ମୀରା ରୋଡରେ ଲିଭ-ଇନ ପାର୍ଟନରଙ୍କୁ ହତ୍ୟା ମାମଲାରେ ଏବେ ନୂଆ ରହସ୍ୟ ଉନ୍ମୋଚିତ

ମୁମ୍ବାଇ: ମୁମ୍ବାଇର ମୀରା ରୋଡରେ ଲିଭ-ଇନ ପାର୍ଟନରଙ୍କୁ ହତ୍ୟା ମାମଲାରେ ଏବେ ନୂଆ ନୂଆ ଖୁଲାସା ହେବାରେ ଲାଗିଛି | ହତ୍ୟାକାଣ୍ଡର ଶିକାର ହୋଇଥିବା ସରସ୍ବତୀ ବୈଦ୍ୟ ଅଭିଯୁକ୍ତ ମନୋଜଙ୍କୁ ୨୦୧୪ ମସିହାରେ ଭେଟିଥିଲେ | ସରସ୍ବତୀ, ମନୋଜଙ୍କୁ ଏକ ରାସନ ଦୋକାନରେ ଭେଟିଥିଲେ | ୫୬ ବର୍ଷୀୟ ମନୋଜ

ରାଷ୍ଟ୍ରପତିଙ୍କୁ ଇଚ୍ଛାମୃତ୍ୟୁ ମାଗିଲେ ଜ୍ଞାନବ୍ୟାପୀ ଆବେଦନକାରୀ

ଲକ୍ଷ୍ନୌ : ବାରାଣସୀ ଜ୍ଞାନବ୍ୟାପୀ ମସଜିଦ ମାମଲାର ଜଣେ ଆବେଦନକାରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖି ଇଚ୍ଛାମୃତ୍ୟୁ ମାଗିଛନ୍ତି। କିଛି ଦିନ ତଳେ ସେ ଜ୍ଞାନବ୍ୟାପୀ ମସଜିଦ ମାମଲାରେ ଆଉ ପକ୍ଷ ହେବାକୁ ଚାହୁଁ ନଥିବା କହି ଆବେଦନ ପ୍ରତ୍ୟାହାର କରି ନେଇଥିଲେ। ଏବେ ସେ

ଯଦି ପ୍ରଧାନମନ୍ତ୍ରୀ ଆସୁଛନ୍ତି, ତେବେ ବିହାର ପ୍ରତି କିଛି ଧ୍ୟାନ ଦିଅନ୍ତୁ

ପାଟନା: ମେ ୩୦ ରୁ ଜୁନ୍ ୩୦ ପର୍ଯ୍ୟନ୍ତ ବିଜେପି ଦ୍ୱାରା ସାରା ଦେଶରେ ଜନସମ୍ପର୍କ ଅଭିଯାନ ଚାଲିଛି। ଏଥିପାଇଁ ବିଜେପି ପକ୍ଷରୁ ଅନେକ ଜିଲ୍ଲାରେ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ମାସରେ ବିହାର ଗସ୍ତରେ ଆସିପାରନ୍ତି । ବିଜେପି ରାଜ୍ୟ ସଭାପତି

ଅଧା ଦୁଇ ହଜାର ଟଙ୍କିଆ ନୋଟ୍‌ ବ୍ୟାଙ୍କକୁ ଫେରିଲାଣି

ମୁମ୍ବାଇ : ୨୦୦୦ ଟଙ୍କିଆ ନୋଟ ପ୍ରତ୍ୟାହାର ନିଷ୍ପତ୍ତି ପରେ ବ୍ୟାଙ୍କକୁ ଏହା ଫେରିବା ଆରମ୍ଭ ହୋଇଛି। ପ୍ରତ୍ୟାହାର ନିଷ୍ପତ୍ତି ପୂର୍ବରୁ ଭାରତୀୟ ବଜାରରେ ପ୍ରଚଳିତ ଥିବା ୨ ହଜାର ଟଙ୍କିଆ ନୋଟ ମଧ୍ୟରୁ ୫୦% ବ୍ୟାଙ୍କକୁ ଫେରି ସାରିଲାଣି।୨୦ ଦିନ ମଧ୍ୟରେ ୫୦% ୨ ହଜାର ଟଙ୍କିଆ ନୋଟ ଫେରିଥିଲା।

ଜୁଲଫିକରଙ୍କ ଭଳି ଇମ୍ରାନଙ୍କୁ ଫାଶୀ ଦିଆଯାଇପାରେ ବୋଲି ପାକିସ୍ତାନରେ ଚର୍ଚ୍ଚା

ଲାହୋର : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ୍-ଏ-ଇନସାଫ ସୁପ୍ରିମୋ ଇମ୍ରାନ ଖାଁଙ୍କ ସମସ୍ୟା ବଢିବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ତାଙ୍କ ଦଳର ନେତାଙ୍କୁ ବର୍ତ୍ତମାନର ଶେହବାଜ ସରିଫ୍ ସରକାର ବିଭିନ୍ନ ମାମଲାରେ ଗିରଫ କରୁଛନ୍ତି। ସେପଟେ ବୁଧବାର

କାଶୀପୁରରେ ୫ ଟି ସଚିବ, କାଶୀପୁରରେ ହେବ ଡିଗ୍ରି କଲେଜ।ବୁଲିଦେଖିଲେ ଛତୁ ମଞ୍ଜି ଉତ୍ପାଦନ କେନ୍ଦ୍ର…

କାଶିପୁର : ୫-ଟି ସଚିବ ଭି. କେ ପାଣ୍ଡିଆନ ଦୁଇ ଦିନିଆ ରାୟଗଡ଼ା ଜିଲ୍ଲା ଗସ୍ତରେ ଆସିଛନ୍ତି। କାଶୀପୁରରେ ହେବ ଡିଗ୍ରୀ କଲେଜ । ଖୁବଶୀଘ୍ର ଖୁସିଖବର ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାୟଗଡ଼ା ଗସ୍ତର ଦ୍ବିତୀୟ ଦିନରେ କାଶୀପୁରର ନବ ନିର୍ମିତ ସିଏଚସି ବୁଲି ଦେଖିବା ସହ ଏହି ବଡ଼

ଜିଲ୍ଲାରେ ବୁଲିଲା ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ…

ମାଲକାନଗିରି: ୮/୬/୨୩ : ଜିଲ୍ଲା ପ୍ରଶାସନ ଓ ମାଲକାନଗିରି ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ର ମିଳିତ ଆନୁକୂଲ୍ୟରେ ଶିଶୁ ଶ୍ରମିକ ନିରାକରଣ ରଥ ର ଶୁଭାରମ୍ଭ ହୋଇଛି। ଏହି ରଥକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେଶ୍ୱର ଚନ୍ଦ୍ର ନାଏକ ପତକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଜିଲ୍ଲା

କରେଣ୍ଟ ଲାଗି ପ୍ଳାମ୍ଵର ମିସ୍ତ୍ରୀ ମୃତ…

ହିଞ୍ଜିଳିକାଟୁ ୭।୬ ହିଞ୍ଜିଳି ଥାନା ଅନ୍ତର୍ଗତ ପିତଳ ଗ୍ରାମରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ପ୍ଳାମ୍ଵର ମିସ୍ତ୍ରୀ ଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ବ୍ରାହ୍ମଣଛାଇ ଗ୍ରାମର ଗୋଲା ରାଉତ ଙ୍କ ପୁଅ ସୁର୍ଯ୍ୟ ରାଉତ। ଘଟଣାରୁ ପ୍ରକାଶ ଯେ,ହିଞ୍ଜିଳି ଥାନା ଅନ୍ତର୍ଗତ

ଓଡିଶା ରାଜ୍ଯ ଖାଦ୍ୟ ଆୟୋଗର ଅଧ୍ଯକ୍ଷ ଙ୍କ ସୁନ୍ଦର ଗଡ ଗସ୍ତ
ଆରଜିଏଚ ଓ ଲାଠିକଟା ବ୍ଲକ କଲେ ପରିଦର୍ଶନ

ରାଉରକେଲା ୭/୬/୨୩: ଓଡିଶା ରାଜ୍ଯ ଖାଦ୍ୟ ଆୟୋଗର ମାନ୍ୟବର ଅଧ୍ଯକ୍ଷ ଅବନୀକାନ୍ତ ସାହୁ ସୁନ୍ଦରଗଡ଼ ଗସ୍ତରେ ଆସି ଆଜି ରାଉରକେଲା ସରକାରୀ ଚିକିତ୍ସାଳୟର ପୁଷ୍ଟିସାଧନ କେନ୍ଦ୍ର, ଲାଠିକଟା ବ୍ଲକର ଆଙ୍ଗନବାଡି କେନ୍ଦ୍ର, ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ର ପରିଦର୍ଶନ କରିଛନ୍ତି। ଶ୍ରୀ ସାହୁ

ଜିଲ୍ଲାସ୍ତରୀୟ ମୋ ଘର ପ୍ରଶିକ୍ଷଣ କର୍ମଶାଳା

ମାଲକାନଗିରି : ଗରିବ ଓ ନିମ୍ନ ମଧ୍ୟବିତ୍ତ ପରିବାର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ 'ମୋ ଘର' ଯୋଜନା କରାଯାଇଛି । ଜିଲ୍ଲାରେ ଏହି ଯୋଜନାର ସଫଳ ରୂପାୟନ ପାଇଁ ଜିଲ୍ଲା ସ୍ତରୀୟ 'ମୋ ଘର' ପ୍ରଶିକ୍ଷଣ କର୍ମଶାଳା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା