Sign in
Sign in
Recover your password.
A password will be e-mailed to you.
ଚାକିରୀ ନା’ରେ ଠକେଇ : ଯୁବକଙ୍କ ଠାରୁ ଠକିନେଲେ ୫୦ ହଜାର
ହିଞ୍ଜିଳିକାଟୁ, (୬ା୬) : ଦିନକୁ ଦିନ ଅନଲାଇନ ଠକେଇ ସାଙ୍ଗକୁ ଚାକିରି ପ୍ରଲୋଭନ ଦେଖାଇ ବହୁ ଶିକ୍ଷିତ ଯୁବକ, ଯୁବତୀ ମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଉଥିବା ନଜିର ରହିଛି । ସାମାଜିକ ଗଣମାଧମରେ ବିଭିନ୍ନ ପ୍ରକାରର ଲୋଭନୀୟ ଚାକିରୀ କରାଇଦେବା ନାମରେ ବହୁ ଠକ ସଂସ୍ଥା ବହୁ ଯୁବକ!-->…
୧୨୦୫ ନୂଆ ଡାକ୍ତରଙ୍କୁ ମିଳିଲା ନିଯୁକ୍ତି
ଭୁବନେଶ୍ବର : ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ମନ୍ତ୍ର ରାଜ୍ୟର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ନୂଆ ଅଧ୍ୟାୟ ସୃଷ୍ଟି କରିଛି। ରାଜ୍ୟରେ ନୂଆ ମେଡିକାଲ କଲେଜ ଖୋଲିବା ଠୁ ନେଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କାୟାକଳ୍ପ!-->…
ଏମ୍ସ ଭୁବନେଶ୍ବରକୁ ଆସିବ ଆହୁରି ୩୯ଟି ମୃତଦେହ: ଆଶୁତୋଷ ବିଶ୍ବାସ
ଭୁବନେଶ୍ବର: ବାଲେଶ୍ବର ଜିଲ୍ଲା ବାହାନଗାରେ ଗତ ୨ ତାରିଖରେ ଦୁର୍ଘଟଣାର ଶିକାର ହୋଇଥିବା ୨୮୮ ଜଣ ଯାତ୍ରୀଙ୍କ ଏଯାଏଁ ମୃତ୍ୟୁ ହୋଇସାରିଛି। ଏମାନଙ୍କର ମଧ୍ୟର ଏମ୍ସ ଭୁବନେଶ୍ବରକୁ ଏପର୍ଯ୍ୟନ୍ତ ୧୨୩ଟି ମୃତଦେହ ଆସିସାରିଛି। କିନ୍ତୁ ଆହୁରି ୩୯ଟି ମୃତଦେହ ଆସିବ ବୋଲି ଭୁବନେଶ୍ୱରର!-->…
ହାତୀ ଆକ୍ରମଣରେ ୩ ମୃତ, ଜଣେ ଗୁରୁତର
ଅନୁଗୁଳ :ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ଆଜି ହାତୀ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ଅଛନ୍ତି।
ଅନୁଗୋଳ ବନଖଣ୍ଡ ବନ୍ତଳା ବନାଞ୍ଚଳ ହମାମୀରା ଗାଁ ନିକଟରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ!-->!-->!-->…
ବ୍ୟାଟ ଧରି ଶୁଭମନ ଗିଲଙ୍କୁ ପିଟିଲେ ଈଶାନ କିଷନ
ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆସନ୍ତାକାଲିଠୁ ଆରମ୍ଭ ହେବ ବିଶ୍ବ ଟେଷ୍ଟ ଚାମ୍ପିୟନସିପ। ଲଣ୍ଡନରେ ଏହା ଖେଳାଯିବାକୁ ଥିବା ବେଳେ ଏବେ ଭାରତୀୟ ଟିମ୍ ନିଜର ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ଭାରତ ଲଗାତାର ଦ୍ବିତୀୟ ଥର ଏହି ଚାମ୍ପିୟନସିପ ଖେଳିବାକୁ ଯାଉଥିବା ବେଳେ!-->…
ବାହାନଗା ଟ୍ରେନ୍ ଟ୍ରାଜେଡିର ଆଜି ଗ୍ରାଉଣ୍ଡରେ ସରଜମିନ ତଦନ୍ତ କରିଛି ସିବିଆଇ
ବାହାନଗା ଟ୍ରେନ୍ ଟ୍ରାଜେଡିର କାରଣ କଣ ? ଆଜି ଗ୍ରାଉଣ୍ଡରେ ସରଜମିନ ତଦନ୍ତ କରିଛି ସିବିଆଇ । ଆଜି ଦୁର୍ଘଟଣାସ୍ଥଳରେ ଖୋଳତାଡ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ୫ ଜଣିଆ ଟିମ୍ । ଏଥିସହ ବାହାନଗା ଷ୍ଟେସନ ଓ ସିଗନାଲ୍ ରୁମ୍, କଣ୍ଟ୍ରୋଲ ରୁମରେ ତନାଘନା ତଦନ୍ତ କରିଛନ୍ତି । ଯିଏ!-->…
ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ୨୮୮କୁ ବୃଦ୍ଧି, ୨୦୫ଟି ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର: ମୁଖ୍ୟ ଶାସନ…
ଭୁବନେଶ୍ବର: ବାଲେଶ୍ବର ଜିଲ୍ଲା ବାହାନଗାରେ ଗତ ୨ ତାରିଖ ଦିନ ଘଟିଥିବା କରମଣ୍ଡଳ ଏକ୍ସପ୍ରେସ୍, ଯଶୋବନ୍ତପୁର-ହାୱଡା ଏକ୍ସପ୍ରେସ୍ ଓ ମାଲଗାଡ଼ି ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି ପାଇଛି। ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି!-->…
ରେଳ ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ଉଦ୍ଧାର କରି ଆସିବା ପରେ ବଦଳିଯାଇଛି ଉଦ୍ଧାରକାରୀଙ୍କ ସ୍ବଭାବ: ଏନଡିଆରଏଫର…
ବାଲେଶ୍ବର: ବାହାନଗାରେ ଘଟିଥିବା ଭୟାବହ ଟ୍ରେନ ଦୁର୍ଘଟଣାର ତଦନ୍ତ ପାଇଁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଟିମ୍ ବାଲେଶ୍ବର ପହଞ୍ଚି ଦୁର୍ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି।ଏହି କ୍ରମରେ ଦେଖିବାକୁ ଗଲେ ଦୁର୍ଘଟଣାର ଖବର ପାଇ ଯୁଦ୍ଧକାଳୀନଭିତ୍ତିରେ ଏନଡିଆରଏଫ ଟିମ!-->…
ବାହନଗା ଟ୍ରେନ୍ ଦୁର୍ଘଟଣାରେ ଆହତଙ୍କୁ ଏସ୍ସିବିରେ ଭେଟି ଆଶୁ ଆରୋଗ୍ୟ କାମନା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ
କଟକ: ବାଲେଶ୍ବର ଜିଲ୍ଲା ବାହାନଗାରେ ଗତ ୨ ତାରିଖ ଦିନ କରମଣ୍ଡଳ ଏକ୍ସପ୍ରେସ୍ ଓ ଯଶବନ୍ତପୁର-ହାୱଡା ଏକ୍ସପ୍ରେସ୍ ଟ୍ରେନ ଦୁର୍ଘଟଣାରେ ଆହତ ହୋଇ କଟକ ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିବା ଲୋକଙ୍କୁ ମଙ୍ଗଳବାର ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଭେଟିଛନ୍ତି। ସେ ଆହତଙ୍କୁ ଭେଟି!-->…
ଓଡ଼ିଶା ସରକାର ଓ ଭୁବନେଶ୍ବର ଏମ୍ସକୁ ପ୍ରଶଂସା କଲେ ପଶ୍ଚିମବଙ୍ଗ ମନ୍ତ୍ରୀ
ଭୁବନେଶ୍ବର: ପଶ୍ଚିମବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ଓଡ଼ିଶା ସରକାର ଏବଂ ଭୁବନେଶ୍ବର ଏମ୍ସକୁ ପ୍ରଶଂସା କରିଛନ୍ତି। ଏମ୍ସ ଭୁବନେଶ୍ବରରେ ମଙ୍ଗଳବାର ପହଞ୍ଚି ପଶ୍ଚିମବଙ୍ଗର ଦୁଇ ମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶଶୀ ପଞ୍ଜା ଏବଂ ଶ୍ରୀମତୀ ଭଟ୍ଟାଚାର୍ଯ୍ୟ!-->…