ପରକିୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ପିଟିପିଟି ହତ୍ୟା, ୪ଦିନ ପରେ ସ୍ୱାମୀ ଗିରଫ

ନୂଆପଡା : ପରକିୟା ପ୍ରୀତି ସନ୍ଦେହରେ ପତ୍ନୀକୁ ହତ୍ୟା। ଜଙ୍ଗଲ ମଧ୍ୟରେ ପିଟିପିଟି ହତ୍ୟା ପରେ ଫେରାର ସ୍ୱାମୀ ଫେରାର। ୪ଦିନ ପରେ ମୃତଦେହ ଉଦ୍ଧାର ସହ ଗିରଫ ହେଲା ସ୍ୱାମୀ। ନୂଆପଡା ଜିଲା କୋମନା ଥାନା ଅଞ୍ଚଳରେ ଘଟିଛି ଏଭଳି ହତ୍ୟାକାଣ୍ଡ। ସୂଚନା ଅନୁଯାୟୀ , ୨୪ତାରିଖରେ ଛତାଗାଁର

ମୋଦୀ ଉନ୍ମୋଚନ କଲେ ୭୫ ଟଙ୍କିଆ କଏନ, ୫୦% ରୁପା ଓ ୪୦% ତମ୍ବାରେ ତିଆରି

ନୂଆଦିଲ୍ଲୀ : ନୂଆ ସଂସଦ ଭବନର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଏକ ସ୍ୱତନ୍ତ୍ର ସ୍ମାରକୀ ଡାକ ଟିକଟ ଏବଂ ୭୫ ଟଙ୍କିଆ ମୁଦ୍ରା ଉନ୍ମୋଚନ କରିଛନ୍ତି। ନୂତନ ସଂସଦ ଭବନର ଲୋକସଭା କକ୍ଷରେ ଆୟୋଜିତ ଉଦ୍ଘାଟନୀ ସମାରୋହରେ ସେ ମୁଦ୍ରା ଏବଂ ଡାକ ଟିକଟ ଉନ୍ମୋଚନ କରିଥିଲେ।

ଜଙ୍ଗଲରୁ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନବରଙ୍ଗପୁର ଜିଲ୍ଲା ଉମରକୋଟ ବୈପାରିଭଟା ଜଙ୍ଗଲରୁ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଯୁବକଙ୍କ ନାମ ମନଭତ ଭତରା ଓ ଯୁବତୀଙ୍କ ନାମ ପୁନେଇଁ ଭତରା ବୋଲି ଜଣା ପଡିଛି। ଉଭୟ ବୋକଦା ପଞ୍ଚାୟତର ତାରାଗାଁ ଗୋଟିଗୁଡ଼ା ଗ୍ରାମର। ଗତ କାଲି ଯାତ୍ରା ଦେଖିବାକୁ ଯାଇ ଘରକୁ ଫେରି ନଥିଲେ।

ସମ୍ବଲପୁରର ନୂତନ ଏସପି ଭାବେ ଯୋଗ ଦେଲେ ମୁକେଶ କୁମାର ଭାମୁ

ସମ୍ବଲପୁର: ସମ୍ବଲପୁରର ନୂତନ ଏସପି ଭାବେ ଯୋଗ ଦେଲେ ମୁକେଶ କୁମାର ଭାମୁ। ମୁକେଶ ଭାମୁ ୨୦୧୩ ମସିହା ବ୍ଯାଚର IPS ଅଧିକାରୀ। ଏହା ପୂର୍ବରୁ ସେ IPS ଭାବେ ବରଗଡ ଓ ରାଉଲକେଲା ଏସପି ଭାବେ ଦକ୍ଷତାର ସହ କାର୍ଯ୍ଯ କରିଛନ୍ତି । ସମ୍ବଲପୁର ଏସପି ବାତୁଲା ଗଙ୍ଗାଧରଙ୍କ ଠାରୁ ସେ ଆଜି

ସଂସଦରେ ଯାହା ହେଲା ଭଲ ହେଲାନି : ଶରଦ ପାଓ୍ବାର

ନୂଆଦିଲ୍ଲୀ : ନୂଆ ସଂସଦ ଭବନ ଉଦଘାଟନକୁ ନେଇ ବିରୋଧୀଙ୍କ ପକ୍ଷରୁ ତୀବ୍ର ଓ ତୀବ୍ର ବୟାନ ସାମ୍ନାକୁ ଆସୁଛି । ଏନସିପି ସୁପ୍ରିମୋ ଶରଦ ପାୱାର ଟ୍ୱିଟ୍ କରି କହିଛନ୍ତି ଯେ ଏହା ଭଲ ହେଲା ଯେ ସେ ସଂସଦର ଉଦଘାଟନରେ ସାମିଲ ହୋଇନାହାନ୍ତି । ଉଦଘାଟନୀ ଉତ୍ସବରେ ହୋମ, ବହୁଧାର୍ମିକ ପ୍ରାର୍ଥନା ଓ

ବିବାହର ୩ ମାସ ନପୁରୁଣୁ ସଡ଼କ ଦୁର୍ଘଟଣାରେ ଚାଲିଗଲା ଡାକ୍ତରଙ୍କ ଜୀବନ

ଭୁବନେଶ୍ୱର: ବିବାହର ୩ ମାସ ନପୁରୁଣୁ ଚାଲିଗଲା ଡାକ୍ତରଙ୍କ ଜୀବନ। ବିବାହର ୩ ମାସିକ ପୂର୍ତ୍ତି ପାଳନ କରିବାକୁ ଯାଉଥିବା ବେଳେ ଜଗି ବସିଥିଲା ମୃତ୍ୟୁ। ଏବେ ପରିବାରରେ ଶୋକର ଲହରି ଖେଳି ଯାଇଛି। ରାଜଧାନୀ ଭୁବନେଶ୍ବରରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ସଡ଼କ ଦୁର୍ଘଟଣାରେ ଡାକ୍ତର

ନୂଆ ସଂସଦ ଭବନ ଡିଜାଇନ୍‌କୁ ‘କଫିନ୍‌’ ସହିତ ତୁଳନା କଲା ‘ଆର୍‌ଜେଡି’

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ଉଦ୍‌ଘାନକୁ ନେଇ ବିବାଦ ଚାଲିଥିବା ବେଳେ ଏହାର ‘ଡିଜାଇନ୍‌’ ବା ଆକୃତିକୁ ‘ରାଷ୍ଟ୍ରୀୟ ଜନତା ଦଳ’ (ଆର୍‌ଜେଡି) ଗୋଟାଏ ‘କଫିନ୍‌’ (ଶବାଧାର) ସହିତ ତୁଳନା କରିଛି।ଆଜି ‘ଆର୍‌ଜେଡି’ ଗ‌ୋଟିଏ ପାଖରେ ‘କଫିନ୍‌’ ଓ ‌ଅନ୍ୟ ପଟରେ ନୂଆ ସଂସଦ ଭବନ ଥିବା ଫଟୋ ଟୁଇଟ୍‌

ଦୁର୍ଘଟଣା ଗ୍ରସ୍ତ ଟ୍ରକକୁ ପଛରୁ ଧକ୍କା ଦେଲା ଟ୍ରକ, ଘଟଣାସ୍ଥଳରେ ଜଣେ ମୃତ

ଯାଜପୁର : ଟ୍ରକ ପଛ ପଟୁ ଧକ୍କା ଦେଲା ଅନ୍ୟ ଏକ ଟ୍ରକ। ଘଟଣାସ୍ଥଳରେ ଜଣେ ମୃତ। ଆଜି ସକାଳୁ ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥର କୁଆଖିଆ ଛକ ନିକଟରେ। ସୂଚନା ମୁତାବକ ଗତକାଲି ରାତିରୁ ଦୁର୍ଘଟଣା ଗ୍ରସ୍ତ ହୋଇ ଜାତୀୟ ରାଜପଥରେ ଛିଡା ହୋଇଥିବା ଟ୍ରକ ପଛରେ ଧକ୍କା

କୁଆଖାଇରେ ଭାସି ୨ ଇଞ୍ଜିନିୟରିଂ ଛାତ୍ର ମୃତ

ଭୁବନେଶ୍ୱର : କାଳ ହେଲା କୁଆଖାଇ ନଦୀ ପଠାରେ ବୁଲିବା। ବାଲିଅନ୍ତା ଇନ୍ଦ୍ରପାଲ ଅଞ୍ଚଳରେ ବୁଡି ଯାଇ ଦୁଇ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ତମୋଣ୍ଡୋର ସ୍ମୃତି ସୌରଭ ଓ ଅନୁଗୁଳ ରେଙ୍ଗାଲିର ସତ୍ୟଜିତ ଦାସ। ଚାରି ଜଣ ସାଙ୍ଗ ବୁଲିବାକୁ ଯାଇଥିଲେ। ଏମାନେ ସମସ୍ତେ ରାଜ୍ୟ

ନୂଆ ସଂସଦ ବିଶ୍ବ ବିକାଶର ନେତୃତ୍ବ ନେବ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଭାରତ ଅଗ୍ରସର ହେଲେ, ବିଶ୍ବ ଅଗ୍ରସର ହୁଏ। ଭାରତର ବିକାଶ ମାଧ୍ୟମରେ ଏହି ନୂଆ ସଂସଦ ବିଶ୍ବ ବିକାଶର ନେତୃତ୍ବ ନେବ ବୋଲି ଆଜି ନୂଆ ସଂସଦ ଭବନରେ ଦେଇଥିବା ପ୍ରଥମ ଉଦ୍‌ବୋଧନରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।ପ୍ରତ୍ୟେକ ଦେଶର ବିକାଶ ଯାତ୍ରାରେ ଏମିତି କେତେକ ମୁହୂର୍ତ୍ତ