Sign in
Sign in
Recover your password.
A password will be e-mailed to you.
ଅଟୋ ଓ ମୋଟର ସାଇକେଲ ମୁହାଁ ମୁହିଁଧକ୍କା, ଦୁଇ ଗୁରୁତର
ଦାରିଙ୍ଗବାଡ଼ି,୫/୬ : ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଧିନସ୍ତ ଗଦାପୁର ଗ୍ରାମ ନିକଟ ଅନାମୁଣ୍ଡା ଘାଟି ବୁଲାଣିରେ ଅଟୋ ଓ ମୋଟର ସାଇକେଲ ମୁହାଁ ମୁହିଁ ଧକା ହେବା ଫଳରେ ମୋଟର ସାଇକେଲରେ ଯାଉଥିବା ନିତି ଜଣଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତର ହୋଇଥିବା ଖବର ହସ୍ତଗତ ହୋଇଛି। ଗୁରୁତର!-->…
ହିଂଜିଳିକାଟୁ ର ଵିଭିନ୍ନ ଯୋଜନାର ସମୀକ୍ଷା କଲେ ଉପଜିଲ୍ଲାପାଳ
ହିଂଜିଳିକାଟୁ ; ହିଂଜିଳିକାଟୁ ର ଵିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି ଉପଜିଲ୍ଲାପାଳ ପ୍ରଶନ କୁମାର ପାତ୍ର ଓ ଆଇଏଏସ୍ ପ୍ରୋବେସନାରୀ କୁମାରୀ ଧାନୀ ଦସ୍ତାଗିର । ସୋମବାର ସନ୍ଧ୍ୟାରେ ଉପଖଣ୍ଡ ଚିକିତ୍ସାଳୟର ସଂପ୍ରସାରଣଓ ୫ଟି ଉପକ୍ରମରେ ଆମ ହସପିଟାଲ ଯୋଜନାରେ ପ୍ରାୟ ୪.୮୮କୋଟି ଟଙ୍କାରେ!-->…
ବିଦ୍ୟାଳୟରେ ବିଶ୍ୱ ପରିବେଶ ଦିବସ ପାଳିତ
ଫୁଲବାଣୀ : କନ୍ଧମାଳ ଜିଲାର ଫୁଲବାଣୀ ସମେତ ସମଗ୍ର ଜିଲାର ସରକାରୀ ଉଚ୍ଚ ବିଦ୍ୟାଳୟ ମାନଙ୍କରେ ଇକୋ କ୍ଳବ ପକ୍ଷରୁ ବିଶ୍ୱ ପରିବେଷ ଦିବସ ପାଳିତ ହୋଇଯାଇଛି । ଏଭଳି ସ୍ଥଳେ ସ୍ଥାନୀୟ ଏଜେଓ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଦିଲିପ କୁମାର ପ୍ରଧାନଙ୍କ!-->…
ଟାଟା ଷ୍ଟିଲ ମାଇନିଙ୍ଗ ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳନ
ବ୍ରହ୍ମପୁର : ଟାଟା ଷ୍ଟିଲ ମାଇନିଙ୍ଗ ର ଗୋପାଳପୁର ଫେରୋ ଆଲଏଜ୍ ପ୍ଲାଣ୍ଟ ପକ୍ଷରୁ ଆଜି ବିଶ୍ଵ ପରିବେଶ ଦିବସ ଅବସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅବସରରେ କମ୍ପାନୀର କର୍ମଚାରୀମାନେ ପ୍ଲାଣ୍ଟ ପରିସର ତଥା ଏହାର ଆଖପାଖରେ ରେ ବିଭିନ୍ନ ଚାରା ଲଗାଇବା ସହ ପରିବେଶ!-->…
“ମୁଁ ବି ବଞ୍ଚିବାକୁ ଚାହେଁ” କାର୍ଯ୍ୟକ୍ରମ ଅନୁଷ୍ଠିତ
ବ୍ରହ୍ମପୁର : ବିଶ୍ୱ ପରିବେଶ ଦିବସ ଅବସରରେ ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ "ମୁଁ ବି ବଞ୍ଚିବାକୁ ଚାହେଁ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗଛର ମଧ୍ୟ ଜୀବନ ଅଛି; ମନୁଷ୍ୟ ଦେହରେ କଣ୍ଟା ମାରିଲେ ଯେଭଳି ଯନ୍ତ୍ରଣା ଅନୁଭୂତ ହୁଏ ସେହିଭଳି ଗଛ ମଧ୍ୟରେ କଣ୍ଟା,ଲୁହା ତାର ଆଦି ବାନ୍ଧିଲେ!-->…
ବର୍ଷା ପୂର୍ବରୁ ପୂର୍ତ୍ତ ବିଭାଗ ଦ୍ଵାରା ନିର୍ମିତ ପିଚୁ ସଡ଼କର ଅବସ୍ଥା ଦୟନୀୟ…
ମାଲକାନଗିରି : (୦୫/୦୬) : କୁଡୁମୁଲୁଗୁମ୍ମା ଓ କତାମେଟାକୁ ସଂଯୋଗ କରୁଥିବା ଏକ ମାତ୍ର ରାସ୍ତା ନିର୍ମାଣରେ ହୋଇଥିବା ଦୁର୍ନୀତି ରାସ୍ତା ଭୁଶୁଡ଼ି ଦେଖା ଯାଉଛି। ୧୯କି.ମି. ଦୈର୍ଘ୍ୟ ବିଶିଷ୍ଟ ପିଚୁ ରାସ୍ତା କେତେବେଳେ ନିର୍ମାଣ ତ ଆଉ କେତେବେଳେ ମରାମତି ଭିତରେ ଗତ ଦୁଇ ମାସ ତଳେ ପ୍ରାୟ!-->…
ଡିଭାଇଡର ଉପରେ ଚଢିଗଲା ଟ୍ରକ
ହିଞ୍ଜିଳିକାଟୁ (୭।୫) : ହିଞ୍ଜିଳି ଥାନା ଅନ୍ତର୍ଗତ ହିଞ୍ଜିଳିକାଟୁ ନିକଟ ସୋମପୁର ଛକ ଏନ ହେଚ ରୋଡ ୫୯ ଉପରେ ଏକ ଟ୍ରକ ଯାନ୍ତ୍ରିକ ତୃଟି ଯୋଗୁଁ ଭାରସାମ୍ୟ ହରାଇ ଡିଭାଇଡର ଉପରେ ଚଢିଯାଇଛି ।ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ଵେଳେ ଟ୍ରକ ଆଗ ଭାଗ ନଷ୍ଟ ହୋଇଯାଇଛି। ହିଞ୍ଜିଳିକାଟୁ ଠାରୁ!-->…
ବାହାନଗା ଟ୍ରେନ ଟ୍ରାଜେଡି : ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ କଂଗ୍ରେସ ନେତୃବୃନ୍ଦ
ଭଦ୍ରକ : କଂଗ୍ରେସ ର ଏକ ପ୍ରତିନିଧିଦଳ ସୋମବାର ଭଦ୍ରକ ଡାକ୍ତର ଖାନା ରେ ପହଞ୍ଚି ଆହାତ ଙ୍କ ଚିକିତ୍ସା ବ୍ୟବସ୍ଥା ପଚାରି ବୁଝିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ଙ୍କ ନେତୃତ୍ବ ରେ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ରାଜ୍ୟ କଂଗ୍ରେସ ପ୍ରଭାରୀ ସାଂସଦ ଡାକ୍ତର ଚେଲ୍ଲା କୁମାର, ବିଜୟ!-->…
ଜିଲ୍ଲା ମୁଖ୍ୟାଳୟଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ
ସୁନ୍ଦରଗଡ଼, : ସ୍ଥାନୀୟ ସଦଭାବନା ଭବନ ଠାରେ ଆଜି ଜିଲ୍ଲାପାଳ ଡା. ପରାଗ ଗଭାଲି ଏବଂ ଆରକ୍ଷୀ ଅଧୀକ୍ଷକ ପ୍ରତ୍ୟୁଷ ଦିବାକରଙ୍କ ଦ୍ଵାରା ଯୁଗ୍ମ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି I ଆଜିର ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ରେ ମୋଟ ୨୬୭ଟି ଅଭିଯୋଗ ଆସିଥିଲା I ସେଥି ମଧ୍ୟରୁ ୨୪୭ ଟି ଅଭିଯୋଗ!-->…
ଜିଲ୍ଲା ରେଡକ୍ରସ ଦ୍ଵାରା ରାବନଡ଼ିହି ଜରାଶ୍ରମ ଠାରେ ବିଶ୍ଵ ପରିବେଶ ଦିବସ ପାଳିତ
ସୁନ୍ଦରଗଡ଼, (୦୫/୦୬): ରାବନଡ଼ିହିସ୍ଥିତ ଜରାଶ୍ରମ ଠାରେ ଜିଲ୍ଲା ରେଡକ୍ରସ ଶାଖା ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି I କାଯ୍ୟକ୍ରମ ରେ ଡେପୁଟି କଲେକ୍ଟର ( ଆପତକାଳୀନ) ତଥା ଜିଲ୍ଲା ରେଡକ୍ରସ ଶାଖାର ସମ୍ପାଦିକା କୁନ୍ତୀ ରାଣୀ ନାୟକ କାର୍ଯ୍ୟକ୍ରମ ଆୟୋଜନର ଉଦ୍ଦେଶ୍ୟ ଉପରେ!-->…