ବିଦ୍ୟୁତ ଚୋରୀ କୁ ନେଇ ଥାନାରେ ମାମଲା ରୁଜୁ..

ବ୍ରହ୍ମପୁର : ଟିପି ଦକ୍ଷିଣ ଓଡ଼ିଶା ବିତରଣ ଲିମିଟେଡ ପକ୍ଷରୁ ବିଦ୍ୟୁତ ଚୋରି ନେଇ ଧରପଗଡ଼ ଜୋରଦାର ହୋଇଛି । ସୂଚନା ମୁତାବକ କବିସୂର୍ଯ୍ୟନଗରର ଜଣେ ଉପଭୋକ୍ତା ବିଦ୍ୟୁତ ଚୋରି କରୁଥିବା ଜାଣିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଥାନାରେ ଏତଲା ଦିଆଯାଇଛି । ମିଳିଥିବା ସୂଚନା

ବରିଷ୍ଠ କଳାକାର ସଂଘର ସାଙ୍ଗଠନିକ ବୈଠକ…

ବ୍ରହ୍ମପୁର, ତା. ୦୬/୦୬ : କଳା ଓ କଳାକାର ହିତୈଷୀ ମହାମଂଚ 'ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ'ର ଏକ ସାଙ୍ଗଠନିକ ବୈଠକ ସ୍ଥାନୀୟ ସିଟି ହାଇସ୍କୁଲ ରୋଡ଼ ସ୍ଥିତ ମାନସ ଭବନ ପରିସରରେ ସଂଘ କାର୍ଯକାରୀ ସଭାପତି ଦୂର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସମ୍ପାଦକ

ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦିନିକିଆ କନ୍ଧମାଳ ଗସ୍ତ…

ଫୁଲବାଣୀ : ବିଜେଡିର ବରିଷ୍ଠ ନେତା ତଥା ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଦିନିକିଆ କନ୍ଧମାଳ ଗସ୍ତ ରେ ଆସି ଫୁଲବାଣୀରେ ପହଂଚି ଥିଲେ l ଦାସଙ୍କୁ କନ୍ଧମାଳ ଦାୟୀତ୍ୱରେ ଥିବା ପର୍ଯ୍ୟବେକ୍ଷକ ତଥା ବରିଷ୍ଠ ବିଜେଡି ନେତା ବିଜୟ ନାୟକ, କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ,

ମାଲକାନଗିରି ଜିଲ୍ଲା ଅମଲା ମଞ୍ଚ ପକ୍ଷରୁ ଧାରଣା ପ୍ରଦର୍ଶନ ସହ ରକ୍ତ ଦାନ ଶିବିର…

ମାଲକାନଗିରି ୦୬/୦୬ ମାଲକାନଗିରି ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ପକ୍ଷରୁ ବିଗତ ୬ଦିନ ଧରି ନିଜର ନାର୍ଯ୍ୟ ଦାବି ପୁରଣ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ପ୍ରଦର୍ଶନ ଜାରି ରହିଥିବା ବେଳେ ଆଜି ଏକ ରକ୍ତ ଦାନ ଶିବିର ଆୟୋଜନ ହୋଇଯାଇଛି। ସାରା ରାଜ୍ୟରେ ଅମଲା ମାନଙ୍କ କଲମ

ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ପଡ଼ିଲେ ଭିଜିଲାନ୍ସ ଜାଲରେ…

ସୁନ୍ଦରଗଡ -୦୬/୦୬/୨୩ ଗ୍ରାମ୍ୟ ଉନ୍ନୟନ ବିଭାଗର ସୁନ୍ଦରଗଡ ଡ଼ିଭିଜନ ଅନ୍ତର୍ଗତ ହେମଗିରି ଉପଖଣ୍ଡ ସହକାରୀ ଯନ୍ତ୍ରୀ ସଞ୍ଜୟ କୁମାର ବେହେରାଙ୍କ ଘରେ ପଶିଛି ଭିଜିଲାନ୍ସ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ। କାର୍ଯ୍ୟାଳୟ ତଥା ଘର ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଚାଲିଛି।ପ୍ରାପ୍ତ

ବ୍ରହ୍ମପୁର ରେଳ ଷ୍ଟେସନରେ ଅଘଟଣ : ସର୍ଟସର୍କିଟ ଯୋଗୁଁ ଏସି ବଗିରେ ନିଆଁ…

ବ୍ରହ୍ମପୁର:ବ୍ରହ୍ମପୁର ରେଳ ଷ୍ଟେସନରେ ଅଘଟଣ। ସିକନ୍ଦ୍ରାବାଦ୍ ଠାରୁ ଅଗରତାଲା ଯାଉଥିବା ସ୍ପେଶାଲ ଟ୍ରେନ ର ବି 5 ଏସି ବଗିରେ ସଟ ସର୍କିଟ ଯୋଗୁଁ ନିଆଁ ଲାଗି ଧୁଆ ମୟ ହୋଇ ଥିବା ଅଭିଯୋଗ ହୋଇଛି । ଫଳରେ ଯାତ୍ରୀ ମାନେ ଭୟବିତ ହୋଇ ଟ୍ରେନ ରୁ ଅହ୍ଲାଇ ପଡିବା ପରେ ଷ୍ଟେସନର ଟିମ୍

ଫିରିଙ୍ଗିଆ ବ୍ଳକ୍ ଉପାଧ୍ୟକ୍ଷ ଅଜିତ ସାହୁ ନିଖୋଜ ଘଟଣା : ପର୍ଦାଫାସ କଲା ପୁଲିସ..

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ୍ ଉପାଧ୍ୟକ୍ଷ ଅଜିତ ସାହୁ ନିଖୋଜ ଘଟଣାର ପର୍ଦାଫାସ କରିଛି ପୁଲିସ। ଆଗକୁ ନିର୍ବାଚନ ରହିଛି। ନିଜ ପ୍ରତି ରହିଥ‌ିବା ଜନ ସମର୍ଥନ ଓ ତାଙ୍କୁ ଅପହରଣ କରାଗଲେ ଅଞ୍ଚଳବାସୀଙ୍କ ପ୍ରତିକ୍ରିୟା କଣ ରହୁଛି ଜାଣିବା ପାଇଁ ସେ ଓ ତାଙ୍କ ସହଯୋଗୀ ମାନେ

ବ୍ରାହ୍ମଣୀଗାଁ ବନାଞ୍ଚଳରେ ବିଶ୍ବ ପରିବେଶ ଦିବସ ପାଳନ…

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବକ୍ଳ ବ୍ରାହ୍ମଣୀଗାଁ ବନାଞ୍ଚଳ ପକ୍ଷରୁ ବିଶ୍ବ ପରିବେଶ ଦିବସ ପାଳନ କରାଯାଇଛି । ବନାଞ୍ଚଳ ଅଧିକାରୀ ବିରେନ୍ଦ୍ର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଶ୍ବ ପରିବେଶ ଦିବସ ପାଳନ କରାଯିବା ସହ ବୃକ୍ଷ ରୋପଣ କରାଯାଇଛି । ଆଜି ବିଶ୍ବ ପରିବେଶ

ଜଗନ୍ନାଥ-ଗୋପୀନାଥ ଟ୍ରଷ୍ଟର ପ୍ରଥମ ବାର୍ଷିକ ଉତ୍ସବ ଓ ବିଜ୍ଞାନ ଆଲୋଚନା

ସାଲେପୁର : ସାଲେପୁର ପିକୋଳସ୍ଥିତ ଜଗନ୍ନାଥ - ଗୋପୀନାଥ ଟ୍ରଷ୍ଟର ପ୍ରଥମ ବାର୍ଷିକ ଉତ୍ସବ ଗତ ୪ ତାରିଖ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଟ୍ରଷ୍ଟର ପିକୋଳସ୍ଥିତ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି | ଏହି ଉପଲକ୍ଷେ ଆୟୋଜିତ ସଭାରେ ସଭାପତିତ୍ବ କରିଥିଲେ ପିକୋଳ ଗ୍ରାମ ପଞ୍ଚାୟତର

କରମଣ୍ଡଳ ଟ୍ରେନ ଦୁର୍ଘଟଣାଗ୍ରସ୍ତ ମୃତବ୍ୟକ୍ତିଙ୍କ ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା ଓ ନିରବ ପ୍ରାର୍ଥନା

ରାଇଘର : ବାଲେଶ୍ୱର ବାହାନଗlରେ ଶୁକ୍ରବାର ରାତିରେ ଘଟିଥିବା ଭୟଙ୍କର ଲୌହଦାନଵର ରକ୍ତ ଭୋଜିରେ ଭାରତ ସହ ପୁରା ବିଶ୍ୱ ସ୍ତବ୍ଧ l ସତରେ ଏହା ଖୁବ ହୃଦୟବିଦାରକ l ଏହିପରିକ୍ଷେପରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସଦର ଡି. ଏନ. କେ ଶିବ ମନ୍ଦିରରୁ ୪ ତାରିଖ ସନ୍ଧ୍ୟା ସମୟରେ ଏକ