୫-୬ ଦିନ ମଧ୍ୟରେ ଶସ୍ତା ହେବ ଟମାଟୋ ଦର : କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରାଳୟ

ନୂଆଦିଲ୍ଲୀ : କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ର ଆଦି ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ଟମାଟୋ ଫସଲ କ୍ଷତିଗ୍ରସ୍ତ ହୋଇଛି । ଏହା ଫଳରେ ସାରା ଦେଶରେ ଟମାଟୋ ଦର ଆକାଶଛୁଆଁ ହୋଇଛି । ଓଡ଼ିଶାରେ ଏହା କିଲୋଗ୍ରାମ ପିଛା ୧୦୦ ଟପିଯାଇଛି । ଏହାପରେ କେନ୍ଦ୍ର ସରକାର ଏକ ଜରୁରୀ ବୈଠକ ଡାକି

ଭିଜିଲାନ୍ସ ପଞ୍ଝାରେ ରିଆମାଳ ବ୍ଲକ ଆକାଉଣ୍ଟସ ଅଫିସର

ଦେବଗଡ଼: ଭିଜିଲାନ୍ସ ପଞ୍ଝାରେ ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଆକାଉଣ୍ଟସ ଅଫିସର। ଅଙ୍ଗନବାଡି କୋଠା ନିର୍ମାଣ ପରେ ବିଲ୍ ପାସ ପାଇଁ ଠିକାଦାରଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିଲେ ରାଜେନ୍ଦ୍ର। ଲାଞ୍ଚ ନେବା ବେଳେ ରେଡ୍ ହ୍ୟାଣ୍ଡେଡ ଧରିଲା ଦେବଗଡ଼ ଦୁର୍ନୀତି ନିବାରଣ ବିଭାଗ। ରିଆମାଳ

ଆଧ୍ୟାତ୍ମିକ ପରିବେଶରେ ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆଧ୍ୟାତ୍ମିକ ପରିବେଶରେ ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି ଯଜ୍ଞରେ ପୁଷ୍ପାଞ୍ଜଳି ଦେବା ସହ ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ୫ଟି ସଚିବ ଭି.କେ.ପାଣ୍ଡିଆନ୍

ଦେଶର ଆର୍ଥିକ ସମସ୍ୟାର ସମାଧାନ ପାଇଁ ଚୀନକୁ ଗଧ ଚମଡ଼ା ବିକ୍ରି କରିବ ପାକିସ୍ତାନ

ଇସଲାମାବାଦ: ଗତ କିଛି ମାସ ହେଲାଣି ପାକିସ୍ତାନ ଆର୍ଥିକ ସମସ୍ୟା ଦେଇ ଗତି କରୁଛି। ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦାମ୍ ଆକାଶଛୁଆଁ ହୋଇଥିବା ବେଳେ ଏବେ ଦେଶକୁ ଆର୍ଥିକ ସଙ୍କଟରୁ ରକ୍ଷା କରିବା ପାଇଁ ପାକିସ୍ତାନ ସରକାର ଗଧର ଚମଡ଼ା ବିକ୍ରି କରିବେ ବୋଲି ଜଣାପଡ଼ିଛି। ଆର୍ଥିକ ସ୍ଥିତିକୁ ସୁଦୃଢ଼

ଏକାମ୍ର କ୍ଷେତ୍ର ବିକାଶକୁ ବିରୋଧ କରୁଥିବା ବିଜେପି ନେତାଙ୍କୁ କ୍ଷମା ଦେବେନି ଓଡ଼ିଶାବାସୀ: ବିଜେଡି

ଭୁବନେଶ୍ୱର: ଆଜି ଶେଷ ହେବ ଏକାମ୍ର ପ୍ରକଳ୍ପ ଶିଳାନ୍ୟାସ ଉତ୍ସବ । ଏହି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପଟେ ଏକାମ୍ର ପ୍ରକଳ୍ପକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦୁଇ ବିରୋଧୀ ବିଜେଡି-ବିଜେପି । ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଏକାମ୍ର କ୍ଷେତ୍ରର

ପ୍ଲାଟଫର୍ମରେ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲେ ମହିଳା: ପ୍ରସବ କରାଇଲେ ଆରପିଏଫର ‘ମେରୀ ସହେଲୀ ଟିମ୍’

ଚନ୍ଦୌଲି: ଉତ୍ତର ପ୍ରଦେଶର ଚନ୍ଦୌଲିସ୍ଥିତ ଡିଡିୟୁ ଜଙ୍କସନରେ ଜଣେ ଗର୍ଭବତୀ ମହିଳା ଟ୍ରେନକୁ ଅପେକ୍ଷା କରିଥିବା ବେଳେ ତାଙ୍କର ହଠାତ୍ ତାଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇ ଯାଇଥିଲା। ଫଳରେ ସେଇଠାରେ ହିଁ ଉପସ୍ଥିତ ଆରପିଏଫ ଓ ଡାକ୍ତରୀ ଟିମ୍ ସହାୟତାରେ ମହିଳା ଜଣକ ଏକ ସୁସ୍ଥ ଶିଶୁକନ୍ୟାକୁ

ଇସ୍ତଫା ଦେଲେ ବିଜେଡି ରାଜ୍ୟ ସମ୍ପାଦକ

ଭୁବେନଶ୍ୱର: ୫ଟି ସଚିବ କାର୍ଯ୍ୟକୁ ନେଇ ଖାଲି ବିରୋଧୀ ତାତି ନାହାନ୍ତି । ଦଳ ଭିତରେ ବି କୁହୁଳୁଛି ଅସନ୍ତୋଷର ନିଆଁ ।  ଏହି ନିଆଁ ଆଜି ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାରେ । ରାଜ୍ୟ ସାଧାରଣ ସମ୍ପାଦକ ତଥା ବାଲେଶ୍ୱର ଜିଲ୍ଲା ବସ୍ତା ନିର୍ବାଚନମଣ୍ଡଳୀର ବରିଷ୍ଠ ବିଜେଡି ନେତା ଶ୍ୟାମ

ଭୀମ୍ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କୁ ଗୁଳିମାଡ଼…

ସାହାରନପୁର : ୟୁପିର ସାହାରନପୁରରେ ଆଜାଦ ସମାଜ ପାର୍ଟି (ଭୀମ ଆର୍ମି) ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ ହୋଇଛି । ସେମାନଙ୍କୁ କେତେକ ଦୁର୍ବୃତ୍ତ ଗୁଳି କରିଛନ୍ତି । ଗଣମାଧ୍ୟମରେ ଥିବା ଫଟୋରେ ଦେଖିବାକୁ ମିଳୁଛି ଯେ ଗୁଳି ତାଙ୍କ ଅଣ୍ଟାକୁ ଛୁଇଁ ବାହାରି ଯାଇଛି ।

ଲଗାଣ ବର୍ଷା କାରଣରୁ ଟମାଟୋ ଦର ବଢ଼ିଛି : ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ହୁ ହୁ ହୋଇ ବଢ଼ି ଚାଲିଛି ଟମାଟୋ ଦର । ସପ୍ତାହକରେ ୧୦୦ ଟଙ୍କା ପାର୍ କରିଛି ଟମାଟୋ ଦର। ଯାହା ଫଳରେ ହନ୍ତସନ୍ତ ହେଉଛନ୍ତି ସାଧାରଣ ଜନତା । ରାଜଧାନୀ ଭୁବନେଶ୍ୱରରେ ଟମାଟୋ କିଲୋ ପିଛା ୧୦୦ ଟଙ୍କା ଦରରେ ବିକ୍ରି ହେଉଥିବା ବେଳେ କଟକରେ ଟମାଟୋ ଦର ୮୦/୯୦ ଟଙ୍କା

ବାହୁଡ଼ାରେ ଅଘଟଣ: ରଥ ଦଉଡି ଛିଡି ସେବାୟତ ଆହତ, ଶ୍ୱାସରୁଦ୍ଧ ହୋଇ ୮ ଅସୁସ୍ଥ

ପୁରୀ:ଏଥର ରଥଯାତ୍ରାରେ ଅଘଟଣ ଯେମିତି ପିଛା ଛାଡୁନି । ଗୁଣ୍ଡିଚା ଯାତ୍ରାରେ ଦଳାଚକଟାରେ ୧୫ ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତିନି ରଥ ଶରଧାବାଲିରେ ଲାଗି ପାରି  ଥିଲା । ନୀତିକାନ୍ତିରେ ବିଳମ୍ବ ହୋଇଥିଲା । ଠାକୁର ରଥ ଉପରେ ଉପବାସ ବି ରହିଥିଲେ । ତେଣୁ ବାହୁଡ଼ା ଯାତ୍ରା