ଆନ୍ଧ୍ର କଳାକାର ମହାସଂଘମ୍ ପକ୍ଷରୁ ଲୋକ ନାଟକର ପାରମ୍ପରିକ ରୀତି ଅକ୍ଷୁର୍ଣ୍ଣ ପ୍ରତି ଗୁରୁତ୍ୱାରୋପ

ମଞ୍ଜୁଷା (ଆ.ପ୍ର) (୨୮/୦୫ ) : ଆନ୍ଧ୍ର ପ୍ରଦେଶ ମଞ୍ଜୁଷା ମଣ୍ଡଳ ଅନ୍ତର୍ଗତ ବୁଡ଼ାର ସିଂ ଗ୍ରାମ ଠାକୁରାଣୀ ଯାତ୍ରା ଅବସରରେ 'ଓଡିଆ କଳାକାର ମହାସଂଘମ୍' ପକ୍ଷରୁ ଲୋକନାଟକ ବିଚିତ୍ରା ଆୟୋଜିତ ହୋଇଯାଇଛି । ମହାସଂଘମ୍ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ

“ଋତୁସ୍ରାବ ସ୍ୱଚ୍ଛତା ମୋ କର୍ତ୍ତବ୍ୟ ” କାର୍ଯ୍ୟକ୍ରମ

ବ୍ରହ୍ମପୁର : ସାତ୍ତ୍ୱିକ ସୋଲ୍ ଫାଉଣ୍ଡେସନ ତରଫରୁ ବ୍ରହ୍ମପୁରର ଖଲ୍ଲିକୋଟ କଲେଜ ମେନ ରୋଡ ନିକଟରେ ଏବଂ ବିଜୁପଟନାୟକ ବସ୍ତି , ଗୋଶାଣୀନୂଆଗାଁ ବସ୍ତି , ଚନ୍ଦନନଗର ବସ୍ତିରେ ମଧ୍ୟ ବିଶ୍ୱ ଋତୁସ୍ରାବ ପରିଚ୍ଛନ୍ନତା ଦିବସ ପାଳନ କରାଯାଇଛି। ଏଥିସହିତ ଆଜି ବ୍ରହ୍ମପୁର ସାତ୍ତ୍ୱିକ ସୋଲ୍

ଗଞ୍ଜାମ ଜିଲ୍ଲାରେ କିଶୋରୀମାନଙ୍କ ଦ୍ବାରା ବିଶ୍ବ ଋତୁସ୍ରାବ ଦିବସ ପାଳିତ

ବ୍ରହ୍ମପୁର : କିଶୋରୀମାନଙ୍କ ଦ୍ବାରା ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳ ଓ ବ୍ରହ୍ମପୁର ସହରରେ ମାସିକ ଋତୁସ୍ରାବ ସମ୍ବନ୍ଧିତ ସାମାଜିକ କଳଙ୍କ ଏବଂ ଅନ୍ଧବିଶ୍ଵାସ ଉପରେ ଲଢେଇ ଆରମ୍ଭ ହୋଇଛି । ସେମାନେ ଗ୍ରାମାଞ୍ଚଳ ଓ ସହରର କିଶୋର , କିଶୋରୀ ଏବଂ ଯୁବକ , ଯୁବତୀ ମାନଙ୍କ ସହିତ ମାସିକ

ଜଳପ୍ରପାତରେ ବୁଡ଼ି ଯୁବକ ନିଖୋଜ

ଧର୍ମଗଡ଼: ଡୋକରୀଚଞ୍ଚରା ଜଳପ୍ରପାତରେ ବୁଡ଼ି ଜଣେ ଯୁବକ ନିଖୋଜ ହୋଇଛନ୍ତି। ଜଳ ପ୍ରପାତରେ ସେଲଫି ନେଉଥିବାବେଳେ ଖସିପଡ଼ି ଜଣେ ଯୁବକ ନିଖୋଜ ହୋଇଛନ୍ତି। ଡୋକରୀଚଞ୍ଚରାର ୪ ଯୁବକ ଜଳପ୍ରପାତକୁ ଗାଧୋଇବାକୁ ଯାଇଥିଲେ। ଜଣେ ଯୁବକ ସେଲଫି ନେଉଥିବା ବେଳେ ପାଣିକୁ ଖସିପଡ଼ି ଥିଲେ। ଫଳରେ

ୟୁଟୁବ୍ ଭିଡ଼ିଓକୁ କେନ୍ଦ୍ରକରି ଫୁଟିଲା ଗୁଳି, ୟୁଟୁବର ସମେତ ୬ ଅଭିଯୁକ୍ତ ଗିରଫ

ବାଲେଶ୍ବର: ଅଶ୍ଳୀଳ ଭାଷା ବ୍ୟବହାର କରି ୟୁଟ୍ୟୁବରେ ଭିଡ଼ିଓ ପୋଷ୍ଟିଂ କରୁଥିଲା। ଆଉ ଲକ୍ଷ ଲକ୍ଷ ଟଙ୍କା ଉପାର୍ଜନ କରୁଥିଲା। ଏକ ପୋଷ୍ଟିଂ ଭିଡ଼ିଓରେ ଜଣେ ଫଲୋଅରଙ୍କ କମେଣ୍ଟକୁ କେନ୍ଦ୍ର କରି ୟୁଟୁବର ଗୁଳି ଚଳାଇଥିଲା। ଗୁଳିକାଣ୍ଡ ସମ୍ପର୍କରେ ଅଭିଯୋଗ ହେବା ପରେ ପୁଲିସ ୬ଜଣ ଅଭିଯୁକ୍ତକୁ

ଗଞ୍ଜେଇ କାରବାରରୁ ବାପ, ପୁଅ କୋଟିପତି

ବ୍ରହ୍ମଗିରି : ନିଶା କାରବାରରୁ କୋଟିପତି ହୋଇଥିବା ଓ ଆଖି ଖୋସିଦେଲା ଭଳି ଅଚଳାଚଳ ସମ୍ପତ୍ତି ଠୁଳ କରିଥିବା ମାଫିଆ ବାପ, ପୁଅଙ୍କୁ ଗିରଫ କରିଛି ଏସ୍‌ଟିଏଫ୍ ଓ ବ୍ରହ୍ମଗିରି ପୁଲିସ। ନିଶା କାରବାର କରି ଠୁଳ କରୁଥିବା ବହୁ ସଂଖ୍ୟକ ପ୍ଲଟ, ଏକାଧିକ ଆଲିସାନ୍ ଘର, ଦୋକାନ, ଗୋଦାମ, କାର,

ମଧ୍ୟାହ୍ନ ଭୋଜନରୁ ବାହାରିଲା ସାପ, ହସ୍ପିଟାଲରେ ୯୮ ଜଣ ପିଲା

ପାଟନା : ସ୍କୁଲରେ ପିଲାମାନଙ୍କୁ ସରକାରଙ୍କ ପକ୍ଷରୁ ମିଳୁଥିବା ମଧ୍ୟାହ୍ନ ଭୋଜନକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ମଧ୍ୟାହ୍ନ ଭୋଜନରୁ ମିଳିଛି ଗୋଟିଏ ମଲା ସାପ। ଏହାକୁ ଖାଇ ୯୮ ଜଣ ସ୍କୁଲ ପିଲା ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବିହାରର ଅରରିଆ ଜିଲ୍ଲା ଅନ୍ତର୍ଗତ ଅମୌନା

ନୂଆ ସଂସଦ ଭବନରେ ଅଖଣ୍ଡ ଭାରତର ଛାପ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ରବିବାର ନୂତନ ସଂସଦ ଭବନ ଉଦଘାଟିତ ହୋଇଛି। ତେବେ ସଂସଦ ଭବନର ଗୋଟିଏ ସ୍ଥାନରେ ଅଖଣ୍ଡ ଭାରତର ଛାପ ଦେଖିବାକୁ ମିଳିଛି। ଅଖଣ୍ଡ ଭାରତର ବ୍ୟାପ୍ତି, କଳା କୌଶଳ ଓ ସାହିସକତାକୁ ନେଇ ବିଚକ୍ଷଣ ଶୈଳୀରେ କାଳାକୃତିଗୁଡିକ ପ୍ରଦର୍ଶନ କରାଯାଇଛି। ପ୍ରଧାନମନ୍ତ୍ରୀ

ସରକାରୀ କର୍ମଚାରୀଙ୍କ ବଦଳି ନେଇ ଜିଲ୍ଲାପାଳ ଓ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖିଲା ରାଜସ୍ବ ବିଭାଗ

ଭୁବନେଶ୍ବର: ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ଏବେ ଠାରୁ ଆରମ୍ଭ ହୋଇଯାଇଛି। ସରକାରୀ କର୍ମଚାରୀଙ୍କ ବଦଳି ଓ ନିଯୁକ୍ତି ଶେଷ କରିବାକୁ ନିର୍ଦ୍ଦେଶ ହୋଇଛି। ସବୁ ଜିଲ୍ଲାପାଳ ଓ ନିର୍ବାଚନ ଅଧିକାରୀମାନଙ୍କୁ ଚିଠି ଲେଖି ରାଜସ୍ୱ ଓ ବିପର୍ଯ୍ୟ ପରିଚାଳନା ବିଭାଗ ସଚିବ ଟି ମାଝୀ ନିର୍ଦ୍ଦେଶ

ମଣିପୁରରେ ପୁଲିସର ବଡ଼ ଅପରେସନ : ୪୦ ବିଚ୍ଛିନ୍ନତାବାଦୀ ମୃତ  

ଇମ୍ଫାଲ : ଉତ୍ତରପୂର୍ବ ରାଜ୍ୟ ମଣିପୁରର ବିଭିନ୍ନ ସ୍ଥାନରେ ପୁଲିସ କମାଣ୍ଡୋ ଓ ସଶସ୍ତ୍ର ବିଚ୍ଛିନ୍ନତାବାଦୀଙ୍କ ମଧ୍ୟରେ ଗତ ୮ ଘଣ୍ଟା ଧରି ଗୁଳି ବିନିମୟ ଜାରି ରହିଛି । ଏହି ଅପରେସନରେ ପ୍ରାୟ ୪୦ ବିଚ୍ଛିନ୍ନତାବାଦୀ ମୃତ୍ୟୁବରଣ କରିଥିବା ମୁଖ୍ୟମନ୍ତ୍ରୀ ବିରେନ ସିଂ କହିଛନ୍ତି