Sign in
Sign in
Recover your password.
A password will be e-mailed to you.
ଦିଗପହଣ୍ଡିରେ ଡ଼ବଲ ମର୍ଡର, ୨ ଜଣଙ୍କୁ ହତ୍ୟା କରି ଜାଳି ଦେଲେ ଦୁର୍ବୃତ୍ତ, ଗାଁ ପୁରୁଷଶୂନ୍ୟ…
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ମହୁଡ଼ା ଗ୍ରାମରେ ଘଟିଛି ଡବଲ୍ ମର୍ଡର୍। ଆସାମାଜିକଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ହୋଇ ଗାଁ ଲୋକମାନେ ମିଶି ଦୁଇଜଣ ଯୁବକଙ୍କୁ ପିଟିପିଟି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି। ଏହାପରେ ଉଭୟ ଯୁବକଙ୍କ ଦେହରେ ପେଟ୍ରୋଲ ଢ଼ାଳି ପୋଡ଼ି!-->…
ପୁଣି ବଦଳିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳ ! ଜୁଲାଇ ୩ରେ ମନ୍ତ୍ରୀ ପରିଷଦ ବୈଠକ
ନୂଆଦିଲ୍ଲୀ : ପୁଣି ବଦଳିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳ। ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ କରିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଆସନ୍ତା ଜୁଲାଇ ୩ ତାରିଖ ସୋମବାର ପ୍ରଧାନମନ୍ତ୍ରୀ ମୋଦି ମନ୍ତ୍ରୀ ପରିଷଦ ବୈଠକର!-->…
ବିଶିଷ୍ଟ ସାମ୍ବାଦିକ ଡ. ଜଗନ ମୋହନ ମହାପାତ୍ରଙ୍କ ହୃଦ୍ଘାତରେ ପରଲୋକ
ବ୍ରହ୍ମପୁର: ଅଫେରା ରାଇଜକୁ ଚାଲିଗଲେ ଦୈନିକ ଖବରକାଗଜ ସକାଳର ଓ ଗଞ୍ଜାମ ଟିଭି ବ୍ରହ୍ମପୁର ସଂସ୍କରଣ ମୁଖ୍ୟ, ସୁନାମଧନ୍ୟ ବରିଷ୍ଠ ସାମ୍ବାଦିକ ଡ. ଜଗନ ମୋହନ ମହାପାତ୍ର। ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ହୃଦ୍ଘାତରେ ତାଙ୍କର ପରଲୋକ ଘଟିଛି। ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ!-->!-->!-->…
ଚିନ୍ତା ବଢାଉଛି ବ୍ରହ୍ମପୁର ପୋଲିସ ଜିଲ୍ଲା : ଆଇନ ଶୃଙ୍ଖଳା ସମ୍ପୂର୍ଣ ବିପର୍ଯ୍ୟସ୍ତ …
ଦିନକୁ ଦିନ ଗଡୁଛି ମୁଣ୍ଡ...
ବ୍ରହ୍ମପୁର : କେତେ ବେଳ ଲୁଟ୍ ଡକାୟତି ତ ଆଉ କେତେ ବେଳେ ସିରିଜ୍ ଚୋରି, ସାଧାରଣ ଲୋକଙ୍କ ମନରେ ଭୟ ଜାଗୃତ କରୁଥିବା ବେଳେ ଆହୁରି ଚିନ୍ତା ଜନକ ପାଲଟିଛି ଦିଗପହଣ୍ଡି ଥାନା । ଗତ କିଛି ମାସ ଧରି ଦିଗପହଣ୍ଡି ଅଞ୍ଚଳ ରେ ଆଇନ ଶୃଖଳା ପରିସ୍ଥିତି ଏକ ପ୍ରକାର!-->!-->!-->…
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବୃଦ୍ଧ ମୃତ : ନ୍ୟାୟ ପାଇଁ ଥାନାରେ ଅଭିଯୋଗ
ହିଞ୍ଜିଳିକାଟୁ ୨୮।୬ ହିଞ୍ଜିଳି ଥାନା ଅନ୍ତର୍ଗତ ଆଡପଡା ଫାଣ୍ଡି ଅଧିନ କଇଠଵେଡା ଗ୍ରାମର ହରିମଲ୍ଲ ୮୫ ଝିଅ ଘରକୁ ଯିବା ସମୟରେ ମହିଗୁଡା କେନାଳ କାମ ପାଇଁ ପାଣି ମୋଟର ଲଗାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ଜଣାପଡିଛି । ଏନେଇ ମୃତ ବୃଦ୍ଧଙ୍କ ପୁଅ ରମେଶ ମଲ୍ଲ!-->!-->!-->…
ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ବାହୁଡ଼ା ଯାତ୍ରା ବହୁ ଆଡମ୍ବର ରେ ପାଳିତ…
ଦାରିଙ୍ଗବାଡି,୨୦/୬, (ନିପ୍ରପ୍ର): ଦାରିଙ୍ଗବାଡି ବ୍ଲକର ଗଦାପୁର, କାଟିଙ୍ଗିଆ, ସିମନବାଡ଼ି,ସୁଗାନକେତା ଓ ଗବାଟ ବାଡ଼ିରେ ଠାରେ ବାହୁଡ଼ା ଯାତ୍ରା ପାଳନ ହୋଇଯାଇଛି । ମାଉସୀ ଘରୁ ନିଜ ଶ୍ରୀମନ୍ଦିର କୁ ଫେରିଛନ୍ତି ଜଗତର ନାଥ ଜଗନ୍ନାଥ । ଡିଏସପି ହୃଷୀକେଶ ନାୟକ ଙ୍କ ତତ୍ୱାବଧାନରେ ଥାନା!-->!-->!-->…
ଦୁଇ ବାଇକ ମୁହାଁମୁହିଁ ଧକ୍କା , ବାପ ପୁଅ ସମେତ ତିନି ଗୁରୁତର…
ଦାରିଙ୍ଗବାଡ଼ି,୨୮/୬, ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ୫୯ ନମ୍ବର ଜାତୀୟ ରାଜପଥର ଦାରିଙ୍ଗବାଡ଼ି ତିନିଛକରେ ଦୁଇ ବାଇକ ମୁହାଁ ମୁହିଁଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି l ଦୁର୍ଘଟଣାରେ ଦୁଇ ବାଇକରେ ଥିବା ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ହେଲେ ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ!-->!-->!-->…
ବାଣୀକ୍ଷେତ୍ରରେ ବାହୁଡ଼ାଯାତ୍ରା : ଛେରା ପହଁରା କଲେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ
ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟ ତଥା ବାଣୀକ୍ଷେତ୍ର ବାଣୀବିହାର ପରିସରରେ କାଳିଆ ସାଆନ୍ତେଙ୍କ ବାହୁଡା ଯାତ୍ରା ଆଜି ଶେଷ ହୋଇଛି। ଏହିଅବସରରେ ପାରମ୍ପରିକ ରୀତିନୀତି ଅନୁସାରେ ଠାକୁରଙ୍କୁ ପୂଜାର୍ଚ୍ଚନା କରି ପହଣ୍ଡି ବିଜେ ପାଇଁ ପଥ ପ୍ରସ୍ତୁତି କରାଯାଇଥିଲା। ଶହ ଶହ ଶ୍ରଦ୍ଧାଳୁଙ୍କ!-->…
ବାହୁଡାଯାତ୍ରା ସଂପନ୍ନ, ନିଜ ମନ୍ଦିର ଅଭିମୁଖେ ମହାପ୍ରଭୁ
ଫୁଲବାଣୀ : ବୁଧବାର ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରାର ଅନ୍ତିମ ପର୍ଯ୍ୟାୟ ଯାହାକି ପବିତ୍ର ବାହୁଡା ଯାତ୍ରା ନାମରେ କଥିତ । ବାହୁଡିଛନ୍ତି ଚ଼ତୁର୍ଦ୍ଧାମୂର୍ତ୍ତି ନିଜ ମନ୍ଦିର ଅଭିମୁଖେ । ଆନନ୍ଦ ଉଲ୍ଲାସରସହ ପାଳିତ ହୋଇଛି ଏହି ଯାତ୍ରା। ଖରା ଗୁଳୁ ଗୁଳି ସତ୍ତ୍ଵେ ବାହୁଡା ଯାତ୍ରାରେ!-->…
ବାଲିଗୁଡାରେ ବାହୁଡା଼ ଯାତ୍ରା ପାଳିତ : ଦେବୀ ସୁଭଦ୍ରାଙ୍କ ରଥକୁ ମହିଳା ମାନେ ଟାଣିଲେ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଦିନ ତମାମ ସାମାନ୍ୟ ମେଘୁଆ ଓ ଖରା ପାଗ ମଧ୍ୟରେ ପବିତ୍ର ବାହୁଡା଼ ଯାତ୍ରା ବହୁ ଆଡ଼ମ୍ବର ସହ ପାଳିତ ହୋଇ ଯାଇଛି। ପୂର୍ବ ନିର୍ଘଣ୍ଟ ପ୍ରକାରେ ପ୍ରାତଃ ମଙ୍ଗଳ ଆଳତି ପରେ ମଇଲମ, ତଡପଲାଗି, ରୋଷ ହୋମ, ଅବକାଶ ଅନୁଷ୍ଠିତ ହୋଇଥିଲା। ଏହାପରେ!-->…