Sign in
Sign in
Recover your password.
A password will be e-mailed to you.
ଆଷାଢ଼ ମାସରେ ୪୦ ଡିଗ୍ରି ଉପରେ ୨୬ ସହର
ଭୁବନେଶ୍ବର: ଶ୍ରାବଣ ମାସରେ ବର୍ଷା ନାହିଁ। ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ମୌସୁମୀକୁ ରାଜ୍ୟବାସୀ ଅପେକ୍ଷା କରିଥିବା ବେଳେ ପ୍ରବଳ ଖରା ଏବଂ ଗୁଳୁଗୁଳିରେ ଲୋକେ ହନ୍ତସନ୍ତ ହେଉଛନ୍ତି। ସକାଳ ୮ଟାରୁ ଅପରାହ୍ଣ ୩ଟା ଯାଏଁ ଗ୍ରୀଷ୍ମ ପ୍ରବାହ ଲୋକଙ୍କୁ କଲବଲ!-->…
ଆଜ୍ଞାମାଳ ନେଇ ଶିଆଳି ଦଉଡ଼ି ତିଆରି କଲେ ଭୂୟାଁ ସମ୍ପ୍ରଦାୟ ଲୋକେ
କେନ୍ଦୁଝର : ଆସନ୍ତା ୨୦ ତାରିଖରେ ପଡ଼ୁଛି ମହାପ୍ରଭୁଙ୍କ ଘୋଷଯାତ୍ରା। ସେଥିପାଇଁ ସଜେଇ ହେଲାଣି କେନ୍ଦୁଝରର ଶ୍ରୀବଳଦେବଜୀଉଙ୍କ ପୀଠ। ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ସେପଟେ ମହାପ୍ରଭୁଙ୍କୁ ଟାଣିନେବା ପାଇଁ ବ୍ୟବହାର ହେଉଥିବା ଶିଆଳି ଦୌଡ଼ି ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି।!-->…
କାଳବୈଶାଖୀ ଭାଙ୍ଗିଦେଲା ଅଜନ୍ତା ସର୍କସର ୮୦ ଫୁଟର ବିଶାଳ ଟେଣ୍ଟ
ଭୁବନେଶ୍ବର : ଦୀର୍ଘ ପ୍ରାୟ ୧୦ ବର୍ଷ ପରେ ରାଜଧାନୀ ଭୁବନେଶ୍ୱରକୁ ଫେରିଛି ଅଜନ୍ତା ସର୍କସ। ହେଲେ ଶୋ’ ଆରମ୍ଭରୁ ହିଁ ସର୍କସ କର୍ତ୍ତୃପକ୍ଷଙ୍କୁ କ୍ଷତି ସହିବାକୁ ପଡ଼ିଛି। ଆଜି ଅପରାହ୍ନରେ ଆସିଥିବା କାଳବୈଶାଖୀ ପ୍ରଭାବରେ ଏହି ସର୍କସ ୮୦ ଫୁଟ ଉଚ୍ଚ ଓ ବିଶାଳ ଟେଣ୍ଟ ଉଡ଼ାଇ ନେଇଥିଲା। ଟେଣ୍ଟ!-->…
ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ : ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୪୬୯ରେ ଅଲଆଉଟ୍
ଲଣ୍ଡନ : କେନିଙ୍ଗଟନ ଓଭାଲଠାରେ ଖେଳାଯାଉଥିବା ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ଅଷ୍ଟ୍ରେଲିଆ ନିଜର ପ୍ରଥମ ଇନିଂସରେ ୪୬୯ରେ ଅଲଆଉଟ୍ ହୋଇଯାଇଛି । ଭାରତ ନିଜର ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭ କରିଛି ଓ ସର୍ବଶେଷ ଖବର ଅନୁସାରେ ଭାରତ ଅଧିନାୟକ ୨ଟି ଓ୍ବିକେଟ ହରାଇ ୩୦ ରନ କରିଛି ।!-->…
ରେପୋ ରେଟ୍କୁ ୬.୫%ରେ ଅପରିବର୍ତ୍ତିତ ରଖିଲା ଆରବିଆଇ
ନୂଆଦିଲ୍ଲୀ: ରେପୋ ରେଟ୍ ବା ସୁଧ ହାରକୁ ପୁଣିଥରେ ୬.୫%ରେ ଅପରିବର୍ତ୍ତିତ ରଖିଛି ଆରବିଆଇ। ଗୁରୁବାର ମାସିକ ମନିଟାରୀ ନୀତି ସମ୍ପର୍କରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ମନିଟାରୀ ପଲିସି କମିଟି ସର୍ବସମ୍ମତିକ୍ରମେ ରେପୋ ରେଟକୁ ଅପରବର୍ତ୍ତିତ!-->…
କେଜ୍ରିୱାଲ ଭାଷଣ ଆରମ୍ଭ କରିବାମାତ୍ରେ ମୋଦି ମୋଦି ସ୍ଲୋଗାନ ଦେଲେ ଲୋକେ
ନୂଆଦିଲ୍ଲୀ: ଭାଷଣ ଦେବା ସମୟରେ ମୋଦୀ ମୋଦୀ କହିବା ଆରମ୍ଭ କଲେ ଲୋକେ। ଏହା ଶୁଣି ହାତ ଯୋଡିଦେଲେ କେଜ୍ରିୱାଲ।ଦେଶର ରାଜଧାନୀ ଦିଲ୍ଲୀର ଗୁରୁ ଗୋବିନ୍ଦ ସିଂ ଇନ୍ଦ୍ରପ୍ରସ୍ଥ ବିଶ୍ୱବିଦ୍ୟାଳୟର ପୂର୍ବ ଦିଲ୍ଲୀ କ୍ୟାମ୍ପସକୁ ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ!-->…
ବିମାନ ଭଡ଼ା ୬୧ ପ୍ରତିଶତ କମିଛି : କେନ୍ଦ୍ରମନ୍ତ୍ରୀ ସିନ୍ଧିଆ
ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ବିମାନର ଭଡ଼ା ୬୧% ଯାଏ ହ୍ରାସ ପାଇଥିବା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି। ଜୁନ ୬ରେ ବିଭିନ୍ନ ବିମାନ କମ୍ପାନୀର ପରାମର୍ଶଦାତା ଗ୍ରୁପର ମିଟିଂ ବସିଥିଲା। ଏହାପରେ ଦିଲ୍ଲୀରୁ ବିଭିନ୍ନ ସ୍ଥାନକୁ ଲାଗୁ ହେଉଥିବା ବିମାନ ଭଡ଼ା!-->…
କର୍ଣ୍ଣାଟକ ପରାଜୟ ପରେ ବିଜେପି ଆତ୍ମସମୀକ୍ଷା କରିବା ଦରକାର : ଆର୍ଏସ୍ଏସ୍
ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ପରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଗଠନ ୨୦୨୪ ଲୋକସଭା ନିର୍ବାଚନକୁ ନେଇ ଦଳକୁ ପରାମର୍ଶ ଦେଇଛି। ଆରଏସଏସର ମୁଖପତ୍ର କୁହାଯାଉଥିବା ‘ଅର୍ଗାନାଇଜର’ରେ କୁହାଯାଇଛି ଯେ ବିଜେପିକୁ ଆତ୍ମସମୀକ୍ଷାର ଆବଶ୍ୟକତା ରହିଛି | ଦୃଢ଼ ଆଧାର!-->…
୧୪ ଘଣ୍ଟାର ଅପରେସନ ପରେ ବ୍ରିଜ୍ର ପିଲାର୍ରେ ଫସିଥିବା ନାବାଳକ ଉଦ୍ଧାର
ପାଟନା : ଦୀର୍ଘ ୧୪ ଘଣ୍ଟାର ଅପରେସନ ପରେ ପିଲାର ଭିତରେ ଫସିଥିବା ନାବାଳକଙ୍କୁ ଉଦ୍ଧାର କରାଯାଇଛି। ବିହାରର ରୋହତାସର ବ୍ରିଜ୍ର ଗୋଟିଏ ସ୍ଲାବ ଓ ପିଲାର ମଧ୍ୟରେ ୧୧ ବର୍ଷର ପିଲାଟି ଫସି ଯାଇଥିଲା। ତାକୁ ଏନଡିଆରଏଫ ଟିମ ଓ ସ୍ଥାନୀୟ ପ୍ରଶାସନ ପିଲାର ଭିତରୁ ବାହାର କରିବାକୁ ସକ୍ଷମ!-->…
ରାହୁଲ ଗାନ୍ଧିଙ୍କର ଭାରତକୁ ସମାଲୋଚନା କରିବାର ଅଭ୍ୟାସ ରହିଛି : ଜୟଶଙ୍କର
ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର । ରାହୁଲ ଗାନ୍ଧିଙ୍କର ଭାରତକୁ ସମାଲୋଚନା କରିବାର ଅଭ୍ୟାସ ରହିଛି ଏବଂ ଯେତେବେଳେ ବି ସେ ଭାରତ ବାହାରକୁ ଯାଆନ୍ତି, ସେ ଆମ ରାଜନୀତି ଉପରେ ମନ୍ତବ୍ୟ!-->…