୧୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଓ ଟଙ୍କା ଭର୍ତ୍ତି ବ୍ୟାଗ୍ ଫେରାଇ ହୃଦୟ ଜିତିଲେ ଅଟୋ ଚାଳକ

ବ୍ରହ୍ମପୁର: ମାନବିକତା ଆଗରେ ହାର ମାନିଛି ଲକ୍ଷାଧିକ ଟଙ୍କାର ସୁନାଗହଣାର ଲୋଭ। ମଣିଷ ପଣିଆ ଦେଖାଇ ଜିତିଛନ୍ତି ହୃଦୟ । ଆମେ କହୁଛୁ ବ୍ରହ୍ମପୁର ସହରର ରେଳ ଷ୍ଟେସନର ଅଟୋ ଚାଳକ ଟି. ସିମାଦ୍ରି ପାତ୍ର । ସୂଚନା ଅନୁଯାୟୀ, ବ୍ରହ୍ମପୁର ଗୋଷାଣୀନୂଆଗାଁ ଓମ୍ ବିହାର ଅଞ୍ଚଳର ସିମାଞ୍ଚଳ ପାତ୍ର

ନୂତନ ସଂସଦ ଭବନର ଭିଡିଓ ସେୟାର କରି ଶାହରୁଖ୍ ଖାନ୍ କହିଲେ ଏହି ମର୍ମସ୍ପର୍ଶୀ କଥା

ମୁମ୍ବାଇ: ଆଜି ଅର୍ଥାତ୍ ରବିବାର (ମେ ୨୮) ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂତନ ସଂସଦ ଭବନର ଉଦଘାଟନ କରିବାକୁ ଯାଉଛନ୍ତି। ଏହା ବହୁ ଅତ୍ୟାଧୁନିକ ସୁବିଧା ସହିତ ସଜ୍ଜିତ। ସମ୍ପ୍ରତି ଏହା ଭିତରେ ଥିବା ଚିତ୍ରଗୁଡ଼ିକ ସାମ୍ନାକୁ ଆସିଛି, ଯାହାକୁ ଦେଖି ସମସ୍ତେ ବିସ୍ମିତ ହୋଇଛନ୍ତି। ଏହି

ମହମ୍ମଦ ମୋକିମ୍ ଓ ଚିରଞ୍ଜିବ ବିଶ୍ବାଳଙ୍କୁ କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ବର: ଏଆଇସିସି ପକ୍ଷରୁ ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଏବଂ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି। ‘ଜାନକୀ-ବସନ୍ତଙ୍କ ଯୋଡି: କଂଗ୍ରେସର ସୁବର୍ଣ୍ଣ ଯୁଗ’ ଶୀର୍ଷକରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଦୁଇ ନେତାଙ୍କ ବୟାନକୁ ନେଇ ବିବାଦ

ବିବିଧତାରେ ରହିଛି ଭାରତର ସାମର୍ଥ୍ୟ: ‘ମନ୍‌ କୀ ବାତ୍‌’ରେ କହିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ବିବିଧତାରେ ଭାରତର ସାମର୍ଥ୍ୟ ରହିଛି ବୋଲି ଆଜି ‘ମନ୍‌ କୀ ବାତ୍‌’ର ୧୦୧ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, କିଛି ଦିନ ପୂର୍ବେ ବାରାଣସୀରେ କାଶୀ-ତେଲୁଗୁ ସଙ୍ଗମନମ୍‌ ଅନୁଷ୍ଠିତ ହୋଇଥିଲା। ଭାରତର ସାମର୍ଥ୍ୟ ରହିଛି

ନୂଆ ସଂସଦ ଭବନ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ସକାଳେ ବିଧିବିଧାନ ଅନୁଯାୟୀ ହୋମ ସମ୍ପନ୍ନ କରି ଲୋକସଭା କକ୍ଷରେ ‘ସେଙ୍ଗୋଲ୍‌’ ସ୍ଥାପନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ନୂଆ ସଂସଦ ଭବନ ଲୋକାର୍ପଣ କରିବା ସଙ୍କେତ ସ୍ବରୂପ ଏକ ‘ଫଳକ’ ବା ‘ପ୍ଲେକ୍‌’ ଉନ୍ମୋଚନ କରିଛନ୍ତି।ବୈଦିକ ମ‌ନ୍ତ୍ରୋଚାରଣ

ଗାଁ ଦାଣ୍ଡରେ ଦୁଇ ଭାଇଙ୍କୁ ଗୋଡାଇ ଗୋଡାଇ ହାଣିଲା ଦୁର୍ବୃତ୍ତ, ସାନଭାଇର ମୃତ୍ୟୁ ଓ ବଡ଼ଭାଇ ଗୁରୁତର

ଖୋର୍ଦ୍ଧା: ଜଘନ୍ୟ ହତ୍ୟା । ଗାଁ ଦାଣ୍ଡରେ ଦୁଇ ଭାଇଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ । ଆକ୍ରମଣରେ ସାନଭାଇର ମୃତ୍ୟୁ, ବଡ଼ଭାଇ ଗୁରୁତର । ଖୋର୍ଦ୍ଧା ବୋଲଗଡ ବ୍ଲକ ସାନକୁମାରୀ ଗାଁରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ । ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି। ମୃତକ

ବିଳମ୍ବିତ ରାତିରେ ରାଜଧାନୀର ନାଇଟ କ୍ଳବ, ବାର ଓ ହୋଟେଲରେ ଚଢ଼ଉ

ଭୁବନେଶ୍ବର: ବିଳମ୍ବିତ ରାତିରେ ରାଜଧାନୀର ନାଇଟ କ୍ଳବ, ବାର ଓ ହୋଟେଲରେ କମିସନରେଟ ପୁଲିସ ଚଢ଼ଉ କରିଥିଲା। ଇନ୍ଫୋସିଟି ଓ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ସମସ୍ତ ବାର, ନାଇଟ କ୍ଳବ ଓ ହୋଟେଲରେ ଚଢ଼ଉ କରାଯାଇଥିଲା। ସ୍ୱତନ୍ତ୍ର ୨ଟି ପୁଲିସ ଟିମ, ତିନି ପ୍ଲାଟୁନ ପୁଲିସ ଫୋର୍ସ,

ନେମାଳ ଥାନା ନାଗସପୁର ବାଲିଘାଟରେ ଗୁଳିମାଡ଼

କଟକ: ବାଲିଘାଟରେ ଗୁଳିମାଡ଼ । ବୁଲଡୋଜର ଜାଳିଦେଲ ଦୁର୍ବୃତ୍ତ । କଟକ ଜିଲ୍ଲା ନେମାଳ ଥାନା ନାଗସପୁର ଥିବା ଏକ ବାଲି ଘାଟରେ ଗୁଳିମାଡ ହୋଇଛି। ଗୁଳିମାଡ଼ ସହ ଏକ ବୁଲଡୋଜର ଜାଳିଦେଇଛନ୍ତି ଦୁର୍ବୃତ୍ତ । ବାଲିଘାଟର କର୍ମଚାରୀଙ୍କ ଅଭିଯୋଗ ମୁତାବକ, ଗତକାଲି ବିଳମ୍ବିତ ରାତିରେ ୩ରୁ ୪ଜଣ

କାଳବୈଶାଖି ପ୍ରଭାବରେ ପ୍ରବଳ ବର୍ଷା ଓ ବ୍ୟାପକ କ୍ଷୟକ୍ଷତି

ହିଞ୍ଜିଳିକାଟୁ ୨୭।୫ : ହିଞ୍ଜିଳିକାଟୁ ରେ ଶନିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ବର୍ଷା ସହ ପ୍ରବଳ ପବନ ହୋଇଥିଲା । ପବନ କାରଣରୁ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଆରଏମସି ଛକରେ ଥିବା ବିରାଟ୍ଟ କାକପୋଈ ଗଛ ପଡି ଏନ ହେଚ ୫୯ ରାସ୍ତା ଅବରୋଧ ହୋଇଥିଲା। । ଏଥି ସହିତ ହିଞ୍ଜିଳିକାଟୁ

କୋରୁକୋଣ୍ଡା ଉତ୍କଳ ସମ୍ବାଦିକ ସଙ୍ଘ କାର୍ଯ୍ୟ।ଳୟରେ ସମାଜ ସେବିଙ୍କ ଦ୍ୱାରା ଦୁଇ ଇନ୍ସପେକ୍ଟରଙ୍କୁ ବିଦାୟୀ…

କୋରୁକୋଣ୍ଡା,୨୭।୫ : ମାଲକାଗିରି ଜିଲ୍ଲାର ବରିଷ୍ଠ ଇନ୍ସପେକ୍ଟର ତଥା ମାଲକାନଗିରି ଥାନାର ପୂର୍ବତନ ଥାନା ଅଧିକାରୀ ଇନ୍ସପେକ୍ଟର ରାମ ପ୍ରାସାଦ ନାଗ ଏବଂ ଓର୍କେଲ ଥାନା ଅଧିକାରୀ ଜୋନ କୁଜୁରଙ୍କୁ କୋରୁକୋଣ୍ଡା ସମାଜ ସେବିଙ୍କ ତରଫରୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଗତ