Sign in
Sign in
Recover your password.
A password will be e-mailed to you.
ଅବିଶ୍ୱସନୀୟ ଘଟଣା: ନିଖୋଜ ହେବାର ୪୦ ଦିନ ପରେ ଆମାଜନ ଜଙ୍ଗଲରୁ ୪ ଭାଇଭଉଣୀ ଉଦ୍ଧାର
କଲମ୍ବିଆ : ଏକ ବିମାନ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ୪ ଭାଇଭଉଣୀ ଦୀର୍ଘ ୪୦ ଦିନ ପରେ ଆମାଜନ ଜଙ୍ଗଲରୁ ଉଦ୍ଧାର ହୋଇଛନ୍ତି। ସମସ୍ତେ ଜୀବୀତ ଥିବା ବେଳେ ଦୁର୍ବଳ ହୋଇ ଯାଇଥିବାରୁ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏପରି ଏକ ଅବିଶ୍ୱନୀୟ ଘଟଣା ଘଞ୍ଚ ଆମାଜନ ଜଙ୍ଗଲରେ ଘଟିଥିବା!-->…
ଆମେରିକା ଇତିହାସରେ ପ୍ରଥମ; ପୂର୍ବତନ ରାଷ୍ଟ୍ରପତିଙ୍କ ବିରୋଧରେ ୩୭ଟି ମାମଲା ରୁଜୁ
ନ୍ୟୁୟର୍କ : ପୁଣି ଥରେ ବିବାଦ ଘେରରେ ଫସିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ । ପୂର୍ବରୁ ପର୍ଣ୍ଣ ଷ୍ଟାରଙ୍କୁ କୋଟି କୋଟି ଟଙ୍କା ଦେଇ ଆଇନ ଜାଲରେ ଛନ୍ଦି ହୋଇଥିବା ଟ୍ରମ୍ପଙ୍କ ଉପରେ ଏଥର ଲାଗୁ ହୋଇଛି ୩୭ଟି ମାମଲା। ଦେଶର ଟପ୍ ସିକ୍ରେଟ ଫାଇଲକୁ!-->…
କେରଳରୁ ହଜ୍ ଯାତ୍ରା; ବର୍ଷେ କାଳ ଏକୁଟିଆ ଚାଲିଲେ ଯୁବକ
ତ୍ରିଭେନ୍ଦ୍ରମ : ଜୀବନରେ ଥରେ ହଜ୍ ଯାତ୍ରା କରିବାକୁ ପ୍ରତି ମୁସଲମାନ ସମ୍ପ୍ରଦାୟ ଲୋକେ ଆଶାବ୍ୟକ୍ତ କରିଥାନ୍ତି। ମାତ୍ର ଏଥିନିମନ୍ତେ ସୁଦୂର ଭାରତରୁ ପଦ ଯାତ୍ରା କରି ସାଉଦି ଆରବର ମକ୍କାରେ ପହଞ୍ଚିଛନ୍ତି ଜଣେ ଯୁବକ । ଏଥିନିମନ୍ତେ ତାଙ୍କୁ ବର୍ଷେରୁ ଊର୍ଦ୍ଧ୍ୱ ସମୟ ଲାଗିଥିବା ବେଳେ ଏହା!-->…
‘ଓସାମାଙ୍କ ପରି ଦିଶୁଛନ୍ତି ରାହୁଲ ଗାନ୍ଧି, ଭୁଲିବା ବେମାରରେ ନୀତୀଶ ପୀଡ଼ିତ’
ପାଟନା : ‘ରାହୁଲ ଗାନ୍ଧି ହେଉଛନ୍ତି ୫୦ ବର୍ଷର ଛୋଟ ଛୁଆ, ଯାହାଙ୍କର ରାଜନୈତିକ ବୁଦ୍ଧି ଉଦୟ ହୋଇନାହିଁ। ଦାଢ଼ି ବଢ଼ାଇ ଓସାମା ବି ଲାଡେନ ପରି ଦେଖାଯାଉଛନ୍ତି। ସେହିପରି ନୀତିଶ କୁମାର ହେଉଛନ୍ତି ଗଜନୀ ଫିଲ୍ମର ଅମୀର ଖାନ, ଯାହାଙ୍କର ଭୁଲିବା ବେମାର ଆରମ୍ଭ ହୋଇଗଲାଣି ।’ ଦୁଇ ଦଳର ତୁଙ୍ଗ!-->…
ଆହୁରି ଘନୀଭୂତ ହେବ ବାତ୍ୟା ବିପର୍ଯ୍ୟୟ, କେଉଁଠି କରିବ ଲ୍ୟାଣ୍ଡଫଲ୍?
ମୁମ୍ବାଇ : ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବିପର୍ଯ୍ୟୟ ବର୍ତ୍ତମାନ ସମୁଦ୍ର ମଧ୍ୟରେ ଅତି ଭୀଷଣ ରୂପ ନେଇ ସ୍ଥଳ ଭାଗ ଆଡ଼କୁ ମାଡ଼ି ଚାଲିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହେବ। ଅତିରୁ ଅତି ଭୀଷଣ ବାତ୍ୟାର ରୂପ ନେଇ ବାତ୍ୟା ବିପର୍ଯ୍ୟୟ ଉତ୍ତର-ଉତ୍ତରପୂର୍ବ ଦିଗରେ!-->…
ଏନସିପିର କାର୍ଯ୍ୟକାରୀ ସଭାପତି ହେଲେ ପ୍ରଫୁଲ ପଟେଲ ଓ ସୁପ୍ରିୟା ସୁଲେ
ମୁମ୍ବାଇ : ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି(ଏନସିପି)ର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ପାଇଛନ୍ତି ବରିଷ୍ଠ ନେତା ପ୍ରଫୁଲ ପଟେଲ ଓ ସାଂସଦ ସୁପ୍ରିୟା ସୁଲେ। ଆଜି ଏନସିପିର ସଭାପତି ଶରଦ ପାୱାର ଏହା ଘୋଷଣା କରିଛନ୍ତି। ଆଜି ଏନସିପି ଗଠନକୁ ୨୫ ବର୍ଷ ପୂରିଛି। ୨୫ ବର୍ଷ ତଳେ ଅର୍ଥାତ!-->…
ଭଗବାନ ହନୁମାନ ଆଦିବାସୀ ଥିଲେ ବୋଲି କହିଲେ କଂଗ୍ରେସ ବିଧାୟକ
ନୂଆଦିଲ୍ଲୀ : ଭଗବାନ ହନୁମାନ ଆଦିବାସୀ ଥିଲେ ବୋଲି ମଧ୍ୟପ୍ରଦେଶର ପୂର୍ବତନ ଜଙ୍ଗଲ ମନ୍ତ୍ରୀ ତଥା କଂଗ୍ରେସର ଗନ୍ଧୱାନି ବିଧାୟକ ଉମାଙ୍ଗ ସିଙ୍ଘହର କହିଛନ୍ତି। ଆଦିବସୀ ନେତା ତଥା ସ୍ୱାଧୀନତା ସଂଗ୍ରାମୀ ବିର୍ଷା ମୁଣ୍ଡାଙ୍କ ୧୨୩ତମ ଶ୍ରାଦ୍ଧ ବାର୍ଷିକରେ ବିଧାୟକ ଉମାଙ୍ଗ ଯୋଗ ଦେଇଥିଲେ।ଏହି!-->…
ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ପଦୋନ୍ନତି ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଘେରାଉ…
୧୧୬ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ପଦୋନ୍ନତ ବାତିଲ
ମାଲକାନଗିରି କାରାଗାର ରେ ବିଚାର ଧୀନ କୈଦୀ ର ଆତ୍ମହତ୍ୟା…
ମାଲକାନଗିରି : ମାଲକାନଗିରି ଆଜି ସକାଳ ଭୋର ୪ଟା ସମୟରେ ଶୌଚ ହେବାକୁ ଭୋର ପ୍ରାୟ ଫାଶୀ ହୋଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ବିଚାରାଧୀନ କଏଦୀ ଜଣକ ହେଲେ mpv 37 ଗାଁ ର ବିଧାନ ମିର୍ଧା । ଦୁଇ ଦୁଇଟି ହତ୍ୟା କାଣ୍ଡର ଅଭିଯୋଗ ଥିବା ବିଚାରାଧୀନ କଏଦୀ ଙ୍କ ଆତ୍ମହତ୍ୟା କୁ ନେଇ!-->!-->!-->…
୩୫୦୦ଲିଟର ମହୁଲ ପୋଚ ନଷ୍ଟକଲେ ଅବକାରୀ ଓ ପୋଲିସ
ବ୍ରହ୍ମପୁର : ବ୍ରହ୍ମପୁର ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢଉ କରାଯାଇ ୩୫୦୦ଲିଟର ମହୁଲ ପୋଚ ନଷ୍ଟ କରାଯାଇଛି।ଆଜି ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକଙ୍କ ନିର୍ଦେଶ କ୍ରମେ ବ୍ରହ୍ମପୁର ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢଉ କରାଯାଇଥିଲା। ଜରଡ଼ା ଥାନା ଅନ୍ତର୍ଗତ!-->…