‘ସୁପରଟେକ୍‌’ ମାଲିକଙ୍କୁ ବାନ୍ଧିଲା ଇଡି, ଆସିଲା ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ : ଦେଶର ଆଗ ଧାଡ଼ିର ରିୟଲ ଇଷ୍ଟେଟ କମ୍ପାନୀ ସୁପରଟେକ୍‌ (Supertech) ପାଇଁ ବଢ଼ିଲା ଅସୁବିଧା। ସୁପରଟେକ୍‌ ମାଲିକ ଆରକେ ଅରୋଡ଼ାଙ୍କୁ ବାନ୍ଧିଛି ଇଡି। ମନି ଲଣ୍ଡରିଂ ମାମଲାରେ ଇଡି ଆରକେ ଅରୋଡ଼ାଙ୍କୁ ଦୀର୍ଘ ସମୟ ଘାଣ୍ଟିବା ପରେ ଗିରଫ କରିଛି।ଦିଲ୍ଲୀ, ଉତ୍ତରପ୍ରଦେଶ ଓ ହରିୟାଣା

ବିଡିଓଙ୍କ ଭିଡିଓ ଭାଇରାଲ୍, ଦୌଡ଼ି ଆସି ରାସ୍ତା ଉପରେ ମାରୁଛନ୍ତି ଚାପୁଡ଼ା…

ପାରାଦୀପ: ଗାଡ଼ିରୁ ଓହ୍ଲାଇ ଆସିଲେ, ରାସ୍ତା ଉପରେ ବ୍ୟକ୍ତିଙ୍କ ଗାଲକୁ କଷି ଦେଲେ । ଭଦ୍ର ବେଶରେ ଥିବା ଏ ବାବୁ ଜଣଙ୍କ କିଏ ? କାହିଁକି ରାସ୍ତା ଉପରେ ରୋବାବ୍ ଦେଖାଉଛନ୍ତି ? ସିସିଟିଭିରେ ରେକର୍ଡ ଭାଇରାଲ୍ ହେଉଥିବା ଏ ଭିଡିଓରେ ଚାପୁଡ଼ା ମାରୁଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି

ସବୁ ସ୍ୱପ୍ନ ଚୂରମାର: ଡାକ୍ତର ହେବାକୁ ଆଶା ରଖିଥିବା ୨ ଛାତ୍ର ଝୁଲି ପଡ଼ିଲେ…

ନୂଆଦିଲ୍ଲୀ : ବାପାମା’ଙ୍କ ଆଶା ଥିଲା ପୁଅ ମେଡିକାଲ ପଢ଼ି ଡାକ୍ତର ହେବ। ଏଥିପାଇଁ ସେମାନେ ପୁଅ ପାଠପଢ଼ାରେ ପାଣି ପରି ଟଙ୍କା ଖର୍ଚ୍ଚ କରିବାକୁ ପଛାଉ ନ ଥିଲେ। ମାତ୍ର ସ୍ୱପ୍ନ ବାସ୍ତବ ରୂପ ନେବା ପୂର୍ବରୁ ସବୁ ଚୂରମାର ହୋଇଗଲା। ପରିବାରଠୁ ଦୂରରେ ରହି ନିଟ୍‌ ପରୀକ୍ଷା ପାଇଁ ପ୍ରସ୍ତୁତି

କେନ୍ଦୁଝର ଟ୍ରକ ଦୁର୍ଘଟଣା , ମୃତକଙ୍କ ପରିବାରକୁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର : ଗତ ରାତିରେ କେନ୍ଦୁଝର ଜିଲ୍ଲା ଷଠୀଘର ନିକଟରେ ହୋଇଥିବା ଟ୍ରକ ଦୁର୍ଘଟଣାରେ ହୋଇଥିବା ୫ଜଣ ଲୋକଙ୍କ ମୃତ୍ୟୁ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ପ୍ରାଣ ହରାଇଥିବା ୫ଜଣ ମୃତକଙ୍କ ପରିବାରକୁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ଆରମ୍ଭ ହେଲା ରଥଟଣା

ପୁରୀ: ଶରଧାବାଲି ଛାଡିଲେ ତିନି ଠାକୁର । ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ଶେଷ ହୋଇଥିଲା ନୀତିକାନ୍ତି । ସଅଳ ସଅଳ ଶ୍ରୀମନ୍ଦିର ଅଭିମୁଖେ ବାହାରି ପଡିଥିଲେ ତିନି ଦିଅଁ । ମଧ୍ୟାହ୍ନ ପ୍ରାୟ ଗୋଟାଏ ବେଳକୁ ଆରମ୍ଭ ହୋଇଥିଲା ରଥଟଣା । ପ୍ରଥମେ ତାଳଧ୍ୱଜ ଶରଧାବାଲି ଛାଡି ସିଂହଦ୍ୱାର ଅଭିମୁଖେ

୫ ଦିନିଆ ରିମାଣ୍ଡରେ ଗଲେ ଅତିରିକ୍ତ ଉପ ଜିଲ୍ଲାପାଳ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରି ଧରାପଡିଥିବା ନବରଙ୍ଗପୁରର  ଅତିରକ୍ତ ଉପ ଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ଭିଜିଲାନ୍ସ । ୫ ଦିନିଆ ରିମାଣ୍ଡ ପାଇଁ ବୁଧବାର ଅନୁମତି ଦେଇଛନ୍ତି ସୁନ୍ଦରଗଡ ଭିଜିଲାନ୍ସର ସ୍ୱତନ୍ତ୍ର ଜଜଙ୍କ କୋର୍ଟ । ପ୍ରଶାନ୍ତ ତାଙ୍କ

ବାହାନଗା ରେଳ ଷ୍ଟେସନରେ ୨୬ ଦିନ ପରେ ଆଜିଠୁ ପୁଣି ଟ୍ରେନ୍ ସେବା ଆରମ୍ଭ

ବାହନଗା: ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାର ୨୬ ଦିନ ପରେ ଆଜିଠୁ ସ୍ବାଭାବିକ ହେବାକୁ ଯାଉଛି ରେଳସେବା। ଦୁର୍ଘଟଣାରେ ୨୯୨ ଜଣଙ୍କୁ ମୃତ୍ୟୁ ଘଟିଛି। ଦୁର୍ଘଟଣାର ସିବିଆଇ ତଦନ୍ତ ଚାଲିଥିବାରୁ ରେଳସେବା ସାମୟିକ ପାଇଁ ବନ୍ଦ ରହିଥିଲା।  ଦକ୍ଷିଣ-ପୂର୍ବ ରେଳପଥ ପକ୍ଷରୁ କୁହାଯାଇଛି ଯେ,

‘ମହିମା ମଠ ରାଜନୈତିକ ରଣକ୍ଷେତ୍ର ନୁହେଁ, ଟଙ୍କା ଦେଇ ସ୍ୱାଭିମାନୀ ଢେଙ୍କାନାଳବାସୀଙ୍କୁ କିଣିପାରିବେନି…

ଗଁନ୍ଦିଆ/ଢେଙ୍କାନାଳ: ରାଜ୍ୟ ଆଜି ଓଡ଼ିଆ ଅସ୍ମିତା ଓ ଓଡ଼ିଆ ଭାବାବେଗକୁ ବୁଝୁନଥିବା ଦୁର୍ନୀତିଖୋର ଲୋକଙ୍କ ହାବୁଡରେ ପଡିଛି । ଏଠି ବାବୁମାନେ ପ୍ରତିନିଧି । ବାବୁ ମାନଙ୍କ ଚୌକି ପକାଇବା ପାଇଁ ଜନପ୍ରତିନିଧି ମାନଙ୍କ ମଧ୍ୟରେ ପ୍ରତିଯୋଗିତା ହେଉଛି ବୋଲି ମଙ୍ଗଳବାର ଢେଙ୍କାନାଳର ଗଁନ୍ଦିଆ

ହିଜାବର ବିକଳ୍ପ ଖୋଜିଲେ ମୁସଲିମ୍‌ ମେଡିକାଲ ଛାତ୍ରୀ

ନୂଆଦିଲ୍ଲୀ : ଅଜବ ଯୁକ୍ତି ବାଢ଼ିଲେ ସାତ ଜଣ ମୁସଲିମ୍‌ ମେଡିକାଲ ଛାତ୍ରୀ। କହିଲେ ଓଟି ଭିତରେ ଆମକୁ ହିଜାବର ବିକଳ୍ପ ଆବଶ୍ୟକ । ଏହାକୁ ନେଇ କଲେଜ ପ୍ରିନ୍ସିପାଲ କୌଣସି ନିଷ୍ପତ୍ତି ଶୁଣାଇ ନ ଥିବା ବେଳେ ସର୍ଜନମାନଙ୍କର ଏକ ବୈଠକ ଡାକିଛନ୍ତି। ଏପରି ଏକ ଅଜବ ପରିସ୍ଥିତି କେରଳର

ୟୁନିଫର୍ମ ସିଭିଲ କୋର୍ଡ: ମୁସଲିମ୍ ପର୍ସନାଲ ଲ’ ବୋର୍ଡର ଜରୁରୀ ବୈଠକ, ସର୍ତ୍ତ ମାନିଲେ ଆପ୍‌ ଦେବ ସମର୍ଥନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ୟୁନିଫର୍ମ ସିଭିଲ୍ କୋର୍ଡ(ୟୁସିସି) ବା ସମାନ ନାଗରିକ ସଂହିତା ଅଣାଯିବ ପରେ ଆନନ-ଫାନନରେ ମୁସଲିମ୍ ପର୍ସନାଲ ଲ’ ବୋର୍ଡ ପକ୍ଷରୁ ଗତରାତିରେ ଏକ ଜରୁରୀ ବୈଠକ ହୋଇଯାଇଛି। ଏହି ବୈଠକ ପ୍ରାୟ ୩ ଘଣ୍ଟା ଚାଲିଥିଲା। ବୈଠକରେ ଏବାବଦରେ