Sign in
Sign in
Recover your password.
A password will be e-mailed to you.
ମନ୍ତ୍ରୀଙ୍କୁ ଭେଟି ୫ ଦାବି ରଖିଲେ, WFIର ମୁଖ୍ୟ ମହିଳା ହୁଅନ୍ତୁ ବୋଲି କହିଲେ ରେସଲର
ନୂଆଦିଲ୍ଲୀ : ଦୀର୍ଘ ଦିନ ହେଲା ଭାରତୀୟ କୁସ୍ତି ମହାସଂଘ(WFI)ର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଆନ୍ଦୋଳନ କରୁଥିବା ରେସଲରମାନେ ଆଜି କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଭେଟିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ମନ୍ତ୍ରୀ ଠାକୁର ବିକ୍ଷୋଭ କରୁଥିବା!-->…
ଆମ୍ବୁଲାନ୍ସରେ ନିଆଁ ଲଗାଇ ଦେଲେ ବିକ୍ଷୋଭକାରୀ, ମା’-ପୁଅ ଜୀବନ୍ତ ଦଗ୍ଧ
ଇମ୍ଫାଲ : ହିଂସାଗ୍ରସ୍ତ ମଣିପୁରରେ ଘଟିଛି ସାଂଘାତିକ ଘଟଣା। ଆମ୍ବୁଲାନ୍ସରେ ନିଆଁ ଲଗାଇ ଦେଇଛନ୍ତି ବିକ୍ଷୋଭକାରୀ। ଏଥିଯୋଗୁ ଆମ୍ବୁଲାନ୍ସରେ ଥିବା ୮ ବର୍ଷର ବାଳକ, ତାଙ୍କ ମା’ ଓ ଆଉ ଜଣେ ସମ୍ପର୍କୀୟ ଜୀବନ୍ତ ଦଗ୍ଧ ହୋଇଛନ୍ତି। ମଣିପୁରରେ ଆଦିବାସୀ ଓ ଅଣ ଆଦିବାସୀଙ୍କ ମଧ୍ୟରେ ସୃଷ୍ଟି!-->…
ଘୁର୍ଣ୍ଣିଝଡ଼ ରେ ନଦୀପାର ସମୟରେ ୨ ନିଖୋଜ…
ମାଲକାନଗିରି : ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଚିତ୍ରକୋଣ୍ଡା ଜଳଭଣ୍ଡାରର ଉପରପାର୍ଶ୍ବରେ ସୋମବାର ପୁଣି ଡଙ୍ଗା ବୁଡ଼ି ୨ ନାବାଳକ ନିଖୋଜ ଅଛନ୍ତି। ରାତି ହୋଇଯାଇଥିବାରୁ ଖୋଜାଖୋଜି କାର୍ଯ୍ୟ ପ୍ରଭାବିତ ହୋଇଥିବାବେଳେ ମଙ୍ଗଳବାର ଦିନତମାମ ଅଗ୍ନିଶମ ବାହିନୀ ଉଭୟ ନାବାଳକଙ୍କୁ!-->!-->!-->…
ମହାନଦୀକୁ ପୁର୍ନଜୀବିତ କରିବା ପାଇଁ ରାଜ୍ୟସଭା ପିଟିସନ କମିଟିକୁ ସ୍ମାରକପତ୍ର ଦେଲେ ମହାନଦୀ ବଞ୍ଚାଓ ଓ ଜୀବିକା ବଞ୍ଚାଓ…
ଭୁବନେଶ୍ୱର (୬/୬) : ମହାନଦୀ ସୁରକ୍ଷା ଆନ୍ଦୋଳନ ର ଅଗ୍ରଣୀ ସଂଗଠନ ମହାନଦୀ ବଞ୍ଚାଓ ଓ ଜୀବିକା ବଞ୍ଚାଓ ଅଭିଯାନ ପକ୍ଷରୁ ବିଶ୍ୱ ପରିବେଶ ଦିବସ ଅବସରରେ ସୋମବାର ଦିନ ରାଜ୍ୟ ସଭା ପିଟିସନ କମିଟି ନିକଟରେ ମହାନଦୀ ସମେତ ରାଜ୍ୟ ଓ ଦେଶର ପ୍ରମୁଖ ନଦୀ ମାନଙ୍କ ଜଳ ପରିଚାଳନା, ନଦୀ ସୁରକ୍ଷା!-->!-->!-->…
ଘରେ କେହି ନଥିବା ବେଳେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ଗିରଫ…
ବାଲିଗୁଡା:: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର କୋଟଗଡ଼ ଥାନା ଅନ୍ତର୍ଗତ ପକାରୀ ଗ୍ରାମରେ ନାବାଳିକାର ବାପା ମେଡ଼ିକାଲରେ ଚିକିତ୍ସା ହେଉଥିବାର ସୁଯୋଗ ଦେଖି ସେହି ଗ୍ରାମର ଜୈନକ ଯୁବକ ମଙ୍ଗଳବାର ମଧ୍ୟାହ୍ନରେ ଘରେ ପଶି ଜୋର ଜବରଦସ୍ତ ନାବାଳିକାକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିଲା!-->…
ନୂତନ ରେଜିଷ୍ଟ୍ରି କାର୍ଯ୍ୟାଳୟ ଖୋଲିବା ନିମନ୍ତ୍ରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର…
ବିଶ୍ରା-(ରାଉରକେଲା) ଆଜି ବିଶ୍ରା ବ୍ଳକ ଠାରେ ଯୁବ ବିଜେଡ଼ି ନେତା ଶ୍ରୀ ରାଜେଶ କେର୍କେଟା ଙ୍କ ନେତୄତ ରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ସର୍ବସମ୍ମତି କ୍ରମେ ନୂତନ ରେଜିଷ୍ଟ୍ରି କାର୍ଯ୍ୟାଳୟ ବିଶ୍ରା ବ୍ଳକ ଠାରେ ଖୋଲାଯିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ବିଶ୍ରା!-->…
ସହରରେ ବୁଲିଲା ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ
ସୁନ୍ଦରଗଡ /ରାଉରକେଲା: ଜିଲ୍ଲା ପ୍ରଶାସନ ଓ ରାଉରକେଲା ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ର ମିଳିତ ଆନୁକୂଲ୍ୟରେ ରେ ଶିଶୁ ଶ୍ରମିକ ନିରାକରଣ ରଥର ଶୁଭାରମ୍ଭ ହୋଇଛି। ଏହି ରଥକୁ ମାନ୍ୟବର ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ପତକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ!-->…
ସାନଭାଇର ଟାଙ୍ଗିଆ ଚୋଟରେ ବଡଭାଇର ମୃତ୍ୟୁ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରେ ଘଟିଛି ଏକ ହତ୍ୟାକାଣ୍ଡ । ସାନ ଭାଇର ଟାଙ୍ଗିଆ ଚୋଟରେ ବଡ ଭାଇର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ଫିରିଙ୍ଗିଆ ଥାନା ଅନ୍ତର୍ଗତ ଡିମିରିଗୁଡା ଗ୍ରାମର ନରେନ୍ଦ୍ର ବିନ୍ଧାଣୀ ଓ ତାଙ୍କ ଭାଇ କର୍ଣ୍ଣ ବିନ୍ଧାଣୀଙ୍କ ମଧ୍ୟରେ ସୋମବାର!-->…
ବ୍ରହ୍ମପୁର ସରକାରୀ ଆଇଟିଆଇ ପକ୍ଷରୁ ଆଜି ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ
ବ୍ରହ୍ମପୁର : ଗତ ଶୁକ୍ରବାର ବାଲେଶ୍ୱର ବାହାନଗା ଠାରେ ଘଟିଥିବା ରେଳ ଦୁର୍ଘଟଣା ର ଆହତଙ୍କ ଆବଶ୍ୟକ ପଡୁଥିବା ରକ୍ତର ଅଭାବ କୁ କିଛି ମାତ୍ରାରେ ଦୂର କରିବା ପାଇଁ ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ ଶିକ୍ଷା ଅନୁଷ୍ଠାନ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଆଇଟିଆଇ ର!-->…
ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘ ଗଞ୍ଜାମ ଜିଲ୍ଲା ସମ୍ମିଳନୀ ଏବଂ ନୂତନ କର୍ମକର୍ତ୍ତା ଚୟନ
ବ୍ରହ୍ମପୁର : ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘ ର ରାଜ୍ୟ ନିଷ୍ପତ୍ତି କ୍ରମେ ଆଜି ବ୍ରହ୍ମପୁର ଗୋସାଇଁ ନୂଆଗାଁ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘର ରେଣୁବାଳା!-->…