Sign in
Sign in
Recover your password.
A password will be e-mailed to you.
ବିଶ୍ବ ଟେଷ୍ଟ ଚାମ୍ପିଅନସିପ ଫାଇନାଲ : ଫଲୋ-ଅନ ଏଡ଼ାଇଲା ଭାରତ, ପ୍ରଥମ ଇନିଂସରେ ୨୯୬ ରନରେ ଅଲଆଉଟ୍
କେନିଙ୍ଗଟନ ଓଭାଲ : କେନିଙ୍ଗଟନ ଓଭାଲଠାରେ ଖେଳାଯାଉଥିବା ବିଶ୍ବ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ଭାରତ ନିଜର ପ୍ରଥମ ଇନିଂସରେ ୨୯୬ ରନରେ ଅଲଆଉଟ ହୋଇଯାଇଛି । ଏହା ଫଳରେ ୧୭୩ ରନର ଅଗ୍ରଣୀ ସହ ଅଷ୍ଟ୍ରେଲିଆ ନିଜର ସ୍ଥିତିକୁ ସୁଦୃଢ କରିଛି ।ଶୁକ୍ରବାରଦିନ ଭାରତ ନିଜର ଗତକାଲିର ସ୍କୋର ୫!-->…
ବାହାନଗା ରେଳ ଦୁର୍ଘଟଣା: ମୃତକଙ୍କ ପକେଟରୁ ମିଳିଲା ଆଧାର କାର୍ଡ, ଏମ୍ସକୁ ଫେରିଲା ମୃତଦେହ
ଭୁବନେଶ୍ୱର: ବାଲେଶ୍ବର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଥିବା ଲୋକଙ୍କ ଭିତରୁ ଜଣଙ୍କ ମୃତଦେହ ଭୁଲବଶତଃ ପଶ୍ଚିମବଙ୍ଗ ଚାଲିଯାଇଥିଲା।ମୃତକଙ୍କ ପକେଟରୁ ମିଳିଲା ଆଧାର କାର୍ଡ। ଏଥିରୁ ଜଣାପଡ଼ିଲା ଏହା ପଶ୍ଚିମବଙ୍ଗ ନୁହେଁ ବିହାରର ମୃତଦେହ। ପଶ୍ଚିମବଙ୍ଗର ଡିଏମ୍ ଗାଁର!-->…
ସମୁଦ୍ର କୂଳରେ ବାପାଙ୍କ ଆଗରେ ପୁଅକୁ ଖାଇଗଲା ସାର୍କମାଛ
ନୂଆଦିଲ୍ଲୀ: ଲୋକେ ଆତଙ୍କିତ ହୋଇ ଚାହିଁଥିବା ବେଳେ ଇଜିପ୍ଟ୍ର ହୁର୍ଘାଡ଼ାରେ ଥିବା ଏକ ଲୋକପ୍ରିୟ ସମୁଦ୍ର ତଟ ରିସର୍ଟରେ ଜଣେ ୨୩ ବର୍ଷିୟ ରୁଷୀୟ ପର୍ଯ୍ୟଟକଙ୍କୁ ଗୋଟାଏ ସାର୍କମାଛ ଖଣ୍ଡିଆଖାବରା କରି ମାରି ଖାଇ ଦେଇଥିବା କଥା ‘ଦି ଡେଲି ମେଲ୍’ ରିପୋର୍ଟ କରିଛି।ସାମାଜିକ ଗଣମାଧ୍ୟରେ!-->…
ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଲେ ରୋହିତ ପୂଜାରୀ…
ଭୁବନେଶ୍ବର: ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଲେ ରୋହିତ ପୂଜାରୀ । ରୋହିତଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦେବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସୁପାରିସ । ରାଜ୍ୟପାଳଙ୍କୁ ସୁପାରିସ କରିଛନ୍ତି ମୁଖ୍ୟମନ୍ତ୍ରୀ । ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ବିଭାଗର ବାର୍ଷିକ!-->…
ଭଙ୍ଗା ହେଲା ବାହନାଗା ହାଇସ୍କୁଲ : 5Tରେ ମଡେଲ ସ୍କୁଲ ଭାବରେ ହେବ ପୁନଃନିର୍ମାଣ
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ବାହନଗା ହାଇସ୍କୁଲ ତଥା ସ୍କୁଲ ପରିସରରେ ଥିବା ପ୍ରାଥମିକ ଓ elementary ସ୍କୁଲ ସମ୍ପୂର୍ଣ୍ଣ ଭଙ୍ଗାଯିବ। 5T ଉପକ୍ରମରେ ଏହାର ପୁନଃନିର୍ମାଣ କରାଯିବା ସହିତ ଏହାକୁ ଏକ ଆଦର୍ଶ ସ୍କୁଲ ଭାବରେ ଗଢିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ!-->…
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ନିୟନ୍ତ୍ରଣ କରିବାକୁ ଆଇନ ଆଣିବେ ଭାରତ ସରକାର…
ନୂଆଦିଲ୍ଲୀ : ଭାରତ ସରକାର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ବା କୃତ୍ରିମ ବୁଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ସ୍ୱତନ୍ତ୍ର ଆଇନ ଆଣିବେ। ଡିଜିଟାଲ ଦୁନିଆରେ ଥିବା ଲୋକଙ୍କୁ ଯେମିତି ଏଆଇ ଯେମିତି କ୍ଷତି ପହଞ୍ଚାଇବ ନାହିଁ, ତାକୁ ସରକାର ନିଶ୍ଚିତ କରିବେ ବୋଲି କେନ୍ଦ୍ରମନ୍ତ୍ରୀ ରାଜୀବ!-->…
ଓଡ଼ିଶା ରେଳ ଦୁର୍ଘଟଣା ପରେ ହାଇଦ୍ରାବାଦ, ଦିଲ୍ଲୀକୁ ବିମାନ ଭଡ଼ାରେ ୩ ଗୁଣ ବୃଦ୍ଧି
ବିଶାଖାପାଟଣା: ବିଶାଖାପାଟଣାରୁ ହାଇଦ୍ରାବାଦ, ନୂଆଦିଲ୍ଲୀ ଏବଂ ଅନ୍ୟ କେତେକ ଗନ୍ତବ୍ୟସ୍ଥଳକୁ ବିମାନ ଭଡ଼ା ଗତ ୫ ଦିନ ମଧ୍ୟରେ ଦୁଇଗୁଣରୁ ଅଧିକ ବୃଦ୍ଧି ପାଇଛି। ଏହି ରୁଟ୍ ଗୁଡ଼ିକରେ ବିମାନ ଟିକେଟ୍ର ଚାହିଦା ଆକାଶଛୁଆଁ ହେଉଥିବାରୁ ଏହି ଧାରା ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି!-->…
ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ
ପୁରୀ: ଆଜି ମହାପ୍ରଭୁଙ୍କ ଅଣସର ସେବାର ପଞ୍ଚମ ଦିନ । ସ୍ନାନବେଦୀରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ମହାପ୍ରଭୁ ଏବେ ଜ୍ଵରରେ ପୀଡିତ ହୋଇ ଅନବସରରେ ଅଛନ୍ତି । ଅଣସର ପିଣ୍ଡିରେ ପାରମ୍ପରିକ ପଦ୍ଧତିରେ ଶ୍ରୀବିଗ୍ରହମାନଙ୍କ ଗୁପ୍ତ ଉପଚାର କରାଯାଉଛି । ଆଜି ଅନୁଷ୍ଠିତ ହେବ!-->…
ମୁମ୍ବାଇ ହତ୍ୟାକାଣ୍ଡ : ମନୋଜଙ୍କୁ ମାମୁ ବୋଲି କହୁଥିଲେ ସରସ୍ୱତୀ, କିନ୍ତୁ ଲିଭ ଇନରେ ରହୁଥିଲେ
ମୁମ୍ବାଇ : ନିଜର ୩୨ ବର୍ଷୀୟ ଲିଭ ଇନ ପାର୍ଟନଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିବା ୫୬ ବର୍ଷୀୟ ମନୋଜ ସାଣେ ଏବେ ପୁଲିସ୍ ରିମାଣ୍ଡରେ ଅଛନ୍ତି। ସେ ରବିବାର ଦିନ ତାଙ୍କ ଲିଭ ଇନ ପାର୍ଟନର ସରସ୍ୱତୀ ବୈଦ୍ୟଙ୍କୁ ମୁମ୍ବାଇର ମୀରା ରୋଡ ସ୍ଥିତି ଫ୍ଲାଟରେ ହତ୍ୟା କରିବା ସହ ମୃତଦେହକୁ!-->…
ଭୁବନେଶ୍ୱର ଏମ୍ସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର: ଏମ୍ସ ହସ୍ପିଟାଲରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମୃତଦେହ ନେବାକୁ ଆସୁଥିବା ଲୋକଙ୍କ ସହ ଆଲୋଚନା କରିବା ପରେ ଚିହ୍ନଟ ହୋଇପାରୁନଥିବା ମୃତଦେହ ଗୁଡିକର ଡିଏନଏ ପରୀକ୍ଷା କରାଯିବ ବୋଲି କହିଛନ୍ତି। ଯେଉଁମାନଙ୍କ ମୃତଦେହ ଚିହ୍ନଟ ହୋଇସାରିଛି ସେମାନଙ୍କ ପରିବାରକୁ!-->…