବରଙ୍ଗପୁରର ପୂର୍ବତନ ସହକାରୀ ଉପ- ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ରାଉତଙ୍କୁ ସରକାରୀ ଚାକିରୀରୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ବିଭିନ୍ନ ଦୁର୍ନୀତିରେ ଅଭିଯୋଗରେ ଜଡିତ!-->…
କେନ୍ଦୁପତ୍ରରେ ଜିଏସ୍ଟି ପ୍ରତ୍ୟାହାର ଦାବିରେ କେନ୍ଦ୍ରକୁ ଚିଠି ଲେଖିଲେ ନବୀନ
ଭୁବନେଶ୍ୱର: କେନ୍ଦୁପତ୍ର ଯାହାକି ଏକ କ୍ଷୁଦ୍ର ଜଙ୍ଗଲ ଉତ୍ପାଦନ । ଓଡିଶାର ପ୍ରାୟେ ୮ ଲକ୍ଷ ଆଦିବାସୀ ଅଧ୍ୟୁଷିତ ଲୋକେ ଏହି କେନ୍ଦୁ ପତ୍ର ଉପରେ ନିର୍ଭର କରିଥାନ୍ତି । ଆଦିବାସୀ ମାନଙ୍କର ଏହା ହେଉଛି ଆର୍ଥିକ ମେରୁଦଣ୍ଡ । କେନ୍ଦୁପତ୍ରର ବ୍ୟବସାୟ ପାୟତଃ ଗରିବ ଶ୍ରେଣୀର ଅଟନ୍ତି । ଅନୁସୂଚିତ!-->…
ଦିଗପହଣ୍ଡି ବସ୍ ଦୁର୍ଘଟଣା: OSRTC ବସର ଡ୍ରାଇଭର୍ ଗିରଫ
ବ୍ରହ୍ମପୁର : ଦିଗପହଣ୍ଡି ବସ୍ ଦୁର୍ଘଟଣାରେ ଆସିଲା ବଡ଼ ଖବର । ଦୁର୍ଘଟଣାଗ୍ରସ୍ତ OSRTC ବସ୍ ଡ୍ରାଇଭର୍ ଗିରଫ । ଦୁର୍ଘଟଣାଗ୍ରସ୍ତ OSRTC ବସ୍ ଡ୍ରାଇଭର୍ ମାନସ ପ୍ରଧାନଙ୍କୁ ଗିରଫ କରିଛି ଦିଗପହଣ୍ଡି ଥାନା ପୋଲିସ ।
ଗତକାଲି ରାତିରେ ତାଙ୍କୁ ପଚରାଉଚରା କରାଯାଇଥିଲା । ଏହାପରେ!-->!-->!-->…
ଭାରତୀୟ ଜନତା ପାର୍ଟି ପକ୍ଷରୁ “ମୋ ବୁଥ୍ ସବୁଠୁ ମଜବୁତ୍” କାର୍ଯ୍ୟକ୍ରମ
ବ୍ରହ୍ମପୁର : ମଧ୍ୟ ପ୍ରଦେଶର ରାଜଧାନୀ ଭୋପାଳ ଠାରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ ସଭାପତିତ୍ବରେ ଦେଶରୁ ମନୋନୀତ କରାଯାଇଥିବା ତିନି ହଜାର ବୁଥ୍ ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଅନୁଷ୍ଠିତ "ମୋ ବୁଥ୍ ସବୁଠୁ ମଜବୁତ୍" କାର୍ଯ୍ୟକ୍ରମରେ ଭାରତ!-->…
ଅଡିଓ ମୁଖ୍ୟମନ୍ତ୍ରୀଙ୍କର ବୋଲି ଆମେ ଗ୍ରହଣ କରିପାରୁନୁ: ଶରତ ପଟ୍ଟନାୟକ
ଭୁବନେଶ୍ୱର: ବରଗଡ ସଭାରେ ମୁଖ୍ୟମନ୍ତ୍ରୀଙ୍କ ଅଡିଓକୁ ନେଇ ଏବେ ସବୁଠି ପ୍ରଶ୍ନ ଉଠୁଛି । ଏହାକୁ ନେଇ କଂଗ୍ରେସ ଉଠାଇଲା ପ୍ରଶ୍ନ । ୫ଟି ଲୋକଙ୍କ ନିକଟରେ ରଖିଥିଲେ ଅଡିଓ । ସେ ଅଡିଓ ମୁଖ୍ୟମନ୍ତ୍ରୀଙ୍କର ବୋଲି ପ୍ରମାଣ କଣ ବୋଲି ପ୍ରଶ୍ନ କରାଇଲା କଂଗ୍ରେସ ।
ଅଡିଓ ମୁଖ୍ୟମନ୍ତ୍ରୀଙ୍କର ବୋଲି!-->!-->!-->…