ରାହୁଲ ଗାନ୍ଧିଙ୍କ ବିରୋଧରେ ଟ୍ୱିଟ କରିବା ମହଙ୍ଗା ପଡ଼ିଲା : ବିଜେପି ନେତାଙ୍କ ନାଁରେ ମାମଲା…

ନୂଆଦିଲ୍ଲୀ : ରାହୁଲ ଗାନ୍ଧିଙ୍କ ବିରୋଧରେ ଟ୍ୱିଟ କରିଥିବା ବିଜେପିର ବେଙ୍ଗାଲୁରୁର ଆଇଟି ମୁଖ୍ୟ ଅମିତ ମାଲଭିୟାଙ୍କ ବିରୋଧରେ ରୁଜୁ ହେଲା ମାମଲା। ଏହା ରାଜନୈତିକ ପ୍ରଣୋଦିତ ବୋଲି ବିଜେପି କହୁଥିବା ବେଳେ ଆଇନର ସମ୍ମୁଖୀନ ହେଲେ ବିଜେପି ବିଳିବିଳେଇ ଉଠେ ବୋଲି କହିଛି କଂଗ୍ରେସ ।ଅମିତ

ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଇ ଯୁବକ ନିଖୋଜ ,ପ୍ରଶାସନ ନୀରବ ଦ୍ରଷ୍ଟା

ଫାଣ୍ଡି ଅଧିକାରୀ ଓ ଠିକାଦାର ଙ୍କ ମଧୁଚନ୍ଦ୍ରିକା ରେ ମା ଆଖିରୁ ଶୁଖୁନି ଲୁହ....! କୁଆଁରମୁଣ୍ଡା- ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା ବ୍ଳକ ଅଂଚଳ ରେ ଛୋଟ ବଡ ମିଶି ପାଖାପାଖି ୪୦ରୁ ଉର୍ଧ କଳକାରଖାନା ଗଢି ଉଠିଥିବା ବେଳେ ଏହି ଅଂଚଳ ର ଯୁବକ ଯୁବତୀ ମାନେ କାମ ନପାଇ ବାହାର ରାଜ୍ୟକୁ

କୋଟିଆ ଉପରେ ସରକାର ଠୋସ ପଦକ୍ଷେପ ନିଅନ୍ତୁ !  

ଫୋକସ ଓଡିଶା ମାସିକ ଆଲୋଚନା ଚକ୍ର ଭୁବନେଶ୍ୱର (ଜୁନ 27) : ରାଜ୍ୟର ସୀମାବର୍ତ୍ତୀ କୋଟିଆ ଗାଁ ସମୂହ କୁ ତୁରନ୍ତ ନିଜ ରାଜସ୍ବ ସୀମା ଭିତରକୁ ଆଣି ଆନ୍ଧ୍ର ସରକାରଙ୍କ ହସ୍ତକ୍ଷେପ ବନ୍ଦ କରିବା ଉଛିତ ବୋଲି ସାମାଜିକ ସଂଗଠନ ଫୋକସ ଓଡ଼ିଶା ପକ୍ଷରୁ ଆୟୋଜିତ ଆଲୋଚନା

ସରିଲା ଆଡପ ଦର୍ଶନ, ଆସନ୍ତାକାଲି ବାହୁଡା ଯାତ୍ରା

ପୁରୀ: ଆଡ଼ପମଣ୍ଡପ ମଣ୍ଡପରେ ଚଳିତବର୍ଷର ଶେଷ ଦର୍ଶନ ଦେଲେ ମହାପ୍ରଭୁ ।ଜନ୍ମବେଦୀରେ ନବମୀ ତିଥିରେ ଶ୍ରୀଜୀଉଙ୍କ ସନ୍ଧ୍ୟାଦର୍ଶନ କଲେ ଲକ୍ଷାଧିକ ଭକ୍ତ,ଶ୍ରଦ୍ଧାଳୁ । ସନ୍ଧ୍ୟା ଦର୍ଶନ ଅବଧିକୁ ନେଇ ଅସନ୍ତୋଷ ଦେଖାଦେଇଥିବା ବେଳେ ଆସନ୍ତାକାଲି ବାହୁଡା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି।ସେପଟେ

ନିଜ ନିର୍ବାଚନମଣ୍ଡଳୀ ସମସ୍ୟା ସମାଧାନରେ ବିଫଳ ଅପରାଜିତା: ବିଜେଡି

ଭୁବନେଶ୍ୱର : ଗତ ଚାରି ବର୍ଷ ମଧ୍ୟରେ ସାଂସଦ ଭାବରେ ମାନ୍ୟବର ଅପରାଜିତା ଷଡଙ୍ଗୀ ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀରେ ଲୋକଙ୍କ ସମସ୍ୟା ସମାଧାନରେ ବିଫଳ ହୋଇଥିବା କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମତୀ ଶ୍ରୀମୟୀ ମିଶ୍ର ।ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ

ମହାପ୍ରଭୁଙ୍କୁ ଦର୍ଶନ କଲେ ପ୍ରାଧାନମନ୍ତ୍ରୀଙ୍କ ଧର୍ମପତ୍ନୀ ଯଶୋଦା ବେନ ମୋଦି

ପୁରୀ:ମହାପ୍ରଭୁଙ୍କୁ ଦର୍ଶନ କଲେ ଯଶୋଦା ବେନ ମୋଦି।ପ୍ରାଧାନମନ୍ତ୍ରୀ ମୋଦିଙ୍କ ଧର୍ମପତ୍ନୀ 72ବର୍ଷୀୟ ଯଶୋଦା ବେନ ଆଜି ସପରିବାର ଜଗାଦର୍ଶନ କରିଛନ୍ତି ।ଯଶୋଦା ବେନଙ୍କ ସହ ତାଙ୍କ ଭାଇ,ପୁତୁରା ଓ ବାପଘର ପରିବାରବର୍ଗ ଥିଲେ । ଆଜି ନବମୀର ସନ୍ଧ୍ୟ୍ରା ଦର୍ଶନରେ ଆଡ଼ପ ମଣ୍ଡପରେ ଦର୍ଶନ

ଜୁଲାଇ ୩ରୁ ଆରମ୍ଭ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

ଭୁବନେଶ୍ବର: ଜୁଲାଇ ୩ ତାରିଖରୁ ଆରମ୍ଭ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା । ୮୦ ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ଜୁଲାଇ ୩ରୁ ପରୀକ୍ଷା ଆରମ୍ଭ ହୋଇ ୮ ତାରିଖ ଯାଏ ଚାଲିବ । www.bseodisha.ac.in ୱେବସାଇଟକୁ ଯାଇ ଆଡମିଟି ଡାଉନଲୋ କରିପାରିବେ ଛାତ୍ରଛାତ୍ରୀ ।

ଆଡପ ଦର୍ଶନ ସାରି ଫେରୁଥିବାବେଳେ ଚାଲିଗଲା ଭକ୍ତଙ୍କ ଜୀବନ

ପୁରୀ: ଜଗା ମୁହଁ ଚାହିଁ ଏ ଜୀବନ ଯାଉ…ଭକ୍ତଟିଲ ସବୁବେଳେ ଏକଥା ଭାବୁଥାଏ  । ସେ ବି ଥିଲେ ଜଣେ ଭକ୍ତ । ଜଗା ମୁହଁ ଆଖିରେ ରଖି ଆଖି ବୁଜିଦେଲେ ସବୁଦିନ ପାଇଁ । ଆଡପ ମଣ୍ଡରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶେଷ ଦର୍ଶନ‌ ପରେ ଚାଲିଗଲା ଜୀବନ ।   ଆଡପ ମଣ୍ଡପରୁ  ବାଟରେ ଜଣେ ଭକ୍ତଙ୍କ ମୃତ୍ୟୁ

ବିଜେଡିରେ ଏବେ ଅଚଳାବସ୍ଥା ଦେଖାଦେଇଛି: ଜୟଦେବ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅଡିଓ ଟେପ୍ ବାର୍ତ୍ତାକୁ ନେଇ ଜୟଦେବ ଜେନାଙ୍କ କଟାକ୍ଷ । ମୁଖ୍ୟମନ୍ତ୍ରୀ କେଉଁଠିକି ଯିବା ପରିସ୍ଥିତିରେ ନାହାନ୍ତି ବୋଲି କହିଲେ ଜୟଦେବ ଜେନା । ଅଡିଓ ପ୍ରମାଣିତ କରୁଛି ମୂଖ୍ୟମନ୍ତ୍ରୀ ଆଉ କେଉଁଠିକି ଯିବା ପରିସ୍ଥିତିରେ ନାହାନ୍ତି । ବିଜେଡିରେ ଏବେ

୧୦୦ ଛୁଇଁଲା ଟମାଟୋ ଦର

ଭୁବନେଶ୍ୱର: ହଠାତ୍ ଟମାଟୋ ଦର ଆକାଶ ଛୁଆଁ । ୨୫ରୁ ୩୦ ଟଙ୍କାରେ ମିଳୁଥିବା ଟମାଟୋ ଏବେ ୧୦୦ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି । ଦେଶର ବିଭିନ୍ନ ସ୍ଥାନରେ ଦର ଶହେ ଟଙ୍କା ପହଞ୍ଚିଲାଣି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଟମାଟୋ ଦର ପାଖାପାଖି ୧୦୦ ଟଙ୍କା ହେଲାଣି । କଟକରେ ଟମାଟୋ ୭୦ରୁ ୮୦