ଫିରିଙ୍ଗିଆ ପଞ୍ଚାୟତ ସମିତି ଉପାଧକ୍ଷ ଅଜିତଙ୍କ ଆଜି ପର୍ଯ୍ୟନ୍ତ ଖୋଜ ଖବର ମିଳିନାହିଁ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପଞ୍ଚାୟତ ସମିତିର ଉପାଧକ୍ଷ ଅଜିତ କୁମାର ସାହୁ ନିଖୋଜ ହୋଇଯାଇଥିବା ସୂଚନାମିଳିଛି I ଗତ କାଲି ରାତି ପ୍ରାୟ ୯ ଟା ସମୟରେ ଫିରିଙ୍ଗିଆ ବ୍ଲକ ଜେଜେସ ପାଙ୍ଗା ଗାଁ ଠାରେ ଚାଲିଥିବା ଏକ ଯାତ୍ରାରେ ଅତିଥି ଭାବରେ ଯୋଗ ଦେବା ପାଇଁ ଯାଉ ଥିବା ସମୟରେ

ବାଲିଗୁଡାରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ ପାଳନ ପୂର୍ବ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ମହାସମାରୋହରେ ପାଳନ କରାଯାଇଛି। ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟିର ସମସ୍ତ ସଦସ୍ୟ,ପରିଚାଳକ, ମୁଖ୍ୟ ପୁରୋହିତ, ପୂଜକ ଓ

ବାଲେଶ୍ଵର ରେଳ ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ଯାତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଓ କେଣ୍ଡଲ ରାଲି

କାଶିପୁର : ରାୟଗଡା ଜିଲା କାଶିପୁର ବ୍ଳକ ଟିକିରି ରେ ଆଜି ବଣିକ ସଂଘ ଓ ଟିକିରି ଅଞ୍ଚଳ ଯୁବକ ମାନେ ଟିକିରି ମୁଖ୍ୟ ରାସ୍ତା ରେ କେଣ୍ଡଲ ଶୋଭାଯାତ୍ରା ଟିକିରି ଜଗନ୍ନାଥ ମନ୍ଦିର ଠାରୁ ବାହାରି ଗୋକୁଳମୁଣ୍ଡା ତ୍ରୀନାଥ ମନ୍ଦିରପର୍ଯ୍ୟନ୍ତ ସଭା ଯାତ୍ରା ବାହାରିଥିଲା | ବାଲେଶ୍ଵର ଜିଲ୍ଲା

ଟିକିରିରେ ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ

କାଶିପୁର : ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା ରଥଯାତ୍ରାର ଆଦ୍ୟ ପର୍ବ ଅନୁଷ୍ଠିତ। ଏହି ଦିନରୁ ହିଁ ଆରମ୍ଭ ହୋଇଥାଏ ଶ୍ରୀଜିଉଙ୍କ ରଥଯାତ୍ରା ପର୍ବ। ସ୍ନାନମଣ୍ଡପରେ ମହାପ୍ରଭୁଙ୍କ ମହାସ୍ନାନ ଦେଖି ଚର୍ମଚକ୍ଷୁକୁ ପବିତ୍ର କରିବା ପାଇଁ ଚାହିଁ ବସିଥାନ୍ତି ଭକ୍ତଗଣ।ଏହି ଦିନ

ବାହାନଗା ରେଳ ଦୁର୍ଘଟଣାରେ ପାତ୍ରପୁର ବ୍ଳକ ର ଜଣେ ଯୁବତୀ ଗୁରୁତର

ପାତ୍ରପୁର-ବାଲେଶ୍ଵର ଜିଲ୍ଲାର ବାହାନଗା ନିକଟରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ରେ ୨୫୦ ରୁ ଉର୍ଦ୍ଧ୍ବ ଲୋକ ଙ୍କ ମୃତ୍ୟୁ ହୋଇଥିବା ବେଳେ ଶହ ଶହ ଲୋକ ଗୁରୁତର ଆହତ ହୋଇଛନ୍ତି। ସେଥି ମଧ୍ୟରେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ଖରଣିପଡା ପଞ୍ଚାୟତ ଅନ୍ତର୍ଗତ ଗୋଠଗାଁ ଗ୍ରାମର ଜଣେ ଯୁବତୀ

ଜ୍ଞାନବାପି ଶୃଙ୍ଗାର ଗୌରୀ ମାମଲା : ସମସ୍ତ ମାମଲାରୁ ଓହରିବା ନେଇ ମୁଖ୍ୟ ପକ୍ଷବାଦୀଙ୍କ ଘୋଷଣା

ବାରଣାସୀ : ଜ୍ଞାନବାପି ଶୃଙ୍ଗର ଗୌରୀ ମାମଲାର ମୁଖ୍ୟ ପକ୍ଷବାଦୀ ତଥା ବିଶ୍ୱ ବୈଦିକ ସନାତନ ସଂଘର ପ୍ରତିଷ୍ଠାତା ଜିତେନ୍ଦ୍ର ସିଂହ ବିସେନ ଜ୍ଞାନବାପି ସହ ଜଡ଼ିତ ସମସ୍ତ ମାମଲାରୁ ଓହରିବା ନେଇ ଘୋଷଣା କରିଛନ୍ତି। ଏହା ପୂର୍ବରୁ ଜିତେନ୍ଦ୍ର ସିଂହଙ୍କ ଓକିଲ ଶିବମ ଗୌର ଏହି ମାମଲାରୁ ନିଜକୁ

ହାଇୱା ପଛରେ ପିଟି ହୋଇ ନାବାଳିକା ଓ ଶିଶୁ ସମେତ ୩ ମୃତ

ସମ୍ବଲପୁର: ସମ୍ପର୍କୀୟଙ୍କ ମୃତ୍ୟୁ ଖବର ପାଇ ଝାରସୁଗୁଡ଼ାରୁ ସମ୍ବଲପୁର ଦେଇ କଳାହାଣ୍ଡି ଅଭିମୁଖେ ଘରକୁ ଫେରୁଥିବା ସମୟରେ ୧୦ ଜଣ ଯାତ୍ରୀ ଦୁର୍ଘଟଣାର ଶିକାର ହୋଇଛନ୍ତି। ହାଇୱା ପଛରେ ପିଟି ଅଟୋ(ଓଡି ୩୧ଜି ୧୮୮୨)ଟି ସଂପୂର୍ଣ୍ଣ ରୂପେ ଚୁରମାର ହୋଇଯାଇଛି। ଏହି ଦୁର୍ଘଟଣାରେ ନାବାଳିକା, ଜଣେ

କରମଣ୍ଡଳ ଦୁର୍ଘଟଣା: ବିନା ଟିକେଟରେ ଯାତ୍ରା କରିଥିବା ଯାତ୍ରୀଙ୍କୁ ବି ମିଳିବ କ୍ଷତିପୂରଣ

ନୂଆଦିଲ୍ଲୀ: ଓଡ଼ିଶାର ବାଲେଶ୍ୱରର ବାହାନଗାରେ ହୋଇଥିବା ମର୍ମନ୍ତୁଦ ଦୁର୍ଘଟଣାରେ ଟ୍ରେନ ଦୁର୍ଘଟଣାରେ ୨୭୫ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ରେଳ ଦୁର୍ଘଟଣାରେ ଆହତ ୩୮୨ ବ୍ୟକ୍ତି ଏବେ ବି ରାଜ୍ୟର ବିଭିନ୍ନ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଏହି ଦୁର୍ଘଟଣା ଅନେକ ପରିବାରକୁ

୨୭୫ରୁ ୧୦୮ ଜଣଙ୍କର ମୃତଦେହ ଚିହ୍ନଟ କରାଯାଇ ସାରିଛି: ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ବାହାନଗା ଷ୍ଟେସନ ନିକଟରେ ଗତ ୨ ତାରିଖ ଦିନ ଘଟିଥିବା ଭୟଙ୍କର ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରୁ ୧୦୮ ଜଣଙ୍କର  ମୃତଦେହ ଚିହ୍ନଟ କରାଯାଇ ସାରିଛି। ବାଲେଶ୍ୱର ଜିଲ୍ଲାପାଳ ଦେଇଥିବା ତଥ୍ୟ ଅନୁସାରେ ବାହାନଗା ଟ୍ରେନ ଟ୍ରାଜେଡିରେ ୨୭୫ ଜଣଙ୍କର ମୃତ୍ୟୁ ହୋଇଛି। ଆଜି

କୃତ୍ରିମ ବୁଦ୍ଧି ଯୋଗୁ ମେ’ ମାସରେ ଚାକିରି ହରାଇଲେ ୪ ହଜାର ଲୋକ

ନୂଆଦିଲ୍ଲୀ : କୃତ୍ରିମ ବୁଦ୍ଧି ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ)ର କୁପ୍ରଭାବ ମଣିଷ ଉପରେ ପଡ଼ିବା ଆରମ୍ଭ ହୋଇଗଲାଣି। ମଣିଷ ସଭ୍ୟତା ପାଇଁ ଏଆଇ ଘାତକ ବୋଲି ବିଶେଷଜ୍ଞମାନେ କରୁଥିବା ଆକଳନ ଧୀରେଧୀରେ ସତ ପ୍ରମାଣିତ ହେବାରେ ଲାଗିଛି। ଏଆଇ ଯୋଗୁ କେବଳ ମେ’ ମାସରେ ଆମେରିକାର ୪ ହଜାର ଲୋକ