Sign in
Sign in
Recover your password.
A password will be e-mailed to you.
ତିନି-ଚାରି ଦିନ ପର୍ଯ୍ୟନ୍ତ କଲବଲ କରିବ ତାତି
ଭୁବନେଶ୍ୱର : ରଜ ପାଖେଇ ଆସୁଥିବା ବେଳେ ମୌସୁମୀ ବାୟୁ ଓଡ଼ିଶା ଆସି ନାହିଁ। ମୌସୁମୀ ବାୟୁ ଆସିବାରେ ବିଳମ୍ବ ହେଉଥିବା ବେଳେ ପୂରା ରାଜ୍ୟ ଅସହ୍ୟ ତାତିରେ କଲବଲ ହେଉଛି। ଏଭଳି ସ୍ଥିତିରେ ଆଜି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଆହୁରି କଷ୍ଟଦାୟକ।!-->…
ଆସିବ ନୂଆ ଡିଜିଟାଲ ଡାଟା ସୁରକ୍ଷା ବିଲ୍ : ସୋସିଆଲ ମିଡିଆରେ ନିଷିଦ୍ଧ ହେବ ୧୧ କିସମର ପୋଷ୍ଟ
ନୂଆଦିଲ୍ଲୀ : ଏବେ ଡିଜିଟାଲ ଦୁନିଆରେ ପ୍ରାୟତଃ ସବୁ କିସମର କାରବାର ଇଣ୍ଟରନେଟ୍ ଉପରେ ନିର୍ଭର କରୁଛି। ଆର୍ଥିକ କାରବାର ଠାରୁ ଆରମ୍ଭ କରି ସୋସିଆଲ ମିଡିଆ ପର୍ଯ୍ୟନ୍ତ ସବୁକିଛି ଇଣ୍ଟରନେଟ୍ ମାଧ୍ୟମରେ କରିବା ସମ୍ଭବ ହେଉଛି। କିନ୍ତୁ ଦିନକୁ ଦିନ ଇଣ୍ଟରନେଟର ବେନିୟମ ଉପଯୋଗ ମଧ୍ୟ ବଢିବାରେ!-->…
ବାପାଙ୍କ ଶ୍ରାଦ୍ଧରେ ସଚିନ୍ ପାଇଲଟ୍ଙ୍କ ରହସ୍ୟମୟ ବାର୍ତ୍ତା; କଂଗ୍ରେସ ଚିନ୍ତିତ
ନୂଆଦିଲ୍ଲୀ: ଆଜି ବାପା ରାଜେଶ ପାଇଲଟ୍ଙ୍କ ଶ୍ରାଦ୍ଧବାର୍ଷିକୀରେ ରାଜସ୍ଥାନ କଂଗ୍ରେସ ନେତା ସଚିନ ପାଇଲଟ୍ ଶ୍ରଦ୍ଧାଞ୍ଜଳି ଅର୍ପଣପୂର୍ବକ ଟୁଇଟ କରିଥିବା ରହସ୍ୟମୟ ବାର୍ତ୍ତା କଂଗ୍ରେସକୁ ଚିନ୍ତିତ କରିପକାଇଛି।
ଆଜି ସକାଳେ ଟୁଇଟ୍ କରି ସଚିନ ଲେଖିଛନ୍ତି: ଶ୍ରାଦ୍ଧ ବାର୍ଷିକୀରେ ମୋର!-->!-->!-->…
ସବା ତଳ ତାଲା ବାହାରେ ବସିଥିବା ବ୍ୟକ୍ତିଙ୍କ କୋଳରେ ପଡ଼ି ବଞ୍ଚିଗଲା ୪ ତାଲାରୁ ଖସିପଡ଼ିଥିବା ଶିଶୁ
ମୁମ୍ବାଇ: ବିରାରସ୍ଥିତ ଏକ ଅଟ୍ଟାଳିକାର ୪ ତାଲାରୁ ଖସି ତଳ ତାଲାରେ ବସିଥିବା ଜଣେ ବ୍ୟକ୍ତିଙ୍କ କୋଳରେ ପଡ଼ିଯିବାରୁ ଜଣେ ୪ ବର୍ଷୀୟ ଝିଅ ଅତି ଆଶ୍ଚର୍ଯ୍ୟଜନକ ଭାବେ ବଞ୍ଚିଯାଇଛି।
ସଂଗୃହୀତ ସୂଚନା ଅନୁସାରେ, ଜୀବଦାନି ଦର୍ଶନ ନାମକ ସେ ଅଟ୍ଟାଳିକାରେ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ ଥିବା!-->!-->!-->…
ଲୁଟ୍ ଅସ୍ତ୍ରଶସ୍ତ୍ର ସବୁ ଏଥିରେ ପକାନ୍ତୁ: ଶାନ୍ତି ପାଇଁ ମଣିପୁର ବିଧାୟକଙ୍କ ‘ଡ୍ରପ୍ ବକ୍ସ୍’
ଇମ୍ଫାଲ: ନିରାପତ୍ତା ବଳଙ୍କଠାରୁ ଲୁଟି ନିଆଯାଇଥିବା ଅସ୍ତ୍ରଶସ୍ତ୍ର ସବୁକୁ ଫେରାଇ ଆଣିବା ପାଇଁ ମିଣିପୁରର ଜଣେ ‘ବିଜେପି’ ବିଧାୟକ ତଥା କ୍ୟାବିନେଟ୍ ମନ୍ତ୍ରୀ ତାଙ୍କ ଘରେ ଗୋଟାଏ ‘ଡ୍ରପ୍ ବକ୍ସ’ ରଖି ଅଭିନବ ଉପାୟ କରିଛନ୍ତି।
ଏଭଳି ଉପାୟ କରିଥିବା ବିଧାୟକ ସୁସିନ୍ଦ୍ରୋ ମେଇତେଇ!-->!-->!-->…
ଚଣ୍ଡୀ ମନ୍ଦିର ପରିସରରେ ନମାଜ ପଢ଼ି ଜଣେ ଗିରଫ
ମିରଟ: ଶୁକ୍ରବାର ସକାଳ ପ୍ରାୟ ୫ଟା ବେଳେ ଉତ୍ତର ପ୍ରଦେଶର ହାପୁର ଜିଲ୍ଲା ଅନ୍ତର୍ଗତ ସିଦ୍ଧପୀଠ ଚଣ୍ଡୀ ମନ୍ଦିର ପରିସରରେ ନମାଜ ପଢ଼ିବା ଅଭିଯୋଗରେ ଶନିବାର ଦିନ ହାପୁର ପୁଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି।
ମନ୍ଦିର କମିଟିର ଅନ୍ୟତମ କାର୍ଯ୍ୟକର୍ତ୍ତା ସତ୍ୟନାରାୟଣ ଅଗ୍ରୱାଲ୍ ଉକ୍ତ!-->!-->!-->…
ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ: ତାରିଖ ଘୋଷଣା ପରେ ବ୍ୟାପକ ହିଂସା
କୋଲକାତା : ଜୁଲାଇ ୮ ତାରିଖରେ ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ। ଏଥିପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଥିବା ବେଳେ ଶନିବାର ଦିନ ରାଜ୍ୟରେ ବ୍ୟାପକ ହିଂସା ଉପୁଜିଛି। ଅନେକ ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥିପତ୍ର ଦାଖଲ କରିପାରିନାହାନ୍ତି ଏବଂ ବିଭିନ୍ନ ସ୍ଥାନରେ ବିଡିଓ ଅଫିସ୍!-->…
ମେଦିନପୁର-ହାୱଡା ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ
ଭୁବନେଶ୍ୱର : ମେଦିନପୁର-ହାୱଡା ପାସେଞ୍ଜର ଟ୍ରେନ ଖଡଗପୁରରେ ଲାଇନଚ୍ୟୁତ ହୋଇଛି । ଶନିବାର ରାତିରେ ଟ୍ରେନର ଶେଷ ବଗି ଟ୍ରାକ୍ରୁ ଖସିଥିବା ଜଣାପଡିଛି । ତେବେ ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି । ତେବେ ଲାଇନଚ୍ୟୁତ ହେବାର ପ୍ରକୃତ କାରଣ ଜଣାପଡିନାହିଁ ।
ଖବର ମୁତାବକ, ଖଡଗପୁର!-->!-->!-->…
ଆଜି ଅତ୍ୟଧିକ ଭୟଙ୍କର ରୂପ ଧାରଣ କରିବ ବାତ୍ୟା ‘ବିପର୍ଯ୍ୟୟ’
ନିଃସର୍ତ୍ତ : ପ୍ରଳୟ ରଚିବ ବିପର୍ଯ୍ୟୟ । ଆଜି ଅତ୍ୟଧିକ ଭୟଙ୍କର ରୂପ ଧାରଣ କରିବ । ଆରବ ସାଗରରେ ପ୍ରଳୟଙ୍କରୀ ରୂପ ଧାରଣ କରି ଆଗକୁ ବଢୁଛି ଅତି ଭୀଷଣ ବାତ୍ୟା ବିପର୍ଯ୍ୟୟ । ଏବେ ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ଉତ୍ତର ଦିଗରେ ଗତି କରୁଛି । ଘଣ୍ଟାପ୍ରତି ବେଗ ରହିଛି ୫ କିଲୋମିଟର । ଆସନ୍ତା!-->…
ହେଲିକପ୍ଟରର ମଜା ନେଲେ ମେଧାବୀ ଛାତ୍ର, ୮୮ ଜଣ ଛାତ୍ରଛାତ୍ରୀ ଉଡ଼ିଲେ
ନିଃସର୍ତ୍ତ ଅଫିସ : ହେଲିକପ୍ଟରର ମଜା ନେଲେ ମେଧାବୀ ଛାତ୍ର। ଦଶମ ଓ ଦ୍ୱାଦଶ ଶ୍ରେଣୀରେ ଭଲ ରେଜଲ୍ଟ କରିଥିବା ମେଧାବୀ ଛାତ୍ରଛାତ୍ରୀ ହେଲିକପ୍ଟରରେ ବୁଲିଲେ। ଛତିଶଡ଼ର ଛାତ୍ରଛାତ୍ରୀଙ୍କ ପାଇଁ ହୋଇଥିଲା ସ୍ୱତନ୍ତ୍ର ବ୍ୟବସ୍ଥା।
ରାୟପୁରରେ ହେଲିକପ୍ଟରରେ ବୁଲାଇଥିଲେ ଛତିଶଗଡ଼ ସରକାର। ୮୮!-->!-->!-->…