Sign in
Sign in
Recover your password.
A password will be e-mailed to you.
ଭୁଲରେ ଗଣି ଦେଇଥିଲେ , ୨୮୮ ନୁହେଁ ଫାଇନାଲ ମୃତ୍ୟୁ ସଂଖ୍ୟା ୨୭୫…!!
ଭୁବନେଶ୍ୱର : ୨୮୮ ନୁହେଁ ଫାଇନାଲ ମୃତ୍ୟୁ ସଂଖ୍ୟା ୨୭୫ । କେତେକ ଡେଡ଼ ବଡ଼ି ଡବଲ କାଉଣ୍ଟିଙ୍ଗ ହୋଇ ଯାଇଥିଲା ବର୍ତ୍ତମାନ ସବୁ କୁ ଫାଇନାଲ ଫିଗର ଜିଲ୍ଲାପାଳ ଙ୍କ ଲିଖିତ ତଥ୍ୟ ଅନୁଯାୟୀ ୨୭୫ ଜଣଙ୍କ ମୃତ୍ୟୁ ହୋଇଛି । ସେ ମଧ୍ୟରୁ ୭୮ ବଡ଼ିକୁ ଚିହ୍ନଟ କରାଯାଇ ତାଙ୍କ ସମ୍ପର୍କୀୟଙ୍କୁ!-->…
ଶ୍ରୀମନ୍ଦିର ଭିତରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ
ପୁରୀ: ପୁରୀର ବିଶ୍ବପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ଭିତରେ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି। ଅସୁସ୍ଥତା ଅନୁଭବ କରିବାରୁ ପ୍ରଥମେ ତାଙ୍କୁ ସିଂହଦ୍ଵାର ପ୍ରାଥମିକ ଚିକିତ୍ସା କେନ୍ଦ୍ର ଓ ପରେ ସଦର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା!-->…
ବାହାନଗା ଟ୍ରେନ୍ ଦୁର୍ଘଟଣା: ଭଦ୍ରକ ମେଡ଼ିକାଲରେ ଆହତଙ୍କୁ ଭେଟିଲେ ଦୁଇ କେନ୍ଦ୍ରମନ୍ତ୍ରୀ
ଭଦ୍ରକ: ବାଲେଶ୍ବର ଜିଲ୍ଲା ବାହାନଗା ରେଳ ଷ୍ଟେସନ ନିକଟରେ ଗତ ୨ ତାରିଖ ଦିନ ଏକ୍ସପ୍ରେସ୍ ଟ୍ରେନ୍ରେ ଦୁର୍ଘଟଣାର ଶିକାର ହୋଇ ଚିକିତ୍ସିତ ହେଉଥିବା ଯାତ୍ରୀମାନଙ୍କୁ ରବିବାର ଭଦ୍ରକ ମେଡ଼ିକାଲକୁ ଆସି ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ଵିନୀ ବୈଷ୍ଣବ ଭେଟିଛନ୍ତି। ୨!-->…
ମୋଦିଙ୍କ ସହ ଫୋନ୍ ଯୋଗେ କଥା ହେଲେ ମୁଖ୍ୟମନ୍ତ୍ରୀ, ସ୍ଥିତି ସମ୍ପର୍କରେ କଲେ ଅବଗତ
ଭୁବନେଶ୍ୱର :ମୋଦି-ନବୀନ ଆଲୋଚନା । ବାହାନଗା ଟ୍ରେନ୍ ଦୁର୍ଘଟଣା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବର୍ତ୍ତମାନର ସ୍ଥିତି ସମ୍ପର୍କରେ ସେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ବିଶେଷ କରି ଚିକିତ୍ସିତ ହେଉଥିବା!-->…
ଟ୍ରେନ୍ ଟ୍ରାଜେଡିକୁ ନେଇ ରିହାତି ଘୋଷଣା କଲା LIC, ଜାରି କଲା ହେଲ୍ପ ଲାଇନ୍ ନମ୍ବର
ଭୁବନେଶ୍ୱର :ଟ୍ରେନ୍ ଟ୍ରାଜେଡିକୁ ନେଇ ରିହାତି ଘୋଷଣା କଲା LIC । LIC, ପିଏମ ଜୀବନ ଜ୍ୟୋତି ପଲିସିଧାରୀଙ୍କ ପାଇଁ ରିହାତି ଘୋଷଣା କରାଯାଇଛି । ପଲିସିଧାରୀଙ୍କ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନରେ କୋହଳ କଲା LIC । ରେଳ କର୍ତ୍ତୃପକ୍ଷ, ପୋଲିସ ପକ୍ଷରୁ ପ୍ରଦତଃ ସାର୍ଟିଫିକେଟ ଗ୍ରହଣଯୋଗ୍ୟ ।
!-->!-->…
ବାହାନଗା ଟ୍ରେନ ଦୁର୍ଘଟଣା: ମୃତକଙ୍କ ପରିବାରକୁ ଦିଆଯିବ ୫ ଲକ୍ଷ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ବାହାନଗା ଟ୍ରେନ ଦୁର୍ଘଟଣାରେ ରାଜ୍ୟର ମୃତକ ଓ ଆହତଙ୍କ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି। ଏହି ସହାୟତା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରଦାନ କରାଯିବ।ବାହାନଗା ଟ୍ରେନ୍ ଦୁର୍ଘଟଣାର ଶିକାର ହୋଇପ୍ରାଣ ହରାଇଥିବା ବ୍ୟକ୍ତିଙ୍କ!-->…
ଆଇସକ୍ରିମ ଖାଇ ୪୩ ଜଣ ଅସୁସ୍ଥ, ସୁନାବେଡା ମେଡିକାଲରେ ଭର୍ତ୍ତି
କୋରାପୁଟ: ଆଇସକ୍ରିମ ଖାଇ ୪୩ ଜଣ ଅସୁସ୍ଥ । ୩୨ ଜଣ ସୁନାବେଡା ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେଥିମଧ୍ୟରୁ ୩୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।୨ଜଣକ ଚିକିତ୍ସା ଜାରି ରହିଛି ।୧୧ ଜଣ ଦାମନଯୋଡ଼ି ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ସ୍ଥିର ରହିଥିବା!-->…
ଦୁର୍ଘଟଣା ପରେ ବାହାନଗା ଷ୍ଟେସନ ASM ଫେରାର, ଜିଆରପି ଥାନାରେ ମାମଲା ରୁଜୁ…
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବାହାନଗା ଷ୍ଟେସନରେ ଦୁର୍ଘଟଣା ପରେ ASM ଫେରାର। ASM ଏସବି ମହାନ୍ତି ଫେରାର। ଗତକାଲି ଏସବି ମହାନ୍ତି ଷ୍ଟେସନ ଦାୟିତ୍ୱରେ ଥିଲେ।
ଗତକାଲି ସଂଧ୍ୟାରେ ବାହାନଗା ଷ୍ଟେସନରେ କରମଣ୍ଡଳ ଏକ୍ସପ୍ରେସ ସମେତ ୩ଟି ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା!-->!-->!-->…
ସ୍ନାନମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି ଭକ୍ତଙ୍କ ପ୍ରବଳ ଭିଡ…
ଫୁଲବାଣୀ :ଫୁଲବାଣୀ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ପାଳିତ ହୋଇଛି ମହା ସମାରୋହରେ ମହାପ୍ରଭୁଙ୍କ ସ୍ନାନଯାତ୍ରା l ଆଜି ପବିତ୍ର ଜ୍ୟେଷ୍ଠମାସ ପୂର୍ଣିମା ଉକ୍ତ ଦିବସକୁ ପ୍ରଭୁ ଜଗନ୍ନାଥଙ୍କ ଜନ୍ମ ଉତ୍ସବ ଭାବରେ ମଧ୍ୟ ପାଳନ କରାଯାଇଥାଏ l ଆଜି ପ୍ରାତଃ ନିତି କାନ୍ତି ସାରି ମଙ୍ଗଳ ଆରତୀ!-->!-->!-->…
କରମଣ୍ଡଳ ଟ୍ରେନ ଦୁର୍ଘଟଣା ଗ୍ରସ୍ତ ମୃତ୍ୟୁ ବ୍ୟକ୍ତି ଙ୍କ ଉଦ୍ଦେଶ୍ଯ ରେ କେଣ୍ଡେଲ ଶୋଭାଯାତ୍ରା ଓ ଶୋକସନ୍ତପ୍ତ…
କୁଆଁରମୁଣ୍ଡା : ଲୌହଦାନବର ରକ୍ତଭୋଜିରେ ଦେଶ ସମେତ ସାରା ବିଶ୍ୱ ସ୍ତବ୍ଧ । ବାଲେଶ୍ୱର ବାହାନଗାରେ ଶୁକ୍ରବାର ରାତିରେ ଘଟିଥିବା ଭୟଙ୍କର ଟ୍ରେନ୍ ସତରେ ଖୁବ୍ ହୃଦୟ ବିଦାରକ । ରାତିର ଛାତି ଚିରି ଦୁର୍ଘଟଣା ସ୍ଥଳରେ ବହିଲା ରକ୍ତର ନଦୀ . .କାହାର ଆର୍ତ୍ତଚିତ୍କାର ତ ପୁଣି କାହାର କାନ୍ଦ!-->!-->!-->…