ବାପାକୁ ଖାଦ୍ୟଦେବାକୁ ଯାଇ ଦୁର୍ଘଟଣାର ଶିକାର ହେଲେ ଯୁବତୀ

ବାସୁଦେବପୁର : ଦୁର୍ଘଟଣା କେତେବେଳେ ଆସେ କେମିତି ବି ଆସେ ଏକଥା କେହି କହି ପାରନ୍ତି ନାହିଁ କି ଜାଣି ବି ପାରନ୍ତି ନାହିଁ। କଥାରେ ଅଛି ମାନବ ଜୀବନ ନୁହଁଇ କେବଳ ବର୍ଷ ମାସ ଦିନ ଦଣ୍ଡ, ଏଣୁ ମଣିଷ ଜନ୍ମ ହୋଇ କେତେବେଳେ ଏ କର୍ମ ମୟ ଜୀବନ ଭିତରୁ ଏ ଦୁନିଆ ରୁ ବିଦାୟ ନେଇ ଯାଏ ତାହା କେହି ବି

ଆରବ ସାଗରରେ ଲଘୁଚାପ ଯୋଗୁଁ ଆହୁରି ବିଳମ୍ବରେ ଆସିବ ମୌସୁମୀ, ପାଣିପାଗ ବିଭାଗର ସୂଚନା

ନୂଆଦିଲ୍ଲୀ : ସାଧାରଣତଃ ଜୁନ ୧ରେ କେରଳ ପହଞ୍ଚୁଥିବା ଦକ୍ଷିଣ-ପଶ୍ଚିମ ମୌସୁମୀର ଏବର୍ଷ ଜୁନ ୪ରେ ଆସିବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଥିଲା । କିନ୍ତୁ ଜୁନ ୫ ହୋଇଥିଲେ ବି, ମୌସୁମୀର ଏପର୍ଯ୍ୟନ୍ତ ଦେଖା ନାହିଁ ।ଏହା ମଧ୍ୟରେ ଆଇଏମଡି ପକ୍ଷରୁ ଆଜି କୁହାଯାଇଛି ଯେ ଏଥର ଦେଶରେ ମୌସୁମୀ

ପ୍ରାକୃତିକ ସମ୍ପଦକୁ ବିକ୍ରି କରିବା ବନ୍ଦ କର : ମାନବ ଅଧିକାର ସୁରକ୍ଷା ମଞ୍ଚ…

ବ୍ରହ୍ମପୁର :, ତା.5.6.2023ରିଖ ଦେଶର ପ୍ରାକୃତିକ ସମ୍ପଦକୁ ଯେଉଁ ପ୍ରକାର ଭାବେ କର୍ପୋରେଟ ହାଉସକୁ ବିକ୍ରି ଚାଲିଛି ଆଉ ଅଳ୍ପ ଦିନରେ ଏହି ସମ୍ପତ୍ତି ଶେଷ  ହୋଇଯିବ, ଯାହାର ପରିଣାମ ସ୍ୱରୂପ ସମସ୍ତ ଦେଶବାସୀ ଭୋଗିବେ ବୋଲି ଆଜି ବିଶ୍ୱ ପରିବେଶ ଦିବସରେ ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ

ବ୍ରହ୍ମପୁର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ : ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ କହିଲେ କିଛି ଭୁଲ ହେବ ନାହିଁ l ଦିନକୁ ଦିନ ଅଶାନ୍ତ ଆଡକୁ ଗତି କରୁଛି ବ୍ରହ୍ମପୁର ସହର ସହରରେ ଥିବା ବଡବଜାର ଥାନା, ଟାଉନ ଥାନା, ଗୋଶାଣୀ ନୂଆଗାଁ ଥାନା ଏବଂ ବୈଦ୍ୟନାଥପୁର ଥାନା ଅଞ୍ଚଳ ଅତି ସ୍ପର୍ଶକାତର ଅଟେ, ପୋଲିସ ବିଭାଗର

ବାଇକ୍ ଦୁର୍ଘଟଣା ଗ୍ରସ୍ତ ଯୁବକ ମୃତ…

କୁଆଁରମୁଣ୍ଡା- ଗତ କାଲି ବିଳମ୍ବିତ ରାତି ରେ ୧୪୩ ନଂ ଜାତିୟ ରାଜପଥ ଜମୁନାନାକି ଛକ ରେ ଠିଆହୋଇ ଥିବା ଏକ ଟ୍ରେଲର (ବି.ଆର ୪୪ଜିଏ ୨୧୫୪)କୁ ଏକ ବାଇକ୍ (ହଣ୍ଡାସାଇନ୍) ନଂଓଡି୧୪ଜି୬୭୯୨ ଧକ୍କା ଦେଇ ଥିଲା ।ଧକ୍କା ଦେଇ ଥିବା ଯୁବକ ପ୍ରଶାନ୍ତ କୁମାର ମଲ୍ଲିକ ୩୦ ଙ୍କ ର ଘଟଣା ସ୍ଥଳ ରେ ହିଁ

ଉତ୍କଳ ସାମ୍ବାଦିକ ସଂଘର ସାଧାରଣ ଅଧିବେସନ ଓ ନୂତନ କର୍ମକର୍ତା ମନୋନୀତ

ମାଲକାନଗିରି : ତା. ୦୪.୦୬.୨୦୨୩ - ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ଆଜି ଜିଲ୍ଲା ସ୍ତରୀୟ ସାଧାରଣ ପରିଷଦ ବୈଠକ ସହ ଆସନ୍ତା ଦୁଇବର୍ଷ ପାଇଁ ନୂତନ କର୍ମକର୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ସଂଘ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ରାଜ୍ୟ କାର୍ଯ୍ୟକାରୀ କମିଟି

ରେଳ ଦୁର୍ଘଟଣାଗ୍ରସ୍ତ ଙ୍କ ପାଇଁ ସହାୟତା ର ହାତ ବଢାଇଲେ ଓଡ଼ିଆ ସିନେ ତାରକା ଏଲିନା ସାମନ୍ତରାୟ…

ଭୁବନେଶ୍ୱର : ତା:୦୪-୦୬-୨୦୨୩:- ବାଲେଶ୍ଵର ନିକଟ ବାହାନଗା ଠାରେ ଶୁକ୍ରବାର ଘଟିଥିବା ହୃଦୟ ବିଦାରକ ରେଳ ଦୁର୍ଘଟଣା ରେ ଆହତଙ୍କ ପାଇଁ ସହାୟତା ର ହାତ ବଢାଇଲେ ଓଡ଼ିଆ ସିନେ ତାରକା ଏଲିନା ସାମନ୍ତରାୟ। ଭୁବନେଶ୍ୱର ୟୁନିଟ ୪ ସ୍ଥିତ ରେଡକ୍ରସ ଭବନ ରକ୍ତ ଭଣ୍ଡାର ରେ ଏଲିନା ଆୟୋଜିତ

କ୍ଷୀର ବ୍ୟବସାୟୀ ତଥା ଜମି ଦଲାଲଙ୍କୁ ନିର୍ମମ ହତ୍ୟା :କାରଣ ଅସ୍ପଷ୍ଟ…

କୁଆଁରମୁଣ୍ଡା-କୁଆଁରମୁଣ୍ଡା ବ୍ଳକ ଅନ୍ତର୍ଗତ ଗୋବିରା ପଂଚାୟତ ରେ ଗତ କାଲି ରାତି ରେ ଏକ ହତ୍ୟାକାଣ୍ଡ ଘଟି ଜଣଙ୍କର ମୃତ୍ଯୁ ହୋଇଛି ।ମୃତ୍ଯୁ ବରଣ କରିଥିବା ବ୍ଯକ୍ତି ଜଣକ ପଦ୍ମପୁର ପଂଚାୟତ ଅର୍ନ୍ତଗତ ଜମୁନାନାକି ଅଞ୍ଚଳର ଅମରନାଥ ଯାଦବ ବୋଲି ପୋଲିସ ସୂତ୍ର ରୁ ଜଣାପଡିଛି । ଗୋବିରା

ବାଲିଗୁଡାରେ ପ୍ରବଳ ପବନ ସହ ଘଡଘଡି : ନଡ଼ିଆ ଗଛକୁ ବିଜୁଳି ମାରିବାରୁ ଜଳିଗଲା

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳ ରେ ରବିବାର ଅପରାହ୍ନରେ ସାମାନ୍ୟ ବର୍ଷା ସହ ପ୍ରବଳ ପବନ,ଘଡଘଡି ଓ ବିଜୁଳି ମାରିବାରୁ କେତେକ ସ୍ଥାନରେ ଛୋଟ ବଡ଼ ଧରଣର ଘରର ଟିଣ, ଆଜବେଷ୍ଟସ ଉଡାଇ ନେଇ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଆଉ କେତେକ ସ୍ଥାନରେ ବିଦ୍ୟୁତ

ବାହାନାଗା ଟ୍ରେନ ଧକ୍କାରେ ମୃତବ୍ୟକ୍ତିଙ୍କ ନିମନ୍ତେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ଓ କ୍ୟାଣ୍ଡେଲ ଶୋଭା ଯାତ୍ରା

ଫୁଲବାଣୀ : ସ୍ଥାନୀୟ ଜିଲ୍ଲା ପ୍ରେସକ୍ଲବ ଫୁଲବାଣୀ ଠାରେ ଜିଲ୍ଲାପ୍ରେସ କ୍ଲବ, ବରିଷ୍ଠ ନାଗରିକ ସଙ୍ଘ ଓ ମିଳିତ ନାଗରିକ କମିଟିଙ୍କ ମିଳିତ ସହଯୋଗରେ ବରିଷ୍ଠ ସାମ୍ବାଦିକ ଡ଼ଃ ଅରୁପ କୁମାର ଜେନାଙ୍କ ସଭପତିତ୍ୱରେ ବାହାନାଗା ଠାରେ କରମଣ୍ଡଳ ଟ୍ରେନ ଧକ୍କାରେ ମୃତ ବ୍ଯକ୍ତିଙ୍କ ଅମର ଆତ୍ମାର