ରେଳ ଦୁର୍ଘଟଣା ନେଇ ଜିଆରପି ଥାନାରେ ମାମଲା ରୁଜ୍ଜୁ

ବାଲେଶ୍ବର: ବାଲେଶ୍ବର ବାହାନଗା ରେଳ ଦୁର୍ଘଟଣା ଘଟଣାରେ ଜିଆରପି ଥାନାରେ ମାମଲା ରୁଜୁ। ଜୁନ ୩ ତାରିଖ କେସ ନମ୍ବର ୬୨ ଆଧାରରେ ମାମାଲା ରୁଜୁ କରିଛି ଜିଆରପି ପୋଲିସ। ଆଇପିସିର ଧାରା ୩୩୭,୩୩୮,୩୦୪(A), ୩୪ ସମେତ ରେଲୱେ ଆକ୍ଟ ୧୫୩/୧୫୪/୧୭୫ରେ ତନାଘନା କରୁଛି ଜିଆରପି

ଏସସିବିରେ ଚିକିତ୍ସାରତ ଆହତଙ୍କୁ ଭେଟିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

କଟକ: ବାଲେଶ୍ଵର ଟ୍ରେନ ଦୁର୍ଘଟଣାରେ ଚିକିତ୍ସାରତ ଆହତଙ୍କୁ ଏସସିବିରେ ଭେଟିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ସଠିକ ସମୟରେ ଚିକିତ୍ସା ଓ ଆହତମାନଙ୍କ ସହ ଆଲୋଚନା ପରେ ଏସସିବି ମେଡିକାଲର ସମସ୍ତ ଷ୍ଟାଫଙ୍କୁ ଧନ୍ୟବାଦ ଜଣାଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ। ଏତେ ବଡ଼

ଦୁର୍ଘଟଣାସ୍ଥଳ ବୁଲିଲେ ରେଲୱେ ସେଫ୍ଟି କମିଶନର

ବାଲେଶ୍ୱର : ଶୁକ୍ରବାର ରାତିରେ ବାଲେଶ୍ୱରର ବାହାନଗା ନିକଟରେ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ଘଟିଥିବା ବେଳେ ଆଜି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ରେଲୱେ ସେଫ୍ଟି କମିଶନର ଶୈଳେସ କୁମାର ପାଠକ। ଷ୍ଟେସନ ସିଗନାଲ ରୁମ୍ ସହ କଣ୍ଟ୍ରୋଲ ରୁମ୍ ବୁଲି ଦେଖିବା ସହ ପ୍ରାରମ୍ଭିକ

ବରଗଡ଼ ସମରଧରା ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ବରଗଡ଼: ବରଗଡ଼ ସମରଧରା ନିକଟସ୍ଥ ACC ରେଲୱେ ଟ୍ରାକରୁ ମାଲବାହୀ ଟ୍ରେନ ଲାଇନଚ୍ୟୁତ । ମେଡାପାଲି ନିକଟରେ ଲାଇନଚ୍ୟୁତ ହୋଇଛି ଟ୍ରେନ । ବରଗଡ଼ ଜିଲା ଡୁଙ୍ଗୁରୀ ଚୁନପଥର ଖଣିରୁ ବରଗଡ଼ ଯାଉଥିବା ଚୂନ ପଥର ମାଲବାହି ଟ୍ରେନ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ବରଗଡ଼ ଏସିସି ସିମେଣ୍ଟ

ଚାଲିଗଲେ ମହାଭାରତର ‘ଶକୁନି’…

ନୂଆଦିଲ୍ଲୀ : ବି.ଆର ଚୋପ୍ରାଙ୍କ ‘ମହାଭାରତ’ ଧାରାବାହିକରେ ଶକୁନି ଭୂମିକାରେ ଅଭିନୟ କରିଥିବା ଅଭିନେତା ଗୁଫି ପେଣ୍ଟଲ (ସରବଜିତ ସିଂହ ପେଣ୍ଟଲ)ଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା।ବାର୍ଦ୍ଧକ୍ୟଜନିତ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ହେତୁ ତାଙ୍କୁ କିଛି

ବାଇକ-ବୋଲେରୋ ମୁହାଁମୁହିଁ, ଜଣେ ମୃତ, ୨ ଗୁରୁତର

ଯାଜପୁର: ବାଇକ-ବୋଲେରୋ ମୁହାଁମୁହିଁ ଧକ୍କା । ଜଣେ ମୃତ, ୨ ଗୁରୁତର । ଯାଜପୁର ଥାନା ଯୋଡିକୂଅ ଛକ ନିକଟରେ ଦୁର୍ଘଟଣା ଘଟିଛି । ମୃତକ ପଶ୍ଚିମବଙ୍ଗ ମେଦିନପୁର ଅଞ୍ଚଳର ଏସ୍‌. କେ. ମୋତି । ଗୁରୁତର ଦୁଇ ଯୁବକ ହେଲେ ସେକ୍‌ ନାହାଜ ହୁସେନ୍‌ ଓ ଏକ୍ରା ମୁନ୍‌ । ଦୁଇ ଗୁରୁତରଙ୍କୁ

ଗେଟ୍‌ ଖୋଲିବାରେ ବିଳମ୍ବ ହେବାରୁ ଟୋଲ ପ୍ଲାଜା କର୍ମଚାରୀଙ୍କୁ ପିଟିପିଟି ହତ୍ୟା

ବେଙ୍ଗାଲୁରୁ : ଟୋଲା ପ୍ଲାଜାରେ ଲାଗିଥିବା ବୁମ ବ୍ୟାରିୟର ବା ଗେଟ୍‌ ଖୋଲିବାରେ ସାମାନ୍ୟ ବିଳମ୍ବ ହେବାରୁ ଘଟିଛି ଅଭାବନୀୟ ଘଟଣା। ଗେଟ ଖୋଲିବାରେ ବିଳମ୍ବ ହେବାରୁ ଜଣେ ୨୬ ବର୍ଷୀୟ ଯୁବକଙ୍କୁ ୪ ଜଣ ଲୋକ ପିଟିପିଟି ହତ୍ୟା କରିଛନ୍ତି। କର୍ଣ୍ଣାଟକା ସହରରେ ଥିବା ଗୋଟିଏ ଟୋଲ ପ୍ଲାଜା ନିକଟରେ

ନିଖୋଜ ଲୋକଙ୍କ କଥା କହି ଭାବପ୍ରବଣ ହୋଇଗଲେ ଅଶ୍ୱିନୀ ବୈଷ୍ଣବ…

ଭୁବନେଶ୍ୱର : ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ ହୋଇଥିବା ଭୟଙ୍କର ରେଳ ଦୁର୍ଘଟଣାକୁ ନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭାବୁକ ହୋଇଛନ୍ତି। ରେଳମନ୍ତ୍ରୀ ଦୁର୍ଘଟଣା ପ୍ରଭାବିତ ଟ୍ରାକ୍‌ର ପୁନରୁଦ୍ଧାର ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେବାବେଳେ ଭାବପ୍ରବଣ ହୋଇଯାଇଥିଲେ। ତାଙ୍କ ଗଳା

ମୃତକଙ୍କ ଶବ ସହିତ ସମ୍ପର୍କୀୟଙ୍କ ପରିବହନ ପାଇଁ ରାଜଧାନୀରେ ମାଗଣାରେ ୫୮ଟି ଆମ୍ବୁଲାନ୍ସ ସେବା

ଭୁବନେଶ୍ବର: ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କର ଶବ ସହିତ ସମ୍ପର୍କୀୟଙ୍କ ପରିବହନ ପାଇଁ ବିଏମସି ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାଜଧାନୀରେ ୫୮ଟି ଆମ୍ବୁଲାନ୍ସ ନିୟୋଜିତ ହୋଇଛି। ଏଥିରେ ବିନା ମୂଲ୍ୟରେ ଏବଂ ଅନ୍ତିମ ଗନ୍ତବ୍ୟ ସ୍ଥଳ ପର୍ଯ୍ୟନ୍ତ ମୃତକଙ୍କର ଶବ ସହିତ ସମ୍ପର୍କୀୟମାନେ

ଓଡ଼ିଶା ଟ୍ରେନ ଟ୍ରାଜେଡି: ସିବିଆଇ ତଦନ୍ତରୁ କିଛି ଫାଇଦା ମିଳିବନି କହିଲେ ମମତା ବାନାର୍ଜୀ

କୋଲକାତା : ଓଡ଼ିଶା ଇତିହାସର ସବୁଠାରୁ ବଡ଼ ଓ ଭୟଙ୍କର ଟ୍ରେନ ଦୁର୍ଘଟଣାର ତଦନ୍ତ ସିବିଆଇ କରିବ। ଏନେଇ ରେଳବାଇ ବୋର୍ଡ ସୁପାରିସ କରିଛି। ବାଲେଶ୍ୱରର ବାହାନଗାରେ ଘଟିଥିବା ଟ୍ରିପଲ ଟ୍ରେନ ଟ୍ରାଜେଡିରେ ୨୭୫ ଜଣଙ୍କ ମୃତ୍ୟୁ ଘଟିଛି। ହଜାରେରୁ ଅଧିକ ଲୋକ ଆହତ ହୋଇଛନ୍ତି।ସିବିଆଇ ଘଟଣା ପଛର କାରଣ