ବୋଲେରୋ ପିକ୍ଅପ୍ ଓ ମୋଟରସାଇକେଲ ସହ ୨୮୫ କେଜି ଗଞ୍ଜେଇ ଜବତ,ଦୁଇ ଆନ୍ତଃ ରାଜ୍ୟ ମାଫିଆ ଗିରଫ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ । ଗୋଟିଏ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଓ ଗୋଟିଏ ମୋଟରସାଇକେଲ ସହ ୨୮୫ କେଜି ବେଆଇନ୍ ଗଞ୍ଜେଇ ଜବତ କରିଛି ପୋଲିସ୍ । ଘଟଣାରେ ଦୁଇଜଣ ଆନ୍ତଃ

ଭଦ୍ରକ ଜିଲ୍ଲା କଂଗ୍ରେସର ଦ୍ୱିତୀୟ ଥର ପାଇଁ ସଭାପତି ହେଲେ ଅଶୋକ ଦାସ

ବାସୁଦେବପୁର : ଭଦ୍ରକ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଭାବରେ ଅଶୋକ କୁମାର ଦାସ ଙ୍କୁ ଦ୍ଵିତୀୟ ଥର ପାଇଁ ଘୋଷଣା କରାଯାଇଛି। ଶୁକ୍ରବାର ଦିନ ଏ ଆଇ ସି ସି ପକ୍ଷ ରୁ ଏ ବାବଦ ରେ ଘୋଷଣା କରାଯାଇଛି। ଅଶୋକ ବାସୁଦେବପୁର ନିର୍ବାଚନ ମଣ୍ଡଳୀ ର ୨୦୧୯ ନିର୍ବାଚନ ରେ ବିଧାନ ସଭା ପ୍ରାର୍ଥୀ ଭାବେ

ମେଡିକାଲ ଅବ୍ୟବସ୍ଥା ନେଇ ଜିଲ୍ଲା ମିଡିଆ ଫୋରମର ଦାବିପତ୍ର ପ୍ରଦାନ : ସିଡ଼ିଏମଓଙ୍କ ସ୍ଥିତି ଅନୁଧ୍ୟାନ…

ଫଲବାଣୀ: ଫୁଲବାଣୀ ମେଡ଼ିକାଲର ବିଭିନ୍ନ ସମସ୍ୟା ତଥା ମେଡ଼ିକାଲକୁ ଖବର ସଂଗ୍ରହ କରିବାକୁ ଯାଉଥିବା ସାମ୍ବାଦିକଙ୍କୁ ଦୁର୍ବ୍ୟବହାରକୁ ନେଇ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ ଓ ସିଡ଼ିଏମଓ ମନୋଜ କୁମାର ଉପାଧ୍ୟୟଙ୍କୁ ଜିଲ୍ଲା ମିଡ଼ିଆ ଫୋରମ ଫକ୍ଷରୁ ଏକ ୬ ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଦାବି

କିଶୋର ହେଲେ ତୁମୁଡିବନ୍ଧ ବ୍ଲକ ଏସଡ଼ିସି ମେମ୍ବର

ଫୁଲବାଣୀ : ଆଦିବାସୀ, ହରିଜନ ଏବଂ ପଛୁଆବର୍ଗଙ୍କ ଉନ୍ନତି ପାଇଁ ସରକାର ଙ୍କ ପ୍ରୟାସ ଜାରି ରହିଛି । ଏଥିପାଇଁ ସରକାର ପ୍ରତ୍ୟେକ ବ୍ଲକରେ ଜଣେ ଲେଖାଏଁ ଏସଡ଼ିସି ସଭ୍ୟ ଙ୍କୁ ନିଯୁକ୍ତି କରିଛନ୍ତି । ତେବେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକରେ କିଛି ଦିନ ହେଲା ଏହି ପଦବୀ ଖାଲିଥିବା ବେଳେ

ବିର୍ସା ମୁଣ୍ଡାଙ୍କ ସହିଦ ଦିବସରେ ଆଦିବାସୀଙ୍କ ଜଙ୍ଗଲ ଉପରେ ଅଧିକାର ଦାବିକଲା ପୂଜ୍ୟପୂଜା ସମିତି

ବ୍ରହ୍ମପୁର(9/6) : ଦେଶର ମହାନ ସ୍ୱାଧୀନତା ସଂଗ୍ରାମୀ ତଥା କ୍ରାନ୍ତିକାରୀ ନେତା ବିର୍ସା ମୁଣ୍ଡାଙ୍କ 124 ତମ ସହିଦ ଦିବସକୁ ଯଥା ମର୍ଯ୍ୟାଦାର ସହ ମାନବ ଅଧିକାର ସୁରକ୍ଷା ମଞ୍ଚର ସାଂସ୍କୃତିକ ବିଭାଗ ପୂଜ୍ୟ ପୂଜା ସମିତି ପାଳନ କରିଛି l ଏହି ଅବସରରେ ସ୍ଥାନୀୟ ଏମକେସିଜି ମେଡିକାଲ ଛକଠାରେ

ଦିନିକିଆ ଗସ୍ତରେ ରାଜ୍ୟ ସରକାରଙ୍କ ତିନି ମନ୍ତ୍ରୀ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଦିନିକିଆ ଗସ୍ତରେ ରାଜ୍ୟ ସରକାରଙ୍କ ତିନି ମନ୍ତ୍ରୀ । ରାଜ୍ୟ ଜଙ୍ଗଲ ପରିବେଶ ଓ ପଂଚାୟତରାଜ, ପାନୀୟ ଜଳ ଓ ସୂଚନା ଓ ଲୋକ ସମ୍ପକ ମନ୍ତ୍ରୀ ପ୍ରଦୀପ କୁମାର ଓମାତ, ଗ୍ରାମ୍ୟ ଉନ୍ନୟନଓ ପ୍ରଯୁକ୍ତି ବିଦ୍ୟା ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ପ୍ରୀତି ରଂଜନ ଘଡ଼ାଇ

ମୁକ୍ତା ଯୋଜନାରେ ବ୍ରହ୍ମପୁର ମହାନଗର ନିଗମ ରେ ହୋଇଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ୫-ଟି ସଚିବ

ବ୍ରହ୍ମପୁର : ମୁଖ୍ୟମନ୍ତ୍ରୀ ଙ୍କ କର୍ମ ତପ୍ତର ଅଭିଯାନ କ୍ରମରେ ମୁକ୍ତା ଯୋଜନାରେ ବ୍ରହ୍ମପୁର ମହାନଗର ନିଗମ ରେ ହୋଇଥିବା ଉନ୍ନୟନ କାର୍ଯ୍ୟ ସଫଳ ରୂପାୟନ ଓ କାର୍ଯ୍ୟକାରିତା ନେଇ ସମୀକ୍ଷା କରିଛନ୍ତି ୫ଟି ସଚିବ ଭିକେ ପଣ୍ଡିଆନ। ଆଭାସି ମାଧ୍ୟମରେ ସମୀକ୍ଷା କରିଛନ୍ତି ୫ଟି ସଚିବ।ଦଶଟି

କୋଏଲ ସେତୁର ନିର୍ମାଣ କାର୍ଯ୍ୟ ମନ୍ଥର,ବଢୁଛି ଜନଅସନ୍ତୋଷ…

କୁଆଁରମୁଣ୍ଡା : ୨୦୧୯ ମସିହା ମାର୍ଚ୍ଚ ୧ ତାରିଖ ଦିନ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ଵାରା କୋଏଲ ନଦୀ ରେ ଏକ ପୋଲ ନିର୍ମାଣ କରିବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ପୋଲ ଦ୍ଵାରା କୁଆଁରମୁଣ୍ଡା ବ୍ଳକ ଜନସାଧାରଣ ତଥା ବିରମିତ୍ରପୁର

ବଣ୍ଡାଘାଟିରେ ଦୁଇ ହଜାର ଟଙ୍କିଆ ନୋଟ S B I ବ୍ୟାଙ୍କ ମାଧ୍ୟମରେ ଅଦଳ ବଦଳ

ମାଲକାନଗିରି : ଜିଲ୍ଲା ଖଇରପୁଟ ବ୍ଲକ ମୁଦୁଲିପଡ଼ା ପଞ୍ଚାୟତରେ ଦୁଇ ହଜାର ଟଙ୍କିଆ ନୋଟ ବ୍ୟାଙ୍କରେ ଅଚଳ ନିର୍ଦ୍ଦେଶ ହୋଇଥିବା ବେଳେ ତାହା ବଣ୍ଡା ଜନଜାତି ଲୋକମାନଙ୍କ ଅସୁବିଧା ରେ ପକାଇଥିଲା । ଏହାର ସୁବିଧା ପାଇଁ S B I ବ୍ୟାଙ୍କ ମାଧ୍ୟମରେ ଏକ କ୍ୟାମ୍ପ ବଣ୍ଡା ଘାଟି ରେ ଅନୁଷ୍ଠିତ

ସ୍ୱତନ୍ତ୍ର ଉନ୍ନୟନ ପରିଷଦର ସାଧାରଣ ବୈଠକ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଦ୍ଵିତୀୟ ସାଧାରଣ ପରିଷଦ ବୈଠକ ଫୁଲବାଣୀ ଆଇଟିଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବ୍ୟୟ ବରାଦ କରାଯିବ ସହିତ ବିଭିନ୍ନ ଯୋଜନାକୁ ସାମିଲ କରାଯାଇଛି । ଜିଲ୍ଲା ପାଇଁ ୯ କୋଟିରୁ