Sign in
Sign in
Recover your password.
A password will be e-mailed to you.
ଅଧିକାରୀଙ୍କ ହମବଡା ନୀତି ଯୋଗୁଁ ଭଞ୍ଜନଗର ଜଳସମ୍ପଦ ବିଭାଗ ଦୁର୍ନୀତିର ଗନ୍ତାଘର ପାଲଟିଛି
ବ୍ରହ୍ମପୁର : ଦୁର୍ନୀତିର ଗନ୍ତାଘର ସାଜିଛି ଭଞ୍ଜନଗର ଜଳସମ୍ପଦ ବିଭଗ ଡିଭିଜନ । ଏହି ଡିଭିଜନରେ କାର୍ଯ୍ୟରତ ଥିବା ଅଧିକ୍ଷଣ ଯନ୍ତ୍ରୀ ଚଳିତବର୍ଷ ଖରିଫ ଋତୁରେ ଚାଷଜମି କୁ ପାଣି ନ ଯୋଗାଇବା ଫଳରେ କେନାଲ ଗୁଡିକ ରକ୍ଷଣାବେକ୍ଷଣ ହୋଇନାହିଁ। ବର୍ତ୍ତମାନ ଓଡ଼ିଶା ରେ ମୌସୁମୀ ପ୍ରବେଶ କରିବା ପରେ!-->…
ୟୁନିଫର୍ମ ସିଭିଲ କୋଡ: ମୋଦିଙ୍କୁ କାଉଣ୍ଟର କଲା ଷ୍ଟାଲିନଙ୍କ ଡିଏମକେ
ଚେନ୍ନାଇ : ୟୁନିଫର୍ମ ସିଭିଲ କୋର୍ଡ(ୟୁସିସ) ବା ଏକକ ନାଗରିକ ସଂହିତା ସପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତ ରଖିବା ପରେ ଏହା ଉପରେ ପ୍ରଶ୍ନ ଉଠାଛି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ଦଳ ଡିଏମକେ। ତାମିଲନାଡୁର ଶାସକ ଡିଏମକେ କହିଛି ଯେ ୟୁନିଫର୍ମ କୋଡ ପ୍ରଥମେ ହିନ୍ଦୁ!-->…
ବିଚ୍ ରାସ୍ତାରେ ଯୁବତୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ
ପୁନେ : ପୁଣିଥରେ ଜଣେ ଯୁବତୀଙ୍କୁ ବିଚ୍ ରାସ୍ତାରେ ଆକ୍ରମଣ କରାଯାଇଛି। ଜଣେ ବ୍ୟକ୍ତି ହାତରେ କାତି ଧରି ଯୁବତୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି। ସେ ତଳେ ପଡ଼ି ଯାଇଥିଲେ ମଧ୍ୟ ବ୍ୟକ୍ତି ଜଣଙ୍କ ତାଙ୍କୁ ଆକ୍ରମଣ କରିବାର କୌଣସି ସୁଯୋଗ ହାତ ଛଡ଼ା କରି ନାହାନ୍ତି। ପୁଣେର ସଦାଶିବ ପୀଠ ଅଞ୍ଚଳରେ!-->…
ଏସୟୁଜେ କନ୍ଧମାଳ ଶାଖା ପକ୍ଷରୁ ୧୧ ଦଫା ଦାବି ପତ୍ର ପ୍ରଦାନ
ଫୁଲବାଣୀ : ଷ୍ଟେଟ ୟୁନିଅନ ଅଫ୍ ଜର୍ନାଲିଷ୍ଟସ (ଏସୟୁଜେ)ଓଡ଼ିଶା" କନ୍ଧମାଳ ଜିଲ୍ଲା ଶାଖାର ସଭାପତି ଗୋପାଳ କୃଷ୍ଣ ପଟ୍ଟନାୟକଙ୍କ ନେତୃତ୍ଵରେ ସାମ୍ବାଦିକ ମାନଙ୍କ ନିମନ୍ତେ ୧୧ ଦଫା ସମ୍ମିଳିତ ଏକ ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାଙ୍କ ଉଦ୍ଦେଶ୍ୟରେ କନ୍ଧମାଳ ଜିଲ୍ଲାପାଳଙ୍କୁ!-->…
ସିଆରପିଏଫ -୨ ବାଟାଲିୟନ ପକ୍ଷରୁ ବିଶ୍ବ ରକ୍ତଦାନ ଦିବସରେ ରକ୍ତଦାନ ଶିବିର ଆୟୋଜିତ
ମାଲକାନଗିରି : ମାଲକାନଗିରି ସୀମାନ୍ତ ସୁକୁମା ଠାରେ ବିଶ୍ବ ରକ୍ତଦାନ ଦିବସରେ , ସିଆରପିଏଫ -୨ ର ସୈନିକମାନେ ଏକ ମହାନ ଦାନ ଭାବରେ ନିଜ ରକ୍ତ ଦେଇ ରକ୍ତଦାନକୁ ସଫଳ କରିଥିଲେ | ବିଶ୍ବ ରକ୍ତ ଦାନ ଦିବସ ଅବସରେ କମାଣ୍ଡେଣ୍ଟ ଶ୍ରୀ ରତିକାନ୍ତ ବେହେରା ଙ୍କ ନିର୍ଦ୍ଦେଶ ଅନୁଯାୟୀ ବରିଷ୍ଠ!-->…
ହେଲିକପ୍ଟର ଜରୁରୀକାଳୀନ ଅବତରଣ କରିବାରୁ ମମତାଙ୍କ ପିଠି ଓ ଆଣ୍ଠୁରେ ଲାଗିଲା ଆଘାତ
କୋଲକାତା: ଆଜି କିଛି ସମୟ ପୂର୍ବରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନେଇ ଯାଉଥିବା ହେଲିକପ୍ଟରର ଜରୁରୀକାଳୀନ ଅବତରଣ କରାଯାଇଥିଲା। ଜଲପାଇଗୁଡିର କ୍ରିଣ୍ଟିଠାରେ ଆୟୋଜିତ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାଗଡୋଗ୍ରା ଯାଉଥିଲେ।!-->…
ଅମରନାଥ ଯାତ୍ରା ପୂର୍ବରୁ କଶ୍ମୀରରେ ସେନାର ସ୍ବତନ୍ତ୍ର ଅଭିଯାନ, ୧୫ ଦିନରେ ମଲେଣି ୧୧ ବିଦେଶୀ ଆତଙ୍କବାଦୀ
ନୂଆଦିଲ୍ଲୀ : କଶ୍ମୀର ଘାଟିରେ ଏବେ ଅନୁପ୍ରବେଶ ବଢିଚାଲିଥିବାବେଳେ ସେମାନଙ୍କ ନିପାତ ପାଇଁ ସୁରକ୍ଷା ବାହିନୀ ଅଣ୍ଟା ଭିଡ଼ିଛି । ଏଥିପାଇଁ ସ୍ବତନ୍ତ୍ର ଅପରେସନ ଚଳାଯାଉଛି । ଏହାର ଫଳସ୍ବରୂପ ଗତ ୧୫ ଦିନ ମଧ୍ୟରେ ଜମ୍ମୁ-କଶ୍ମୀରର କୁପଓ୍ଵାରା ସେକ୍ଟରରେ ବିପୁଳ ପରିମାଣର ନିଶାଦ୍ରବ୍ୟ,!-->…
ମୋଦିଙ୍କୁ ପ୍ରଶ୍ନ ପଚାରି ସାମ୍ବାଦିକ ହଟହଟା, ନିନ୍ଦା କଲା ହ୍ୱାଇଟ ହାଉସ୍
ନୂଆଦିଲ୍ଲୀ : ମୋଦିଙ୍କୁ ପ୍ରଶ୍ନ ପଚାରି ହଇରାଣ ହେଉଛନ୍ତି ସାମ୍ବାଦିକ । ତାଙ୍କୁ ଅନଲାଇନ୍ରେ ଭାରତରୁ ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ଆଣି ଏହାକୁ ନିନ୍ଦା କରିଛି ହ୍ୱାଇଟ୍ ହାଉସ୍। ଏପରିକି ସାମ୍ବାଦିକଙ୍କ ପ୍ରତି ଏପରି ନିର୍ଯାତନା ଦିଆଯିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ମଧ୍ୟ!-->…
ଅକ୍ଟୋବର ୫ ତାରିଖରୁ ଭାରତରେ ଆଇସିସି ପୁରୁଷ କ୍ରିକେଟ ବିଶ୍ୱକପ ୨୦୨୩ ଆରମ୍ଭ
ନୂଆଦିଲ୍ଲୀ : ଆଗାମୀ ଅକ୍ଟୋବର ୫ ତାରିଖରୁ ଭାରତରେ ଆଇସିସି ପୁରୁଷ କ୍ରିକେଟ ବିଶ୍ୱକପ ୨୦୨୩ ଆରମ୍ଭ ହେବ। ଏହା ନଭେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଆଜି ଆଇସିସି ପକ୍ଷରୁ ମ୍ୟାଚ ସୂଚୀ ଜାରି କରାଯାଇଛି।ଉଦ୍ଘାଟନୀ ମ୍ୟାଚ୍ ଅକ୍ଟୋବର ୫ ତାରିଖରେ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ!-->…
ଟିପିଏସ୍ଓଡିଏଲ୍ ପକ୍ଷରୁ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳିତ…
ସପ୍ତାହର ବିଷୟବସ୍ତୁ “ବୁଝାମଣା କରନ୍ତୁ ନାହିଁ, ବିଜ୍ଞତାର ପରିଚୟ ଦିଅନ୍ତୁ’
ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାରେ ବିଦ୍ୟୁତ ବଂଟନ ପାଇଁ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଜୁନ୍ ୨୬ରୁ ଦକ୍ଷିଣ!-->!-->!-->!-->!-->…