Sign in
Sign in
Recover your password.
A password will be e-mailed to you.
ଅମିତ ଶାହଙ୍କୁ ଷ୍ଟାଲିନଙ୍କ ପ୍ରଶ୍ନ- ଆପଣ କାହିଁକି ମୋଦିଙ୍କ ଉପରେ ରାଗିଛନ୍ତି
ଚେନ୍ନାଇ : ‘ଆପଣମାନେ କଠିନ ପରିଶ୍ରମ କରନ୍ତୁ ଓ ଭବିଷ୍ୟତରେ ତାମିଲନାଡୁରୁ ଜଣେ ବ୍ୟକ୍ତି ଯେପରି ଦେଶର ପ୍ରଧାନମନ୍ତ୍ରୀ ହୋଇପାରିବେ, ତାହା ସୁନିଶ୍ଚିତ କରନ୍ତୁ।’ ରବିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତାମିଲନାଡୁରେ ତାଙ୍କ ଦଳୀୟ କର୍ମୀମାନଙ୍କୁ ଏହିଭଳି କିଛି କଥା କହିଥିଲେ। ଆଉ!-->…
ଗୁରୁବାର ଲ୍ୟାଣ୍ଡଫଲ କରିବ ବାତ୍ୟା ବିପର୍ଯ୍ୟୟ: ମୋଦିଙ୍କ ବୈଠକ, ଜାରି ହେଲା ହାଇ ଆଲର୍ଟ
ଅହମ୍ମଦାବାଦ : ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବିପର୍ଯ୍ୟୟ ଆସନ୍ତା ଗୁରୁବାର ଲ୍ୟାଣ୍ଡଫଲ କରିବ। ବର୍ତ୍ତମାନ ଭୟଙ୍କର ବାତ୍ୟାର ରୂପ ନେଇଥିବା ବିପର୍ଯ୍ୟୟ ଲ୍ୟାଣ୍ଡଫଲ ବେଳେ ଅତି ଭୀଷଣ ବାତ୍ୟାରେ ପରିଣତ ହେବ। ଏଥିପାଇଁ ଭାରତୀୟ ପାଣିପାଗ ବିଭଗ ଗୁଜରାଟର ସୌରାଷ୍ଟ୍ର ଓ କଚ୍ଛ ଉପକୂଳ!-->…
ବସୁଧା ଯୋଜନା କାହା ସ୍ୱାର୍ଥରେ ? ଜଳକଷ୍ଟ ଭୋଗୁଛନ୍ତି ପାରିଗଡ଼ ପଞ୍ଚାୟତର ପଦାସାହି ବାସିନ୍ଦା
ବାଲିଗୁଡା : ତାପମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି । ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳର ତାପମାତ୍ର ୪୧ ଡିଗ୍ରୀରୁ ଅଧିକ ରହୁଥିବା ଜଣାପଡିଛି । ଅସହ୍ୟ ତାତି ଓ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଉଛି । ସକାଳ ୭ ଟା ରୁ ସନ୍ଧ୍ୟା ୬ ଘଣ୍ଟ ପର୍ଯ୍ୟନ୍ତ ପ୍ରବଳ ଖରା ଓ ଗରମ ହେଉଥିବା!-->…
ଉତ୍କଳ ଆଳୁମିନାରେ ସପ୍ତାହବ୍ୟାପୀ ପରିବେଶ ଦିବସ ପାଳନ
କାଶୀପୁର : ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡଠାରେ ଚଳିତ ମାସ ୫ରୁ ୧୧ ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ବିଶ୍ୱ ପରିବେଶ ଦିବସ ପାଳିତ ହେଉଛି । ପରିବେଶ ସଚେତନତାକୁ ପ୍ରୋତ୍ସାହିତ କରିବା!-->…
ନନ୍ଦିନୀ ଶତପଥୀଙ୍କ ଜୟନ୍ତୀ ସମାରୋହ
ଭ୍ରଦକ : ଓଡିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଏକାଧାର ରେ ଜଣେ ଅନୁବାଦିକା ସାହିତ୍ୟିକା ଭାରତ ରାଜନୀତି ରେ ଜନମାନସ ର ନାୟିକା ଥିଲେ ବୋଲି ନନ୍ଦିନୀ ଶତପଥୀଙ୍କ ୯୨ ତମ ଜୟନ୍ତୀ ଅବସରରେ ବକ୍ତା ମାନେ ମତ ରଖିଥିଲେ | ଭଦ୍ରକ ସହର ଭାଗବତ କଲ୍ୟାଣ ମଣ୍ଡପ ରେ ତ୍ଯାଗ ଭୂମି!-->…
ରାଜ ଖଣ୍ଡାୟତ ବିଶୋଇ ସମାଜ ଗଠିତ
ଫୁଲବାଣୀ : କନ୍ଧମାଳ ଜ଼ିଲ୍ଲା ସାରଙ୍ଗଡ଼ ଠାରେ ରାଜ ଖଣ୍ଡାୟତ ବିଶୋଇ ସମ୍ପ୍ରଦାୟଙ୍କୁ ନେଇ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ଯାଇଛି l ବ୍ରଜସୁନ୍ଦର ବିଶୋଇଙ୍କ ନେତୃତ୍ୱ ଅନୁଷ୍ଠିତ ଏହି ସଭାରେ ଜ଼ିଲ୍ଲା ବିଭିନ୍ନ ବ୍ଲକରୁ ରାଜ ବିଶୋଇ ସମ୍ପ୍ରଦାୟର ଶତାଧିକ ନେତୃବୃନ୍ଦ ଉପସ୍ଥିତ ଥିଲେ l!-->…
ଅଷ୍ଟ୍ରେଲିଆ ଜିତିଲା ବିଶ୍ୱ ଟେଷ୍ଟ ଚାମ୍ପୟନସିପ୍ ଟ୍ରଫି
ନୂଆଦିଲ୍ଲୀ : ଭାରତୀୟ ଟିମ୍ର ଫ୍ଲପ ଶୋ’। ବିଶ୍ୱ ଟେଷ୍ଟ୍ ଚାମ୍ପିୟନସିପ୍ ଫାଇନାଲ୍ରେ ଅଷ୍ଟ୍ରେଲିଆ ଠାରୁ ଭାରତ ୨୦୯ ରନ୍ରେ ପରାସ୍ତ ହୋଇଛି। ପଞ୍ଚମ ଦିନର ଲଞ୍ଚ ପୂର୍ବରୁ ହିଁ କଙ୍ଗାରୁ ଟିମ୍ ବୋଲିଂ ଆଗରେ ଭଲ ବ୍ୟାଟିଂ କରିବାରେ ବିଫଳ ହୋଇଥିଲା ଭାରତୀୟ ଟିମ୍। ଏଥିସହ ଲଗାଦାର ଦ୍ୱିତୀୟ!-->…
ଟ୍ରେନ ଦୁର୍ଘଟଣାର ୧୦ ଦିନ; ଚିହ୍ନଟ ହୋଇନି ୮୧ ଶବ, ବାହାନଗାରେ ଆଜି ସାମୁହିକ ମୁଣ୍ଡନ ଓ ଦଶାହ କାର୍ଯ୍ୟକ୍ରମ
ଭୁବନେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣାର ଆଜି ୧୦ମ ଦିନ । ଅର୍ଥାତ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କର ୧୦ ଦିନ ବିତିଗଲାଣି । ତଥାପି ଅନେକ ଶବ ଚିହ୍ନଟ ହୋଇନି । ଭୁବନେଶ୍ୱର ଏମ୍ସରେ କଣ୍ଟେନରେ ରହିଛି ଶବ । ୮୧ଟି ଶବକୁ ଏ ଯାଏ ଚିହ୍ନଟ କରାଯାଇନି । ଗୋଟିଏ ଗୋଟିଏ ଶବ ଉପରେ ଏକାଧିକ ଦାବିଦାର!-->…
ରଙ୍ଗ୍ ରୁଟ୍ରେ ବଢୁଛି ଗାଡ଼ିଚାଳନା
ଭୁବନେଶ୍ୱର : ରଙ୍ଗ୍ରୁଟ୍(ବିପରୀତ ଦିଗ)ରେ ଗାଡ଼ି ଚଳାଇବା ସଂଖ୍ୟା ଦିନକୁ ଦିନ ବୃଦ୍ଧି ହେଉଛି। ଦୁର୍ଘଟଣା ବଢ଼଼ିବା ସହ ଧନଜୀବନ ଚାଲିଯାଉଛି। ବେପରୁଆ ହେଉ କିମ୍ବା ଅଧିକ ବୁଲାଣି ପଡ଼ୁଥିବାରୁ ଗାଡ଼ି ଚାଳକ ରଙ୍ଗ୍ରୁଟ୍ରେ ପଶିଯାଉଛନ୍ତି। ଏଥିସହିତ ରଙ୍ଗ୍ରୁଟ୍ ଚାଳକଙ୍କୁ ଜଗିବା!-->…
୬ ମାସ ମଧ୍ୟରେ ଘଟଗାଁ ମା ତାରିଣୀ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ଉନ୍ନତିକରଣ କରାଯିବ: 5T ସଚିବ
କେନ୍ଦୁଝର: ବଦଳିବ ଘଟଗାଁ ମା ତାରିଣୀ ମନ୍ଦିରର ରୂପରେଖ । ରାଜ୍ୟ ସରକାରଙ୍କ ଅନୁଦାନରେ ୬ ମାସ ମଧ୍ୟରେ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ଉନ୍ନତିକରଣ କରାଯିବ। ଏନେଇ ୭ ଦିନ ମଧ୍ୟରେ ଅନୁଦାନ ରାଶି ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 5T ସଚିବ ଭି.କେ ପାଣ୍ଡିଆନ ଦୁଇ ଦିନିଆ କେନ୍ଦୁଝର!-->…