Sign in
Sign in
Recover your password.
A password will be e-mailed to you.
ଆସିଲା ହାଇପରସୋନିକ ମିସାଇଲ, ଶବ୍ଦ ଠାରୁ ଅଧିକ ୧୫ ଗୁଣ ସ୍ପିଡରେ ଯିବ
ନୂଆଦିଲ୍ଲୀ : ଇରାନର ରେଭ୍ୟୁଲେସନାରୀ ଗାର୍ଡ ବା ଆଇଆରଜି ପକ୍ଷରୁ ଗୋଟିଏ ଇଣ୍ଟରମେଡିଏଟ ବାଲାଷ୍ଟିକ ମିସାଇଲକୁ ଆଜି ସାର୍ବଜନୀନ କରାଯାଇଛି। ଏହି ହାଇପରସୋନିକ ମିସାଇଲ ବେଶ ଖତରାନ ଓ ଘାତକ। ଏହା ଶବ୍ଦ ଠାରୁ ୧୫ ଗୁଣା ସ୍ପିଡରେ ଗତି କରିବା ସହ ଶତ୍ରୁପକ୍ଷଙ୍କ ଟାର୍ଗେଟକୁ ନଷ୍ଟ କରିବାକୁ!-->…
ପରିବାର ଲୋକଙ୍କୁ ପୁରୀ ଡାକି ନିଖୋଜ ହେଲେ ଯୁବକ
ଯାଜପୁର: ପରିବାର ଲୋକଙ୍କୁ ପୁରୀ ଡାକି ନିଖୋଜ ହେଲେ ଯୁବକ। ଚାରି ଆଡ଼େ ଖୋଜାଖୋଜି କରି ବିଫଳ ହେବା ପରେ ଥାନାର ଦ୍ୱାରସ୍ଥ ହେଲେ ପରିବାର ଲୋକେ। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଗରବନ୍ଧ ଗ୍ରାମର ହରିଶ୍ଚନ୍ଦ୍ର ପୁରୀରୁ ନିଖୋଜ ହୋଇଯାଇଛନ୍ତି। ହରିଶ୍ଚନ୍ଦ୍ର ଭୁବନେଶ୍ୱରରେ କାମ କରୁଥିବା!-->…
ଖୋର୍ଦ୍ଧା DRMଙ୍କ ବିସ୍ଫୋରକ ବୟାନ; ବାହାନଗା ଟ୍ରେନ୍ ଟ୍ରାଜେଡି ପଛରେ ଷଡ଼ଯନ୍ତ୍ର ସନ୍ଦେହ…!
ଭୁବନେଶ୍ୱର : ବାହାନଗାରେ ଟ୍ରେନ୍ ଟ୍ରାଜେଡି ପଛର କାରଣ କ’ଣ ? ବିଧିବଦ୍ଧ ତଦନ୍ତ ଆରମ୍ଭ ହୋଇଛି । ଟ୍ରେନ୍ ଦୁର୍ଘଟଣା ପଛରେ ରହିଛି କି ବଡ଼ ଷଡ଼ଯନ୍ତ୍ର ? ରେଳ ବିଭାଗର ସନ୍ଦେହ ପରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତକାଲି ଖୋର୍ଦ୍ଧା ରୋଡ୍ ଡିଭିଜନ୍ ଡିଆରଏମ୍ ରିଙ୍କଶ ରାୟ!-->…
ବ୍ରିଜ ଭୂଷଣ ଶରଣ ସିଂହଙ୍କ ଘରେ ପଶିଲା ଦିଲ୍ଲୀ ପୁଲିସ୍
ନୂଆଦିଲ୍ଲୀ : କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ଘରେ ପଶିଲା ଦିଲ୍ଲୀ ପୁଲିସ୍ । ବ୍ରିଜ ଭୂଷଣଙ୍କ ଉତ୍ତରପ୍ରଦେଶ ଗୋଣ୍ଡାସ୍ଥିତ ଘରେ ପଶି ତନାଘନା କରିଛି ଦିଲ୍ଲୀ ପୁଲିସ୍ ।ଦେଶର ଷ୍ଟାର ରେସଲରମାନେ ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ!-->…
ଏମ୍ସରେ ଡିଏନ୍ଏ ଟେଷ୍ଟିଂ ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ୱର: ଏମ୍ସ ହସ୍ପିଟାଲରେ ଆରମ୍ଭ ହୋଇଛି ଡିଏନଏ ଟେଷ୍ଟିଂ ପ୍ରକ୍ରିୟା । ଏନେଇ ସୂଚନା ଦେଇଛନ୍ତି ବିଏମ୍ସି କମିଶନର। ସେ କହିଛନ୍ତି, ମୃତଦେହ ଚିହ୍ନଟ ପାଇଁ ଡିଏନଏ ନମୁନା ଦେଇଛନ୍ତି ୧୦ରୁ ଅଧିକ ପରିବାର। ରିପୋର୍ଟ ଆସିବା ପରେ ସେମାନଙ୍କୁ ମୃତଦେହ ହସ୍ତାନ୍ତର କରାଯିବ। ପୂର୍ବରୁ ସମସ୍ତ!-->…
‘ଓଡ଼ିଶା ଟ୍ରେନ୍ ଟ୍ରାଜେଡିର ସିବିଆଇ ତଦନ୍ତ କଥା ଶୁଣି ବିଳିବିଳାଉଛନ୍ତି ମମତା…!
କୋଲକାତା : ଓଡ଼ିଶା ରେଳ ଦୁର୍ଘଟଣାକୁ ନେଇ ତେଜିବାରେ ଲାଗିଛି ରାଜନୀତି। ଏହି ଘଟଣାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଟିଏମ୍ସି ଓ ବିଜେପି। ଓଡ଼ିଶା ବାହାନଗାରେ ହୋଇଥିବା ରେଳ ଦୁର୍ଘଟଣାର ସିବିଆଇ ତଦନ୍ତ ସମ୍ପର୍କରେ ଘୋଷଣା କରାଯିବା ପରେ ଏହାକୁ ସହଜେ ହଜମ କରି ପାରି ନାହାନ୍ତି ମମତା!-->…
ସରିନି ମୃତଦେହ ଚିହ୍ନଟ ପ୍ରକ୍ରିୟା : ଏବେ ବି ଫଟୋ ଓ ପରିଚୟ ପତ୍ର ଦେଖାଇ ଖୋଜୁଛନ୍ତି ସମ୍ପର୍କୀୟ
ଭୁବନେଶ୍ୱର : ବାହାନଗା ରେଳ ଦୁର୍ଘଟଣାରେ ଏଯାଏ ୧୭୭ ମୃତଦେହ ଚିହ୍ନଟ ହୋଇଛି । ଆବଶ୍ୟକ ପ୍ରକ୍ରିୟା ପରେ ମୃତଦେହକୁ ହସ୍ତାନ୍ତର କରାଯାଉଛି । ମୃତଦେହକୁ ମାଗଣାରେ ଗାଡ଼ିରେ ଗନ୍ତବ୍ୟସ୍ଥଳକୁ ପଠାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା ହୋଇଛି । ଯଥାସମ୍ଭବ କମ୍ ସମୟରେ ମୃତ୍ୟୁ!-->…
ବାହାନଗା ଟ୍ରେନ୍ ଟ୍ରାଜେଡି: ବିଦ୍ୟୁତ୍ ଆଘାତରେ ଯାଇଛି ୪୦ ଜୀବନ
ବାହାନଗା : ବାଲେଶ୍ୱରର ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣା ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଥିବା ବେଳେ ଏଥିରେ ୨୭୫ ଜଣଙ୍କର ଅକାଳ ମୃତ୍ୟୁ ହୋଇଛି। ସେଥିମଧ୍ୟରୁ ବିଦ୍ୟୁତ୍ ଆଘାତ ଯୋଗୁ ୪୦ ଜଣଙ୍କ ଜୀବନ ଯାଇଥିବା ଜଣାଯାଇଛି। ଟ୍ରେନ୍ ଟ୍ରାଜେଡିର ତଦନ୍ତ କରୁଥିବା ଜଣେ ବରିଷ୍ଠ!-->…
‘ଅମିତ ଶାହଙ୍କ ସହ କୌଣସି ଡିଲ ହୋଇନି, ରେସଲରଙ୍କ ଆନ୍ଦୋଳନ ଜାରି ରହିବ’
ନୂଆଦିଲ୍ଲୀ : କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଆନ୍ଦୋଳନ କରୁଥିବା ଦେଶର ଷ୍ଟାର ରେସଲମାନେ ନିଜ ନିଜ ଚାକିରିକୁ ହଠାତ୍ ଫେରି ଯିବାରୁ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଶନିବାର ଆନ୍ଦୋଳନରତ ରେସଲରମାନେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ବିଳମ୍ବିତ!-->…
ଗୋ-ହତ୍ୟାକୁ ନେଇ କର୍ଣ୍ଣାଟକ ମନ୍ତ୍ରୀଙ୍କ ବିବାଦୀୟ ବୟାନ : ଯଦି ମଇଁଷି ମାନଙ୍କୁ ହତ୍ୟା କରାଯାଉଛି, ତା’ହେଲେ ଗାଈ…
ବେଙ୍ଗାଲୁରୁ : ଗୋ-ହତ୍ୟା ଓ କଂସେଇ ଖାନାକୁ ନେଇ କର୍ଣ୍ଣାଟକାର ଜଣେ ମନ୍ତ୍ରୀ ଦେଇଥିବା ବୟାନ ବିରୋଧରେ କିଛି ଲୋକ ବିକ୍ଷୋଭ କରୁଛନ୍ତି। ରାଜ୍ୟରେ ଲାଗୁ ହୋଇଥିବା କଠୋର ଗୋ-ହତ୍ୟା ନିରୋଧ ଆଇନକୁ କଂଗ୍ରେସ ସରକାର ସମୀକ୍ଷା କରୁଥିବା ମନ୍ତ୍ରୀ ଜଣଙ୍କ କହିଥିଲେ। ତେବେ ମୁଖ୍ୟମନ୍ତ୍ରୀ!-->…