କୋଇଲା ବୋଝେଇ ଟ୍ରେନ୍‌ରେ ଲାଗିଲା ନିଆଁ

କଟକ : କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ। କଟକ ଜିଲ୍ଲା ଆଠଗଡ଼ ବ୍ଳକ ଅନ୍ତର୍ଗତ ରାଧାକିଶୋରପୁର ଷ୍ଟେସନରେ ଏକ କୋଇଲା ବୋଝେଇ ଟ୍ରେନର ଗୋଟିଏ ୱାଗନରେ ନିଆଁ ଲାଗି ଯାଇଥିଲା। ଆଠଗଡ଼ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଗତକାଲି ରାତି ୮ଟାରୁ ଏହି କୋଇଲା ବୋଝେଇ

ଇଟା ଭାଟିରେ ଅଘଟଣ! ନିଆଁରେ ପୋଡି ହୋଇ ମହିଳା ଗୁରୁତର

ମୋହନା: ଗଜପତି ଅଡବା ଥାନା ଡେଙ୍ଗାସଖାଲ ପଞ୍ଚାୟତ ଅନ୍ତର୍ଗତ ରାଇଜୁକା ଗ୍ରାମରେ ଅଘଟଣ । ସ୍ୱାମୀ ଇଟା ଭାଟିରେ ନିଆଁ ଲଗାଉଥିବା ବେଳେ ପୋଡ଼ି ହୋଇ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି । ଆହତ ମହିଳା ଜଣକ ହେଲେ ରାଇଜୁକା ଗାଁର ଆନନ୍ଦ ବସ୍ତରାୟଙ୍କ ସ୍ତ୍ରୀ ସୁପ୍ରିୟା ବସ୍ତରାୟ ।

ପ୍ରଚଣ୍ଡ ଶଦ୍ଦ କରି ଫାଟିଲା ରାସ୍ତା, ଭୟଭୀତ ହେଲେ ଗ୍ରାମବାସୀ

ସୁବର୍ଣ୍ଣପୁର: ଫାଟିଲା ରାସ୍ତା । ପ୍ରଚଣ୍ଡ ଶଦ୍ଦ କରି ଫାଟିଲା ରାସ୍ତା । ଲୋକେ ଭୟଭୀତ । ସୁବର୍ଣ୍ଣପୁର ଜିଲ୍ଲା ଦୁର୍ଜନତୈଲା ପଞ୍ଚାୟତ ସାଗଜୁରୀ ଗାଁରେ ଏଭଳି ଘଟଣା ଦେଖବାକୁ ମିଳିଛି । ସାଗଜୁରୀ ଗାଁରେ ଅପରାହ୍ନରେ ହଠାତ୍‌ ଯୋରରେ ଶଦ୍ଦ ହେବା ସହ ଗାଁ ରାସ୍ତା ଫାଟି ଯାଇଥିଲା ।

ରାଜଧାନୀରେ ସେଫ୍‌ ସେଫ୍‌ଟି ଡ୍ରାଇଭ୍‌ ଅଭିଯାନରେ ଚେକିଂ ଜୋରଦାର

ଭୁବନେଶ୍ୱର: ରାଜଧାନୀରେ ଜୋରଦାର ଚେକିଂ। ଗତକାଲି ରାତିସାରା ସହରର ବିଭିନ୍ନ ସ୍ଥାନରେ ବ୍ୟାପକ ଚେକିଂ କରାଯାଇଛି। ଝାରପଡ଼ା ଗୋଲେଇ, ଲକ୍ଷ୍ମୀସାଗର, କଳ୍ପନା, ରବି ଟକିଜ୍‌ ଓ କଟକ ରୋଡ ଅଞ୍ଚଳରେ ନାଇଟ ବ୍ଲକିଂ ଓ ଚେକିଂ କରାଯାଇଥିଲା। ଅପରାଧୀ ମାନଙ୍କ ଉପରେ ନଜର ରଖିବା ଓ ନିଶା କାରବାର

କୁରାଢ଼ୀ ବେଣ୍ଟର ପିଟିପିଟି ସ୍ତ୍ରୀକୁ ମାରିଲା ସ୍ବାମୀ

ସୋର: ଘରୋଇ କଳିରୁ କରୁଣ ପରିଣତି । ସ୍ତ୍ରୀକୁ କୁରାଢ଼ୀ ବେଣ୍ଟରେ ପିଟିପିଟି ହତ୍ୟାକଲା ସ୍ୱାମୀ। ବାଲେଶ୍ଵର ଜିଲ୍ଲା ଔପଦା ଥାନା ଫତେପୁର ପଂଚାୟତ ପାଇକପଡା ଗ୍ରାମର ସିଂହ ସାହିରେ ସ୍ୱାମୀ ରାମଚନ୍ଦ୍ର ସିଂ ଘରୋଇ କଳିକୁ ନେଇ ସ୍ତ୍ରୀ ଶର୍ମିଳା ସିଂ (୩୦) ଙ୍କୁ କୁରାଢ଼ୀ ବେଣ୍ଟରେ ପିଟି ହତ୍ୟା

କଂଗ୍ରେସ ନେତା ଗଜେନ୍ଦ୍ର ନାୟକ ହତ୍ୟାଘଟଣା, ହତ୍ୟାକାରୀଙ୍କ ଘର ଉପରକୁ ଆକ୍ରମଣ କରିବା ସହ ଆସବାବପତ୍ର ପୋଡ଼ିଦେଲେ…

କାଶିପୁର : ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ କସନାଦୋରା ଗ୍ରାମର କଂଗ୍ରେସ ନେତା ଗଜେନ୍ଦ୍ର ନାୟକ ହତ୍ୟା ଘଟଣା । ଏହି ଘଟଣାରେ ଉତ୍ତେଜନା ପ୍ରକାଶ ପାଇଛି। ହତ୍ୟାକାରୀ ବାଘ ଗୌଡ ତାଙ୍କ ସମ୍ପର୍କୀୟଙ୍କ ଘର ଉପରେ ଗଜେନ୍ଦ୍ରଙ୍କ ସମର୍ଥକ ଆକ୍ରମଣ କରିଛନ୍ତି। ସମର୍ଥକମାନେ ଚାନ୍ଦଗିରି

ଗ୍ରୀଷ୍ମ କାଳୀନ ଫୁଟବଲ ଓ ଯୋଗ ଶିବିର ଉଦଯାପିତ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ମିନିଷ୍ଟାଡିୟମ ପରିସରରେ ଥିବା ବରିଷ୍ଠ ନାଗରିକ ଚିତ୍ତବିନୋଦନ କେନ୍ଦ୍ର ଗୃହରେ ଜଗନ୍ନାଥ ପ୍ରଯୋଜନା ଟିମ ଆନୁକୂଲ୍ୟରେ ଚାଲିଥିବା ଗ୍ରୀଷ୍ମ କାଳୀନ ଫୁଟବଲ ଓ ଯୋଗ ଶିବିର ଶନିବାର ଉଦଯାପିତ ହୋଇଯାଇଛି। ହିଞ୍ଜିଳିକାଟୁ ମିନିଷ୍ଟାଡିୟମ

କାଳବୈଶାଖି ପ୍ରଭାବରେ ପ୍ରବଳ ବର୍ଷା ଓ ପବନ, ଗଛ ପଡି ରାସ୍ତା ଅବରୋଧ

ହିଞ୍ଜିଳିକାଟୁ ୧୦/୬ : ଶନିବାର ଅପରାହ୍ନରେ ହିଞ୍ଜିଳିକାଟୁ ଅଞ୍ଚଳରେ କାଳବୈଶାଖି ପ୍ରଭାବରେ ପ୍ରବଳ ବର୍ଷା ସହ କୁଆପଥର ମାଡ ସାଙ୍ଗକୁ ପବନ ହୋଇଥିଲା । ଏହାର ପ୍ରଭାବରେ ହିଞ୍ଜିଳିକାଟୁ ପୌରାଞ୍ଚଳ ରାଜାସାହି ଛକ ଠାରୁ ବଈଁଚବଣିଆ ଛକ ରାସ୍ତା ପ୍ବାର୍ଶରେ ଥିବା ବଡ ବଡ ଗଛ ଗୁଡିକ ରାସ୍ତା

ଜାତୀୟ ରାଜପଥର ଆଙ୍କୁଲିରୁ ଗଞ୍ଜୁ ଅଣ୍ଡର ପାସ ରାସ୍ତା ମରାମତି ପାଇଁ ସିପିଏମର ବିକ୍ଷୋଭ

ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ 40 ନମ୍ବର ୱାର୍ଡର ଆଙ୍କୁଲିରୁ ଶ୍ରୀହରି ନଗର, ଗଙ୍ଗା ନଗର, ଜଳେଶ୍ବର ଖଣ୍ଡି, ଆରୁଆ ପଲ୍ଲୀ, ଗଞ୍ଜୁ,ଗୋଳାବନ୍ଧ,ଧବଳେଶ୍ୱର ସହ ଅନ୍ୟ ଛୋଟ ଛୋଟ ଗାଁ ଗୁଡିକୁ ହଜାର ହଜାର ଲୋକ ଏହି ଅଣ୍ଡର ପାସ ରାସ୍ତା ଦେଇ ଯାତାୟତ କରନ୍ତି। ଏହି ରାସ୍ତାଟି

କମଳା ପ୍ରକାଶନୀ ପକ୍ଷରୁ ଦହିପଣା ବଣ୍ଟନ

ଫୁଲବାଣୀ : ପ୍ରବଳ ଖରାରେ ଭାଜି ହେଉଛି ସମଗ୍ର କନ୍ଧମାଳ l ସକାଳ ୭ ଟା ପରେ ଛତା ଚଷମା ନନେଲେ ଘରୁ ବାହାରି ବା କଷ୍ଟ ହୋଇ ପଡୁଛି l ତଥାପି ଅଫିସ କାମ, ଦୋକାନ ବଜାର କାମ ପାଇଁ ଲୋକମାନେ ଯିବାକୁ ବାଧ୍ୟ, ଏହିପରି ପରିସ୍ଥିତି ରେ ଅଧିକାଂଶ ଲୋକ ଥଣ୍ଡା ଦୋକାନ ଓ ଗଛ ଛାଇ ତଳେ ରୁଣ୍ଡ ଦେଖଗିବାକୁ