ଆଜିଠୁ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର :ଆଜିଠୁ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ । ସାମସ୍‌ ପୋର୍ଟାଲରେ ଅନ୍‌ ଲାଇନ୍‌ରେ ଆବେଦନ । samsodisha.gov.inରେ ହେବ ଆବେଦନ। ଜୁନ୍‌ ୨୦ ଯାଏଁ ଚାଲିବ ଆବେଦନ । ଜୁନ୍‌ ୨୮ରେ ପ୍ରକାଶ ପାଇବ ପ୍ରଥମ କଟ ଅଫ ତାଲିକା । ଜୁନ ୨୯ରୁ ୫ ଜୁଲାଇ ପର୍ଯ୍ୟନ୍ତ ପ୍ରଥମ

ପାଲା ଗାୟିକାଙ୍କୁ ପଥରରେ ଛେଚି ହତ୍ୟା

କେନ୍ଦୁଝର : ପାଲା ଗାୟିକାଙ୍କୁ ପଥରରେ ଛେଚି ହତ୍ୟା । କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଥାନା ବିନିଦା ଗ୍ରାମରେ ପୂର୍ବତନ ସମିତି ସଭ୍ୟା ତଥା ପାଲା ଗାୟିକା ସତ୍ୟଭାମା ସିଂହଙ୍କୁ ପଥରରେ ଛେଚି ହତ୍ୟା । ଘର ଠାରୁ ୩୦୦ ମିଟର ଦୂରରେ ସତ୍ୟଭାମାଙ୍କୁ ହତ୍ୟା କରାଯାଇଛି । ସକାଳେ ଘଟଣା

ଇନ୍ଦ୍ରାବତୀ ନଦୀରେ ବୁଡି ଠିକା ସଂସ୍ଥା କମ୍ପାନୀ ମ୍ୟାନେଜରଙ୍କ ମୃତ୍ୟୁ

ନବରଂଗପୁର : କାଳ ହେଲା ନଦୀରେ ଗାଧୁଆ । ଇନ୍ଦ୍ରାବତୀ ନଦୀରେ ଗାଧୋଇବା ବେଳେ ପାଣିରେ ବୁଡି ଏକ ଠିକା ସଂସ୍ଥା କମ୍ପାନୀର ସିନିୟର ମ୍ୟାନେଜରଙ୍କ ମୃତ୍ୟୁ ହୋଇଛି । ମୃତକ ଆର କେ ଇମ୍ଫ୍ରା କମ୍ପାନୀର ସିନିୟର ମାନେଜର ଦୁର୍ଗେସ୍‌ ବ୍ରମ ଭଟ । ନବରଙ୍ଗପୁର ସହର ଉପକଣ୍ଠରେ ଥିବା

ବିବାହ ଭୋଜି ଖାଇ ଫେରିବାବେଳେ ଜେଇଙ୍କୁ ସଂଘବଦ୍ଧ ଆକ୍ରମଣ

ବାଲେଶ୍ୱର : ଜେଇଙ୍କୁ ସଂଘବଦ୍ଧ ଆକ୍ରମଣ। ବିବାହ ଭୋଜି ଖାଇ ଫେରିବାବେଳେ ମରଣାନ୍ତକ ଆକ୍ରମଣ। ବିଦ୍ୟୁତ୍‌ କାଟ୍‌ ନେଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ନୀଳଗିରି ବିଦ୍ୟୁତ୍‌ ବିଭାଗ ଜେଇ ପାର୍ଥ ସାରଥୀ ବାରିକ ଓ ଜଣେ କର୍ମଚାରୀ ବିବାହ ଭୋଜି ଖାଇ ଫେରିବାବେଳେ

ଟ୍ରକ୍ ସହ ବାଇକ୍ ଧକ୍କା : ଜଣେ ମୃତ

ଚିକିଟୀ : ଗଞ୍ଜାମ ଜିଲ୍ଲା କେ. ନୂଆଗାଁ ଥାନା ଲିଆଖାଇ ଗ୍ରାମ ପରେ ପରେ ରହିଥିବା ଏକ କଲଭର୍ଟ ନିକଟରେ ଟ୍ରକ୍ ସହ ବାଇକ୍ ଧକ୍କା ହୋଇ ଜଣେ ଯୁବକର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି। ଘଟଣା ରୁ

ରୋଟାରୀ ପକ୍ଷରୁ ଯୁବ ସେବା ସଚେତନତା ଶିବିର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ରୋଟାରି କ୍ଲବ ପକ୍ଷରୁ ରୋଟାରୀ ସେବା ଟ୍ରଷ୍ଟ ପରିସରରେ ଯୁବ ନେତୃତ୍ୱ ଶିବିର ଅନୁଷ୍ଠିତ ହୋଇଥିଲା l ରୋଟାରୀ କ୍ଲବ ସଭାପତି ତଥା ବରିଷ୍ଠ ଆଇନଜୀବୀ ହରିଶ୍ଚନ୍ଦ୍ର ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ନେହୁରୁ ଯୁବ କେନ୍ଦ୍ର

ଆଖଣ୍ଡଳମଣିପୀଠରେ ଦ୍ବିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ କାର୍ଯ୍ୟ

ଭଦ୍ରକ : ରାଜ୍ୟ ସରକାର ଆଖଣ୍ଡଳମଣିଙ୍କ ମନ୍ଦିର ପରିସର ସହ ପୀଠର ସମ୍ପ୍ରସାରଣ ପାଇଁ ପ୍ରଥମ ପର୍ଯ୍ୟୟରେ ଯୋଗାଇ ଦେଇଥିଲେ ୬କୋଟି ଟଙ୍କା | ଉକ୍ତ ଅର୍ଥ ରେ ବାବାଙ୍କ ମନ୍ଦିର ବେଢାର ସମ୍ପ୍ରସାରଣ ସହ ଚାରି ଦ୍ବାର ବେଢା ଚଟାଣ ଆଦି କାର୍ଯ୍ୟ ଅନ୍ତିମ ପର୍ଯ୍ୟୟ ରେ ପହଞ୍ଚି ଥିବାରୁ ନୂଆରୂପ ରେ

ବ୍ରହ୍ମପୁର ନାଳନ୍ଦା ବିଦ୍ୟାମନ୍ଦିର ହାୟର୍ ସେକେଣ୍ଡାରୀ ସ୍କୁଲ ପକ୍ଷରୁ ପକ୍ଷରୁ ମାଟ୍ରିକ୍ ଉତ୍କର୍ଷ ସମ୍ମାନ

ବ୍ରହ୍ମପୁର(୨୮/୫) : ନାଳନ୍ଦା ବିଦ୍ୟା ମନ୍ଦିର ହାୟର ସେକେଣ୍ଡାରୀ ସ୍କୁଲ ବ୍ରହ୍ମପୁର (ଗଞ୍ଜାମ) ପକ୍ଷରୁ ଆଜି ଗଞ୍ଜାମ, ଗଜପତି, କନ୍ଧମାଳ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର କିଛି ବ୍ଳକର ମାଟ୍ରିକ୍ ପରୀକ୍ଷାରେ ଗ୍ରେଡ୍ - ୯୦%ରୁ ଉର୍ଦ୍ଧ୍ବ ମାର୍କ ରଖିଥିବା ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ

ଦଲାଲଙ୍କ ଦଖଲରେ ସରକାରୀ ଜମି, ସନ୍ଦେହରେ ହିଞ୍ଜିଳିକାଟୁ ତହସିଲ କାର୍ଯ୍ୟାଳୟ

ହିଞ୍ଜିଳିକାଟୁ (୨୭।୫) : ହିଞ୍ଜିଳିକାଟୁ ସହରର ଆଖ ପାଖ ଅଞ୍ଚଳରେ ଥିବା ସରକାରୀ ଜମି ସବୁକୁ ହିଞ୍ଜିଳିକାଟୁ ତହସିଲଦାର ସୁରକ୍ଷା ଦେଇ ପାରୁ ନ ଥିବାର ସାଧାରଣରେ ଅଭିଯୋଗ ହେଉଛି । ଏପରିକି ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ନୁଆଗଡ ମୌଜା ନୁତନ କୋର୍ଟର ଆଗରେ ଓ ପଛଭାଗରେ ଥିବା ଅନେକ

ସୁନା ଚୋରୀ ଲୁଟେରା ଗ୍ୟାଙ୍ଗକୁ ଧରିଲା ଗଞ୍ଜାମ ପୋଲିସ

ସୁନା ଅଳଙ୍କାର ସହ ଗୋଟିଏ ଅଟୋ, ସ୍ମାର୍ଟ ମୋବାଇଲ ଫୋନ ସହ ୬ଗିରଫ ଛତ୍ରପୁର : ସୁନା ଚୋରଙ୍କୁ ଧରିବାରେ ଗଞ୍ଜାମ ପୋଲିସର ବଡ଼ ସଫଳତା ପ୍ରାପ୍ତ ହୋଇଛି | ଗଞ୍ଜାମ ପୋଲିସ ଜିଲ୍ଲାର ପାଟପୁର, ଶେରଗଡ଼, ବରଗଡ଼, ଛତ୍ରପୁର,ରମ୍ଭା, ଭଞ୍ଜନଗର, ବେଲଗୁଣ୍ଠା ଆଦି ୭ଟି ଥାନା ପକ୍ଷରୁ ଏକ ସ୍ୱତନ୍ତ୍ର