ମାଲକାନଗିରିରେ ଜିଲ୍ଲାସ୍ତରୀୟ ପ୍ରାଣୀଧନ ମେଳା ଅନୁଷ୍ଠିତ

ମାଲକାନଗିରି (୦୮/୦୬) : ମାଲକାନଗିରି ଜିଲ୍ଲାସ୍ତରୀୟ ପ୍ରାଣୀଧନ ମେଳା ମାଲକାନଗିରି ବ୍ଲକ ଅନ୍ତର୍ଗତ ଏମଭି 7 ଗ୍ରାମର ଉଚ୍ଚ ବିଦ୍ୟାଳୟ ଖେଳପଡିଆରେ ଗତ ଦୁଇଦିନଧରି ଅନୁଷ୍ଠିତ ହୋଇ ଯାଇଛି । ୦୭ ତାରିଖରେ ୧୦୦ ଗୋ ଛେଳି କୁକୁଡ଼ା ଚାଷୀ ଏବଂ ବୈଜ୍ଞାନିକ ସହ ଆଲୋଚନା ଚକ୍ରରେ ଅନେକ ସମସ୍ୟା

କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟକୁ ପ୍ରକୃତି ମିତ୍ର ପୁରସ୍କାର

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକରେ ଅବସ୍ଥାପିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ କୁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି l ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ ପାଳନ ଲୋକ ସେବା ଭବନ ଭୁବନେଶ୍ୱର ରେ ଆୟୋଜିତ

ମୋତେ ହିନ୍ଦୁ ପିଲାର ମରଶରୀର ଦିଆଯାଇଛି ‌ବୋଲି ଅଭିଯୋଗ ଆଣିଲେ ମୁସ୍‌ଲମାନ ମାଆ, ଅଭିଯୋଗକୁ ଖଣ୍ଡନ କଲେ ଆଡିସିନାଲ…

ଭୁବନେଶ୍ବର: ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ମୃତକମାନଙ୍କୁ ଏମ୍ସରେ ରଖାଯାଇଥିବା ବେଳେ ଏହାକୁ ଚିହ୍ନଟ କରିବା ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ଏ ନେଇ କୋଲକାତାର ଜଣେ ମହିଳା ଅଭିଯୋଗ ଆଣିଛନ୍ତି ଯେ ସେ ଗୋଟାଏ ମୃତଦେହକୁ ତାଙ୍କ ପୁଅର ମୃତଦେହ ବୋଲି କହିଥିବା ବେଳେ ତାଙ୍କୁ ଅନ୍ୟ

ଯୁକ୍ତ ୨ କଳା ଓ ଧନ୍ଦାମୂଳକ ରେଜଲ୍ଟ: ପୁଅଙ୍କୁ ପଛରେ ପକାଇ ଚମକିଲେ ଝିଅ

ଭୁବନେଶ୍ବର: ପୁଅଙ୍କ ତୁଳନାରେ ଝିଅମାନେ ପାଠ ପଢ଼ାରେ ଅଧିକ ମନ ଲଗାଉଛନ୍ତି। ଝିଅମାନେ ପାଠପଢ଼ାକୁ ଅଧିକ ଗୁରୁତ୍ବ ଦେଉଛନ୍ତି। ତେଣୁ ସେମାନଙ୍କର ପରୀକ୍ଷା ଫଳ ଭଲ ହେଉଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ(ଯୁକ୍ତ୨) କଳା ଓ ଧନ୍ଦାମୂଳକ

ବାହାନଗା ଟ୍ରେନ୍ ଦୁର୍ଘଟଣା: ଭଙ୍ଗା ଯିବ ଶବ ରଖାଯାଇଥିବା ସ୍କୁଲ

ଭଦ୍ରକ : ବାହାନଗା ଟ୍ରେନ ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ମୃତଦେହ ଘଟଣା ଦିନ ବାହାନଗା ସ୍କୁଲରେ ରଖାଯାଇଥିଲା। ସ୍କୁଲରେ ଶତାଧିକ ଶବ ରଖାଯାଇଥିବାରୁ ଓ ଆଗକୁ ସ୍କୁଲ ଖୋଲିବାକୁ ଥିବାରୁ ପିଲାମାନଙ୍କ ମଧ୍ୟରେ ଭୟ ରହିଥିବା ଜଣାପଡ଼ିବା ପରେ ଏବେ ସେ

ଟ୍ରେନ୍ ଇଣ୍ଟର ଲକ୍‌ରେ ଦୁର୍ବୃତ୍ତ ରଖି ଦେଇଥିଲେ ପଥର, ସୌଭାଗ୍ୟକୁ ଟଳିଗଲା ବଡ଼ ଦୁର୍ଘଟଣା

ଭଦ୍ରକ : ଟ୍ରେନ୍‌ ଇଣ୍ଟର ଲକ୍‌ରେ ଦୁର୍ବୃତ୍ତ ରଖିଥିଲେ ପଥର। ହେଲେ ରେଲୱେ କର୍ମଚାରୀଙ୍କ ଦୃଷ୍ଟି ପଡ଼ିବା ପରେ ବିଭାଗୀୟ କର୍ତ୍ତୃପକ୍ଷ ଉପସ୍ଥିତ ବୁଦ୍ଧି ଖଟାଇ ଏହି ପଥରକୁ ହଟାଇ ଦେବାରୁ ଏକ ନିଶ୍ଚିତ ଟ୍ରେନ୍‌ ଦୁର୍ଘଟଣା ଟଳି ଯାଇଛି। ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାର ଛାତିଥରା

ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶିତ: କଳାରେ ୭୮.୮୮ ଓ ଧନ୍ଦାମୂଳକରେ ପାସ୍ ହାର ୬୭.୪୮ ପ୍ରତିଶତ

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ(ଯୁକ୍ତ୨) କଳା ଓ ଧନ୍ଦାମୂଳକ ବିଭାଗ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଚଳିତ ବର୍ଷ କଳା ବିଭାଗରେ ୨ଲକ୍ଷ ୩୦ହଜାର ୫୪୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏଥିରୁ ୧ ଲକ୍ଷ ୮୧ ହଜାର ୮୬୯ ଜଣ

ଓଡ଼ିଶାର ସିମ୍‌ ପାକିସ୍ତାନ ଆଇଏସ୍‌ଆଇ ବ୍ୟବହାର କରୁଛି, ଆଉଜଣେ ଆସାମୀ ଗିରଫ

ଭୁବନେଶ୍ବର : ପାକିସ୍ତାନ ଇଣ୍ଟେଲିଜେନସ୍ ଅପରେଟିଭ ଏବଂ ସାଇବର କ୍ରିମିନାଲଙ୍କୁ ସିମ୍ ଏବଂ ୱାଲେଟ ବିକ୍ରି କରିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ କବଜାରେ ଆଉ ଜଣେ ଅଭିଯୁକ୍ତ। ଏହି ଅଭିଯୁକ୍ତ ପ୍ରଦ୍ୟୁମ୍ନ ସାହୁକୁ ନୟାଗଡ଼ରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ।ପୂର୍ବରୁ ଗିରଫ ଅଭିଯୁକ୍ତ ତଥା

ରାଜଧାନୀରେ କାଳବୈଶାଖୀର ତାଣ୍ଡବ : ଭାଙ୍ଗିଲା ଗଛ, ଉଡ଼ିଲା ଛପର

ଭୁବନେଶ୍ବର : ଅସମ୍ଭାଳ ତାତି ପରେ ରାଜଧାନୀରେ ତାଣ୍ଡବ ରଚିଛି କାଳବୈଶାଖୀ। ଧୂଳି ଝଡ଼ ହେବା ସହିତ ଭାଙ୍ଗିଛି ବଡ଼ ବଡ଼ ଗଛ ଓ ଉଡିଛି ଛପର ଘର। କିଛି ସମୟ ପାଇଁ ଧୂଳିମୟ ହୋଇଯାଇଛି ରାଜଧାନୀ ଆକାଶ। କାଳବୈଶାଖୀ ପ୍ରଭାବରେ ଜନ ଜୀବନ ଏକ ପ୍ରକାର ଠପ୍‌ ହୋଇଯାଇଛି।ଆଜି ପୂର୍ବାହ୍ନରେ ରାଜଧାନୀ

୫ ଲକ୍ଷ ଗାଡ଼ି ମାଲିକ ଲଗାଇ ନାହାନ୍ତି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ

ଭୁବନେଶ୍ବର : ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇନଥିବା ଚାଳକଙ୍କୁ ଚେତାବନୀ। ଗାଡ଼ିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲାଗିନଥିଲେ ଗଣିବେ ତଣ୍ଡ। ଜୁନ୍ ୨୩ ତାରିଖରୁ ଏନେଇ ସ୍ପେଶାଲ ଡ୍ରାଇଭ୍ ଆରମ୍ଭ ହେବ। ଯାଞ୍ଚ ବେଳେ ନମ୍ବର ପ୍ଲେଟ ଲାଗିନଥିବା ଗାଡ଼ି ଗୁଡ଼ିକଠାରୁ ଜରିମାନା ଆଦାୟ ହେବ।