ଓଡିଶା ସାହିତ୍ୟ ଏକାଡେମୀର ସ୍ଵନକ୍ଷତ୍ର ଦିବସ ଅବସରରେ ପ୍ରତିଯୋଗିତା ଅନୁଷ୍ଠିତ

ଛତ୍ରପୁର (୨୮.୦୬) : ଆସନ୍ତା ଜୁଲାଇ ମାସରେ ଓଡିଶା ସାହିତ୍ୟ ଏକାଡେମୀର ସ୍ଵନକ୍ଷତ୍ର ଦିବସ ଅନୁଷ୍ଠିତ ହେବ । ଏଥି ସକାଶେ ଗଞ୍ଜାମ ଜିଲ୍ଲାସ୍ତରୀୟ ସାହିତ୍ଯ ବୋଧକ ସମ୍ପର୍କିତ ବିଭିନ୍ନ ପ୍ରତିଯୋଗୀତା ବୁଧବାର ଦିନ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ

ଶ୍ରୀ ଲକ୍ଷ୍ମଣ ପ୍ରଧାନ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ଦାରିଙ୍ଗବାଡ଼ି ଡିଡିସି ଦଳ ଚମ୍ପିୟାନ

ଦାରିଙ୍ଗବାଡ଼ି (୨୮/୬) : ଦାରିଙ୍ଗବାଡ଼ି ବ୍ଲକ ଶ୍ରାନିକେତା ପଞ୍ଚାୟତ ଅନ୍ତର୍ଗତ ଟକେରମାଲା ଗ୍ରାମ ଠାରେ ବ୍ଲକ ସ୍ତରୀୟ ଲକ୍ଷ୍ମଣ ପ୍ରଧାନ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଯୋଗ

ବିଏସ୍ଏନ୍‌ଏଲ୍ ମୋବାଇଲ ଟାୱାର ନିର୍ମାଣରେ ନିୟୋଜିତ ଶ୍ରମିକ ଠିକାଦାରଙ୍କ ଅଚାନକ ମୃତ୍ୟୁ : ତଦନ୍ତ ଅବ୍ୟାହତ

ବାଲିଗୁଡ଼ା : ବିଏସ୍ଏନ୍‌ଏଲ୍ ମୋବାଇଲ ଟାୱାର ନିର୍ମାଣରେ ନିୟୋଜିତ ଥିବା ଜଣେ ଶ୍ରମିକ ଠିକାଦାରଙ୍କ ଅଚାନକ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ଜଣକ ହେଲେ ପଶ୍ଚିମବଙ୍ଗର ଦକ୍ଷିଣ ଦିନାନାଜପୁର ଜିଲ୍ଲା ଅନ୍ତର୍ଗତ ଗଙ୍ଗାରାମପୁର ଥାନା ନିଳଡଙ୍ଗା ଅଞ୍ଚଳର ସୂର୍ଯ୍ୟ ଦାସ ବୋଲି ଜଣାପଡ଼ିଛି ।

ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ

ମାଲକାନଗିରି (୨୮.୦୬) : ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ବିଧାୟକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ବାକାଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ଶ୍ରୀ

‘ଦେଶ ବିରୋଧୀ କାମ କରିଥିବା ଲୋକଙ୍କୁ ଭେଟି ରାହୁଲ କ’ଣ ବାର୍ତ୍ତା ଦେବାକୁ ଚାହାନ୍ତି?’… ସ୍ମୃତି ଇରାନୀ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ନେଇ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ବୁଧବାର ଏକ ସାମ୍ବାଦିକ ସମ୍ମିଳନୀ କରି ସ୍ମୃତି ଇରାନୀ କହିଛନ୍ତି କି, ରାହୁଲ ଗାନ୍ଧି ଆମେରିକା ଗସ୍ତରେ ଯାଇ ସୁନୀତା ବିଶ୍ବନାଥଙ୍କୁ ଭେଟିଥିଲେ। ଏହି ମହିଳା ଜର୍ଜ

ସିଂହଦ୍ୱାର ନିକଟରେ ଲାଗିଲା ତିନି ରଥ

ପୁରୀ: ନୀତି ନିର୍ଘଣ୍ଟର ଯଥେଷ୍ଟ ପୂର୍ବରୁ ପହଣ୍ଡି ଓ ରଥଟଣା ହୋଇଥିଲା । ୫ ଲକ୍ଷରୁ ଅଧିକ ଭକ୍ତ ବାହୁଡା଼ ଯାତ୍ରା ରୁଣ୍ଢ ହୋଇଥିଲେ । ସୁରକ୍ଷା ଦୃଷ୍ଟିରୁ ୧୭୦ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ ହୋଇଥିଲେ। ହଜାରେରୁ ଅଧିକ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଥିଲା ।

୫ଟି ସଚିବ ଯିବା ଦ୍ବାରା ଲୋକେ ଖୁସି ହେଉଛନ୍ତି: ମନ୍ତ୍ରୀ

ଭୁବନେଶ୍ୱର: ମନମୋହନ ଓ ଅପରାଜିତାଙ୍କ ଅଭିଯୋଗ ଆଧାରରେ ୫ଟି ସଚିବଙ୍କୁ କେନ୍ଦ୍ରର ନୋଟିସ ପରେ କଡ଼ା ପ୍ରତିକ୍ରିୟା ରଖିଛି ବିଜେଡି। ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ସେମାନେ ଦିଲ୍ଲୀ ଦୌଲତାବାଦ ନ ଦଉଡ଼ିକି ଲୋକଙ୍କ ପାଖକୁ ଯାଆନ୍ତୁ। ଆମର

ଗୁଆହାଟୀରେ କାମାକ୍ଷାଙ୍କୁ ଦର୍ଶନ କଲେ କଙ୍ଗନା..

ମୁମ୍ବାଇ: ଗତ କିଛି ଦିନ ହେବ ବିଭିନ୍ନ ଧାର୍ମିକ ସ୍ଥାନ ଯାଉଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ। ଗତ ମାସରେ ସେ ବାବା କେଦାରନାଥ ଓ ହରିଦ୍ୱାର ଯାଇଥିବା ବେଳେ ଆଜି ସେ ଗୁଆହାଟୀର କାମାକ୍ଷା ଶକ୍ତି ପୀଠ ଯାଇ ମାଆ କାମାକ୍ଷାଙ୍କ ଦର୍ଶନ କରିଥିଲେ। ଯାହାର ଫଟୋ ସେ ତାଙ୍କର

ଫାଇଭଟି ସଚିବଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେବାକୁ ଦାବିକଲା ବିଜେପି

ଭୁବନେଶ୍ୱର: ଫାଇଭଟି ସଚିବଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେବାକୁ ଦାବିକଲା ବିଜେପି । ମୁଖ୍ୟମନ୍ତ୍ରୀ କାର୍ଯ୍ୟନୁଷ୍ଠାନ ନିଅନ୍ତୁ ବୋଲି ଦାବି କଲେ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ ତାଙ୍କୁ ବହିସ୍କାର କିମ୍ବା ନିଲମ୍ବନ କରନ୍ତୁ ନହେଲେ ଆମେ କେନ୍ଦ୍ରକୁ ଜଣାଇବୁ ବୋଲି କହିଛନ୍ତି ମୋହନ ମାଝୀ ।

ଅନନ୍ତ ବାସୁଦେବ ମନ୍ଦିରରେ ରୋଷଘର ନିର୍ମାଣ ନେଇ ୨ ଗୋଷ୍ଠୀ ମଧ୍ୟରେ ବିବାଦ

ଭୁବନେଶ୍ବର: ଏକାମ୍ର ପ୍ରକଳ୍ପ ଯୋଜନାରେ ଅନନ୍ତ ବାସୁଦେବ ମନ୍ଦିରରେ ରୋଷଘର ନିର୍ମାଣ ପ୍ରସଙ୍ଗରେ ବିବାଦ ଉଠିଛି। ମନ୍ଦିର ପରିସରରେ ରୋଷଘର ପାଇଁ ଓବିସିସି ପକ୍ଷରୁ ଟେଣ୍ଡର କରାଯାଇଛି। ଅନ୍ୟପକ୍ଷରେ ଏହାକୁ ବିରୋଧ କରି ବ୍ରାହ୍ମଣ ନିଯୋଗ ଜିଲ୍ଲାପାଳ ଏବଂ ବିଏମସି କମିସନରଙ୍କ ପାଖକୁ ଚିଠି