Sign in
Sign in
Recover your password.
A password will be e-mailed to you.
ଜିଲ୍ଲା ଘାସିକୁଳ ସମାଜକଲ୍ୟାଣ ସମିତିର ମହାସଭା
ଫୁଲବାଣୀ : ଜିଲ୍ଲା ଘାସି କୁଳ ସମାଜ କଲ୍ୟାଣ ସମିତି କନ୍ଧମାଳର ତ୍ରି-ଦିବସୀୟ ମହା ସମ୍ମିଳନୀ ତା ୭,୮,୯ ଜୁନ ୨୦୨୩ ରିଖ ଦିନ ଜିଲ୍ଲାର ୧୨ ଟି ବ୍ଳକର ଘାସି/ହାଡି ସଂପ୍ରଦାୟର ଜାତି ଭାଇକୁ ନେଇ କରଯାଇଥିଲା । ତା ୭.୬,୨୦୨୩ ରିଖ ଦିନ ସମୟ ଅପରାହ୍ନ ୧ ଘଣ୍ଟା ସମୟରେ ମାଦିକୁନ୍ଦା ଛକ, ଫୁଲବାଣୀ!-->…
ଉଚ୍ଚଶିକ୍ଷା ବିଭାଗରୁ ମନ୍ତ୍ରୀଙ୍କ ପରେ ହଟିଲେ ସଚିବ ବିଷ୍ଣୁପଦ ସେଠୀ
ଭୁବନେଶ୍ୱର: ସକାଳେ ମନ୍ତ୍ରୀ ଆଉ ସନ୍ଧ୍ୟା ହେଉ ହେଉ ସଚିବ | ଆଜି ସକାଳେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରିଥିବାବେଳେ ଏବେ ସଚିବଙ୍କୁ ବଦଳି କରାଯାଇଛି | ଉଚ୍ଚଶିକ୍ଷା ବିଭାଗର ସଚିବ ଥିବା ବିଷ୍ଣୁପଦ ସେଠୀଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସଡି(ଅଫିସର!-->…
ମୁଖ୍ୟମନ୍ତ୍ରୀଙ୍କର ଅଧିକ ଆଶା ଥିଲା: ରୋହିତ ପୂଜାରୀ
ଭୁବନେଶ୍ୱର: ମନ୍ତ୍ରିମଣ୍ଡଳରୁ ଆଜି ବାଦ୍ ପଡ଼ିଛନ୍ତି ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ। ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦେବାକୁ ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁପାରିଶ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସୁପାରିଶ ଆଧାରରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ତାଙ୍କୁ!-->…
କୋରାପୁଟ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ପଦରୁ ବାଦ ପଡିଲେ ମିନାକ୍ଷୀ ବାହିନୀପତି
ଭୁବନେଶ୍ୱର: କଂଗ୍ରେସ ପକ୍ଷରୁ ଆଜି ୧୦ଟି ଜିଲ୍ଲା ପାଇଁ ସଭାପତିମାନଙ୍କର ନାମ ଘୋଷଣା କରାଯାଇଛି | ଏହା ସହ ଶୃଙ୍ଖଳା କମିଟି, ଇସ୍ତାହାର କମିଟି ବାବଦରେ ମଧ୍ୟ ଘୋଷଣା କରାଯାଇଛି | ତେବେ କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ଭାବରେ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପତ୍ନୀ ମିନାକ୍ଷୀ!-->…
ନବବଧୂକୁ ହତ୍ୟା ଅଭିଯୋଗ
ଦଶରଥପୁର:ପାଦରୁ ଅଳତା ଲିଭିନାହିଁ, ହାତରୁ ମେହେନ୍ଦି ଛାଡ଼ିନାହିଁ, ସ୍ୱାମୀର ସୁଖ ଶାଶୁ ଶ୍ୱଶୁରଙ୍କ ସ୍ନେହ କଣ ଜାଣିନାହିଁ, ହେଲେ ଚାଲିଯାଇଛି ଜଣେ ନବବିବାହିତ ବଧୂର ଜୀବନ। ହଁ ଅଳକୁଣ୍ଡ ଥାନା ବରିକୁଳ ଠାକୁରବାଡ଼ି ଗ୍ରାମର ପରେଶ ଚନ୍ଦ୍ର ଦାଶ ମଙ୍ଗଳପୁର ଥାନା ମଙ୍ଗଳପୁର ପଞ୍ଚାୟତ!-->…
ରାଜଧାନୀରେ ବିଦ୍ୟୁତ୍ ବିଭ୍ରାଟ ନେଇ ମୁଖ୍ୟ ଶାସନ ସଚିବଙ୍କ ଟୁଇଟ ଉପରେ ବିଜେପିର ପ୍ରତିକ୍ରିୟା
ଭୁବନେଶ୍ୱର: ରାଜଧାନୀରେ ବିଦ୍ୟୁତ୍ ବିଭ୍ରାଟ ନେଇ ମୁଖ୍ୟ ଶାସନ ସଚିବଙ୍କ ଟୁଇଟ ଉପରେ ବିଜେପିର ପ୍ରତିକ୍ରିୟା ସାମ୍ନାକୁ ଆସିଛି | ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ ସରକାର ନିଜେ ବହୁ ଟଙ୍କା ଖର୍ଚ୍ଚ କରି ଭୂତଳ କେବୁଲ ବିଛାଇବା ପାଇଁ ଗୋଟିଏ ଯୋଜନା!-->…
ବାଲେଶ୍ୱର ଟ୍ରେନ୍ ଟ୍ରାଜେଡ଼ି: ଦୁର୍ଘଟଣାଗ୍ରସ୍ତ ବଗିରୁ ବାହାରିଲା ଗନ୍ଧ, ଯାଞ୍ଚ ବେଳେ ବାହାରିଲା ୩ ଟନ୍ ଅଣ୍ଡା
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବାହାନଗା ଷ୍ଟେସନ ନିକଟରେ ରେଳ ଦୁର୍ଘଟଣା ପରେ ପଡ଼ିଥିବା ଏକ ବଗିରୁ ପ୍ରବଳ ଗନ୍ଧ ବାହାରିବା ଘଟଣାର ଖୋଳତାଡ଼ ହୋଇଛି। ଗନ୍ଧ ବାହାରୁଥିବା ବଗିରେ କୌଣସି ମୃତଦେହ ଥିବା ଆଶଙ୍କା କରାଯାଉଥିଲା। ହେଲେ ଯାଞ୍ଚ ବେଳେ ଏହା ମୃତଦେହ ନୁହେଁ, ଅଣ୍ଡାରୁ ଗନ୍ଧ ଆସୁଥିବା!-->…
ବାହାନଗା ଟ୍ରାଜେଡି: ୬୬୧ ଜଣଙ୍କୁ ମିଳିଲାଣି ୨୨.୬୬ କୋଟି କ୍ଷତିପୂରଣ
ଭୁବନେଶ୍ୱର : ବାହାନଗା ରେଳ ଦୁର୍ଘଟଣାରେ ମୃତକ ଓ ଆହତଙ୍କୁ ରେଳ ବିଭାଗ ପକ୍ଷରୁ ସହାୟତା ରାଶି ଦେବାକୁ ଘୋଷଣା କରାଯାଇଛି। ଏଯାବତ୍ ୬୬୧ ଜଣଙ୍କୁ କ୍ଷତିପୂରଣ ରାଶି ମିଳିଥିବା ଦକ୍ଷିଣ ପୂର୍ବ ରେଲୱେର ସିପିଆରଓ ଆଦିତ୍ୟ କୁମାର ଚୌଧୁରୀ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ବାହାନଗା ରେଳ!-->!-->!-->…
ଛତ୍ରପୁର ବିଧାୟକଙ୍କ ନାମରେ ଫେକ ଆକାଉଣ୍ଟ କରି ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଥିବା ଅଭିଯୋଗ
ଛତ୍ରପୁର: ଗଞ୍ଜାମ ଜ଼ିଲ୍ଲା ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ କୌଣସି ଅସାଧୁ ବ୍ୟକ୍ତି ହଇଜାକ କରିଥିବା ଅଭିଯୋଗ ହୋଇଛି। ବିଧାୟକଙ୍କ ଫଟୋ ଲଗାଇ ଫେକ ଆକାଉଣ୍ଟ କରି ଜନସାଧାରଣଙ୍କୁ ବିଭ୍ରାନ୍ତିକର ସ୍ଥିତି ସୃଷ୍ଟି କରି ବିଧାୟକ ଶ୍ରୀ ବେହେରାଙ୍କୁ ବଦନାମ!-->…
କୋଟି କୋଟି ଟଙ୍କାର ଜିଏସଟି ଫାଙ୍କିବା ଅଭିଯୋଗ: ପରିବହନ ସଂସ୍ଥାରେ ଚଢ଼ାଉ
କଟକ: କଟକ ମଙ୍ଗୁଳି ଅଞ୍ଚଳରେ ବଡ଼ ଧରଣର ଜିଏସଟି ଚଢ଼ାଉ ଚାଲିଛି। ଆନନ୍ଦ କାରବୋ ସଂସ୍ଥାରେ ଏଭଳି ଚଢ଼ାଉ କରିଛନ୍ତି ଜିଏସଟି ଅଧିକାରୀ। କୋଟି କୋଟି ଟଙ୍କାର ଜିଏସଟି ଫାଙ୍କି ଅଭିଯୋଗ ଚଢ଼ାଉରେ ୨୦ ଜଣ ଜିଏସଟି ଅଧିକାରୀ ସାମିଲ ହୋଇଥିଲେ।
ବର୍ଷକୁ ଏହି ସଂସ୍ଥା ୧୨୭୧କୋଟି ଟଙ୍କାର କାରବାର!-->!-->!-->…