Sign in
Sign in
Recover your password.
A password will be e-mailed to you.
ମୋର ସ୍ବାମୀ ମୁଖ୍ୟମନ୍ତ୍ରୀ ଚୌକିକୁ ଭଗବନ୍ତ ମାନଙ୍କୁ ଉପହାରରେ ଦେଇ ଦେଇଛନ୍ତି – ସିଦ୍ଧୁଙ୍କ ପତ୍ନୀ
ନୂଆଦିଲ୍ଲୀ: କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ଓ ଭଗବନ୍ତ ମାନଙ୍କ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ନବଜୋତ କୌରଙ୍କ ଏକ ବୟାନ ଚର୍ଚ୍ଚାରେ ରହିଛି।ନବଜୋତ କହିଛନ୍ତି, ‘ମୋର ସ୍ବାମୀ ମୁଖ୍ୟମନ୍ତ୍ରୀ ଚୌକିକୁ ଭଗବନ୍ତ ମାନଙ୍କୁ ଉପହାରରେ ଦେଇ ଦେଇଛନ୍ତି। କାରଣ ଦିଲ୍ଲୀ ମୁଖ୍ୟମନ୍ତ୍ରୀ!-->…
ଦୁଇ ଅଭିନେତ୍ରୀଙ୍କ ନାଁରେ ମାନହାନୀ ମକଦ୍ଦମା କରିବି: ସଞ୍ଜୟ ନାୟକ
ଭୁବନେଶ୍ବର: ପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ। ପ୍ରକୃତି ମିଶ୍ର ଓ ଜସ୍ମିନ ରଥ ୨ ଅଭିନେତ୍ରୀ ମୋ ନାଁରେ ମିଛ ଅଭିଯୋଗ ଆଣିଛନ୍ତି ବୋଲି କହିଛନ୍ତି। ଦୁଇ ଅଭିନେତ୍ରୀଙ୍କ ନାଁରେ ମାନହାନୀ ମକଦ୍ଦମା କରିବି ବୋଲି ସଞ୍ଜୟ ନାୟକ କହିଛନ୍ତି। ସଞ୍ଜୟ ନାୟକ କ’ଣ ସମସ୍ତେ!-->…
ଆହୁରି ଘନୀଭୂତ ହେବ ବାତ୍ୟା ‘ବିପର୍ଯ୍ୟୟ’, ଆଜିଠୁ ବଢ଼ିବ ପବନର ବେଗ
ମୁମ୍ବାଇ : ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବିପର୍ଯ୍ୟୟ କ୍ରମଶଃ ଘନୀଭୂତ ହେବାରେ ଲାଗିଛି। ବର୍ତ୍ତମାନ ଭୀଷଣ ବାତ୍ୟାର ରୂପ ନେଇଥିବା ବିପର୍ଯ୍ୟୟ ଆଗାମୀ ୩୬ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବ। ଅତ୍ୟନ୍ତ ଭୀଷଣ ରୂପ ଧାରଣ କରି ଏହା ଉତ୍ତରପଶ୍ଚିମ ଦିଗରେ ଆସନ୍ତା ୨ ଦିନ ଯାଏ ଗତି!-->…
ସ୍ୱାମୀ ଓ ଶାଶୁକୁ ବିଷ ଦେଇଦେଲା ବୋହୂ: ଜଣେ ମୃତ, ଜଣେ ଗୁରୁତର
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ରାସୋଳ ଗ୍ରାମର ବ୍ରାହ୍ମଣ ସାହିରେ ଗତକାଲି ରାତିର ଘଟଛି ଅଭାବନୀୟ ଘଟଣା । ବୋହୂ ବିଷ ଦେବା ଦ୍ଵାରା ଶାଶୁର ମୃତ୍ୟୁ ହେବା ସହ ସ୍ୱାମୀ ଗୁରତର ହୋଇ ହିନ୍ଦୋଳ ଡାକ୍ତର ଖାନାରେ ଚିକିତ୍ସିତ ହେଉଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ!-->…
୨୫୦ କୋଟି ଟଙ୍କା ଖଣି ଦୁର୍ନୀତିର ପର୍ଦ୍ଦାଫାସ କଲା ଇଡି: ଏକାଧିକ ରାଜ୍ୟର ୨୭ଟି ସ୍ଥାନରେ ଚଢ଼ାଉ
ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବିହାରରେ ଦୁଇଟି ଘରୋଇ କମ୍ପାନି ସହ ଜଡ଼ିତ ୨୫୦ କୋଟି ଟଙ୍କାର ବେଆଇନ ଖଣି ଦୁର୍ନୀତିର ପର୍ଦ୍ଦାଫାସ କରିଛି। ଜାତୀୟ ଏଜେନ୍ସି ଇଡି ଏକିଧିକ ରାଜ୍ୟର ୨୭ଟି ସ୍ଥାନରେ ଚଢ଼ଉ କରି ନଗଦ ଦେଢ଼ କୋଟି ଟଙ୍କା ଓ ୧୧ କୋଟି ଟଙ୍କାର ସମ୍ପତ୍ତି କାଗଜପତ୍ର!-->…
ରଥଯାତ୍ରା ପାଇଁ ମୁତୟନ ରହିବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ
ପୁରୀ: ଆସନ୍ତା ୨୦ ତାରିଖରେ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ସହରକୁ ମୁତୟନ ରହିବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ । ବରିଷ୍ଠ ଅଧିକାରୀ ଶୃଙ୍ଖଳିତ ଦର୍ଶନ, ଜନଗହଳି ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା ଦାୟିତ୍ୱରେ ରହିବେ । ଏଥିପାଇଁ ପୁରୀ ପୋଲିସ ପକ୍ଷରୁ ପ୍ରସ୍ତୁତ ହୋଇଛି!-->…
ରେସଲରଙ୍କ ବିରୋଧରେ ହେଟସ୍ପିଚ୍ ଅଭିଯୋଗ: କୋର୍ଟରେ ଏମିତି ଉତ୍ତର ରଖିଲା ଦିଲ୍ଲୀ ପୁଲିସ୍
ନୂଆଦିଲ୍ଲୀ : କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ବିକ୍ଷୋଭ କରୁଥିବା ଦେଶର ଷ୍ଟାର ରେସଲରମାନଙ୍କୁ ନେଇ ବଡ଼ ଖବର ଆସିଛି। ସେମାନଙ୍କ ବିରୋଧରେ ଏଫଆଇଆର ରୁଜୁ ପାଇଁ ହୋଇଥିବା ଆବେଦନ ପରେ ଆଜି ଦିଲ୍ଲୀ ପୁଲିସ ଗୋଟିଏ କୋର୍ଟରେ ଆକ୍ସନ!-->…
ନାଗାଲାଣ୍ଡରେ କୁକୁର ମାଂସ ବିକ୍ରି ହୋଇପାରିବ, କଟକଣା ଉଠାଇଲେ ହାଇକୋର୍ଟ
କୋହିମା : ନାଗାଲାଣ୍ଡରେ କୁକୁର ମାଂସ ବିକ୍ରି ଉପରେ ଲାଗୁ କଟକଣା ଉଠାଇ ଦେଇଛନ୍ତି ଗୁଆହାଟୀ ହାଇକୋର୍ଟଙ୍କ କୋହିମା ବେଞ୍ଚ୍ । ଗତ ୨୦୨୦ରେ ରାଜ୍ୟ ସରକାର ଏହି କଟକଣା ଲଗାଇଥିଲେ, କିନ୍ତୁ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରୁଥିଲେ । ହାଇକୋର୍ଟ କଟକଣା ଉଠାଇବା ପରେ ଏବେ ଖୋଲା ବଜାର ଓ!-->…
ବେଆଇନ କୋଇଲା ଖନନ ବେଳେ ଅଘଟଣ, ଛୋଟ ପିଲା ସହ ୩ ମୃତ
ଧାନବାଦ : ଝାରଖଣ୍ଡର ଧାନବାଦରେ ଘଟିଛି ଅଘଟଣ। ଏଠାରେ ଥିବା ଗୋଟିଏ ଖଣିରେ ବେଆଇନ ଖନନ ବେଳେ ଏହା ଭୁଶୁଡ଼ି ପଡ଼ିଛି। ଫଳରେ ମାଟି ଓ ପଥର ଅତଡ଼ା ତଳେ ଚାପି ହୋଇ ୩ ଜଣଙ୍କ ମୃତ୍ୟୁ ଘଟିଛି।ମୃତକଙ୍କ ମଧ୍ୟରେ ଜଣେ ଛୋଟ ପିଲା ରହିଛି। ସେହିପରି ଖନନ କାମରେ ନିୟୋଜିତ ହୋଇଥିବା ଅନେକ ଲୋକ ମାଟି ଓ ପଥର!-->…
କାଶୀପୁର ବ୍ଲକ ପୂର୍ବତନ ଯୁବ କଂଗ୍ରେସ ସଭାପତି ଗଜେନ୍ଦ୍ର ନାଏକ ଙ୍କୁ ନିର୍ମମ ଭାବେ ହତ୍ୟା…
କାଶୀପୁର : ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।ଆଜି ସକାଳ ପ୍ରାୟ ୭ ଟା ସମୟରେ ଗଜେନ୍ଦ୍ର ନାଏକ (ବୁଲୁ)କାଶୀପୁର ଠାରୁ ୧୦ କିଲୋମିଟର ଦୂର ସିକର ଲଟା ଗ୍ରାମକୁ ନିଜ ଚାଷଜମି ର ମରାମତି ନିମନ୍ତେ ଯାଇଥିଲେ । ତାଙ୍କ ସହ କିଛିନିଜ ଶ୍ରମିକ ଏବଂ JCB!-->…